ଜାତୀୟ

‘ଏଏପିରେ ସୁରକ୍ଷିତ ନୁହେଁ ନାରୀ,’ କେଜରିଓ୍ବାଲଙ୍କୁ ପ୍ରଶ୍ନ କଲେ ଅନୁରାଗ ଠାକୁର

ନୂଆଦିଲ୍ଲୀ,୧୩।୫: ଦିଲ୍ଲୀ ପୋଲିସକୁ ଦୁଇଟି କଲ ଆସିଥିଲା ଯେଉଁଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଘର ସମ୍ନାରେ ଆମ ଆଦମୀ ପାର୍ଟି ରାଜ୍ୟ ସଭା ଏମପି ସ୍ବାତି ମାଲିୱାଲଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଥିଲା। ତେବେ ଏ ନେଇ ସ୍ବାତି ମାଲିୱାଲଙ୍କ…

ଭାରତର ଟେନ୍‌ସନ୍‌ ବଢାଇପାରେ ଚାଇନା: ଏହି ଦେଶ ସହ ମିଶି ରଚୁଛି ଷଡଯନ୍ତ୍ର

ନୂଆଦିଲ୍ଲୀ/ବେଜିଂ,୧୩।୫: ଆଗାମୀ ସମୟରେ ଚାଇନା ଭାରତର ଟେନ୍‌ସନ୍‌କୁ ବଢାଇପାରେ। ବର୍ତ୍ତମାନ ଚାଇନା ୟୁରୋପରେ ଭାରତର ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଫ୍ରାନ୍ସ ଉପରେ ଦୃଷ୍ଟି ରଖିଛି। ଡ୍ରାଗନ କେବଳ ସେଠାରେ ନୂତନ ସମ୍ଭାବନା ଖୋଜୁନାହିଁ ବରଂ କୂଟନୈତିକ ଚାପ ପକାଇ ବଡ଼ ଲକ୍ଷ୍ୟ ହାସଲ…

ଖୁବ ଶୀଘ୍ର ବିବାହ କରିବେ ରାହୁଲ

ରାଏବରେଲି,୧୩।୫: ରାଏବରେଲି ଲୋକ ସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରାଏବରେଲିରେ ପହଞ୍ଚିଛନ୍ତି। ଏହି ସମୟରେ ସୋମବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାଏବରେଲିରେ ଏକ ରାଲି କରିଥିଲେ। ତାଙ୍କ…

ରାଏବରେଲିରୁ କାହିଁକି ନିର୍ବାଚନ ଲଢୁଛନ୍ତି ରାହୁଲ, ନିଜେ କହିଲେ କାରଣ

ନୂଆଦିଲ୍ଲୀ,୧୩।୫: ସୋମବାର ରାଏବରେଲିରୁ କଂଗ୍ରେସ ପ୍ରାର୍ଥୀ ରାହୁଲ ଗାନ୍ଧୀ ପ୍ରକାଶ କରିଛନ୍ତି ଯେ ସେ କାହିଁକି ଆମେଥିରୁ ନୁହେଁ ବରଂ ରାଏବରେଲିରୁ ନିର୍ବାଚନ ଲଢୁଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି ଯେ କଂଗ୍ରେସ କୋଟି କୋଟି ଲୋକଙ୍କୁ କୋଟିପତି କରିବ। ୧ ତାରିଖରେ…

ପାକିସ୍ତାନ ଚୁଡ଼ି ପିନ୍ଧିନାହିଁ ଯଦି ପିନ୍ଧାଇଦେବା: ମୋଦି

ମୁଜାଫରନଗର,୧୩।୫: ବିହାରର ମୁଜାଫରପୁରରେ ଏକ ସାଧାରଣ ସଭାରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ନେତା ମଣି ଶଙ୍କର ଆୟାରଙ୍କ ପାକ ସମର୍ଥକ ବିବୃତ୍ତି ଉପରେ ଆକ୍ରମଣ କରି ଏହାର ଉତ୍ତର ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଯଦି ପାକିସ୍ତାନ ଚୁଡ଼ିା ପିନ୍ଧୁନାହିଁ…

ମୁସଲମାନ ମହିଳାଙ୍କୁ ଆଇଡି ଚେକ୍ ପାଇଁ ମୁହଁ ଦେଖାଇବାକୁ କହି ବିବାଦରେ ଭାଜପା ପ୍ରାର୍ଥୀ, ରୁଜୁ କଲା ମାମଲା ପୋଲିସ

ନୂଆଦିଲ୍ଲୀ, ୧୩ା୫: ହାଇଦ୍ରାବାଦରୁ ଭାଜପା ପ୍ରାର୍ଥୀ କମ୍ପେଲା ମାଧବୀ ଲଥା ଏକ ପୋଲିଂ ବୁଥରେ ବୁର୍ଖା ପିନ୍ଧିଥିବା ମୁସଲମାନ ମହିଳାମାନଙ୍କୁ ଭୋଟର ପରିଚୟ ପତ୍ରରେ ଥିବା ଫଟୋ ସହିତ ମିଳାଇବା ପାଇଁ ମୁହଁ ଦେଖାଇବାକୁ କହି ସମସ୍ୟାରେ ପଡିଛନ୍ତି। ପୋଲିସ ଏହି…

ମୁଖ୍ୟମନ୍ତ୍ରୀଙ୍କ ସହଯୋଗୀ ଦୁର୍ବ୍ୟବହାର କରିଥିବା ଅଭିଯୋଗ କଲେ ଏଏପି ଏମପି ସ୍ଵାତି ମାଲିୱାଲ

ନୂଆଦିଲ୍ଲୀ, ୧୩ା୫: ଏଏପି ଏମପି ସ୍ଵାତି ମାଲିୱାଲଙ୍କୁ ଅରବିନ୍ଦ କେଜ୍ରିୱାଲଙ୍କ ସହଯୋଗୀ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ରିପୋର୍ଟ ଅନୁଯାୟୀ ସୋମବାର ସକାଳେ ଦିଲ୍ଲୀ ପୋଲିସକୁ ଦୁଇଟି କ୍ରମାଗତ କଲ ଆସିଥିଲା, ଉଭୟ ସିଭିଲ୍ ଲାଇନରେ ଥିବା ମୁଖ୍ୟମନ୍ତ୍ରୀଙ୍କ ବାସଭବନରୁ ଆସିଥିଲା…

ଅମିତ ଶାହାଙ୍କ ୫ ବଡ଼ ଭବିଷ୍ୟବାଣୀ: ସତ ହେବାନେଇ ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୧୩।୫: ନିର୍ବାଚନ ପୂର୍ବରୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓଡିଶାରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ସରକାର ଗଠନ ଠାରୁ ଆରମ୍ଭ କରି ଷ୍ଟକ ମାର୍କେଟରେ ଏକ ନୂତନ ରେକର୍ଡ ସୃଷ୍ଟି କରିବା ପର୍ଯ୍ୟନ୍ତ ପାଞ୍ଚଟି ପୂର୍ବାନୁମାନ କରିଛନ୍ତି। ଏହି ୫ ଭବିଷ୍ୟବାଣୀ…

ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା: ଅମିତ ଶାହା କଲେ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୧୩।୫: ଦେଶରେ ନିର୍ବାଚନ ଚାଲିଥିବାବେଳେ ସ୍ବରାଷ୍ଟ ମନ୍ତ୍ରୀ ଅମିତ ଶାହା ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ଓଡିଶାରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ସରକାର ଗଠନ କରିବୁ ବୋଲି ସେ ପୂର୍ବାନୁମାନ କରିଛନ୍ତି। ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପର୍ଯ୍ୟନ୍ତ ୨୮୩ଟି…

ସୁପ୍ରିମକୋର୍ଟରେ କେଜ୍‌ରିଓ୍ବାଲ୍‌ଙ୍କ ଉଦାହରଣ ଦେଲେ ହେମନ୍ତ ସୋରେନ୍‌: ତଥାପି ମିଳିଲାନି ଜାମିନ

ନୂଆଦିଲ୍ଲୀ,୧୩।୫: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଆବେଦନ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ସମୟରେ ହେମନ୍ତ ସୋରେନଙ୍କ ପକ୍ଷରୁ ହାଜର ହୋଇଥିବା ଓକିଲ କପିଲ ସିବଲ ଅନେକ ଯୁକ୍ତି ଦର୍ଶାଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ଦିଆଯାଇଥିବା ଜାମିନର…

ନିଜ ପିଲାଙ୍କୁ ସେଟ୍‌ କରିବାକୁ ଲାଗିଛନ୍ତି ଲଣ୍ଠନ ବାଲା, ଲାଲୁଙ୍କୁ ଟାର୍ଗେଟ କଲେ ମୋଦି

ପାଟନା,୧୩।୫: ଦୁଇ ଦିନିଆ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି ବିହାରକୁ ଆସିଛନ୍ତି। ରବିବାର ସାରେ ସେ ପାଟନାରେ ଦୁଇ କିଲୋମିଟର ଲମ୍ବା ରୋଡ ଶୋ କରିଥିଲେ। ଏହା ପରେ ରାଜ ଭବନରେ ବିଶ୍ରାମ କଲେ। ସୋମବାର ସେ ହାଜିପୁର, ମୁଜାଫରପୁର ଏବଂ ସରଣରେ…

ଚାଇନା-ପାକିସ୍ତାନର ଉଡିଲା ନିଦ, ହାତ ମିଳାଇଲେ ଭାରତ-ଇରାନ!

ନୂଆଦିଲ୍ଲୀ,୧୩।୫: ବ୍ୟସ୍ତବହୁଳ ନିର୍ବାଚନ ଋତୁରେ ଭାରତ ଇରାନ ସହ ଏକ ଚୁକ୍ତି କରିବାକୁ ପ୍ରସ୍ତୁତ। ଆସନ୍ତା ଦଶ ବର୍ଷ ପାଇଁ ଚାବାହାର ବନ୍ଦରର ପରିଚାଳନା ଉପରେ ଭାରତ ଦୃଷ୍ଟି ଦେବ। ଏହି ଚୁକ୍ତିନାମା ଭାରତ ଏବଂ ଇରାନ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?