ଇଣ୍ଡିଆ ମେଣ୍ଟ ଗଢିବ କି ସରକାର: ଚକିତ କଲା ଭଳି ମନ୍ତବ୍ୟ ଦେଲେ ଅଖିଳେଶ
ନୂଆଦିଲ୍ଲୀ,୬।୬: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର ଇଣ୍ଡିଆ ମିଳିତ ମେଣ୍ଟ ସରକାର ଗଠନ କରିବାର ଆଶା ବ୍ୟକ୍ତ କରିଛନ୍ତି। ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ଗଣତନ୍ତ୍ରରେ ଯେତେବେଳେ ଗଣନା ହୁଏ, ଆଶା ଏବଂ ଭରସା କେବେ…
ପଶ୍ଚିମବଙ୍ଗରେ ହାରିବା ପରେ, ଭାଜପାରେ ଆରମ୍ଭ ହେଲା କଳି
କୋଲକାତା, ୬ା୬: ୨୦୨୪ ଲୋକସଭା ନିର୍ବାଚନରେ ଏନ୍ଡିଏକୁ ବହୁମତ ମିଳିଛି। ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ହେଲେ ଚଳିତ ନିର୍ବାଚନରେ ପଶ୍ଟିମବଙ୍ଗ, ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶରେ ଭାଜପା ନୈରାଶ୍ୟ ପ୍ରଦର୍ଶନ କରିଛି। ମହାରାଷ୍ଟ୍ରରେ…
ନରେନ୍ଦ୍ର ମୋଦି ହେବେ ନାହିଁ ପ୍ରଧାନମନ୍ତ୍ରୀ: ପପୁ ଯାଦବଙ୍କ ଭବିଷ୍ୟବାଣୀ
ପାଟନା,୬।୬: ବିହାରର ପୂର୍ଣ୍ଣିୟା ଲୋକ ସଭା ଆସନରୁ ସ୍ବାଧୀନ ଭାବେ ଜିତିଥିବା ପପୁ ଯାଦବ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଏନଡିଏ ସରକାର ଗଠନ ହେଲେ ମଧ୍ୟ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବେ ନାହିଁ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି। ପପୁ…
ଇସ୍ରୋକୁ ନେଇ ଆସିଲା ବଡ଼ ସତ, ଇଞ୍ଜିନିୟର କହିଲେ…
ନୂଆଦିଲ୍ଲୀ, ୬ା୬: ଇତିହାସ ରଚିଥିବା ଚନ୍ଦ୍ରଯାନ ୩ର ମିଶନରେ କାମ କରୁଥିବା ଜଣେ ବୈଜ୍ଞାନିକଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି। ଏକ ସାକ୍ଷାତକାରରେ ସେ ଇସ୍ରୋ ବା ଭାରତୀୟ ମହାକାଶ ଗବେଷଣା କେନ୍ଦ୍ରର ବର୍ତ୍ତମାନର ସ୍ଥିତି ଉପରେ ଆଲୋକପାତ କରିଛନ୍ତି। ଇସ୍ରୋ…
ନୀତୀଶ-ଚନ୍ଦ୍ରାବାବୁଙ୍କ ସହ କେମିତି ଅଛି ମୋଦିଙ୍କ ସମ୍ପର୍କ
ନୂଆଦିଲ୍ଲୀ,୬।୬: ଲୋକ ସଭା ନିର୍ବାଚନ ଫଳାଫଳ ପରେ ଏନଡିଏରେ ଚନ୍ଦ୍ରାବାବୁ ନାଇଡୁଙ୍କ ଟିଡିପି ଏବଂ ନୀତୀଶ କୁମାରଙ୍କ ଜେଡିୟୁର ଗୁରୁତ୍ୱ ବଢିଛି। ଟିଡିପିର ଏନ ଚନ୍ଦ୍ରବାବୁ ନାଇଡୁ ଏବଂ ଜେଡିୟୁର ନୀତୀଶ କୁମାର ହୁଏତ ଏନଡିଏରେ ରହିବା ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କୁ…
୨୦୨୪ ଲୋକ ସଭା ନିର୍ବାଚନରେ କେଉଁ ଦଳର ହେଲା ଲାଭ, କେଉଁ ଦଳର ହେଲା କ୍ଷତି, ଜାଣନ୍ତୁ
ନୂଆଦିଲ୍ଲୀ,୬ା୬: ଭାରତୀୟ ଜନତା ପାର୍ଟି ୨୪୦ଟି ଆସନ ଜିତି ଲୋକ ସଭା ନିର୍ବାଚନରେ ସବୁଠୁ ବଡ଼ ଦଳ ଭାବରେ ଉଭା ହୋଇଛି। ଭାଜପା ଏହାର ସହଯୋଗୀମାନଙ୍କ ସହ ସଂଖ୍ୟା ଗରିଷ୍ଠତା ହାସଲ କରିଛି। ଏହା ସହ ଏନ୍ଡିଏ ୨୯୨ ଟି ଆସନରେ…
ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଲା ଟିଡିପି: ଖୋଲାଖୋଲି ଏମିତି କହିଦେଲା..
ନୂଆଦିଲ୍ଲୀ,୬।୬: ସରକାର ଗଠନକୁ ନେଇ ଚାଲିଥିବା ସମସ୍ତ କଳ୍ପନାଜଳ୍ପନାକୁ ତେଲୁଗୁ ଦେଶମ ପାର୍ଟି ବିରାମ ଲଗାଇଛି। ଦଳର ଜାତୀୟ ମୁଖପାତ୍ର ପ୍ରେମ କୁମାର ଜୈନ କହିଛନ୍ତି, ଚନ୍ଦ୍ରାବାବୁ ନାଇଡୁ ଏନଡିଏକୁ ତାଙ୍କର ସମ୍ପୂର୍ଣ୍ଣ ସମର୍ଥନ ଦେଇଛନ୍ତି। ଇଣ୍ଡିଆ ମେଣ୍ଟ ଯାହା କୁହନ୍ତୁ,…
ଖାଇରେ ଓଲଟିଲା ଗାଡ଼ି, ୭ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ, ୬ା୬: ଉତ୍ତରାଖଣ୍ଡର ସିତାରଗଞ୍ଜରେ ଏକ ମର୍ମନ୍ତଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ମ୍ୟାକ୍ସ ଗାଡ଼ି ଖାଇକୁ ଖସିପଡ଼ିବାରୁ ଘଟଣାସ୍ଥଳରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୭ଜଣ ଆହତ ହୋଇଛନ୍ତି। ଖରାଦିନ ଛୁଟି କାଟିବାକୁ ନିଜ ଗାଁକୁ ଯାଉଥିବା ଏକ…
ବିରୋଧୀ ଦଳର ନେତା ହୋଇପାରନ୍ତି ରାହୁଲ
ନୂଆଦିଲ୍ଲୀ,୬।୬: ଲୋକ ସଭା ନିର୍ବାଚନରେ ଭାଜପା ଦେତୃତ୍ୱ ଏନଡିଏକୁ ସଂଖ୍ୟାଗରିଷ୍ଠତା ମିଳିଛି। ସେହପିରି ଇଣ୍ଡିଆ ମେଣ୍ଟ ମଧ୍ୟ ଅତି ଚମତ୍କାର ପ୍ରଦର୍ଶନ କରିଛି। ତେବେ ଏହାରି ଭିତରେ କେନ୍ଦ୍ରରେ କିଏ ସରକାର ଗଢିବ ଚର୍ଚ୍ଚା ଚାଲିଥିବାବେଳେ ଲୋକ ସଭାରେ ବିରୋଧୀ ନେତା…
ଭାଜପାର ମୁଣ୍ଡବିନ୍ଧା ବଢାଇଲା ଟିଡିପି
ନୂଆଦିଲ୍ଲୀ,୬।୬: ଲୋକ ସଭା ନିର୍ବାଚନ ଫଳାଫଳ ପରେ ଏନଡିଏରେ ଚନ୍ଦ୍ରାବାବୁ ନାଇଡୁଙ୍କ ଟିଡିପି ଏବଂ ନୀତୀଶ କୁମାରଙ୍କ ଜେଡିୟୁର ଗୁରୁତ୍ୱ ବଢିଛି। ଏହି କାରଣରୁ ବର୍ତ୍ତମାନ ଉଭୟ ଦଳ ପ୍ରମୁଖ ମନ୍ତ୍ରଣାଳୟ ଦାବି କରୁଛନ୍ତି। ଟିଡିପି ସୂତ୍ରରୁ ପ୍ରକାଶ ଯେ, ଦଳ…
ମହାରାଷ୍ଟ୍ର ରାଜନୀତିରେ ହଲଚଲ: ଶରଦ ପାଓ୍ବାରଙ୍କ ପାଖକୁ ଫେରି ପାରନ୍ତି ଅଜିତ ଗୋଷ୍ଠୀର ନେତା
ମୁମ୍ବାଇ,୬।୬: ଲୋକ ସଭା ନିର୍ବାଚନର ଫଳାଫଳ ଯେପରି ହୋଇଛି ତା’ ପରବର୍ତ୍ତୀ ରାଜନୈତିକ ମାହୋଲ ସେତିକି ସରଗରମ ହେବାରେ ଲାଗିଛି। ତେବେ ଏହାରି ଭିତରେ ମହାରାଷ୍ଟ୍ରରେ ରାଜନୈତିିକ ଅସ୍ଥିରତା ଦେଖାଦେଇଛି। ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ଅଜିତ ପାଓ୍ବାରଙ୍କ ଗୋଷ୍ଠୀର ୧୮ଜଣ…
ରାହୁଲ ଗାନ୍ଧୀଙ୍କୁ ପ୍ରଶଂସାରେ ପୋତି ପକାଇଲେ ଭାଜପା ଏମ୍ପି
ନୂଆଦିଲ୍ଲୀ,୬।୬: ଲୋକ ସଭା ନିର୍ବାଚନର ଫଳାଫଳ ପରେ ନେତାଙ୍କ ବିବୃତ୍ତି ଜାରି ରହିଛି। ନଗର ପ୍ରଶାସନ ମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା କୈଳାଶ ବିଜୟବର୍ଗିୟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, କଂଗ୍ରେସ ନେତା ରାହୁଲ…

