ଜାତୀୟ

ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଏହି ଦିନ ଶପଥ ନେବେ ମୋଦି

ନୂଆଦିଲ୍ଲୀ,୫।୬: ତୃତୀୟ ଥର ପାଇଁ ଜୁନ ୮ରେ ଶପଥ ନେଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ନେଇ ଜାତୀୟ ଗଣମାଧ୍ୟମରେ ସୂଚନା ରହିଛି। ୮ ତାରିଖ ସାରେ ହୋଇପାରେ ଶପଥ ଗ୍ରହଣ ଉତ୍ସବ। ଲୋକ ସଭା ନିର୍ବାଚନରେ ଭାଜପା ମ୍ୟାଜିକ୍‌ ନମ୍ବର…

ମୋଦି ସରକାରଙ୍କୁ ନେଇ ସସପେନ୍ସ! ଇଣ୍ଡିଆ ବୈଠକରେ ରହିବେ ନାହିଁ ଉଦ୍ଧବ, ତେଜସ୍ବୀ କହିଲେ ଭାଜପାକୁ ରାମ ଶିଖାଇଲେ ବୁଦ୍ଧି

ନୂଆଦିଲ୍ଲୀ,୫।୬: ୨୦୨୪ ଲୋକ ସଭା ନିର୍ବାଚନର ଫଳାଫଳ ବାହାରିବା ପରେ ଏବେ ସମସ୍ତେ ସରକାରଙ୍କୁ ଅପେକ୍ଷା କରିଛନ୍ତି। ଆଶ୍ଚର୍ଯ୍ୟଜନକ ଫଳାଫଳ ପରେ ତୁରନ୍ତ ସରକାର ଗଠନ ହେବ କି ନାହିଁ ତାହା ଉପରେ ସନ୍ଦେହ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ…

ଓଡ଼ିଶାରେ ଭାଜପା ବିଜୟ ପଛରେ କିଙ୍ଗମେକର୍‌ ସାଜିଲେ ଏହି ବ୍ୟକ୍ତି

ଭୁବନେଶ୍ୱର,୫।୬: ଉତ୍ତର ପ୍ରଦେଶ ପରେ ଓଡ଼ିଶା ଯଦି କେଉଁଠି ସର୍ବାଧିକ ସଫଳତା ହାସଲ କରିଛି ତାହା ହେଉଛି ଓଡ଼ିଶା। ରାଜ୍ୟର ଭୋଟରମାନେ କେବଳ ସମସ୍ତ ଲୋକ ସଭା ଆସନ ଭାଜପାକୁ ଦେଇନାହାନ୍ତି, ତାହା ନୁହେଁ ବରଂ ବିଧାନସଭାରେ ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ…

ଏବେବି ଖେଳ ବାକି ଅଛି? ଏମିତି NDAର ସହଯୋଗୀ ହେବନାହିଁ TDP…

ନୂଆଦିଲ୍ଲୀ,୫।୬: ଆସି ଲୋକ ସଭା ନିର୍ବାଚନ ୨୦୨୪ର ଫଳାଫଳ। ଭାଜପା ନେତୃତ୍ୱରେ ଏନଡିଏ ହ୍ୟାଟ୍ରିକ ବିଜୟ ହାସଲ କରିଛି। ତେବେ ଭାଜପା ସଂଖ୍ୟାଗରିଷ୍ଠତା ହାସଲ କରିପାରି ନାହିଁ। ଏଭଳି ପରିସ୍ଥିତିରେ ଭାଜପାକୁ ନିଜର ସହଯୋଗୀମାନଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ। ପୁଣିଥରେ…

ଗେମ୍‌ଚେଞ୍ଜର ବନିଗଲା ଉତ୍ତର ପ୍ରଦେଶ, କାହିଁକି ଖସିଲା ଭାଜପା? 

ନୂଆଦିଲ୍ଲୀ,୫ା୬: ସାରା ଦେଶରେ ଲୋକ ସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଏନ୍‌ଡିଏ ୨୯୨ ଆସନରେ ଜିତିଥିବା ବେଳେ କଂଗ୍ରେସ ହାତକୁ ଆସିଛି ୨୩୪ ଆସନ। କିଛି ରାଜ୍ୟରେ ଏନ୍‌ଡିଏ ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଭାଜପା ଶାସିତ…

ଗୋଟିଏ ବିମାନରେ ଯାତ୍ରା କଲେ ନୀତୀଶ-ତେଜସ୍ବୀ

ନୂଆଦିଲ୍ଲୀ,୫।୬: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ବୀ ଯାଦବ ଆଜି ଦିଲ୍ଲୀ ଯାଉଛନ୍ତି। ଏହି ସମୟରେ ଉଭୟ ନେତାଙ୍କୁ ଗୋଟିଏ ବିମାନରେ ଯାତ୍ରା କରୁଥିବାର ଦେଖାଯାଇଛି। ଏହାର ଭିଡିଓ ମଧ୍ୟ ଭାଇରାଲ ହୋବରେ…

ଏମିତି ଜଣେ ନେତା ଯିଏ ପ୍ରଥମେ ହାରିଲେ, ପୁଣି ଜିତିଲେ

ନୂଆଦିଲ୍ଲୀ,୫।୬: ପ୍ରତିଯୋଗିତା ଥିଲା ଅତ୍ୟନ୍ତ ଆକର୍ଷଣୀୟ। ଏହି ପ୍ରତିଯୋଗିତା ଏତେ ଆକର୍ଷଣୀୟ ଥିଲା ଯେ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ପାର୍ଥକ୍ୟ ଗଣନା କରିବା ସମୟରେ କେବଳ ଗୋଟିଏ ଭୋଟ ଏପଟ ସେପଟ ହୋଇଥିଲା। ଏହି ଲୋକ ସଭା ଆସନରେ ଶିବସେନା (ଉଦ୍ଧବ…

୧୦ ପ୍ରତିଶତରୁ କମ ଭୋଟ ପାଇଲା ବିଏସପି

ଲକ୍ଷ୍ନୌ,୫।୬: ବହୁ ବର୍ଷ ପରେ, ଏପରି ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି ଯାହାର ଫଳାଫଳ ବିଏସପି ବ୍ୟତୀତ ସମସ୍ତ ଦଳ ପାଇଁ ଉତ୍ସାହଜନକ ଥିଲା। ଭାଜପା ସଂଖ୍ୟାଗରିଷ୍ଠତା ପାଇ ଖୁସି ଥିବାରୁ ଏହାର ସରକାର ତୃତୀୟ ଥର ପାଇଁ ଗଠିତ…

ପ୍ରଥମ ଥର ମେଣ୍ଟ ସରକାରର ସାମ୍ନା କରିବେ ମୋଦି, ବଡ ଏଜେଣ୍ଡା ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ, ୫।୬: ନିର୍ବାଚନ ରାଜନୀତିରେ ପ୍ରବେଶ କରିବା ପରେ ପ୍ରାୟ ଅଢେଇ ଦଶନ୍ଧି ଧରି ସଂଖ୍ୟାଗରିଷ୍ଠ ସରକାରର ନେତୃତ୍ୱ ନେଉଥିବା ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର ତୃତୀୟ କାର୍ଯ୍ୟକାଳରେ ପ୍ରଥମ ଥର ପାଇଁ ଏକ ମିଳିତ ସରକାରର ନେତୃତ୍ୱ ନେବେ।…

ଗୋଟିଏ ବିମାନରେ ଦିଲ୍ଲୀ ଯାତ୍ରା କରିବେ ନୀତୀଶ-ତେଜସ୍ବୀ, ରାଜନୈତିକ ମହଲରେ ହେଲାଣି ଆଲୋଚନା

ପାଟନା,୫।୬: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୁଧବାର (୫ ଜୁନ) ରେ ଦିଲ୍ଲୀ ଯିବେ। ଦିଲ୍ଲୀରେ ଏନଡିଏ ବୈଠକ ଅନୁଷ୍ଠିତ ହେବ। ସେ ଏଥିରେ ଭାଗ ନେବେ। ବିରୋଧୀ ଦଳର ନେତା ତେଜସ୍ବୀ ଯାଦବ ମଧ୍ୟ ସେହି ବିମାନରେ ରହିବେ ଯେଉଁଥିରେ…

୩ ବର୍ଷ ପୂର୍ବେ ମୁଖ୍ୟମନ୍ତ୍ରୀ ହେଲେ ବିଧାନସଭାକୁ ଫେରିବେ ବୋଲି ରାଗରେ କହିଥିଲେ, ଆଜି ତାହା କରିଦେଖାଇଲେ ଚନ୍ଦ୍ରାବାବୁ

ଅମରାବତୀ, ୫ା୬:ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରାବାବୁ ନାଇଡୁଙ୍କ ତେଲୁଗୁଦେଶମ୍‌ ପାର୍ଟି (ଟିଡିପି) ବଡ଼ ବିଜୟ ହାସଲ କରିଛି। ଏଥର ଟିଡିପି ଭାଜପା ଏବଂ ପଓ୍ବନ କଲ୍ୟାଣଙ୍କ ଜନସେନା ପାର୍ଟି (ଜେଏସ୍‌ପି) ସହ ଏକାଠି ଲଢ଼ିଥିଲା। ୧୭୫ ଆସନ…

ଭୁଟାନ-ଶ୍ରୀଲଙ୍କା ସମେତ ବିଶ୍ୱର ଅନେକ ନେତା ମୋଦିଙ୍କୁ ଜଣାଉଛନ୍ତି ଶୁଭେଚ୍ଛା, ଇଟାଲୀ ପ୍ରଧାନମନ୍ତ୍ରୀ କହିଲେ ମିଳିମିଶି କରିବା କାମ

ନୂଆଦିଲ୍ଲୀ,୫।୬: ପଡୋଶୀ ଦେଶର ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲୋକ ସଭା ନିର୍ବାଚନରେ ଐତିହାସିକ ତୃତୀୟ ଥର ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ମରିସସ ପ୍ରଧାନମନ୍ତ୍ରୀ ପ୍ରବୀଣ ଯୁଗନାଥ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ୍ସରେ ଏକ ପୋଷ୍ଟରେ ଅଭିନନ୍ଦନ ଜଣାଇଥିବା ବେଳେ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?