ଜାତୀୟ

ବାହାଘର ପରେ କିସ୍‌ କଲେ ନବଦମ୍ପତି, ମଞ୍ଚରେ ମାଡ ଖାଇଲେ ବର ପକ୍ଷ

ନୂଆଦିଲ୍ଲୀ,୨୩।୫: ବାହାଘର ପରେ ବର କନ୍ୟା ପ୍ରତି ସର୍ବସାଧାରଣରେ ଭଲ ପାଇବା ଦେଖାଇବା ମହଙ୍ଗା ସାବ୍ୟସ୍ତ ହୋଇଛି। ବର କନ୍ୟାକୁ ବିବାହ ସମୟରେ କିସ୍‌ କରିବା ପରେ ଦୁଇପକ୍ଷ ଢେଙ୍ଗାବାଡି ଧରି ମୁହାଁମୁହିଁ ହୋଇଛନ୍ତି। ଉତ୍ତରପ୍ରଦେଶ ହାପୁରର ଅଶୋକ ନଗରରେ ଅନୁଷ୍ଠିତ…

ଗାଈ କ୍ଷୀର ଦେଇନାହିଁ, ଘିଅ ଖାଇବାକୁ ଲାଗିଛି ଝଗଡା: କାହିଁକି ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୫: ୨୦୨୪ ଲୋକ ସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ପ୍ରଚାର ପାଇଁ ହରିୟାଣାର ମହେନ୍ଦ୍ରଗଡରେ ପହଞ୍ଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଉପରେ କଡ଼ା ଆକ୍ରମଣ କରିଛନ୍ତି। ୭ଟି ଜନ୍ମରେ ମଧ୍ୟ ସେମାନଙ୍କ ସରକାର ଗଠନ ହେବ ନାହିଁ ବୋଲି ସେ…

‘୪୦୦ ସିଟ୍‌ ସମ୍ବିଧାନ ବଦଳାଇବାକୁ ନୁହେଁ, ପାକିସ୍ତାନରୁ ପିଓକେ…’, ନିଶିକାନ୍ତ ଦୁବେଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନରେ ଭାଜପା ନିଜ ପାଇଁ ୩୭୦ଟି ଆସନ ଜିତିବାର ଲକ୍ଷ୍ୟ ରଖିଥିବାବେଳେ ଏନଡିଏ ପାଇଁ ୪୦୦ ଆସନ ଧାର୍ଯ୍ୟ କରାଯାଇଛି। ଦଳ ଦେଇଥିବା ସ୍ଲୋଗାନ ହେଉଛି ଅବକି ପାର୍‌ ୪୦୦ ପାର୍‌। ପ୍ରତ୍ୟେକ ରାଲିରେ ଭାଜପା-ଏନଡିଏ ନେତାମାନେ…

ସମ୍ବିଧାନ ଦିଏ ନାହିଁ ଧର୍ମ ନାମରେ ସଂରକ୍ଷଣ, ମୁସଲମାନ ରିଜର୍ଭେଶନ ହେବ ଶେଷ: ଶାହା

ଲକ୍ଷ୍ନୌ,୨୩।୫: ଧର୍ମ ଆଧାରରେ ମୁସଲିମ ସଂରକ୍ଷଣକୁ ଭାଜପା ଶେଷ କରିବ ବୋଲି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି। ଆମର ସମ୍ବିଧାନ ଧର୍ମ ଆଧାରରେ ସଂରକ୍ଷଣକୁ ସମର୍ଥନ କରେ ନାହିଁ। ସେ କଂଗ୍ରେସ ଏବଂ ସମାଜବାଦି ପାର୍ଟିକୁ କଡ଼ା ଟାର୍ଗେଟ…

ଭୋଟର ଖୁସ, ମିଳିବ ଫ୍ରି ବାଇକ ରାଇଡ ସହ ମାଗଣା ଜଳଖିଆ

ନୂଆଦିଲ୍ଲୀ,୨୩।୫: ଆଜିକାଲି ଭାରତରେ ୧୮ ତମ ଲୋକ ସଭା ପାଇଁ ନିର୍ବାଚନ ଚାଲିଛି। ଏହି ନିର୍ବାଚନ ମୋଟ ସାତୋଟି ପର୍ଯ୍ୟାୟରେ ଶେଷ ହେବ। ଯାହାର ୫ ଟି ପର୍ଯ୍ୟାୟ ଶେଷ ହୋଇଛି। ବର୍ତ୍ତମାନ ଦୁଇଟି ପର୍ଯ୍ୟାୟ ଭୋଟ ବାକି ଅଛି। ଯେଉଁଥିରେ…

ମଥୁରା-କାଶୀରେ ମନ୍ଦିର, ପିଓକେ ଭାରତର ହେବ; ହିମନ୍ତ କହିଲେ ୪୦୦ ଆସନ ଜିତିଲେ କ’ଣ କ’ଣ କରିବ ଭାଜପା…

ନୂଆଦିଲ୍ଲୀ,୨୩।୫: ଭାଜପା ଲୋକ ସଭା ନିର୍ବାଚନ ୨୦୨୪ ଲାଗି ୩୭୦ରୁ ଅଧିକ ଆସନ ଜିତିବାର ଲକ୍ଷ୍ୟ ରଖିଛି। ଏଥିସହ ଏନ୍‌ଡିଏ ଲାଗି ୪୦୦ରୁ ଅଧିକ ଟାର୍ଗେଟ ସ୍ଥିର କରାଯାଇଛି। ତେବେ ଦଳ ନିଶ୍ଚିତ ଭାବେ ନିର୍ଦ୍ଧାରିତ ଆସନରେ ବିଜେତା ହେବ ବୋଲି…

ଜୁନ ୪ରେ ଭାଜପା ଆଉ ଶେୟାର ବଜାର ଉଭୟ ମନାଇବେ ଉତ୍ସବ: ମୋଦି

ନୂଆଦିଲ୍ଲୀ,୨୩।୫: ଜୁନ ୪ରେ ଲୋକ ସଭା ନିର୍ବାଚନ ଫଳାଫଳ ଦିନ ଷ୍ଟକ ମାର୍କେଟରେ କ’ଣ ହେବ, ଷ୍ଟକ ମାର୍କେଟ ନୂଆ ଶିଖରକୁ ଛୁଇଁବ ନା ବଜାର ହ୍ରାସ ପାଇବ। ଏହି ପ୍ରଶ୍ନ ଗତ କିଛି ଦିନ ହେବ ପ୍ରତ୍ୟେକ ସାଧାରଣ ନିବେଶକଙ୍କ…

ଦୁଇଟି ପର୍ଯ୍ୟାୟ ପୂର୍ବରୁ ଭବିଷ୍ୟବାଣୀ କଲେ ଶିବରାଜ, ଯାହା ଭାଜପାକୁ ଚମକାଇ ଦେବ

ନୂଆଦିଲ୍ଲୀ,୨୩।୫: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଗୁରୁବାର ଲୋକ ସଭା ନିର୍ବାଚନ ସମ୍ପର୍କରେ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି ଯେ କେବଳ ଭାଜପା ୩୭୦ ଟି ଆସନ ପାଇବ ଏବଂ ଏନଡିଏ ସହିତ ଆମେ ୪୦୦…

ସ୍ବାତୀ ମାଲିଓ୍ବାଲଙ୍କ ମାମଲାରେ କେଜ୍‌ରିଓ୍ବାଲ ଚୁପ୍‌ କାହିଁକି: ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୩ା୫: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଏଏପିର ରାଜ୍ୟ ସଭା ଏମ୍‌ପି ସ୍ବାତୀ ମାଲିଓ୍ବାଲଙ୍କ ସହ ଅସଦାଚରଣ ତଥା ଆକ୍ରମଣ ମାମଲାରେ ଅନେକ ପ୍ରଶ୍ନ ଉଠାଇଛନ୍ତି। ଏହି ପ୍ରସଙ୍ଗରେ କେଜ୍‌ରିଓ୍ବାଲ କାହିଁକି ନୀରବତା ଅବଲମ୍ବନ କରୁଛନ୍ତି ବୋଲି ସ୍ମୃତି ପଚାରିଛନ୍ତି। ସେ…

କେଜରିଓ୍ବାଲଙ୍କ ମାତା ପିତାଙ୍କୁ ପଚରା ଉଚରା କରିବ ନାହିଁ ପୋଲିସ

ନୂଆଦିଲ୍ଲୀ,୨୩।୫: ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଆମ ଆଦମୀ ପାର୍ଟି (ଏଏପି) ରାଜ୍ୟ ସଭା ଏମପି ସ୍ବାତି ମାଲିୱାଲଙ୍କୁ ଆକ୍ରମଣ ଓ ନିର୍ଯ୍ୟାତନା ମାମଲାର ତଦନ୍ତରେ ଦିଲ୍ଲୀ ପୋଲିସ ବ୍ୟସ୍ତ ଅଛି। ନ୍ୟୁଜ ଏଜେନ୍ସି ଏଏନଆଇର ସୂଚନା ଅନୁଯାୟୀ, ଦିଲ୍ଲୀ ପୋଲିସ ଟିମ ଗୁରୁବାର…

ସରକାରକୁ ଆସିଲେ ଅଗ୍ନିବୀର ଯୋଜନାକୁ ଫାଡି ଡଷ୍ଟବିନ୍‌ରେ ପକାଇଦେବୁ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୩।୫: ଦିଲ୍ଲୀରେ ହେବାକୁ ଥିବା ଷଷ୍ଠ ପର୍ଯ୍ୟାୟ ଭୋଟ ପାଇଁ ଇଣ୍ଡିଆ ସହଯୋଗୀ ଦଳ ନିଜର ସମ୍ପୂର୍ଣ୍ଣ ଶକ୍ତି ପ୍ରଦାନ କରିଛି। ଏହି କ୍ରମରେ କଂଗ୍ରେସର ରାହୁଲ ଗାନ୍ଧୀ ଗୁରୁବାର ଉତ୍ତର ପୂର୍ବ ଦିଲ୍ଲୀ ଲୋକ ସଭା ଆସନରୁ କଂଗ୍ରେସ ପ୍ରାର୍ଥୀ…

ଅଖିଳେଶଙ୍କୁ ମିଳିଲା ରାଜା ଭୈୟାଙ୍କ ସହଯୋଗ

ଲକ୍ଷ୍ନୌ,୨୩।୫: ଗୋଟିଏ ପଟେ ଲୋକ ସଭା ନିର୍ବାଚନ ଶେଷ ପର୍ଯ୍ୟାୟରେ। ଅନ୍ୟପକ୍ଷରେ ଉତ୍ତରପ୍ରଦେଶର ରାଜନୀତି ଅଧିକ ରୋମାଞ୍ଚକର ହେବାରେ ଲାଗିଛି। ଉତ୍ତର ପ୍ରଦେଶ ରାଜନୀତିରେ ପ୍ରବଳ ପ୍ରଭାବ ପକାଇଥିବା ପ୍ରତାପଗଡ ଜିଲାର କୁଣ୍ଡାର ବିଧାୟକ ତଥା ଜନସତା ଦଳ (ଗଣତାନ୍ତ୍ରିକ) ରଘୁରାଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?