ଜାତୀୟ

ରାହୁଲଙ୍କୁ ଶଙ୍କରାଚାର୍ଯ୍ୟଙ୍କ ସମର୍ଥନ

ନୂଆଦିଲ୍ଲୀ,୯ା୭:ଲୋକ ସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଆଲୋଚନା ଚାଲିଥିବାବେଳେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦେଇଥିବା ଆକ୍ରମଣାତ୍ମକ ଭାଷଣକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ହିନ୍ଦୁମାନେ କେବେ ହିଂସ୍ର ହୋଇ ନ ପାରନ୍ତି। କିନ୍ତୁ ନିଜକୁ ହିନ୍ଦୁ…

ସାମ୍ନାକୁ ଆସିଲା ବଡ଼ ସତ, ମହିଳାଙ୍କୁ ଦେଢ଼ କି.ମି. ଘୋଷାଡ଼ି ନେଇଥିଲେ ନେତାଙ୍କ ପୁଅ

ମୁମ଼୍ବାଇ, ୦୮।୦୭: ମୁମ଼୍ବାଇ ବିଏମ୍‌ଡବ୍ଲୁ କାର୍‌ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲାରେ ପୋଲିସ୍‌ ଚକିତ କଲା ଭଳି ଖୁଲାସା କରିଛି । ସିସିଟିଭି ଫୁଟେଜ୍‌କୁ ତର୍ଜମା କରିବା ପରେ ପୋଲିସ୍‌ ଆଦାଲତରେ କହିଛି ଯେ, ଶିବସେନା ନେତାଙ୍କ ୨୪ ବର୍ଷୀୟ ପୁଅ…

ମଣିପୁର ହିଂସା ପ୍ରଭାବିତଙ୍କୁ ଭେଟିଲେ ରାହୁଲ

ଇମ୍ଫାଲ,୮ା୭: ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋମବାର ହିଂସା କ୍ଷତିଗ୍ରସ୍ତ ମଣିପୁରର ଜିରିବାମ୍‌ ଏବଂ ଚୁରାଚାନ୍ଦପୁର ଜିଲାକୁ ଯାଇ ରିଲିଫ୍‌ କ୍ୟାମ୍ପ୍‌ଗୁଡ଼ିକୁ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ରିଲିଫ୍‌ କ୍ୟାମ୍ପ୍‌ରେ ଆଶ୍ରୟ ନେଇଥିବା ହିଂସା ପ୍ରପୀଡ଼ିତମାନଙ୍କ…

ସଲମାନ୍‌ ଖାନ୍‌ଙ୍କ ଘର ଉପରକୁ ଗୁଳିମାଡ଼ ଘଟଣା, ଦାଖଲ ହେଲା ଚାର୍ଜସିଟ୍‌

ମୁମ଼୍ବାଇ, ୦୮।୦୭: ୨୦୨୪ ଏପ୍ରିଲ ମାସରେ ବଲିଉଡ୍‌ ଅଭିନେତା ସଲମାନ୍‌ ଖାନ୍‌ଙ୍କ ମୁମ଼୍ବାଇ ସ୍ଥିତ ଗ୍ୟାଲେକ୍ସି ଆପାର୍ଟମେଣ୍ଟ ଉପରକୁ ଗୁଳିମାଡ଼ ହୋଇଥିଲା । ମୁମ଼୍ବାଇ ପୋଲିସ୍‌ ଗମ୍ଭୀରତାର ସହ ମାମଲାର ତଦନ୍ତ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ୍‌ ଏହି ମାମଲାରେ…

ମୁଖ୍ୟମନ୍ତ୍ରୀଙ୍କ ବଢ଼ିଲା ଚିନ୍ତା, ସୁପ୍ରିମ୍‌କୋର୍ଟ ଗଲା ଇଡି

ନୂଆଦିଲ୍ଲୀ, ୦୮।୦୭: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ଜାମିନ୍‌ ବିରୋଧରେ ସୁପ୍ରିମ୍‌କୋର୍ଟର ଦ଼୍ବାରସ୍ଥ ହୋଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ଇଡି ଏନେଇ କହିଛି ଯେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟ ଯେଉଁ ଜାମିନ୍‌ ପ୍ରଦାନ କରିଛନ୍ତି ତାହା…

ଆଲର୍ଟ ଜାରି କଲା ପାଣିପାଗ ବିଭାଗ, ୨୪ ଘଣ୍ଟା ଭିତରେ ଏହି ସହରରେ ପ୍ରବଳ ବର୍ଷା

ମୁମ଼୍ବାଇ, ୦୮।୦୭: ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ମୁମ଼୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏ ନେଇ ଆଲର୍ଟ ଜାରି କରିଛି ପାଣିପାଗ…

ମନ୍ତ୍ରୀଙ୍କୁ ବିଭାଗ ବାଣ୍ଟିଲେ ହେମନ୍ତ ସୋରେନ, ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କୁ ଦେଲେ ଏହି ବିଭାଗ

ରାଞ୍ଚି,୮।୭: ଆଜି ଝାଡଖଣ୍ଡରେ ହେମନ୍ତ ସୋରେନ ସରକାରଙ୍କ କ୍ୟାବିନେଟକୁ ବିସ୍ତାର କରାଯାଇଛି। ଏହି ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଏବଂ ଜେଏମଏମ ନେତୃତ୍ୱାଧୀନ ଗଠବନ୍ଧନର ଅନ୍ୟ ୧୦ ଜଣ ନେତା ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ବର୍ତ୍ତମାନ ବିଭାଗଗୁଡ଼ିକ…

ଆତଙ୍କବାଦୀଙ୍କ ଆକ୍ରମଣରେ ୫ ଯବାନ ଶହୀଦ, ୫ ଗୁରୁତର, ଜାରି ରହିଛି ଗୁଳି ବିନିମୟ

ନୂଆଦିଲ୍ଲୀ,୮।୭: ଜମ୍ମୁ-କଶ୍ମୀରର କଠୁଆ ଜିଲାରେ ଆତଙ୍କବାଦୀମାନେ ସେନା ଗାଡି ଉପରକୁ ଗୁଳି ଚଳାଇବା ସହ ଗ୍ରେନେଡ ଫିଙ୍ଗି ଆକ୍ରମଣ କରିଛନ୍ତି। ଯେଉଁଥିରେ ୫ ଜଣ ଯବାନ ଶହୀଦ ଏବଂ ୫ ଜଣ ଆହତ ହୋଇଛନ୍ତି। ବର୍ତ୍ତମାନ ଆତଙ୍କବାଦୀ ଏବଂ ଭାରତୀୟ ସେନାର…

ମାଗଣା ପାଇବେ ବିଦ୍ୟୁତ୍‌ ସେବା, ଶୀଘ୍ର କରିନିଅନ୍ତୁ ଆବେଦନ

ନୂଆଦିଲ୍ଲୀ,୮।୭: ସରକାର ବିଦ୍ୟୁତ୍‌ ଉପଭୋକ୍ତାଙ୍କ ମାଗଣା ବିଦ୍ୟୁତ୍‌ ସେବା ଯୋଗାଇ ଦେବା ପାଇଁ ଘୋଷଣା କରିଥିଲେ। ତେବେ ଏହାର ଲାଭ ଉଠାଇବାକୁ ହେଲେ ଏକ ଫର୍ମ ପୂରଣ କରିବାକୁ ହେବ । ତେବେ ଆପଣ ଉତ୍ତର ପ୍ରଦେଶ ଅଧିବାସୀ ହୋଇଥିଲେ ହିଁ…

ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା: ଅଭିଯୁକ୍ତ ପୁଅ ଫେରାର, ବାପାଙ୍କୁ ଜାମିନ୍‌

ମୁମ଼୍ବାଇ, ୦୮।୦୭: ମୁମ଼୍ବାଇ ବିଏମ୍‌ଡବ୍ଲୁ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲାରେ ଅଭିଯୁକ୍ତ ରାଜେଶ ଶାହାଙ୍କୁ ଜାମିନ୍‌ ମିଳିଛି । ସୋମବାର ମାମଲାର ଶୁଣାଣି କରି ସ୍ଥାନୀୟ କୋର୍ଟ ଶିବସେନା ଶିନ୍ଦେ ଗୋଷ୍ଠୀର ଏହି ନେତାଙ୍କ ଜାମିନ୍‌ ମଞ୍ଜୁର କରିଛନ୍ତି । ଏହି…

ଅଡି କାରରେ ଆସିଲେ, ସାଇକେଲ ଆରୋହୀଙ୍କ ଠାରୁ ଟଙ୍କା ଲୁଟିନେଲେ

ଜୟପୁର, ୦୮।୦୭: ରାଜସ୍ଥାନର ଜୟପୁରରେ ଅଡିକାରରେ ଆସି ଜଣେ ସାଇକେଲ ଆରୋହୀଙ୍କ ଠାରୁ ୫ ହଜାର ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ମିଳିଥିବା ସୂଚନା ଅନୁସାରେ ପୀଡ଼ିତ ଯୁବକ ଜଣକ ସାଇକେଲରେ ଯାଉଥିବା ସମୟରେ ଅଡି କାରରେ ଆସି ୪…

ପ୍ରବଳ ବର୍ଷା, ବାତିଲ୍‌ ହେଲା ୫୦ରୁ ଅଧିକ ବିମାନ

ମୁମ଼୍ବାଇ, ୦୮।୦୭: ମହାରାଷ୍ଟ୍ରର ରାଜଧାନୀ ମୁମ଼୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ସୋମବାର ସକାଳୁ ପ୍ରବଳ ବର୍ଷା ହୋଇଥିଲା । ଫଳରେ ମୁମ଼୍ବାଇ ସହରର ଏବଂ ବସ୍ତି ଅଞ୍ଚଳର ରାସ୍ତାଘାଟରେ ପାଣି ଜମି ରହିଛି । ଗାଡ଼ି ମଟର ସ଼୍ବଭାବିକ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?