ସରକାରୀ ସମ୍ପତ୍ତି ବିକ୍ରି କରିବ ପଶ୍ଚିମବଙ୍ଗ ସରକାର, ଜାଣନ୍ତୁ କ’ଣ ରହିଛି ମମତା ବାନାର୍ଜୀଙ୍କ ଯୋଜନା?
କୋଲକାତା,୨୧।୬: ଲୋକ ସଭା ନିର୍ବାଚନରେ ବିଜୟ ସହ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ନୂଆ ଉଦ୍ୟୋଗର ବିକାଶ ପାଇଁ ନୂଆ ଉପାୟ ବାହାର କରିଛନ୍ତି। ସରକାର ବନ୍ଦ ପଡ଼ିଥିବା କମ୍ପାନୀଗୁଡ଼ିକ ସହ ଚାଲୁଥିବା କମ୍ପାନୀର ଖାଲି ତଥା ବ୍ୟବହାର ହେଉ ନ…
ସରକାରଙ୍କ ବଡ଼ ଘୋଷଣା, ବଢ଼ିବ ପେଟ୍ରୋଲ-ଡିଜେଲ ଦାମ୍
ନୂଆଦିଲ୍ଲୀ, ୨୧।୬: କର୍ଣ୍ଣାଟକ ପରେ ଏବେ ଗୋଆ ସରକାର ପେଟ୍ରୋଲ-ଡିଜେଲ୍ ଦାମ୍ରେ ବୃଦ୍ଧି କରିଛନ୍ତି । ସରକାର ପେଟ୍ରୋଲ୍ ଦାମ୍ରେ ୧ଟଙ୍କା ବୃଦ୍ଧି କରିଥିବା ବେଳେ ଡିଜେଲ୍ ଦାମ୍ରେ ୩୬ ପଇସା ବୃଦ୍ଧି କରିଛନ୍ତି । ଭାଲ୍ୟୁ ଆଡେଡ୍ ଟ୍ୟାକ୍ସ ବା…
କାନ୍ଦି କାନ୍ଦି ବିଧାନସଭା ଛାଡିଥିଲେ, କହିଥିଲେ ମୁଖ୍ୟମନ୍ତ୍ରୀ ହେଲେ ଆସିବି
ନୂଆଦିଲ୍ଲୀ,୨୧।୬: ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନ ଏବଂ ଲୋକ ସଭା ନିର୍ବାଚନରେ ଚମତ୍କାର ପ୍ରଦର୍ଶନ କରିଛି। ବିଧାନସଭା ନିର୍ବାଚନରେ ଏନଡିଏ ମେଣ୍ଟ ରାଜ୍ୟର ୧୭୫ ବିଧାନସଭା ଆସନ ମଧ୍ୟରୁ ୧୪୪ଟି ଜିତିଛି। ଏହି ୧୪୪ଟି…
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ୨-୩ ମାସ ମଧ୍ୟରେ ମୋଦି ସରକାର…
ଇମ୍ଫାଲ, ୨୧।୬: ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂ ଶୁକ୍ରବାର ରାଜ୍ୟରେ ଜାରି ରହିଥିବା ଅଶାନ୍ତିକୁ ନେଇ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ମୋଦି ସରକାର ୩.୦ ଖୁବ୍ଶୀଘ୍ର ଆଶାନ୍ତି ଦୂର କରିବାକୁ ଏକ ଯୋଜନା ପ୍ରସ୍ତୁତ…
ଅଟଳ ସେତୁ ରାସ୍ତାରେ ଫାଟ, ଦୁର୍ନୀତି ଅଭିଯୋଗ ଆଣିଲା କଂଗ୍ରେସ
ନୂଆଦିଲ୍ଲୀ, ୨୧।୬: ଭାରତର ଦୀର୍ଘତମ ସେତୁର ରାସ୍ତାରେ ଫାଟ ସୃଷ୍ଟି ହୋଇଛି । ଅଟଳ ବିହାରୀ ବାଜପେୟୀ ସେୱରି-ନହାଭ ସେବା ସେତୁ ନାମରେ ନାମିତ ଏହି ସେତୁକୁ ମୁମ଼୍ବାଇ ଟ୍ରାନ୍ସ ହାର୍ବର ଲିଙ୍କ୍ ବୋଲି ମଧ୍ୟ କୁହାଯାଏ । ଏହି ସେତୁର…
କାଉନସେଲିଂ ଘୁଞ୍ଚାଇବାକୁ ମନା କରିଦେଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୧ା୬: ବିବାଦରେ ଛନ୍ଦିହୋଇ ପଡ଼ିଥିବା ନ୍ୟାଶନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ଏନ୍ଇଇଟି)-ୟୁଜି ପାଇଁ କାଉନସେଲିଂ ଜୁଲାଇ ୬ରୁ ଆରମ୍ଭ ହେବାକୁ ଥିବାବେଳେ ଏହାକୁ ଘୁଞ୍ଚାଇବା ପାଇଁ ସୁପ୍ରିମକୋର୍ଟ ଶୁକ୍ରବାର ମନା କରିଦେଇଛନ୍ତି। ଏହା ‘ଖୋଲିବା ଓ ବନ୍ଦ କରିବା’ ପ୍ରକ୍ରିୟା…
ଜାଣନ୍ତି କି…ସଂସଦରେ କେତୋଟି ଅଧିବେଶନ ହୋଇଥାଏ? କେବେ ଆଉ କିଭଳି ସ୍ବତନ୍ତ୍ର ଅଧିବେଶନ ଡକାଯାଇଥାଏ…
ନୂଆଦିଲ୍ଲୀ,୨୧।୬: ୧୮ତମ ଲୋକ ସଭା ଲାଗି ଶେଷ ହୋଇଛି ନିର୍ବାଚନ। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ଗଢ଼ିଛି ଏନ୍ଡିଏ। ଏବେ ଉଭୟ ଶାସକ ଏବଂ ବିରୋଧୀ ପାର୍ଲାମେଣ୍ଟ ଅଧିବେଶନ ଅପେକ୍ଷାରେ ରହିଛନ୍ତି। ତେବେ ଜୁନ ୨୪ରେ ନୂଆ ଅଧିବେଶନ…
NEET ପେପର୍ ଲିକ୍ ମାମଲାରେ ମୁହଁ ଖୋଲିଲେ ତେଜସ଼୍ବୀ, କହିଲେ…
ନୂଆଦିଲ୍ଲୀ, ୨୧।୬: ବିହାରର ବିରୋଧୀ ଦଳର ନେତା ତଜସ଼୍ବୀ ଯାଦବ NEET ପେପର୍ ଲିକ୍ ମାମଲାରେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି । ତାଙ୍କର ସରକାରୀ ବ୍ୟକ୍ତିଗତ ସଚିବ (ପିଏସ୍)ଙ୍କୁ ନେଇ ସେ ବଡ଼ ବୟାନ ଦେଇଛନ୍ତି । ତେଜସ଼୍ବୀ କହିଛନ୍ତି…
ପ୍ରିୟଙ୍କାଙ୍କ ପାଇଁ ଏକଜୁଟ ହେଲାଣି ଇଣ୍ଡିଆ ମେଣ୍ଟ, ଏହି ନେତାଙ୍କୁ ପ୍ରଚାରକୁ ଆଣିବାକୁ ଚାଲିଛି ପ୍ରସ୍ତୁତି
ନୂଆଦିଲ୍ଲୀ,୨୧।୬: ରାହୁଲ ଗାନ୍ଧୀ ୱାୟାନାଡ ଆସନ ଛାଡିବା ପରେ ପ୍ରିୟଙ୍କା ଗାନ୍ଧୀଙ୍କ ନାମ ଚର୍ଚ୍ଚାରେ ରହିଛି। ସେ ଏଠାରୁ ଉପ-ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି। କହିବାକୁ ଗଲେ ରାହୁଲ ଗାନ୍ଧୀ ଏହି ଲୋକ ସଭା ନିର୍ବାଚନରେ ଦୁଇଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।…
ଜାରି ହେଲା NEETର ଆଡ୍ମିଟ୍ କାର୍ଡ, ଏହି ଦିନ ପରୀକ୍ଷା
ନୂଆଦିଲ୍ଲୀ, ୨୧।୬: NEET ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ନେଇ ଦେଶରେ ଚର୍ଚ୍ଚା ଜାରି ରହିଛି । ଏହାରି ମଧ୍ୟରେ ୧୫୬୩ ଆଶାୟୀଙ୍କ ପୁନର୍ବାର ପରୀକ୍ଷା ହେବା ନେଇ ସୁପ୍ରୀମ୍କୋର୍ଟ ଦେଇଥିବା ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇଛି । ଜାରି ହୋଇଛି NEET ୟୁଜିର…
କଂଗ୍ରେସର ହାତ ଧରିଲେ ପୂର୍ବତନ ସ୍ପିକର
ହାଇଦ୍ରାବାଦ,୨୧।୬: ଭାରତ ରାଷ୍ଟ୍ର ସମିତି (ବିଆରଏସ) ତେଲଙ୍ଗାନାରେ ଆଉ ଏକ ଅସୁବିଧାର ସମ୍ମୁଖୀନ ହୋଇଛି। ଏଠାରେ ଶୁକ୍ରବାର (୨୧ ଜୁନ ୨୦୨୪) ରେ ପଞ୍ଚମ ପିଆରଏସ ବିଧାୟକ ମଧ୍ୟ କଂଗ୍ରେସରେ ଯୋଗ ଦେଇଥିଲେ। ସୂଚନା ଅନୁଯାୟୀ, ପୂର୍ବତନ ସ୍ପିକର ତଥା ବିଧାୟକ…
‘କେଜ୍ରିଓ୍ବାଲଙ୍କ ସହ ଆତଙ୍କବାଦୀ ଭଳି ବ୍ୟବହାର କରାଯାଉଛି’
ନୂଆଦିଲ୍ଲୀ,୨୧।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଜାମିନ ଉପରେ ଅସ୍ଥାୟୀ ଭାବେ ରୋକ ଲଗାଯିବା ପରେ ଆମ ଆଦ୍ମୀ ପାର୍ଟି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଦଳ ତାନାଶାହାଙ୍କ ଶାସନ ବୋଲି କଟାକ୍ଷ…

