BJP ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ପତ୍ନୀଙ୍କ ଫର୍ଚୁନର କାର୍ ବାରାଣସୀରୁ ଜବତ , ଦିଲ୍ଲୀରୁ ହୋଇଥିଲା ଚୋରି
ନୂଆଦିଲ୍ଲୀ,୭।୪: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ପତ୍ନୀଙ୍କ ଫର୍ଚୁନର କାର୍କୁ ବାରାଣସୀରୁ ଜବତ କରାଯାଇଛି। ଏହି କାର୍ଟି ଗତ ମାସରେ ଦିଲ୍ଲୀରୁ ଚୋରି ହୋଇଯାଇଥିଲା। ପୋଲିସ ଏବେ ଗାଡ଼ି ସହ ଦୁଇଜଣ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରିଛି। ସେମାନେ…
କେଜରିଓ୍ବାଲଙ୍କ ପାଇଁ ଅନଶନ ଆନ୍ଦୋଳନ ଆରମ୍ଭ କଲେ ଏଏପି ନେତା, ଜନ୍ତରମନ୍ତରରେ ହେଲେ ଏକାଠି
ନୂଆଦିଲ୍ଲୀ,୭।୪: ଆମ ଆଦମୀ ପାର୍ଟି ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଅଶାନ୍ତି ଲାଗି ରହିଛି। ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଗିରଫ ହୋଇ ଏବେ ତିହାର ଜେଲରେ କାରାଦଣ୍ଡ ଭୋଗୁଛନ୍ତି। ସିଏମଙ୍କ ଗିରଫକୁ ନେଇ ଦଳ ନିରନ୍ତର…
ଜେଲ୍ରେ ୬ ମାସ କେମିତି କାଟିଥିଲେ ବଖାଣିଲେ ସଞ୍ଜୟ ସିଂ
ନୂଆଦିଲ୍ଲୀ,୬ା୪: ଏଏପି ଏମ୍ପି ସଞ୍ଜୟ ସିଂ କହିଛନ୍ତି, ତିହାର ଜେଲ୍ରେ ତାଙ୍କର ୬ ମାସ ରହିବା ସମୟରେ ସେ ନିଷ୍ଠା ଏବଂ ସାହସ ପ୍ରଦର୍ଶନ କରିଛନ୍ତି ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଲୁହ ଦେଇ ନ ଥିବା କହିଛନ୍ତି। ଦିଲ୍ଲୀ…
ପିଲା ଗୋଟିଏକୁ ୫ ଲକ୍ଷ ଟଙ୍କା: ବଡ଼ ଶିଶୁ ଚାଲାଣ ଗ୍ୟାଙ୍ଗ୍କୁ ଧରିଲା ସିବିଆଇ
ନୂଆଦିଲ୍ଲୀ,୬।୪: ଶିଶୁ ଚାଲାଣ କରୁଥିବା ଏକ ବଡ଼ ଗ୍ୟାଙ୍ଗ୍କୁ ଧରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)। ସିବିଆଇ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଚଢ଼ାଉ କରି କେଶଭପୁରମ୍ ଅଞ୍ଚଳରେ ଅବସ୍ଥିତ ଏକ ଘରୁ ତିନି ନବଜାତ ଶିଶୁଙ୍କୁ ଉଦ୍ଧାର କରିଛି। ସିବିଆଇ ସୂତ୍ର ଅନୁଯାୟୀ,…
ରାଜନାଥଙ୍କ କଥାରେ ବିଳିବିଳଉଛି ପାକିସ୍ତାନ, କହିଲା ଏମିତି…
ନୂଆଦିଲ୍ଲୀ/ଇସଲାମାବାଦ,୬ା୪: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଯଦି ଆତଙ୍କବାଦୀମାନେ ଭାରତରେ ଶାନ୍ତି ଭଙ୍ଗ ଏବଂ ପଡ଼ୋଶୀ ଦେଶକୁ ପଳାୟନ ପାଇଁ ଚେଷ୍ଟା କରନ୍ତି, ତେବେ ସେମାନଙ୍କୁ ହତ୍ୟା କରିବାକୁ ଭାରତ ପାକିସ୍ତାନରେ ପ୍ରବେଶ କରିବ। ଶୁକ୍ରବାର ରାଜନାଥ ସିଂ ଏକ…
ଲିଭ୍-ଇନ୍ ରିଲେସନଶିପରେ ରହିଲେ ଭରଣପୋଷଣ ଅଧିକାର ପାଇବେ ମହିଳା: ହାଇକୋର୍ଟ
ନୂଆଦିଲ୍ଲୀ,୬।୪: ଲିଭ୍-ଇନ୍ ରିଲେସନଶିପରେ ରହିଲେ ମଧ୍ୟ ମହିଳାଙ୍କର ରହିଛି ଭରଣପୋଷଣ ପାଇବାର ଅଧିକାର। ଲିଭ୍-ଇନ୍ ସମ୍ପର୍କରେ ମହିଳାଙ୍କ ଅଧିକାରକୁ ସ୍ୱୀକୃତି ଦେବା ଦିଗରେ ମଧ୍ୟପ୍ରଦେଶ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଜଣେ ପୁରୁଷଙ୍କ ସହ ଲମ୍ବା ସମୟ…
ବାଜପେୟୀ ସରକାର ଭାଙ୍ଗି ଦେଇଥିଲେ ଓଡ଼ିଶାର ଏହି ନେତା
ଭୁବନେଶ୍ୱର,୬।୪:ମୁଣ୍ଡ ଉପରେ ନିର୍ବାଚନ। ଖଇ ଫୁଟା ଖରାରେ ମଇଦାନରେ ପ୍ରଚାର ଆରମ୍ଭ କଲେଣି ସବୁ ଦଳ। ପ୍ରାର୍ଥୀ ଘରକୁ ଘର ବୁଲି ମାଗୁଛନ୍ତି ଭୋଟ୍। କେଉଁ ଉପାୟରେ ଓ କି ପନ୍ଥା ଆପଣାଇଲେ ଭୋଟରଙ୍କ ମନ ବୁଝିବ ଏନେଇ ଦିନରାତି କସରତ…
AI କଣ୍ଟେଣ୍ଟ ଦ୍ୱାରା ଭାରତରେ ଲୋକ ସଭା ନିର୍ବାଚନ ପଲଟେଇଦେବ ଚାଇନା!
ନୂଆଦିଲ୍ଲୀ,୬।୪: ଟେକ୍ନୋଲଜି କମ୍ପାନୀ ମାଇକ୍ରୋସଫ୍ଟ ଭାରତରେ ହେବାକୁ ଥିବା ନିର୍ବାଚନକୁ ନେଇ ଚେତାବନୀ ଜାରି କରିଛି। ମାଇକ୍ରେସଫ୍ଟ କହିଛି, ଚାଇନା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କଣ୍ଟେଣ୍ଟକୁ ବ୍ୟବହାର କରି ଭାରତ, ଆମେରିକା ଓ ଦକ୍ଷିଣ କୋରିଆ ନିର୍ବାଚନରେ ବିଘ୍ନ ସୃଷ୍ଟି କରିପାରେ। ଏହାପୂର୍ବରୁ…
‘ନିଜକୁ ମହାନ ବୋଲି ଭାବି ଦେଶ ଏବଂ ଗଣତନ୍ତ୍ରର ମର୍ଯ୍ୟାଦା ହାନି କରୁଛନ୍ତି ମୋଦି’
ଜୟପୁ,୬।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି। ଲୋକ ସଭା ନିର୍ବାଚନ ୨୦୨୪ ଲାଗି ସୋନିଆ ଶନିବାର ବଡ଼ ରାଲି କରିଥିଲେ। ଜୟପୁରରେ ହୋଇଥିବା ଏହି ରାଲିରେ ସୋନିଆ କହିଛନ୍ତି ଯେ, ମୋଦି ନିଜକୁ…
ରାତି ଅଧରେ କାହିଁକି ଚଢାଉ କରୁଥିଲେ, କ’ଣ ସମସ୍ତ ବୁଥ ଏଜେଣ୍ଟକୁ ଗିରଫ କରି ନେବେ, ଓଲଟା ଅଭିଯୋଗ ଆଣିଲେ ମମତା
କୋଲକାତା,୬।୪: ଇଡି ପରେ ଶନିବାର ପଶ୍ଚିମବଙ୍ଗରେ ଏନଆଇଏ ଟିମ୍ ଉପରେ ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ଦୁଇଜଣ ଅଧିକାରୀ ମଧ୍ୟ ଆହତ ହୋଇଛନ୍ତି। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ମମତା କହିଛନ୍ତି ଯେ ଷଡଯନ୍ତ୍ରର…
୩୫୦ ଥର ପରାଜିତ ହୋଇଥିଲେ, ତଥାପି ଜିତିବା ଲାଗି ନୁହେଁ ବରଂ ହାରିବା ଲାଗି ନିର୍ବାଚନ ଲଢ଼ୁଥିଲେ ଏହି ବ୍ୟକ୍ତି; ଜାଣନ୍ତୁ କିଏ?
ଲକ୍ଷ୍ନୌ,୬।୪: ଉତ୍ତରପ୍ରଦେଶର ବରେଲି ସହରର କାକା ଜୋଗିନ୍ଦର ସିଂ ଓରଫ ଧରତି ପକଡ଼ ୧୯୬୨ରୁ ନେଇ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତିଟି ନିର୍ବାଚନ ଲଢ଼ିଥିଲେ। ଜିତିବା ପାଇଁ ନୁହେଁ ବରଂ ହାରିବା ଲାଗି ସେ ସର୍ବଦା ନାମାଙ୍କନ କରୁଥିଲେ। କାକା ଯୋଗିନ୍ଦରଙ୍କ ଏହି…
ଆପଣଙ୍କ ପୁଅର ଭବିଷ୍ୟତ ଗଢିବାକୁ ବିରୋଧୀଙ୍କ ଗାଳି ଶୁଣୁଛି: ମୋଦି
ସାହାରନପୁର,୬।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ପ୍ରଦେଶରେ ଭାଜପା ପାଇଁ ଜୋରଦାର ପ୍ରଚାର କରୁଛନ୍ତି। ଶନିବାର ସେ ସାହାରନପୁରରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଥିଲେ। ଏହି ସମୟରେ ମାତା ଶାକମ୍ବରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାବେଳେ ସେ କହିଥିଲେ ଯେ ଭାରତର…
Archives


