ହସ୍ପିଟାଲ୍ ଉଡାଇଦେବାକୁ ଆସିଲା ଧମକ,ପୋଲିସର ତନାଘନା ଜାରି
ନୂଆଦିଲ୍ଲୀ,୧୨।୫: ଦିଲ୍ଲୀର ସ୍କୁଲଗୁଡିକୁ ବୋମା ପକାଇ ଉଡାଇ ଦେବା ଧମକ ଆସିବା ପରେ ଏବେ ଦୁଇଟି ହସ୍ପିଟାଲ ବୋମା ପକାଇ ଉଡାଇ ଦେବାକୁ ଧମକ ଆସିଛି। ଏଥର ମଧ୍ୟ ଧମକ ଦେଉଥିବା ବ୍ୟକ୍ତି ପୁରୁଣା ଢାଞ୍ଚାର ପୁନରାବୃତ୍ତି ପାଇଁ ଏକ ଇମେଲ…
ଚତୁର୍ଥ ପର୍ଯ୍ୟାୟରେ ୯୬ ଆସନରେ ହେବ ଭୋଟ ଗ୍ରହଣ: ଏହି ସବୁ ହେଭିୱେଟ କରିବେ ଭାଗ୍ୟ ପରୀକ୍ଷା
ନୂଆଦିଲ୍ଲୀ/ଭୁବନେଶ୍ୱର,୧୨।୫: ମେ ୧୩ ତାରିଖ ସୋମବାର ଦେଶରେ ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚତୁର୍ଥ ପର୍ଯ୍ୟାୟରେ ଦେଶର ୧୦ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୯୬ଟି ସିଟ୍ରେ ଭୋଟ ଗ୍ରହଣ କରାଯିବ। ଆନ୍ଧ୍ରପ୍ରଦେଶର…
INDIA ବ୍ଲକର ପ୍ରଧାନମନ୍ତ୍ରୀ ପଦ ପାଇଁ ଦଉଡରେ ଅଛନ୍ତି କି? ଜବାବ ଦେଲେ ଅରବିନ୍ଦ କେଜ୍ରିୱାଲ
ନୂଆଦିଲ୍ଲୀ,୧୨।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଏଏପି) ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ରବିବାର ‘କେଜ୍ରିୱାଲଙ୍କ ଗ୍ୟାରେଣ୍ଟି’ ଘୋଷଣା କରିଛନ୍ତି। ସେ କହିଛନ୍ତି ଯଦି କେନ୍ଦ୍ରରେ ‘ଇଣ୍ଡିଆ’ ମିଳିତ ସରକାର ଗଠନ ହୁଏ ତେବେ ଭାରତୀୟ ଜମି ଚୀନ୍…
ଖାର୍ଗେଙ୍କ ହେଲିକପ୍ଟର ହେଲା ଯାଞ୍ଚ୍: କଂଗ୍ରେସ କଲା ଏମିତି ପ୍ରଶ୍ନ
ନୂଆଦିଲ୍ଲୀ,୧୨।୫: ଦେଶରେ ଚାଲିଥିବା ଲୋକ ସଭା ନିର୍ବାଚନ ମଧ୍ୟରେ କଂଗ୍ରେସ ନିର୍ବାଚନ ଅଧିକାରୀଙ୍କୁ ବିରୋଧୀ ଦଳର ନେତାଙ୍କୁ ଟାର୍ଗେଟ କରିଥିବା ଅଭିଯୋଗ କରିଛି। କଂଗ୍ରେସ ଅଭିଯୋଗ କରିଛି ଯେ, ବିହାରର ସାମସ୍ତିପୁରରେ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ହେଲିକପ୍ଟର ଯାଞ୍ଚ କରାଯାଇଥିବାବେଳେ ଭାଜପା…
ଥମୁନାହିଁ ସନ୍ଦେଶଖାଲିର ତୁତୁମେମେ, ଏନସିଡବ୍ଲ୍ୟୁ ମୁଖ୍ୟ ରେଖା ଶର୍ମାଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ନିକଟରେ ହେଲା ଅଭିଯୋଗ
ନୂଆଦିଲ୍ଲୀ,୧୨।୫: ଲୋକ ସଭା ନିର୍ବାଚନ ମଧ୍ୟରେ ପଶ୍ଚିମବଙ୍ଗରେ ସନ୍ଦେଶଖାଲି ପ୍ରସଙ୍ଗରେ ଲଢେଇ ବନ୍ଦ ହେବାର କୌଣସି ସଙ୍କେତ ଦେଉନାହିଁ। ସନ୍ଦେଶଖାଲି ଷ୍ଟିଙ୍ଗ ଅପରେସନର ଭିଡିଓ ଭାଇରାଲ ହେବା ପରେ ଟିଏମସି, ନ୍ୟାସନାଲ କମିଶନ ଫର ଓମେନ(ଏନସିଡବ୍ଲୁ) ଅଧ୍ୟକ୍ଷ ରେଖା ଶର୍ମା ଏବଂ…
ଦିନେ ହିଜାବ ପିନ୍ଧିଥିବା ଜଣେ ମହିଳା ହେବେ ଦେଶର ପ୍ରଧାନମନ୍ତ୍ରୀ, ଓଓ୍ବାଇସିଙ୍କ ଭବିଷ୍ୟବାଣୀ
ନୂଆଦିଲ୍ଲୀ,୧୨।୫: ହାଇଦ୍ରାବାଦର ଲୋକ ସଭା ପ୍ରାର୍ଥୀ ଅସଦୁଦ୍ଦିନ ଓୱାଇସି, ତେଲଙ୍ଗାନା ଏବଂ ଅଲ ଇଣ୍ଡିଆ ମଜଲିସ-ଇ-ଇନ୍ତେହାଦୁଲ ମୁସଲିମ (ଏଆଇଏମଆଇଏମ) ର ଅଧ୍ୟକ୍ଷ କହିଛନ୍ତି ଯେ ଦିନେ ହିଜାବ ପିନ୍ଧିଥିବା ଜଣେ ମୁସଲମାନ ମହିଳା ଦେଶର ପ୍ରଧାନମନ୍ତ୍ରୀ ହେବେ। ହିନ୍ଦୁସ୍ତାନ ଟାଇମ୍ସକୁ ଦିଆଯାଇଥିବା…
ମଦର୍ସ ଡେ’ରେ ମୋଦିଙ୍କୁ ମିଳିଲା ନିଆରା ଉପହାର, ମା’ଙ୍କ ସହ ନିଜକୁ ଦେଖି କହିଲେ…
ହୁଗଳି,୧୨।୫: ଲୋକ ସଭା ନିର୍ବାଚନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (ମେ’୧୨) ରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିବା ପାଇଁ ହୁଗଲିରେ ପହଞ୍ଚିଥିଲେ। ଏଠାରେ ମାତୃ ଦିବସ ଅବସରରେ ଦୁଇଜଣ ଯୁବକ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କ ମା’…
ମୋଦି ବାରାଣସୀରେ ଦାଖଲ କରିବେ ପ୍ରାର୍ଥିପତ୍ର
ନୂଆଦିଲ୍ଲୀ,୧୨।୫: ଲୋକ ସଭା ନିର୍ବାଚନ ପାଇଁ ପ୍ରଚାର ଚରମ ସୀମାରେ ରହିଛି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ୧୪ମେ’ରେ ଉତ୍ତରପ୍ରଦେଶର ବାରାଣାସୀ ଲୋକ ସଭା ଆସନରୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିବେ। ଇତି ମଧ୍ୟରେ ଅନେକ ଏନଡିଏ ନେତା…
‘ଆମକୁ ଟଙ୍କା ଦେଲେ ଆଦାନୀ-ଅମ୍ବାନୀଙ୍କ ଉପରେ ଆକ୍ରମଣ ବନ୍ଦ କରିଦେବୁ…’: ନୂଆ ବିବାଦ ସୃଷ୍ଟି କଲା କଂଗ୍ରେସ ନେତାଙ୍କ ବୟାନ, ଭାଜପା ଦେଲା ପ୍ରତିକ୍ରିୟା
ଭୁବନେଶ୍ୱର,୧୨।୫: କଂଗ୍ରେସର ବରିଷ୍ଠ ନେତା ଆଧୀର ରଂଜନ ଚୌଧୁରୀ ରବିବାର ଏକ ବଡ଼ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି “ଯଦି ସେମାନେ ଟଙ୍କା ଦିଅନ୍ତି ତେବେ ଆଦାନୀ-ଅମ୍ବାନୀ ଉପରେ ଆକ୍ରମଣ ବନ୍ଦ କରିବେ”। ଅଧୀରଙ୍କ ଏହି ମନ୍ତବ୍ୟର କିଛି ସମୟ…
୧୫ରେ ବଲାଙ୍ଗୀର ଆସିବେ ରାହୁଲ
ବଲାଙ୍ଗୀର,୧୨ା୫: ସାଧାରଣ ନିର୍ବାଚନ ପାଇଁ ପ୍ରଚାର କରିବାକୁ ଓଡ଼ିଶା ଗସ୍ତରେ ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଆସନ୍ତା ୧୫ ତାରିଖରେ ବଲାଙ୍ଗୀର ଗସ୍ତରେ ଆସିବେ ରାହୁଲ । ବାଇକ୍ ରାଲି ସହ ଜନସଭାରେ ରାହୁଲ ଯୋଗଦେବେ। ଏନେଇ କଂଗ୍ରେସ ବିଧାୟକ…
ରାଜନୈତିକ ଉଷ୍ମତା ମଧ୍ୟରେ ସମାଜବାଦୀ ପାର୍ଟି ବିଧାୟକଙ୍କ ଘରେ ପହଞ୍ଚିଲେ ଶାାହା, ସାମ୍ନାକୁ ଆସିଲା ଭିଡିଓ
ରାଏବରେଲି,୧୨।୫: ୨୦୨୪ ଲୋକ ସଭା ନିର୍ବାଚନ ମଧ୍ୟରେ ରାଏବରେଲି ଗସ୍ତରେ ଆସିଥିବା ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସମାଜବାଦୀ ପାର୍ଟି ବିଧାୟକ ମନୋଜ ପାଣ୍ଡେଙ୍କ ଘରେ ପହଞ୍ଚିଥିଲେ। ଏଠାରେ ସେ ଏସପି ବିଧାୟକଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ। ଏହା ସହିତ ରାଏବରେଲିର ଭାଜପା…
ରାହୁଲ ବାବା ଆପଣ ପରମାଣୁ ବୋମାକୁ ଡରୁଛନ୍ତି ଯଦି ଡରନ୍ତୁ: କଂଗ୍ରେସକୁ ଟାର୍ଗେଟ କଲେ ଶାହା
ନୂଆଦିଲ୍ଲୀ,୧୨।୫: ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତା ତଥା ସ୍ବରାଷ୍ଟ୍ରନ୍ତ୍ରୀ ଅମିତ ଶାହା ରବିବାର କହିଛନ୍ତି ଯେ ପାକିସ୍ତାନ ଅଧିକୃତ କାଶ୍ମୀର ଭାରତର ଅଟେ ଏବଂ ଆମେ ଏହାକୁ ରଖିବୁ। କୌଶାମ୍ବି ଲୋକ ସଭା ନିର୍ବାଚନମଣ୍ଡଳୀରୁ ଭାଜପା ପ୍ରାର୍ଥୀ ତଥା ଏମପି…

