ଜାତୀୟ

ଅମ୍ବାନୀଙ୍କ ପୁଅ ବାହାଘରରେ ଯୋଗ ଦେଲେ ମମତା ବାନାର୍ଜୀ, କହିଲେ ଯଦିଓ ମୋର କୌଣସି…

ମୁମ୍ବାଇ/କୋଲକାତା,୧୨ା୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ଉତ୍ସବରେ ଯୋଗଦେବା ପାଇଁ ମୁମ୍ବାଇରେ ପହଞ୍ଚିଛନ୍ତି। ମୁମ୍ବାଇ ଯିବା ପୂର୍ବରୁ କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ…

ରାହୁଲ ଗାନ୍ଧୀଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି

ପୁଣେ,୧୨।୭: ବମ୍ବେ ହାଇକୋର୍ଟ ଶୁକ୍ରବାର ରାଷ୍ଟ୍ରିୟ ସ୍ବୟଂ ସେବକ ସଂଗଠନ (ଆରଏସଏସ) କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ରାହୁଲ ଗାନ୍ଧୀଙ୍କ ବିରୋଧରେ ଦାଖଲ ହୋଇଥିବା ଆପରାଧିକ ମାନହାନୀ ମାମଲାରେ କିଛି ଅତିରିକ୍ତ ଦସ୍ତାବିଜକୁ ଅନୁମତି ଦେଇଥିବା ଭିଓ୍ବଣ୍ଡି କୋର୍ଟର ଆଦେଶକୁ ରଦ୍ଦ କରିଛନ୍ତି। ରାହୁଲ…

ଜାମିନ ମିଳିବା ସତ୍ତ୍ୱେ ଜେଲ୍‌ରୁ ବାହାରି ପାରିବେନି କେ୍‌ଜରିଓ୍ବାଲ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୨।୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି) ଜାତୀୟ ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲ୍‌ ଏକ୍ସାଇଜ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ ଏକ ବଡ଼ ଆଶ୍ୱସ୍ତି ପାଇଛନ୍ତି। ଶୁକ୍ରବାର ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କୁ ଇଡି ମାମଲାରେ…

କେଜ୍‌ରିଓ୍ବାଲ୍‌ଙ୍କୁ ଜାମିନ ମିଳିବା ପରେ ଆପ୍‌ର ପ୍ରଥମ ପ୍ରତିକ୍ରିୟା

ନୂଆଦିଲ୍ଲୀ,୧୨ା୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦ୍‌ମୀ ପାର୍ଟି ନେତା ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ସୁପ୍ରିମକୋର୍ଟ ଶୁକ୍ରବାର ଅନ୍ତରୀଣ ଜାମିନ ଦେଇଛନ୍ତି। ଏହା ପରେ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌)ପକ୍ଷରୁ ପ୍ରଥମ ପ୍ରତିକ୍ରିୟା ପ୍ରକାଶ ପାଇଛି। ଆପ୍‌ କହିଛି, ସତ୍ୟର ଜୟ ହୋଇଛି। ମଦ…

କେଜ୍‌ରିଓ୍ବାଲଙ୍କୁ ମିଳିଲା ମଧ୍ୟବର୍ତ୍ତୀକାଳୀନ ଜାମିନ

ନୂଆଦିଲ୍ଲୀ,୧୨।୭: ମଦ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କ ଶେଷରେ ଜାମିନ ମିଳିଛି। ଶୁକ୍ରବାର ସୁପ୍ରିମକୋର୍ଟ ତାଙ୍କ ଜାମିନ ପ୍ରଦାନ କରିଛନ୍ତି। କିନ୍ତୁ ସେ ଜାମିନ ମିଳିବା ସତ୍ତ୍ୱେ ଜେଲରେ ରହିବେ କାରଣ ଇଡି ମାମଲାରେ ଏହି ରିଲିଫ…

ଅମ୍ବାନୀ ପରିବାର ବିବାହ ଉତ୍ସବରେ ଆଜି ଯୋଗ ଦେବେ ବିଶ୍ୱର ନାମୀଦାମୀ ବ୍ୟକ୍ତି, ତାଲିକାରେ ରହିଛି ଏହିମାନଙ୍କ ନାମ

ମୁମ୍ବାଇ,୧୨ା୭: ଜୁଲାଇ ୧୨ ଅର୍ଥାତ୍‌ ଆଜି ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ-ରାଧିକା ମର୍ଚାଣ୍ଟଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ। ଏହି କାର୍ଯ୍ୟକ୍ରମ ମୁମ୍ବାଇର ଜିଓ ଓ୍ବାଲର୍‌ଡ ସେଣ୍ଟରରେ ଅନୁଷ୍ଠିତ ହେବ। ଅମ୍ବାନୀ ପରିବାର ଦେଶ ତଥା…

ଅପେକ୍ଷାର ହେବ ଅନ୍ତ, ଜେଲ୍‌ରୁ ବାହାରିବେ କେଜ୍‌ରିଓ୍ବାଲ୍‌! ଆଜି ଆସିବ ‘ସୁପ୍ରିମ’ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ରାୟ ପ୍ରଦାନ କରିବେ। ଆବେଦନରେ ସେ ମଦ ନୀତି ଦୁର୍ନୀତି ମାମଲାରେ ମନି ଲଣ୍ଡରିଂ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟକୁ ଗିରଫ କରିବାକୁ ଚ୍ୟାଲେଞ୍ଜ କରିଛନ୍ତି। ମାର୍ଚ୍ଚ ୨୧ରେ ଇଡି ଅରବିନ୍ଦ…

NEET-UG ପେପର୍‌ ଲିକ୍‌ରେ ସିବିଆଇକୁ ବଡ଼ ସଫଳତା

ନୂଆଦିଲ୍ଲୀ ,୧୨ା୭:ଏନ୍‌ଇଇଟି-ୟୁଜି ପ୍ରଶ୍ନପତ୍ର ଲିକ୍‌ର କିଙ୍ଗ୍‌ପିନ୍‌ଙ୍କୁ ସିବିଆଇ ପାଟନା ନିକଟରୁ ଗିରଫ କରିଛି। ନାଳନ୍ଦାର ରାକେଶ ରଞ୍ଜନ ଓରଫ ରକି ପ୍ରଶ୍ନପତ୍ର ଲିକ୍‌ ଘଟଣାର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି। ସିବିଆଇ ତାଙ୍କୁ ଗୁରୁବାର ପାଟନାର ସ୍ବତନ୍ତ୍ର ଅଦାଲତରେ ହାଜର କରାଇବା ପରେ…

୧୦ ପଦବୀ ପାଇଁ ୧,୮୦୦ ଆଶାୟୀ

ଅହମଦାବାଦ,୧୨ା୭:ଗୁଜରାଟରେ ଏକ ଘରୋଇ କମ୍ପାନୀର ୧୦ ପଦବୀରେ ନିଯୁକ୍ତି ପାଇଁ ଇଣ୍ଟରଭ୍ୟୁ ଦେବାକୁ ୧,୮୦୦ ଆଶାୟୀ ପହଞ୍ଚତ୍ବାରୁ ଦଳାଚକଟା ସ୍ଥିତି ଉପୁଜିଥିଲା। ଭରୁଚ୍‌ ଜିଲାର ଅଙ୍କଲେଶ୍ୱରସ୍ଥିତ ଲର୍ଡସ୍‌ ପ୍ଲାଜା ହୋଟେଲରେ ସୋମବାର ନିଯୁକ୍ତି ପାଇଁ ସାକ୍ଷାତ୍‌କାର ହେଉଥିଲା। ଗହଳି ଯୋଗୁ ପ୍ରାର୍ଥୀମାନଙ୍କ…

ଆସାମରୁ ୟୁପି ଜଳ ପ୍ରଳୟ

ନୂଆଦିଲ୍ଲୀ/ଗୁଆହାଟୀ/ଲକ୍ଷ୍ନୌ,୧୨।୭:ଆସାମରେ ବ୍ରହ୍ମପୁତ୍ର ନଦୀ ଓ ଏହାର ଶାଖା ନଦୀଗୁଡ଼ିକରେ ବନ୍ୟା ଯୋଗୁ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୫ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏହାସହ ରାଜ୍ୟରେ ବନ୍ୟାଜନିତ ମୃତ୍ୟୁସଂଖ୍ୟା ୮୪କୁ ବୃଦ୍ଧି ପାଇଥିବା ଆସାମର ବିପର୍ଯ୍ୟୟ ରିପୋର୍ଟିଂ ଓ…

ପାର୍ଲାମେଣ୍ଟରେ ମଣିପୁର ପ୍ରସଙ୍ଗ ଉଠାଇବ ଇଣ୍ଡିଆ ବ୍ଲକ୍‌: ରାହୁଲ

ନୂଆଦିଲ୍ଲୀ ,୧୨ା୭(ପି.ଟି.):କଂଗ୍ରେସ ଏବଂ ଇଣ୍ଡିଆ ବ୍ଲକ୍‌ ମଣିପୁର ହିଂସା ପ୍ରସଙ୍ଗକୁ ପାର୍ଲାମେଣ୍ଟରେ ଜୋର୍‌ଦାର ଉଠାଇବ। ସେଠାରେ ଶାନ୍ତି ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପ୍ରୟୋଗ କରାଯିବ ବୋଲି ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ…

ପ୍ରଶାନ୍ତ କିଶୋରଙ୍କ ଫର୍ମୁଲା ଆଗରେ ସବୁ ଦଳ ହେବେ ଚିତ୍‌ପଟାଙ୍ଗ୍‌

ପାଟନା,୧୨।୭: ଜନ ସୁରଜଙ୍କ ପ୍ରତିଷ୍ଠାତା ତଥା ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (ପି.କେ) ଆସନ୍ତା ବର୍ଷ ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ କଠିନ ପରିଶ୍ରମ କରୁଛନ୍ତି। ରାଜ୍ୟର ସମସ୍ତ ସମୀକରଣକୁ ବିଫଳ କରିବା ପାଇଁ ସେ ଏକ ସ୍ବତନ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?