ଏନଡିଏ-ଇଣ୍ଡିଆ ମେଣ୍ଟକୁ ନେଇ ଏମିତି କହିଲେ ଶଶି ଥରୁର
ନୂଆଦିଲ୍ଲୀ,୬।୬: ଲୋକ ସଭା ନିର୍ବାଚନରେ ଏନଡିଏ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ବର୍ତ୍ତମାନ ସରକାର ଗଠନ ପାଇଁ ଉଦ୍ୟମ ଜୋରଦାର ହୋଇଛି। ଯଦିଓ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ, ତଥାପି ତାରିଖ ସମ୍ପର୍କରେ କୌଣସି ସ୍ପଷ୍ଟ…
ଲୋକ ସଭା ନିର୍ବାଚନ ପରେ କଂଗ୍ରେସ ସହିତ ମେଣ୍ଟକୁ ନେଇ ଏଏପି କଲା ବଡ଼ ଘୋଷଣା
ନୂଆଦିଲ୍ଲୀ,୬।୬: ଆମ ଆଦମୀ ପାର୍ଟି ନିଷ୍ପତ୍ତି ନେଇଛି ଯେ ଏଏପି ଏକାକୀ ଦିଲ୍ଲୀ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ଦଳର ବରିଷ୍ଠ ନେତା ଗୋପାଳ ରାୟ କହିଛନ୍ତି, ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ସହ ମେଣ୍ଟ ହୋଇଥିଲା। ଆମେ ଏକକୀ…
କାହାକୁ ମିଳିବ ମନ୍ତ୍ରୀପଦ, କସରତ ଆରମ୍ଭ: ଏହିସବୁ ନେତାଙ୍କ ହାତରେ ଲାଗିପାରେ ଲଟେରି
ନୂଆଦିଲ୍ଲୀ,୬।୬: ୟୁପି ଲୋକ ସଭା ନିର୍ବାଚନରେ ଭାଜପାର ଆସନ ହ୍ରାସର ପ୍ରଭାବ ମଧ୍ୟ କେନ୍ଦ୍ରରେ ଗଠନ ହେବାକୁ ଥିବା ଏନଡିଏ-୩.୦ ସରକାରରେ ଦେଖାଯିବ। ଏଥର ଲୋକ ସଭା ନିର୍ବାଚନରେ ହାରିଥିବା କେନ୍ଦ୍ର ମନ୍ତ୍ରୀଙ୍କ ସ୍ଥାନରେ କ୍ୟାବିନେଟରେ କିଛି ନୂଆ ଚେହେରା ସାମିଲ…
ଗୋଟିଏ ହାତରେ ସମର୍ଥନ, ଦ୍ୱିତୀୟ ହାତରେ ବଢ଼ାଇଲେ ଟେନ୍ସନ…
ନୂଆଦିଲ୍ଲୀ,୬।୬: ଲୋକସଭା ନିର୍ବାଚନ -୨୦୨୪ ର ଫଳାଫଳ ଘୋଷଣା ହେବା ପରେ କେନ୍ଦ୍ରରେ ପୁଣି ଥରେ ମୋଦି ସରକାର ଗଠନ ହେବା ସ୍ପଷ୍ଟ ହୋଇଛି। ତେବେ ୨୦୧୪ ଏବଂ ୨୦୧୯ ତୁଳନାରେ ଭାଜପା ଏଥର କମ୍ ଆସନ ପାଇଛି, ଯେଉଁଥିଲାଗି ନୀତୀଶ…
କଙ୍ଗନା ରାଣାୱତଙ୍କୁ ଶକ୍ତ ଚାପୁଡା ମାରିଲେ ସିଏସ୍ଏଫ ଗାର୍ଡ, ଜାଣନ୍ତୁ କାହିଁକି…
ନୂଆଦିଲ୍ଲୀ,୬।୬: ବଲିଉଡ ଅଭିନେତ୍ରୀ ତଥା ଭାଜପା ଏମ୍ପି କଙ୍ଗନା ରାଣାୱତଙ୍କୁ ଚଣ୍ଡିଗଡ଼ ବିମାନ ବନ୍ଦରରେ ଜଣେ ସିଏସ୍ଏଫ ଗାର୍ଡ ଚାପୁଡ଼ା ମାରିଛନ୍ତି। ଅଭିନେତ୍ରୀ ଅଭିଯୋଗ ଆଣି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଚାପୁଡ଼ା ମାରିଥିବା ଗାର୍ଡଙ୍କ ନାମ କୁଲବିନ୍ଦର…
ରାହୁଲ ଗାନ୍ଧୀଙ୍କ ପାଇଁ ଅଡୁଆ ବଢିଲା, କୋର୍ଟରେ ହେବେ ହାଜର
ନୂଆଦିଲ୍ଲୀ,୬।୬: ଲୋକ ସଭା ନିର୍ବାଚନର ଫଳାଫଳ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପାଇଁ ଅଢୁଆ ବଢିଛି। କଂଗ୍ରେସ ନେତା ଶୁକ୍ରବାର ବେଙ୍ଗାଲୁରୁର ଏକ କୋର୍ଟରେ ହାଜର ହେବେ। ରିପୋର୍ଟ ଅନୁଯାୟୀ ଭାଜପା ଏମଏଲସି କେଶବ ପ୍ରସାଦ କଂଗ୍ରେସ ନେତାଙ୍କ ବିରୋଧରେ…
୫୦୪ ନୂଆ ଏମ୍ପି କୋଟିପତି, ୨୫୧ଙ୍କ ନାମରେ ମାମଲା
ନୂଆଦିଲ୍ଲୀ, ୬ା୬: ଦେଶରେ ୧୮ତମ ଲୋକସଭା ନିର୍ବାଚନ ଫଳାଫଳ ମଙ୍ଗଳବାର ପ୍ରକାଶ ପାଇଛି । ନିର୍ବାଚନରେ ବର୍ତ୍ତମାନ ସରକାରରେ ଥିବା ଭାଜପା ଦଳକୁ ୨୪୦ ଆସନ ମିଳିଛି। ଅନ୍ୟପଟେ କଂଗ୍ରେସ ଏଥର ୯୯ ଆସନ ଜିତିବାରେ ସକ୍ଷମ ହୋଇଛି। ୨୯୩ ଅସନ…
ଚନ୍ଦ୍ରବାବୁ ନାଇଡୁ ନା ନୀତୀଶ କୁମାର, କିଏ ସବୁଠୁ ଧନୀ, ଜାଣନ୍ତୁ ଉଭୟଙ୍କ ମୋଟ୍ ସମ୍ପତ୍ତି
ନୂଆଦିଲ୍ଲୀ,୬।୬: ଲୋକ ସଭା ନିର୍ବାଚନ ପରେ ନୀତୀଶ କୁମାର ଏବଂ ଟିଡିପି ନେତା ଚନ୍ଦ୍ରବାବୁ ନାଇଡୁଙ୍କୁ ନେଇ ଅଧିକ ଆଲୋଚନା କରାଯାଉଛି, କାରଣ ଉଭୟ ବର୍ତ୍ତମାନ ଏନଡିଏ ପାଇଁ କିଙ୍ଗମେକରଙ୍କ ଭୂମିକା ତୁଲାଉଛନ୍ତି। ଯଦି ଉଭୟ ଏନଡିଏକୁ ସମର୍ଥନ କରନ୍ତି ନାହିଁ,…
ଜୁନ ୮ ନୁହେଁ ଏହି ଦିନ ଶପଥ ନେବେ ମୋଦି
ନୂଆଦିଲ୍ଲୀ,୬।୬: ଦେଶରେ ଖୁବ୍ଶୀଘ୍ର ଆରମ୍ଭ ହେବ ମୋଦି ୩.୦। ଆସନ୍ତା ୯ ତାରିଖ ସା ୬ଟାରେ ୩ୟ ଥର ପ୍ରଧାନମନ୍ତ୍ରୀ ଭାବେ ମୋଦି ଶପଥ ନେବେ। ମୋଦିଙ୍କ ଶପଥ ନେବା ନେଇ ଜାତୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ମିଳିଛି। ଏହା ପୂର୍ବରୁ…
ଅଖିଳେଶଙ୍କ ନୂଆ ରଣନୀତି, ବିଧାୟକ ପଦ ଛାଡ଼ି ଦିଲ୍ଲୀ ରାଜନୀତିରେ ହେବେ ସକ୍ରିୟ…
ନୂଆଦିଲ୍ଲୀ,୬।୬: ଲୋକ ସଭା ନିର୍ବାଚନରେ ସମାଜବାଦୀ ପାର୍ଟି ଭଲ ପ୍ରଦର୍ଶନ କରିଛି। ଏହାର ଶ୍ରେୟ ଅଖିଳେଶ ଯାଦବଙ୍କୁ ଯାଉଥିବା ବେଳେ ଏବେ ସେ ନୂଆ ରଣନୀତିରେ କାମ କରୁଛନ୍ତି। ସେ ବିଧାୟକ ପଦ ଛାଡ଼ିବା ପରେ ଦିଲ୍ଲୀ ରାଜନୀତିରେ ସକ୍ରିୟ ହେବେ।…
ଅଯୋଧ୍ୟାରେ ଭାଜପା ହାରିବା ପରେ, ଲକ୍ଷ୍ମଣ କହିଲେ…
ନୂଆଦିଲ୍ଲୀ, ୬ା୬: ଲୋକସଭା ନିର୍ବାଚନରେ ଭାଜପା ଅଯୋଧ୍ୟାର ଫୌଜାବାଦ୍ ଆସନରୁ ହାରିଯାଇଛି। ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଛି। ବିପକ୍ଷ ଦଳର ନେତା ଏହାକୁ ହିନ୍ଦୁତ଼୍ବ ରାଜନୀତି ବିରୋଧରେ ଜନାଦେଶ ବୋଲି କହିଛନ୍ତି। ଅନ୍ୟପଟେ ଏହି ଆସନକୁ ନେଇ…
ଭାଜପାର ଟେନ୍ସନ୍ ବଢାଇଲା ଜେଡିୟୁ
ନୂଆଦିଲ୍ଲୀ,୬।୬: ୨୦୧୪ ପରଠାରୁ ପ୍ରଥମ ଥର ପାଇଁ ଲୋକ ସଭା ନିର୍ବାଚନରେ ଭାଜପା ସଂଖ୍ୟାଗରିଷ୍ଠତା ହାସଲ କରି ନାହିଁ। ଏଭଳି ପରିସ୍ଥିତିରେ ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନଡିଏ)ରେ ଅନ୍ତର୍ଭୁକ୍ତ ଦଳଗୁଡ଼ିକ ଉପରେ ଭାଜପାର ନିର୍ଭରଶୀଳତା ବୃଦ୍ଧି ପାଇଛି। ଏନଡିଏର ସହଯୋଗୀମାନେ ଏହା…

