ପଶ୍ଚିମବଙ୍ଗରେ ମୋଦି ଦେଲେ ଏହି ୫ ଗ୍ୟାରେଣ୍ଟି…
କୋଲକାତା,୧୨ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ପଶ୍ଚିମବଙ୍ଗର ବାରାକପୁରରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ୫ଟି ଗ୍ୟାରେଣ୍ଟି ଦେଇଛନ୍ତି। ସେ କହିଛନ୍ତି, ସେମାନେ ସିଏଏ ଆଇନକୁ ରଦ୍ଦ କରିବା କଥା କହୁଛନ୍ତି, କିନ୍ତୁ ଆଜି ମୁଁ…
ଅରବିନ୍ଦ କେଜ୍ରିୱାଲଙ୍କ ୧୦ ନିର୍ବାଚନ ଗ୍ୟାରେଣ୍ଟି: ମାଗଣା ବିଜୁଳି, ଚାଇନାଠୁ ଫେରାଇବେ ଜମି
ନୂଆଦିଲ୍ଲୀ,୧୨ା୫: ଆମ୍ ଆଦମୀ ପାର୍ଟି (ଏଏପି) ପାଇଁ ନିର୍ବାଚନୀ ପ୍ରତିଶ୍ରୁତି ଘୋଷଣା କରିଛନ୍ତି ଅରବିନ୍ଦ କେଜ୍ରିୱାଲ। ଯଦି ଏହି ଲୋକ ସଭା ନିର୍ବାଚନରେ ବିରୋଧୀ INDIA ବ୍ଲକ୍ କୁ ଭୋଟ୍ ଦିଅନ୍ତି ତେବେ ତାଙ୍କର ‘୧୦ ଗ୍ୟାରେଣ୍ଟି ‘ ପୂରଣ କରିବେ।…
ମୋତେ ଜୁନ୍ ୨ରେ ପୁଣି ଜେଲ୍ ଫେରିବାକୁ ପଡ଼ିବ: କେଜ୍ରିଓ୍ବାଲ
ନୂଆଦିଲ୍ଲୀ,୧୨ା୫: ଏଏପିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ଦଳର ସମସ୍ତ ବରିଷ୍ଠ ନେତା ତଥା ବିଧାୟକଙ୍କୁ ଭେଟିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ଏଏପି ବିଧାୟକମାନଙ୍କୁ ସମ୍ବୋଧିତ କରିବାବେଳେ କହିଛନ୍ତି, କେବଳ ଆମ ଆଦ୍ମୀ ପାର୍ଟି ଦେଶର ଦାୟିତ୍ୱ…
ତୁମେ କ’ଣ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ? ମୋଦିଙ୍କ ସହିତ ବିତର୍କ ପ୍ରସ୍ତାବକୁ ନେଇ ରାହୁଲଙ୍କୁ କଟାକ୍ଷ କଲେ ସ୍ମୃତି ଇରାନୀ
ନୂଆଦିଲ୍ଲୀ,୧୨ା୫: ବିଭିନ୍ନ ନିର୍ବାଚନୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବିତର୍କ କରିବାକୁ ନିମନ୍ତ୍ରଣ ଗ୍ରହଣ କରିବା ପରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଏକ ଜବାବ ଦେଇଛନ୍ତି। ସେ ପ୍ରଶ୍ନ କରିଛନ୍ତି ଯେ ରାହୁଲ…
ଭାଜପାର ପ୍ରଧାନମନ୍ତ୍ରୀ ଚେହେରା କିଏ? କେଜରିଓ୍ବାଲଙ୍କ ବୟାନକୁ ନେଇ ବୋବାଲ
ନୂଆଦିଲ୍ଲୀ,୧୨।୫: ତିହାର ଜେଲ୍ରୁ ଆସୁଆସୁ ନିର୍ବାଚନୀ ମଇଦାନକୁ ଲମ୍ଫ ମାରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ଆଉ ପ୍ରଥମେ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ। ଉଠାଇଛନ୍ତି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଯାହାକୁ ନେଇ ଏବେ ଜାତୀୟ ରାଜନୀତି ସରଗରମ ହୋଇଛି। ତାଙ୍କର…
ଖୋଲା ବିତର୍କ ପାଇଁ ମୁଁ ପ୍ରସ୍ତୁତ, ମୋଦି ରାଜି ତ: ରାହୁଲ
ନୂଆଦିଲ୍ଲୀ,୧୧ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଖୋଲା ବିତର୍କ ଆହ୍ବାନକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ଗ୍ରହଣ କରିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ବିତର୍କରେ ସାମିଲ ହେବାକୁ ପ୍ରସ୍ତୁତ କି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ପୂର୍ବତନ ବିଚାରପତି ମଦନ ବି…
ଝାଡ଼ଖଣ୍ଡର ଆଦିବାସୀଙ୍କ ପାଇଁ ବିପଦ ସୃଷ୍ଟି କରୁଛନ୍ତି ବାଂଲାଦେଶୀ ଅନୁପ୍ରବେଶକାରୀ? ଆସାମ ମୁଖ୍ୟମନ୍ତ୍ରୀ କହିଲେ କାରଣ…
ଦିସ୍ପୁର,୧୧।୫: ଆସାମ ଏବଂ ପଶ୍ଚିମବଙ୍ଗ ଭଳି ସୀମାନ୍ତ ରାଜ୍ୟ ପାଇଁ ବାଂଲାଦେଶର ଅନୁପ୍ରବେଶକାରୀମାନେ ଚିନ୍ତାର ବିଷୟ ପାଲଟିଛନ୍ତି। ଅନୁପ୍ରବେଶକାରୀଙ୍କ ଯୋଗୁ ଏହି ରାଜ୍ୟଗୁଡ଼ିକର ସୀମାନ୍ତ ଜିଲାଗୁଡ଼ିକର ଜନସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ତେବେ ବାଂଲାଦେଶରୁ ଆସୁଥିବା ଅନୁପ୍ରବେଶକାରୀମାନେ କେବଳ ପଶ୍ଚିମବଙ୍ଗ…
ଭାଜପା ସମ୍ବିଧାନରେ ବୟସକୁ ନେଇ କୌଣସି ବ୍ୟବସ୍ଥା ନାହିଁ- ମୋଦିଙ୍କ ଅବସରକୁ ନେଇ ଜବାବ ରଖିଲେ ନଡ୍ଡା
ନୂଆଦିଲ୍ଲୀ,୧୧।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଦାବିକୁ ନେଇ ଭାଜପା ପ୍ରତିକ୍ରିୟା ରଖିଛି। ଜେଲରୁ ମୁକୁଳିବା ପରେ କେଜ୍ରିଓ୍ବାଲ ଶନିବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ଅବସରକୁ ନେଇ ବଡ଼ ଦାବି କରିଥିଲେ। ଏହାକୁ ନେଇ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା…
ଭାଜପା ନିଜ ନେତାଙ୍କୁ ଛାଡ଼ିନାହିଁ, ଏଥର ନିର୍ବାଚନ ଜିତିଲେ ସବୁ ବିରୋଧୀ ଦଳ ନେତା ଜେଲ ଯିବେ: କେଜ୍ରିଓ୍ବାଲ
ନୂଆଦିଲ୍ଲୀ,୧୧।୫: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ତିହାର ଜେଲରୁ ମୁକୁଳିବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। ଯଦି ଏଥର ଭାଜପା ନିର୍ବାଚନ ଜିତିଯାଏ ତେବେ ବିରୋଧୀ ଦଳର ସମସ୍ତ ନେତା ଜେଲ ଯିବେ।…
ଆସନ୍ତାକାଲି ବଡ଼ ବୈଠକ ଡାକିବେ କେଜ୍ରିଓ୍ବାଲ, ଏଜେଣ୍ଡାକୁ ନେଇ ସସ୍ପେନ୍ସ
ନୂଆଦିଲ୍ଲୀ,୧୧ା୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଏଏପିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲ୍ ଶୁକ୍ରବାର ସୁପ୍ରିମକୋର୍ଟଙ୍କଠାରୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଛନ୍ତି। ଏହା ସହ ଜେଲ୍ରୁ ବାହାରିବା ପରେ କେଜ୍ରିଓ୍ବାଲ ତାଙ୍କର ରାଜନୈତିକ ସକ୍ରିୟତାକୁ ଆହୁରି ଜୋରଦାର କରିଛନ୍ତି। ଆଜି କେଜ୍ରିଓ୍ବାଲ ଦିଲ୍ଲୀରେ ଏକ…
ପାକିସ୍ତାନର ପରମାଣୁ ବୋମାକୁ ଭାରତ ଡରେ ନାହିଁ: ଶାହା
ନୂଆଦିଲ୍ଲୀ,୧୧ା୫: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶନିବାର କଂଗ୍ରେସ ଏବଂ ଏହାର ନେତାଙ୍କ ଉପରେ କଡ଼ା ଆକ୍ରମଣ କରିଛନ୍ତି। ତେଲଙ୍ଗାନାରେ ଏକ ନିର୍ବାଚନୀ ସମାବେଶକୁ ସମ୍ବୋଧିତ କରି ଶାହା କହିଛନ୍ତି, କଂଗ୍ରେସ ନେତା ମଣି ଶଙ୍କର ଆୟାର କହିଛନ୍ତି ଯେ,…
ଜେଲ୍ ଯିବା ପରେ କାହିଁକି ଦେଇ ନ ଥିଲେ ଇସ୍ତଫା, ପ୍ରେସମିଟ୍ କରି ବଡ଼ ବୟାନ ଦେଲେ କେଜରିଓ୍ବାଲ
ନୂଆଦିଲ୍ଲୀ,୧୧।୫: ଜାମିନ ପାଇବାର ଦିନେ ନ ଯାଉଣୁ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ଶନିବାର ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ମୁଖ୍ୟ କେଜରିଓ୍ବାଲ ଭାଜପାକୁ ଟାର୍ଗେଟ କରି ଗର୍ଜିଛନ୍ତି। ଜେଲରେ ରହିବା…

