ଜାତୀୟ

କୃଷକଙ୍କ ପାଇଁ ବଡ଼ ଉପହାର: ୨ ଲକ୍ଷ ଟଙ୍କା ଋଣ ଛାଡ କରିବାକୁ ଘୋଷଣା କଲେ ସରକାର

ହାଇଦ୍ରାବାଦ,୨୨।୬: ତେଲଙ୍ଗାନାରେ କୃଷକମାନେ ଏକ ବଡ ଉପହାର ପାଇବାକୁ ଯାଉଛନ୍ତି। ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେବନ୍ତ ରେଡ୍ଡୀ କୃଷକଙ୍କ ପାଇଁ ୨ ଲକ୍ଷ ଟଙ୍କା ଋଣ ଛାଡ କରିବାକୁ ଘୋଷଣା କରିଛନ୍ତି। ସେ କହିଛନ୍ତି, କୃଷକମାନଙ୍କ ପାଇଁ ୨ ଲକ୍ଷ ଟଙ୍କା…

ସାଧାରଣ ଲୋକଙ୍କ ପାଇଁ ମହଙ୍ଗା ମାଡ, ବଢିଲା ସିଏନଜି ମୂଲ୍ୟ

ନୂଆଦିଲ୍ଲୀ,୨୨।୬: ଦେଶର ରାଜଧାନୀ ଦିଲ୍ଲୀ ସମେତ ଅନେକ ସହରର ଲୋକମାନେ ଶନିବାର ମୁଦ୍ରାସ୍ଫୀତିର ଏକ ନୂଆ ଝଟ୍‌କା ପାଇଛନ୍ତି। ଶନିବାରଠାରୁ ଅନେକ ସହରରେ CNG ମୂଲ୍ୟ ବୃଦ୍ଧି କରାଯାଇଛି। ଏହା ସାଧାରଣ ଲୋକଙ୍କ ପକେଟ ଉପରେ ଚାପ ବଢାଇବାକୁ ଯାଉଛି। ଏକ…

୪୦ ଲକ୍ଷର ବାଥରୁମ, ମସାଜ ସେଣ୍ଟର… ବିବାଦରେ ଜଗନ ରେଡ୍ଡୀଙ୍କ ମହଲ

ଅମରାବତୀ,୨୨।୬: ଆନ୍ଧ୍ରପ୍ରଦେଶରେ କ୍ଷମତା ପରିବର୍ତ୍ତନ ହେବା ମାତ୍ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ୍ବାଇଏସଆର ଜଗନ ମୋହନ ରେଡ୍ଡୀ ତାଙ୍କ ବିଳାସପୂର୍ଣ୍ଣ ପ୍ରାସାଦ ପାଇଁ ଖବରକୁ ଆସିଛନ୍ତି। ଏହା ଛୋଟ ନୁହେଁ କିନ୍ତୁ ମୋଟ ୪୫୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି। ଆନ୍ଧ୍ରପ୍ରଦେଶରେ…

୧୦ ବର୍ଷର ଜେଲ, ୧ କୋଟି ଜରିମାନା…ଦେଶରେ ଆଣ୍ଟି ପେପର ଲିକ୍‌ ଆଇନ ହେଲା ଲାଗୁ, ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୨।୬: ନିଟ୍‌ ପେପର ଲିକ୍‌ ଏବଂ ୟୁଜିସି-ନେଟ୍‌ ପରୀକ୍ଷା ବାତିଲ ହେବାନେଇ ସାରା ଦେଶରେ ଉତ୍ତେଜନା ଦେଖାଦେଇଛି। ଏହି ସମୟରେ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କାଗଜ ଲିକ୍‌ ରୋକିବା ପାଇଁ ସରକାର ଏକ କଠୋର ନିୟମ ଲାଗୁ କରିଛନ୍ତି…

ଇଣ୍ଡିଆ ମେଣ୍ଟକୁ ଅଫର ଦେଲା ଜେଡିୟୁ! ଏହି ନେତାଙ୍କ ବୟାନକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୨୨।୬: ଉତ୍ତରପ୍ରଦେଶରେ ଭାରତୀୟ ଜନତା ପାର୍ଟି (ଭାଜପା)କୁ ଲୋକ ସଭା ନିର୍ବାଚନ ୨୦୨୪ରେ ଆଶା ଠାରୁ କମ ଆସନ ପାଇବା ପରେ ସମଗ୍ର ରାଜନୈତିକ ଜଗତରେ ଚର୍ଚ୍ଚା ଦେଖାଦେଇଛି।ଏହି ବିଷୟରେ ବିଭିନ୍ନ ପ୍ରକାରର ବିବୃତ୍ତି ମଧ୍ୟ ଦିଆଯାଉଛି। ଏହି କ୍ରମରେ ଭାଜପାର…

ଏନ୍‌ଇଇଟି ବିଭ୍ରାଟ: ଦେଶବ୍ୟାପୀ କଂଗ୍ରେସର ବିକ୍ଷୋଭ

ନୂଆଦିଲ୍ଲୀ,୨୨ା୬: ଏନ୍‌ଇଇଟି-ୟୁଜି ପରୀକ୍ଷାରେ ଅନିୟମିତତା, ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗର ତଦନ୍ତ ସୁପ୍ରିମକୋର୍ଟର ଜଣେ କାର୍ଯ୍ୟରତ ବିଚାରପତିଙ୍କ ତତ୍ତ୍ୱାବଧାନରେ କରାଯିବା ଦାବିରେ କଂଗ୍ରେସ ପକ୍ଷରୁ ଶୁକ୍ରବାର ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦିଲ୍ଲୀ, ଉତ୍ତରପ୍ରଦେଶ, ପଞ୍ଜାବ, ଅରୁଣାଚଳପ୍ରଦେଶ, ନାଗାଲାଣ୍ଡ, ଛତିଶଗଡ଼, କର୍ନାଟକ ଓ…

ତିବ୍ବତର ୩୦ ସ୍ଥାନର ନାଁ ବଦଳାଇବ ଭାରତ

ନୂଆଦିଲ୍ଲୀ,୨୨ା୬: ଅରୁଣାଚଳପ୍ରଦେଶକୁ ଚାଇନା ନିଜର ଦାବି କରିବା ସହ ଏହାର କେତେଗୁଡ଼ିଏ ସ୍ଥାନର ନାଁ ବଦଳାଇ ଦେଇଛି। ତେଣୁ ଯେସାକୁ ତେସା ନୀତିରେ ଭାରତ ତିବ୍ବତ ସ୍ବୟଂଶାସିତ ଅଞ୍ଚଳର ୩୦ଟି ସ୍ଥାନର ନାମ ପରିବର୍ତ୍ତନ କରି ଏଲ୍‌ଏସି ଅନ୍ତର୍ଗତ ଅଞ୍ଚଳର ମାନଚିତ୍ରରେ…

୮୦% ଶୁଖିଗଲାଣି ୧୫୦ ଜଳଭଣ୍ଡାର

ନୂଆଦିଲ୍ଲୀ,୨୨ା୬(ପି.ଟି.): ସାରା ଦେଶରେ କିଛି ସପ୍ତାହ ହେଲା ପ୍ରଚଣ୍ଡ ଗ୍ରୀଷ୍ମଲହରି ପ୍ରବାହିତ ହେଉଥିବାବେଳେ ଉତ୍କଟ ଜଳ ସମସ୍ୟା ସ୍ଥିତିକୁ ଅଧିକ ସଙ୍ଗିନ୍‌ କରିଛି। ଦେଶର ୧୫୦ଟି ପ୍ରମୁଖ ଜଳଭଣ୍ଡାରରେ ମୋଟ ଜଳ ପରିମାଣ ୨୧ ପ୍ରତିଶତକୁ ହ୍ରାସ ପାଇଛି। ଅର୍ଥାତ୍‌ ଜଳଭଣ୍ଡାରଗୁଡ଼ିକ…

ଦିଲ୍ଲୀକୁ ଜଳଯୋଗାଣ ଦାବିରେ ଆତିଶୀଙ୍କ ଅନଶନ

ନୂଆଦିଲ୍ଲୀ,୨୨ା୬: ରାଜଧାନୀ ଦିଲ୍ଲରେ ପ୍ରଚଣ୍ଡ ଗ୍ରୀଷ୍ମ ସାଙ୍ଗକୁ ଉତ୍କଟ ଜଳ ସଙ୍କଟ ଦେଖାଦେଇଛି। ହରିୟାଣା ଅଧିକ ଜଳ ଯୋଗାଇଦେବା ଦାବିରେ ଦିଲ୍ଲୀ ଜଳସମ୍ପଦ ମନ୍ତ୍ରୀ ଆତିଶୀ ଶୁକ୍ରବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନରେ ବସିଛନ୍ତି। ଦକ୍ଷିଣ ଦିଲ୍ଲୀର ଭୋଗଲଠାରେ ସେ ଅନଶନରେ…

କାହିଁକି ଭର୍ତ୍ତୁହରିଙ୍କୁ ହେଉଛି ବିରୋଧ, ସମ୍ବିଧାନର ନିୟମ ହେଉଛି…

ନୂଆଦିଲ୍ଲୀ,୨୧।୬: ଆସନ୍ତା ସୋମବାରଠାରୁ ହେବାକୁ ଯାଉଛି ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ । ଯାହା ଉପରେ ରହିଛି ସାରା ଦେଶର ନଜର । ନବ ନିର୍ବାଚିତ ଏମପିମାନେ ଶପଥ ନେବାକୁ ଯାଉଛନ୍ତି । ପ୍ରୋଟେମ ସ୍ପିକର୍‌ ତାଙ୍କୁ ଶପଥ ପାଠ କରାଇବେ ।…

ନିଟ୍‌ ବିବାଦ ମଧ୍ୟରେ CSIR-UGC-NET ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୨୧।୬: ନିଟ୍‌ ବିବାଦ ମଧ୍ୟରେ CSIR-UGC-NET ପରୀକ୍ଷାକୁ ସ୍ଥଗିତ କରିଦିଆଯାଇଛି। ପୂର୍ବରୁ ଏହି ପରୀକ୍ଷା ଜୁନ୍‌ ୨୫ରୁ ୨୭ ମଧ୍ୟରେ ହେବାକୁ ଥିବା ବେଳେ ଏବେ ଏହାକୁ ସ୍ଥଗିତ କରିବାକୁ ନିଷ୍ପତ୍ତି ନିଆଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଏହି ପରୀକ୍ଷାକୁ…

ବାଚସ୍ପତି ପଦ ପାଇଁ ହେବ ଘମାଘୋଟ ଲଢେଇ, ପ୍ରାର୍ଥୀ ଦେବ ବିରୋଧୀ ମେଣ୍ଟ!

ନୂଆଦିଲ୍ଲୀ,୨୧।୬: ଲୋକ ସଭା ନିର୍ବାଚନ ପରେ ଏବେ ଲୋକ ସଭା ବାଚସ୍ପତି ନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି। ପୂର୍ବରୁ ବିଶ୍ୱାସ କରାଯାଉଥିଲା ଯେ ବୋଧହୁଏ ବିରୋଧୀ ଦଳ ଲୋକ ସଭା ବାଚସ୍ପତି ନିର୍ବାଚନରେ ଏକାଠି ହୋଇ ସର୍ବସମ୍ମତି କ୍ରମେ ଶାସକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?