ଏବେ ମନ୍ତ୍ରୀ ପଦକୁ ନେଇ ଚାପ, ଜୁଲାଇରେ ଭାଜପାର ଗୁରୁତ୍ୱପୂର୍ଣ୍ଣ ବୈଠକ
ନୂଆଦିଲ୍ଲୀ,୬ା୬: ଲୋକ ସଭା ନିର୍ବାଚନ ୨୦୨୪ର ଫଳାଫଳ ପରେ ଦେଶ ଏକ ନୂତନ ସରକାରକୁ ଅପେକ୍ଷା କରିଛି। ଏନ୍ଡିଏ ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ମୋଦି ସରକାର ଦେଶରେ ପୁଣି ଥରେ ସରକାର ଗଠନ କରିବେ। ଭାଜପା ନେତୃତ୍ୱରେ ଏନ୍ଡିଏ…
ଜୁନ ୮ରେ ଶପଥ ନେବେ ମୋଦି: ପଡୋଶୀ ଦେଶକୁ ନିମନ୍ତ୍ରଣ
ନୂଆଦିଲ୍ଲୀ,୬।୬: ଲୋକ ସଭା ନିର୍ବାଚନରେ ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନଡିଏ) ୨୯୩ଟି ଆସନ ପାଇଛି। ନରେନ୍ଦ୍ର ମୋଦି ଏନଡିଏର ନେତା ଭାବରେ ନିର୍ବାଚିତ ହୋଇଥିଲେ। ମୋଦି ଜୁନ ୮ରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଶପଥ…
ନବନିର୍ବାଚିତ ଭାଜପା ଏମ୍ପିଙ୍କୁ ଦିଲ୍ଲୀ ଡାକରା
ନୂଆଦିଲ୍ଲୀ,୬।୬:ନବନିର୍ବାଚିତ ଭାଜପା ଏମ୍ପିଙ୍କୁ ଦିଲ୍ଲୀରୁ ଡାକରା ହୋଇଛି। ଫଳରେ ଆଜି ଭାଜପାର ୨୦ ଏମ୍ପି ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ଭାଜପାର ସଂସଦୀୟ ବୋର୍ଡ ବୈଠକ ଅନୁଷ୍ଠିତ ହେବ। ଆସନ୍ତା ଜୁନ୍୮ରେ ମୋଦିଙ୍କ ଶପଥ ଉତ୍ସବରେ ମଧ୍ୟ ଏମ୍ପି ସାମିଲ…
ଜୟ ଶ୍ରୀରାମ୍ରୁ ଜୟ ଜଗନ୍ନାଥ: ଅଯୋଧ୍ୟା ପରାଜୟରୁ ଓଡ଼ିଶା ବିଜୟ
ନୁଆଦିଲ୍ଲୀ,୫।୬: ଭାରତୀୟ ଜନତା ପାର୍ଟି (ଭାଜପା) ଏକାସାଙ୍ଗରେ ଅନୁଷ୍ଠିତ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନରେ ଅଜସ୍ର ଲୋକମତ ପାଇ ଓଡ଼ିଶାରେ ଇତିହାସ ସୃଷ୍ଟି କରିଛି। ଏହା ମଧ୍ୟ ପ୍ରଥମ ଥର ପାଇଁ ନବୀନ ପଟ୍ଟନାୟକ ବିଜୁ ଜନତା ଦଳ (ବିଜେଡି)…
ଚଳିତ ଲୋକ ସଭାରେ ୭୩ ମହିଳା ଏମ୍ପି, ଗତଥର ଠାରୁ କମିଲା
ନୂଆଦିଲ୍ଲୀ,୫।୬: ୨୦୨୪ ଲୋକ ସଭା ନିର୍ବାଚନରେ ୭୩ ଜଣ ମହିଳା ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି। ଗତ ଲୋକ ସଭା ନିର୍ବାଚନଠାରୁ ଚଳିତ ଥର ମହିଳା ଏମ୍ପିଙ୍କ ସଂଖ୍ୟାରେ ହ୍ରାସ ଘଟିଛି। ୨୦୧୯ ଲୋକ ସଭା ନିର୍ବାଚନରେ ସର୍ବାଧିକ ୭୮ ଜଣ ମହିଳା…
କିପରି ରହିବ ପ୍ରଧାନମନ୍ତ୍ରୀ ମୋଦିଙ୍କ ତୃତୀୟ କାର୍ଯ୍ୟକାଳ, କ’ଣ କହୁଛନ୍ତି ଗ୍ରହ-ନକ୍ଷେତ୍ର ?
ନୂଆଦିଲ୍ଲୀ,୫ା୬: ଲୋକସଭା ନିର୍ବାଚନରେ ଏନଡିଏ ୨୯୨ ଟି ସିଟ୍ ସହ ସଂଖ୍ୟାଗରିଷ୍ଠତା ହାସଲ କରିଛି। କିନ୍ତୁ ଭାରତୀୟ ଜନତା ପାର୍ଟି(ଭାଜପା) ନିଜେ ସଂଖ୍ୟାଗରିଷ୍ଠତା ହାସଲ କରିପାରି ନାହିଁ। ଦଳ କେବଳ ୨୪୦ ଟି ଆସନରେ ବିଜୟୀ ହୋଇଛି। ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
କେଉଁ ସର୍ତ୍ତରେ ଏନ୍ଡିଏକୁ ସମର୍ଥନ ଜଣାଇଲେ ନୀତୀଶ କୁମାର, ଜାଣନ୍ତୁ…
ପାଟ୍ନା,୫ା୬: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦିଲ୍ଲୀରେ ପହଞ୍ଚି ଏନ୍ଡିଏ ବୈଠକରେ ଯୋଗ ଦେଇଥିଲେ। ଏହି ବୈଠକରେ ନୀତୀଶ କୁମାରଙ୍କୁ ଗତ ୧୦ ବର୍ଷ ମଧ୍ୟରେ କିଙ୍ଗ୍ମେକରଙ୍କ ପଦରେ ଦେଖିବାକୁ ମିଳିଥିଲା। ବୈଠକର ଠିକ୍ ପୂର୍ବରୁ ନୀତୀଶ ଏବଂ ତାଙ୍କ ପରିବାର…
ନିର୍ବାଚନରେ ଆସନ ସଂଖ୍ୟାକୁ ନେଇ ଆସିଲା ମୋଦିଙ୍କ ପ୍ରଥମ ବୟାନ, କହିଲେ- ନମ୍ବରଗେମ୍ ତ…
ନୂଆଦିଲ୍ଲୀ,୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଏହାପୂର୍ବରୁ ସେ ଅନ୍ତିମ କ୍ୟାବିନେଟ ବୈଠକରେ ନିର୍ବାଚନ ଫଳାଫଳକୁ ନେଇ ଆଲୋଚନା କରିଛନ୍ତି। ନିର୍ବାଚନରେ ନମ୍ବର ଗେମ୍କୁ ନେଇ ମୋଦି କହିଛନ୍ତି, ହାରିବା, ଜିତିବା ରାଜନୀତିର…
ଓଡ଼ିଶାରେ ଭାଜପାର ପ୍ରଥମ ମୁଖ୍ୟମନ୍ତ୍ରୀ କିଏ ହେବ ଏହି ଦିନ ହେବ ଫାଇନାଲ
ନୂଆଦିଲ୍ଲୀ/ଭୁବନେଶ୍ୱର,୫ା୬: ଭାରତୀୟ ଜନତା ପାର୍ଟି ଓଡ଼ିଶା ବିଧାନସଭା ଏବଂ ଲୋକ ସଭା ନିର୍ବାଚନରେ ଐତିହାସିକ ପ୍ରଦର୍ଶନ ହାସଲ କରିଛି। ଭାରତୀୟ ଜନତା ପାର୍ଟି ୧୪୭ ସିଟ୍ ବିଶିଷ୍ଟ ବିଧାନସଭାରେ ୭୮ ସିଟ୍ ଜିତିବାରେ ସଫଳ ହୋଇଥିବା ବେଳେ ବିଜେଡିକୁ କେବଳ ୫୧ଟି…
ମୋଦିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ମନୋନୀତ କଲେ ଏନ୍ଡିଏ ସହଯୋଗୀ ଦଳ
ନୂଆଦିଲ୍ଲୀ,୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏନ୍ଡିଏ ମେଣ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା। ବୈଠକରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ଉପସ୍ଥତି ରହିଥିଲେ। ବୈଠକରେ ମୋଦି ସରକାର ୩.୦ ପାଇଁ ଆଲୋଚନା…
ମୋଦି ସରକାର ୩.୦ ପାଇଁ ନୀତୀଶ, ଚନ୍ଦ୍ରବାବୁ ଦେଲେ ସମର୍ଥନ ପତ୍ର
ନୂଆଦିଲ୍ଲୀ,୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ବୁଧବାର ଅପରାହ୍ନରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏନ୍ଡିଏ ମେଣ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା। ବୈଠକରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ଉପସ୍ଥତି ରହିଥିଲେ। ବୈଠକରେ ମୋଦି…
ଲୋକ ସଭା ଭଙ୍ଗ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ,୫ା୬: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ସପ୍ତଦଶ ଲୋକ ସଭା ଭଙ୍ଗ କରିଛନ୍ତି। ନୂଆ ସରକାର ଗଠନ ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ତଫା ଦେଇଥିଲେ। ଲୋକ ସଭା ନିର୍ବାଚନରେ ଭାଜପା ମ୍ୟାଜିକ୍ ନମ୍ବର ୨୭୨ ହାସଲ କରିବାରେ ବିଫଳ…

