ଜାତୀୟ

ଜଗନ୍ନାଥଙ୍କ ଭୂମିର ସେବା ପାଇଁ ଭାଜପାକୁ ସୁଯୋଗ ମିଳିଛି: ଅମିତ ଶାହା

ନୂଆଦିଲ୍ଲୀ,୪।୬: ଓଡ଼ିଶାରେ ବଡ ବିଜୟ ପରେ ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଅମିତ ଶାହ। ସେ କହିଛନ୍ତି ଜଗନ୍ନାଥଙ୍କ ଭୂମିର ସେବା ପାଇଁ ଭାଜପାକୁ ସୁଯୋଗ ମିଳିଛି, ଏଥିପାଇଁ ଓଡ଼ିଶାବାସୀଙ୍କୁ କୃତଜ୍ଞତା । ମୋଦିଙ୍କ ନେତୃତ୍ବରେ ବିଜୟ ହାସଲ ବିକଶିତ ଭାରତ, ବିକଶିତ…

ବୁଧବାର ବସିବ ଇଣ୍ଡିଆ ବ୍ଲକ୍‌ର ଜରୁରୀ ବୈଠକ: କେନ୍ଦ୍ରରେ ଗଢ଼ିବେ କି ସରକାର…

ନୂଆଦିଲ୍ଲୀ,୪।୬: ଲୋକ ସଭା ନିର୍ବାଚନରେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଥିବା ବେଳେ ମ୍ୟାଜିକ୍‌ ସଂଖ୍ୟା ୨୭୨ ହାସଲ କରିବାରେ ବିଫଳ ହୋଇଛି। ଏହି ପରିପ୍ରେକ୍ଷୀରେ ଇଣ୍ଡିଆ ବ୍ଲକ୍‌ର ସହଯୋଗୀ ଦଳ ନେତାଙ୍କ ଏକ ଜରୁରୀ ବୈଠକ ବୁଧବାର ଡକାଯାଇଛି। କେନ୍ଦ୍ରରେ…

ହାରିଲେ ୨ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର,ମେହବୁବା

ନୂଆଦିଲ୍ଲୀ,୪।୬: ଜମ୍ମୁ-କଶ୍ମୀରର ୨ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫ୍‌ତି ନିର୍ବାଚନ ହାରିଯାଇଛନ୍ତି। ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ ବାରମୁଲ୍ଲା ଲୋକ ସଭା ଆସନରୁ ଲଢ଼ୁଥିବା ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ଉପାଧ୍ୟକ୍ଷ ଓମାର ଜେଲ୍‌ରେ ଥିବା ପୂର୍ବତନ ବିଧାୟକ…

ଓଡ଼ିଶାରେ ବିଜୟ ପରେ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ,୪।୬: ବିପୁଳ ବିଜୟ ପରେ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଛନ୍ତି ଓଡ଼ିଶା! ଉତ୍ତମ ଶାସନ ଏବଂ ଓଡିଶାର ଅନନ୍ୟ ସଂସ୍କୃତିକୁ ପାଳନ କରିବା ପାଇଁ ଏହା ଏକ ପୁନର୍ବାର ବିଜୟ। ଲୋକଙ୍କ ସ୍ୱପ୍ନକୁ ପୂରଣ କରିବା ଏବଂ…

‘ଇନ୍ଦିରା ଗାନ୍ଧୀଙ୍କ ସମୟରୁ କିଛି ଶିଖିପାରେ ଭାଜପା…’ ମୋଦିଙ୍କୁ ନେଇ ନିର୍ବାଚନ ପୂର୍ବରୁ ଏମିତି କହିଥିଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ,୪।୬: ଯେତେବେଳେ ଇନ୍ଦିରା ଗାନ୍ଧୀଙ୍କୁ ପରାସ୍ତ କରାଯାଇପାରିବ, ସେତେବେଳେ ନରେନ୍ଦ୍ର ମୋଦି ମଧ୍ୟ ପରାସ୍ତ ହୋଇପାରିବେ … ’ଲୋକ ସଭା ନିର୍ବାଚନ ୨୦୨୪ର ଫଳାଫଳର କିଛି ଦିନ ପୂର୍ବରୁ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଏକ ସାକ୍ଷାତକାରରେ ଏହା କହିଥିଲେ। ତାଙ୍କର…

ପରାଜୟର ହେବ ବିଶ୍ଳେଷଣ: ସ୍ମୃତି ଇରାନୀ

ନୂଆଦିଲ୍ଲୀ,୪।୬: ଲୋକ ସଭା ନିର୍ବାଚନରେ ସବୁଠାରୁ ମଜାଦାର ପ୍ରତିଯୋଗିତା ଉତ୍ତରପ୍ରଦେଶର ଆମେଠି ଆସନରେ ହୋଇଥିଲା, ଯେଉଁଠାରେ ଏଥର ଜଣେ କଂଗ୍ରେସ ନେତା ଗାନ୍ଧୀ ପରିବାରର ପାରମ୍ପାରିକ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଗତଥର ଏହି ଆସନରେ ରାହୁଲ ଗାନ୍ଧୀଙ୍କୁ ପରାସ୍ତ କରିଥିବା ସ୍ମୃତି…

ଯୋଗୀଙ୍କ ମନ୍ତ୍ରୀଙ୍କୁ ହରାଇଲେ ଡିମ୍ପଲ ଯାଦବ

ଲକ୍ଷ୍ନୌ,୪।୬: ଲୋକ ସଭା ନିର୍ବାଚନକୁ ନେଇ ମେନପୁର ଆସନର ଫଳାଫଳ ସାମ୍ନାକୁ ଆସିଛି। ସିଟିଂ ଏମପି ତଥା ସମାଜବାଦୀ ପାର୍ଟି ପ୍ରାର୍ଥୀ ଡିମ୍ପଲ ଯାଦବ ଏହି ଆସନରୁ ବମ୍ପର ବିଜୟ ପଞ୍ଜିକରଣ କରିଛନ୍ତି। ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରୀ ଜୟବୀର…

ଏହି ଜନାଦେଶ ଭାଜପା ବିରୋଧରେ, ଏହା ମୋଦିଙ୍କ ନୈତିକ ପରାଜୟ: ଖାର୍ଗେ

ନୂଆଦିଲ୍ଲୀ,୪।୬: ୨୦୨୪ ଲୋକ ସଭା ନିର୍ବାଚନର ଫଳାଫଳ ସମ୍ପର୍କରେ କଂଗ୍ରେସ ଏକ ଖବରଦାତା ସମ୍ମିଳନୀ କରିଥିଲା ଯେଉଁଥିରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, କଂଗ୍ରେସ ନେତା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ। କଂଗ୍ରେସ ସଭାପତି…

ବୁଧବାର ରାହୁଲ ନେବେ ନିଷ୍ପତ୍ତି, ବିରୋଧୀରେ ରହିବେ ନା ସରକାର ଗଢିବେ

ନୂଆଦିଲ୍ଲୀ,୪।୬: ଲୋକ ସଭା ନିର୍ବାଚନ ଫଳଫଳ ଆସିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରେସ କନଫରେନ୍ସ କରିଛନ୍ତି। ସେ ରାଏବରେଲି ଅବା ଓ୍ବାୟନାଡରେ ସରକାରରେ ରହିବେ କି ବିରୋଧୀରେ ସମସ୍ତ ପ୍ରଶ୍ନର ଉତ୍ତର ଦେଇଛନ୍ତି। ସେ କହିଛନ୍ତି ଜନତା ଭାଜପାକୁ…

ପିଡିଏ, ସମ୍ବିଧାନ, ଆରକ୍ଷଣ ଏବଂ ମୁସଲମାନ… ଉତ୍ତରପ୍ରଦେଶରେ ବାଜି ପାଲଟାଇଲେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୬: କଥାରେ ଅଛି ଦିଲ୍ଲୀର ଶସନ କ୍ଷମତାର ରାସ୍ତା ଉତ୍ତର ପ୍ରଦେଶ ବାଟ ଦେଇ ଯାଇଥାଏ। ଭାଜପା ୨୦୧୪ ଏବଂ ୨୦୧୯ ରେ ୟୁପି ବାଟ ଦେଇ ଲଗାତର ଦଇ ଥର କେନ୍ଦ୍ରରେ ସରକାର ଗଢ଼ିବାରେ ସଫଳ ହୋଇଥିଲା। ହେଲେ ୨୦୨୪ରେ…

ଏହା ମୋଦିଙ୍କ ବ୍ୟକ୍ତିଗତ ପରାଜୟ, କାହିଁକି ଏମିତି କହିଲେ ଯୋଗେନ୍ଦ୍ର ଯାଦବ

ନୂଆଦିଲ୍ଲୀ,୪।୬: ନିର୍ବାଚନ ବିଶ୍ଳେଷକ ତଥା ସମାଜସେବୀ ଯୋଗେନ୍ଦ୍ର ଯାଦବ ଲୋକ ସଭା ନିର୍ବାଚନ ୨୦୨୪ର ଟ୍ରେଣ୍ଡ୍‌ ମଧ୍ୟରେ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ମୁସଲମାନମାନଙ୍କ ବିଷୟରେ ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ପ୍ରଦାୟ ପାଇଁ କିଛି କହି…

ବାରାଣସୀରେ ଦେଢ଼ ଲକ୍ଷରୁ ଅଧିକ ଭୋଟରେ ଜିତିଲେ ମୋଦି

ବାରାଣସୀ,୪।୬: କେନ୍ଦ୍ରରେ ଭାଜପାର ‘୪୦୦ ପାର୍‌’ ସ୍ଲୋଗାନ ଫେଲ୍‌ ମାରିଥିବା ପ୍ରତ୍ୟୟ ହେଉଛି। ସାଧାରଣ ନିର୍ବାଚନରେ କଂଗ୍ରେସ ଦଳକୁ କଡ଼ା ଟକ୍କର ଦେଉଛି। ଏମିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣସୀ ଆସନରୁ ବିଜେତା ହୋଇଛନ୍ତି। ଏହି ଆସନରେ ମୋଦିଙ୍କୁ ୬,୧୨,୯୭୦ ଖଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?