ଜାତୀୟ

ଇଚ୍ଛା ହେଉଛି ନରେନ୍ଦ୍ର ମୋଦି ହୁଅନ୍ତୁ ଦେଶର ମୁଖ୍ୟମନ୍ତ୍ରୀ, କହୁ କହୁ ଏମିତି କହିଲେ ନୀତୀଶ

ପାଟନା,୨୬।୫: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କ୍ରମାଗତ ଭାବେ ନିର୍ବାଚନ ରାଲି କରୁଥିବା ଦେଖାଯାଉଛି। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ କ୍ରମାଗତ ଭାବରେ ବିହାର ଗସ୍ତ କରୁଛନ୍ତି ଏବଂ ସାଧାରଣ ସଭାକୁ ସମ୍ବୋଧିତ କରୁଛନ୍ତି। ଏସବୁ ମଧ୍ୟରେ ମୁଖ୍ୟମନ୍ତ୍ରୀ ନୀତୀଶ ପୁଣିଥରେ ଭାଷଣ…

୨୧ ବର୍ଷରୁ ବୟସରୁ କମ୍‌ ବୟସରେ ଲିଭ୍‌ଇନ୍‌ ରହିଲେ ପୋଲିସ-ଅଭିଭାବକଙ୍କୁ ଜଣାଇବେ ସରକାର!

ନୂଆଦିଲ୍ଲୀ,୨୬।୫: ଉତ୍ତରାଖଣ୍ଡ ସରକାର ଲିଭ୍‌ଇନ୍‌ ରିଲେଶନଶିପ୍‌କୁ ଔପଚାରିକ ମାନ୍ୟତା ଦେବାକୁ ଏବଂ ନିୟନ୍ତ୍ରଣ କରିବା ପାଇଁ ଏକ ଆଇନଗତ ଢାଞ୍ଚା ପ୍ରସ୍ତୁତ କରିଛନ୍ତି। ଏହାର ଉଦେଶ୍ୟ ହେଉଛି ଲିଭ୍‌ଇନ୍‌ ରିଲେଶନଶିପ୍‌ରେ ରହୁଥିବା ଯୋଡି ମାନଙ୍କ ପାଇଁ ଷ୍ପଷ୍ଟ ଆଇନ ଏବଂ ସୁରକ୍ଷା…

ମୁସଲମାନଙ୍କୁ ସଂରକ୍ଷଣ ଦେବାକୁ ସମ୍ବିଧାନ ବଦଳାଇ ଦେବେ ବିରୋଧୀ ମେଣ୍ଟ: ମୋଦି

ମିର୍ଜାପୁର,୨୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଉତ୍ତରପ୍ରଦେଶ ଗସ୍ତରେ ଅଛନ୍ତି। ଏହି ସମୟରେ ସେ ମିର୍ଜାପୁରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ। ଏଥିରେ ସେ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ବିରୋଧୀ ଦଳ ‘ଇଣ୍ଡିଆ’ମେଣ୍ଟକୁ ସାମ୍ପ୍ରଦାୟିକ ତଥା ଜାତିବାଦୀ…

ଗଡକରୀଙ୍କୁ ହରାଇବାକୁ କାମ କରିଛନ୍ତି ମୋଦି-ଶାହା: ସଞ୍ଜୟ ରାଉତ

ମୁମ୍ବାଇ,୨୬।୫: ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ରବିବାର ଦାବି କରିଛନ୍ତି ଯେ ଲୋକ ସଭା ନିର୍ବାଚନରେ ନିତିନ ଗଡକରୀଙ୍କ ପରାଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କାର୍ଯ୍ୟ…

ହାଇସ୍କୁଲ ପରୀକ୍ଷା ଫଳ ଦେଖିବା ପରେ କମଲ ନାଥ କହିଲେ, ରାଜ୍ୟରେ ଶିକ୍ଷା ମହତ୍ୱହୀନ ହେବାରେ ଲାଗିଛି

ଭୋପାଳ,୨୬।୫: ମଧ୍ୟପ୍ରଦେଶରେ ଲୋକ ସଭା ନିର୍ବାଚନ ପରେ ବର୍ତ୍ତମାନ ଶିକ୍ଷାକୁ ନେଇ ଭାଜପା ଓ କଂଗ୍ରେସ ମଧ୍ୟରେ ତୀବ୍ର ରାଜନୈତିକ କଥାକଟାକଟି ହେଉଛି। ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କୁ ଲକ୍ଷ୍ୟ କରି ସେ କହିଛନ୍ତି ଯେ ମଧ୍ୟପ୍ରଦେଶରେ ଶିକ୍ଷା ସ୍ତର ଯଥେଷ୍ଟ…

ପ୍ରଧାନମନ୍ତ୍ରୀ ଏକମାତ୍ର ବ୍ୟକ୍ତି, ଯାହାଙ୍କର ଡାଇରେକ୍ଟ ପରମାତ୍ମାଙ୍କ ସହ ଯୋଗାଯୋଗ ରହିଛି: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୬।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିର୍ବାଚନ ପ୍ରଚାରର ଶେଷ ପର୍ଯ୍ୟାୟ ପାଇଁ ରବିବାର ହିମାଚଳ ପ୍ରଦେଶର ନାହାନରେ ପହଞ୍ଚିଛନ୍ତି। ସାଧାରଣ ସଭାରେ ସମ୍ବୋଧିତ କରିବାବେଳେ ରାହୁଲ ଗାନ୍ଧୀ ଅନେକ ସାମ୍ବାଦିକଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଠୋର ପ୍ରଶ୍ନ ପଚାରି ନ ଥିବାରୁ…

ଏଏପି ଉପରେ ସଙ୍ଗିନ ଅଭିଯୋଗ ଲଗାଇଲେ ସ୍ବାତୀ, ବଳାତ୍କାର ସହ ମିଳୁଛି ହତ୍ୟା ଧମକ

ନୂଆଦିଲ୍ଲୀ,୨୬।୫: ଆମ ଆଦମୀ ପାର୍ଟି ରାଜ୍ୟ ସଭା ଏମପି ସ୍ବାତୀ ମାଲିୱାଲ ରବିବାର କହିଛନ୍ତି ଯେ ଏଏପି ନେତା ତଥା ସେମାନଙ୍କ କର୍ମକର୍ତ୍ତାଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଚରିତ୍ର ସଂହାର ଅଭିଯାନ ପରେ ତାଙ୍କୁ ବଳାତ୍କାର ଓ ହତ୍ୟା ଧମକ ଦିଆଯାଉଛି।…

ବାରାଣସୀରେ ମୋଦିଙ୍କ ପାଇଁ ପ୍ରଚାରର ଆବଶ୍ୟକତା ନାହିଁ: ଜୟଶଙ୍କର

ନୂଆଦିଲ୍ଲୀ,୨୬।୫: ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ବାରାଣସୀରେ ଭାଜପାର ବିଜୟ ଉପରେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଅଧିକ ନିର୍ବାଚନ ପ୍ରଚାରର ଆବଶ୍ୟକତା ନାହିଁ। କାରଣ ସହରର ଲୋକେ ଭାରତର ବୈଦେଶିକ ନୀତିକୁ ଗଭୀର ଭାବେ ଜାଣିବା…

୬ ଟ୍ରେନ୍‌ ବାତିଲ, ଜାଣନ୍ତୁ କେଉଁ ଟ୍ରେନ୍‌ ହୋଇଛି ବାତିଲ

କୋଲକାତା,୨୬ା୫: ବାତ୍ୟା ‘ରେମାଲ’ ପାଇଁ ୬ଟି ଟ୍ରେନ୍‌ ବାତିଲ ହୋଇଛି। ରବିବାର ଓ ସୋମବାର ପାଇଁ ଏହି ଟ୍ରେନ୍‌କୁ ବାତିଲ କରିଛି ଦକ୍ଷିଣ ପୂର୍ବ ରେଳତଟ। ହାଓ୍ବଡା-ଦୀଘା-ହାଓ୍ବଡା ଏକ୍ସପ୍ରେସ୍‌ ରବିବାର ପାଇଁ ବାତିଲ ହୋଇଥିବା ବେଳେ କାଲି ପାଇଁ ଦୀଘା-ପଂଶକୁରା ଇଏମ୍‌ୟୁ,…

ଗେମିଂ ଜୋନ୍‌ ଅଗ୍ନିକାଣ୍ଡ ମନୁଷ୍ୟକୃତ: ହାଇକୋର୍ଟ

ନୂଆଦିଲ୍ଲୀ,୨୬ା୫: ଗୁଜରାଟର ରାଜକୋଟରେ ଟିଆରପି ଗେମିଂ ଜୋନ୍‌ ଅଗ୍ନିକାଣ୍ଡରେ ୨୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ରାଜକୋଟ ଏମ୍ସରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣାରେ ହାଇକୋର୍ଟ ବର୍ତ୍ତମାନ ଅଗ୍ନି ନିରାପତ୍ତା ସମ୍ପର୍କରେ ମ୍ୟୁନିସିପାଲିଟି କର୍ପୋରେଶନଠାରୁ ଉତ୍ତର…

ଅହମ୍ମଦାବାଦରେ ଚୋରା ଚାଲାଣ କରୁଥିବା ଗ୍ୟାଙ୍ଗ ପାଖରୁ ୭.୭୫ କୋଟି ଟଙ୍କାର ସୁନା ଜବତ

ଅହମ୍ମଦାବାଦ,୨୬।୫: ରାଜସ୍ୱ ଇଣ୍ଟେଲିଜେନ୍ସ (ଡିଆରଆଇ) ଅଧିକାରୀମାନେ ଶନିବାର ଅହମ୍ମଦାବାଦ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଥିବା ଏକ ହୋଟେଲରୁ ଏକ ସୁନା ଚୋରା ଚାଲାଣ ସିଣ୍ଡିକେଟକୁ କାବୁ କରିଛନ୍ତି, ଫଳସ୍ୱରୂପ ବହୁମୂଲ୍ୟ ସୁନା ଜବତ କରାଯାଇଛି। ଏହି ଅପରେସନ ସମୟରେ ଡିଆରଆଇ ୭.୭୫…

ଗେମିଂ ଜୋନ୍‌ ଅଗ୍ନିକାଣ୍ଡ ଘଟଣା: ସରକାରଙ୍କୁ ଭର୍ତ୍ସନା କଲେ ଖାର୍ଗେ, କହିଲେ…

ନୂଆଦିଲ୍ଲୀ,୨୬ା୫: ଗୁଜରାଟର ରାଜକୋଟରେ ହୋଇଥିବା ଅଗ୍ନିକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୨୭ ଜଣଙ୍କ ମୃତ୍ୟୁ ହୋଇସାରିଛି। ଏନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଦୁଃଖ ପ୍ରକାଶ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଯଥାଶୀଘ୍ର ଏହି ମାମଲାରେ ଏହି ଦାୟୀ ତାଙ୍କୁ ଚିହ୍ନଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?