ଜାତୀୟ

Video: ମତଦାନ କେନ୍ଦ୍ରରେ ଭୋଟରଙ୍କୁ ବାଡ଼େଇଲେ ବିଧାୟକ, ସମର୍ଥକ

ନୂଆଦିଲ୍ଲୀ,୧୩।୫: ଏକ ଆଶ୍ଚର୍ଯ୍ୟଜନକ ଘଟଣା କ୍ରମେ ଆନ୍ଧ୍ରପ୍ରଦେଶର ଜଣେ ବିଧାୟକ ମତଦାନ କେନ୍ଦ୍ରରେ ଜଣେ ଭୋଟରଙ୍କୁ ମାଡ଼ ମାରିଛନ୍ତି। ସୋମବାର ସକାଳେ ଗୁଣ୍ଟୁର ଜିଲାର ଏକ ମତଦାନ କେନ୍ଦ୍ରରେ ବିଧାୟକ ଧାଡ଼ି ନଯିବା ଘଟଣାକୁ ଆପତ୍ତି ଜଣାଇବା ପରେ ଜଣେ ଭୋଟରଙ୍କୁ…

ଚଳିତ ବର୍ଷ ଦେଶରେ ହେବ ଅଧିକ ବର୍ଷା, ଅଧିକ ଶୀତ

ନୂଆଦିଲ୍ଲୀ,୧୩।୫: ଚଳିତ ବର୍ଷ ଦେଶରେ ମୌସୁମୀ ସାଧାରଣ ଅପେକ୍ଷା ବହୁତ ଭଲ ହେବାକୁ ଯାଉଛି। ପ୍ରଶାନ୍ତ ମହାସାଗରରେ ଖୁବ ଶୀଘ୍ର ଲା ନୀନାର ପ୍ରଭାବ ଦେଖିବାକୁ ମିଳିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଜୁନଠାରୁ ଆରମ୍ଭ ହୋଇଥିବା ମୌସୁମୀରେ ହାରାହାରି…

ଅନୁଗୋଳ ଆସିବେ ମୋଦି

ଅନୁଗୋଳ,୧୩।୫(ଅମିତ କୁମାର ସାମଲ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୦ ତାରିଖରେ ଅନୁଗୋଳ ଆସି ଭାଜପାର ନିର୍ବାଚନୀ ସଭାରେ ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହେବା ପରେ ଜିଲା ଭାଜପା ଶିବିରରେ ଭରପୂର ଉତ୍ସାହ ଦେଖାଦେଇଛି। ଏହି ସଭାରେ ଅନୁଗୋଳ ଭାଜପା…

ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ରେଜଲ୍ଟ

ନୂଆଦିଲ୍ଲୀ,୧୩।୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ରେଜଲ୍ଟ ଘୋଷଣା କରିଛି। ବୋର୍ଡ ଏକାସାଙ୍ଗରେ ଉଭୟ ଶ୍ରେଣୀ ପାଇଁ ଫଳାଫଳ ଘୋଷଣା କରିଛି। ଛାତ୍ରୀଛାତ୍ରମାନେ ସେମାନଙ୍କର ରେଜଲ୍ଟ ସିବିଏସସି ଅଫିସିଆଲ ୱେବସାଇଟ୍ ମାଧ୍ୟମରେ cbse.gov.in ରେ ଯାଇ ଦେଖିପାରିବେ।…

ଅବସର ନେବେ ଚନ୍ଦ୍ରଚୂଡ଼, ଜାଣନ୍ତୁ କିଏ ହେବେ ପରବର୍ତ୍ତୀ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ,୧୩ା୫: ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ଼ ଆସନ୍ତା ନଭେମ୍ବର ୧୦ରେ ତାଙ୍କ ପଦରୁ ଅବସର ନେବେ। ସେ ୯ ନଭେମ୍ବର ୨୦୨୨ରେ ଭାରତର ୫୦ତମ ପ୍ରଧାନ ବିଚାରପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ୨ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ…

ମୁଣ୍ଡରେ ପଗଡ଼ି ଭିଡି ଖାଦ୍ୟ ପରଷିଲେ ପ୍ରଧାନମନ୍ତ୍ରୀ ମୋଦି

ପାଟନା,୧୩।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ବିହାର ଗସ୍ତର ଦ୍ୱିତୀୟ ଦିନରେ ପାଟନା ସହରର ତାଖ ଶ୍ରୀ ହରମାନନ୍ଦ ସାହି ଗୁରୁଦ୍ୱାରରେ ପହଞ୍ଚିଛନ୍ତି। ଏଠାରେ ମଥା ଟେକିଥିଲେ। ମୁଣ୍ଡ ନୁଆଁଇ ପ୍ରାର୍ଥନା କରିଥିଲେ ଲଙ୍ଗର ମଧ୍ୟ ଖାଇଲେ। କେବଳ ଏତିକି ନୁହେଁ…

ରାଜନୈତିକ ଉଷ୍ମତାକୁ ବଢାଇଲା ଥରୁରଙ୍କ ବୟାନ

ମୁମ୍ବାଇ,୧୩।୫: କଂଗ୍ରେସର ବରିଷ୍ଠ ନେତା ଶଶି ଥରୁରଙ୍କ ଅନ୍ୟ ଦଳ ସମ୍ପର୍କରେ ଦେଇଥିବା ବିବୃତ୍ତି ରାଜନୈତିକ ଆଲୋଡ଼ନକୁ ବଢାଇ ଦେଇଛି। କଂଗ୍ରେସ ସହିତ ଛୋଟ ଦଳର ସମ୍ଭାବ୍ୟ ମିଶ୍ରଣକୁ ନେଇ କେତେକ ଲୋକଙ୍କ ମତ ସହ ଥରୁର ସହମତ ହୋଇଥିଲେ। ଏକ…

ଭାରତ ସୈନିକ ଫେରିବା ପରେ ବିମାନ ଉଡ଼ାଇପାରୁ ନାହାନ୍ତି ଆମ ପାଇଲଟ, ସ୍ୱୀକାର କଲେ ମାଳଦ୍ୱୀପ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୧୩।୫: ମାଲଦ୍ୱୀପର ପ୍ରତିରକ୍ଷା ମନ୍ତ୍ରୀ ଘାସାନ୍ ମୋୖମନ୍ ସ୍ୱୀକାର କରିଛନ୍ତି ଯେ ଏହାର ସୈନ୍ୟବାହିନୀରେ ଭାରତ ଦାନ କରିଥିବା ତିନିଟି ବିମାନ ଚଳାଇବାରେ ସକ୍ଷମ ପାଇଲଟ୍ ଅଭାବ ରହିଛି। ଯାହାକି ଭାରତୀୟ ପ୍ରତିରକ୍ଷା କର୍ମଚାରୀ ମାଳଦ୍ଵୀପ ଦେଶ ଛାଡିବାର କିଛି ଦିନ…

ନିର୍ବାଚନ ମଧ୍ୟରେ ବଡ଼ ଘୋଷଣା କଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୧୩।୫: ଲୋକ ସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ଚାଲିଥିବା ଭୋଟ ମଧ୍ୟରେ ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ମହିଳାମାନଙ୍କ ପାଇଁ ବାର୍ତ୍ତା ଦେଇ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। ଏହି ସମୟ ମଧ୍ୟରେ ସେ ଏକ ବଡ ଘୋଷଣା କରିଛନ୍ତି।…

ସ୍କୁଲ ଉଡାଇ ଦେବାକୁ ଆସିଲା ଧମକ: ପୋଲିସର ନିଦ ହଜିଲା

ନୂଆଦିଲ୍ଲୀ,୧୩।୫: ନୋଏଡା ପରେ ଏବେ ଜୟପୁର ଦୁର୍ବୃତ୍ତଙ୍କ ଟାର୍ଗେଟକୁ ଆସିଛିି। ଜୟପୁରର ଅନେକ ବଡ ବିଦ୍ୟାଳୟକୁ ଧମକପୂର୍ଣ୍ଣ ଇ-ମେଲ ଆସିଛି। ଏଥିମଧ୍ୟରେ ସ୍କୁଲଗୁଡ଼ିକୁ ବୋମା ପକାଇ ଉଡାଇ ଦେବାକୁ ଧମକ ଦିଆଯାଇଛି। ଏହି ଧମକପୂବର୍ଣ୍ଣ ମେଲ୍‌ ଆସିବା ପରେ ପୋଳିସର ନିଦ…

ଓଡ଼ିଶାବାସୀଙ୍କୁ ମତଦାନ ପାଇଁ ଅପିଲ କଲେ ମୋଦି

ନୂଆଦିଲ୍ଲୀ,୧୩ା୫: ସୋମବାର ଦେଶରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଥିବା ବେଳେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ ‘ଏକ୍ସ’ରେ ଓଡ଼ିଶାବାସୀଙ୍କୁ ମତଦାନ କରିବାକୁ ଅପିଲ କରିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି,…

ଦେଶରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୧୩ା୫: ସୋମବାର ସକାଳୁ ଦେଶରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ୯୬ଟି ସଂସଦୀୟ କ୍ଷେତ୍ର ପାଇଁ ଆଜି ମତଦାନ ଆରମ୍ଭ ହୋଇଛି। ୧୦ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ମତଦାନ ଚାଲିଛି। ଆନ୍ଧ୍ର ଓ ତେଲଙ୍ଗାନାର ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?