ଜାତୀୟ

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ କେଜ୍‌ରିଓ୍ବାଲ! ଜାଣନ୍ତୁ କ’ଣ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୩।୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି) ଜାତୀୟ ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲ ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ ବଡ଼ ଆଶ୍ୱସ୍ତି ପାଇଛନ୍ତି। ଶୁକ୍ରବାର ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କୁ ଇଡି ମାମଲାରେ ମଧ୍ୟବର୍ତ୍ତୀକାଳୀନ…

ଜୀବନସାଥୀ ହେଲେ ରାଧିକା, ଅନନ୍ତ

ମୁମ୍ବାଇ,୧୩ା୭: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଶୁକ୍ରବାର ବିଶିଷ୍ଟ ବ୍ୟବସାୟୀ ବୀରେନ୍‌ ମର୍ଚ୍ଚାଣ୍ଟଙ୍କ ଝିଅ ରାଧିକାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ମୁମ୍ବାଇର ଜିଓ ଓ୍ବାଲର୍‌ଡ କନ୍‌ଭେନ୍‌ସନ ସେଣ୍ଟରରେ ଆୟୋଜିତ ଏହି ହାଇପ୍ରୋଫାଇଲ୍‌ ବିବାହ…

୪୩,୪୦୯ ଜାଲ୍‌ ଡିଗ୍ରୀ

ଜୟପୁର,୧୩ା୭: ରାଜସ୍ଥାନର ଏକ ଘରୋଇ ବିଶ୍ୱବିଦ୍ୟାଳୟ ୨୦୧୩ରୁ ଅଦ୍ୟାବଧି ୪୩,୪୦୯ ପିଲାଙ୍କୁ ଜାଲ୍‌ ଡିଗ୍ରୀ ପ୍ରମାଣପତ୍ର ଜାରି କରିଛି। ଉକ୍ତ ୟୁନିଭର୍ସିଟି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ସ୍ବୀକୃତି ପାଇ ନ ଥିବାବେଳେ ଏତେ ପ୍ରମାଣପତ୍ର କିପରି ଜାରି କଲା ସେନେଇ…

୭ ହାଇକୋର୍ଟରେ ନିଯୁକ୍ତ ହେବେ ନୂଆ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ,୧୩ା୭: ସୁପ୍ରିମକୋର୍ଟ ଦିଲ୍ଲୀ, ହିମାଚଳ ପ୍ରଦେଶ, ଜମ୍ମୁ-କଶ୍ମୀର ଓ ଲଦାଖ, କେରଳ, ମଧ୍ୟପ୍ରଦେଶ, ମାଡ୍ରାସ୍‌ ଏବଂ ମେଘାଳୟ ହାଇକୋର୍ଟରେ ନୂଆ ମୁଖ୍ୟ ବିଚାରପତି ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଛନ୍ତି। ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍‌ ସଞ୍ଜୀବ…

୧୦ ବର୍ଷ ହେଲା ପ୍ରତିଦିନ ସମ୍ବିଧାନ ହତ୍ୟା ଦିବସ ମନାଉଛନ୍ତି ସରକାର, କେନ୍ଦ୍ର ଉପରେ ଗର୍ଜିଲେ ବିରୋଧୀ

ନୂଆଦିଲ୍ଲୀ,୧୨।୭: ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ସମ୍ବିଧାନକୁ ନେଇ ଆରୋପ ପ୍ରତ୍ୟାରୋପ ବନ୍ଦ ହେବାର କୌଣସି ଚିହ୍ନ ଦେଖାଯାଉ ନାହିଁ। ଶୁକ୍ରବାର ସମ୍ବିଧାନ ହତ୍ୟା ଦିବସ ପାଳନ କରିବାକୁ ସରକାରଙ୍କ ନିଷ୍ପତ୍ତି ପରେ ଏହା ତୀବ୍ର ହୋଇଛି। ସରକାରଙ୍କ…

ଖୁବଶୀଘ୍ର କଂଗ୍ରେସରେ ବିଲୟ ହେବ ବିଆରଏସ୍‌, ତେଲଙ୍ଗାନା ବିଧାୟକଙ୍କ ବଡ ଦାବି

ନୂଆଦିଲ୍ଲୀ,୧୨।୭: ତେଲଙ୍ଗାନା କଂଗ୍ରେସ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦାନମ ନାଗେନ୍ଦ୍ର ଭାରତ ରାଷ୍ଟ୍ର ସମିତି (ବିଆରଏସ) ଦଳ ବିଷୟରେ ଏକ ବଡ଼ ତଥ୍ୟ ଦେଇଛନ୍ତି। ଦେଶର ସର୍ବ ପୁରାତନ ଦଳ କଂଗ୍ରେସ ସହିତ ବିଆରଏସ ଖୁବ ଶୀଘ୍ର ମିଶ୍ରଣ ହେବ…

ସରକାରୀ ସ୍କୁଲରୁ ୩ ଦିନରେ ବାହାରିଲା ୩ ଡର୍ଜନରୁ ଅଧିକ ବିଷାକ୍ତ ସାପ

କଟିହାର, ୧୨।୦୭: ତିନିଦିନ ମଧ୍ୟରେ ଏକ ସରକାରୀ ସ୍କୁଲରୁ ୩ ଡର୍ଜନରୁ ଅଧିକ ବିଷାକ୍ତ ସାପଙ୍କୁ ଉଦ୍ଧାର କରାଯାଇଛି । ବିହାରର କଟିହାରରେ ଏପରି ଘଟଣା ଦେଖିବାକୁ ମିଳିଛି । ସ୍କୁଲର ଶିକ୍ଷକମାନେ ଏହି ସାପଗୁଡ଼ିକୁ ଉଦ୍ଧାର କରିଛନ୍ତି । ଫଳରେ…

ବିହାର ପଲଟିକ୍ସରେ ପାଓ୍ବାରଫୁଲ ଏହି ଓଡ଼ିଶା ଆଇଏଏସ, ହୋଇପାରନ୍ତି ନୀତିଶଙ୍କ ଉତ୍ତରାଧିକାରୀ

ନୂଆଦିଲ୍ଲୀ,୧୨।୭: ଓଡ଼ିଶା ପରି ବିହାର ରାଜନୀତିରେ ପାଓ୍ବାର ପ୍ଲେ। ଓଡ଼ିଶାରେ ନବୀନ ସରକାର ଥିବାବେଳେ ଯେମିତି ଆଇଏଏସଙ୍କ ଦବ୍‌ଦବା ଦେଖିବାକୁ ମିଳିଥିଲା ଏବେ ମଧ୍ୟ ସମାନ ଘଟଣା ବିହାରରେ ଦେଖିବାକୁ ମିଳିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଖାସ୍‌ ଲୋକ ଅର୍ଥାତ୍‌…

‘ସମ୍ବିଧାନ ହତ୍ୟା ଦିବସକୁ ନେଇ କ’ଣ କହିଲା କଂଗ୍ରେସ?’, ଜାଣନ୍ତୁ ମୋଦି ସରକାରଙ୍କ ଘୋଷଣାକୁ ନେଇ ବିରୋଧୀଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ,୧୨।୭: ଏକ ବଡ ନିଷ୍ପତ୍ତି ନେଇ କେନ୍ଦ୍ର ସରକାର ଜୁନ ୨୫କୁ ସମ୍ବିଧାନ ହତ୍ୟା ଦିବସ ବୋଲି ଘୋଷଣା କରିଛନ୍ତି। ବର୍ତ୍ତମାନ ଏହାର ପ୍ରତିକ୍ରିୟାରେ କଂଗ୍ରେସ ସମେତ ବହୁ ବିରୋଧୀ ଦଳ ଭାଜପା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି।…

ବିଧାନ ପରିଷଦର ୧୧ ସିଟ୍‌ରୁ ଭାଜପା ମେଣ୍ଟର ୯ ବିଜୟ

ମୁମ଼୍ବାଇ, ୧୨।୦୭: ଭାରତୀୟ ଜନତା ପାର୍ଟିର ମେଣ୍ଟ ମହାରାଷ୍ଟ୍ରରେ ହୋଇଥିବା ବିଧାନ ପରିଷଦ ନିର୍ବାଚନର ୧୧ ଆସନରୁ ୯ଟିରେ ବିଜୟ ହାସଲ କରିଛି । ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଶିବ ସେନା, ଏନ୍‌ସିପିର ଉପ-ମୁଖ୍ୟମନ୍ତ୍ରୀ ଅଜିତ୍‌ ପାୱାର ଏବଂ ଭାଜପା ମିଳିତ…

କୃଷକଙ୍କ ପାଇଁ ହୋଇପାରେ ବଡ଼ ଘୋଷଣା, ଆଗକୁ ମିଳିପାରେ ୮ ହଜାର ଟଙ୍କା

ନୂଆଦିଲ୍ଲୀ, ୧୨।୦୭: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦିଙ୍କ ୩.୦ ସରକାରର ପ୍ରଥମ ବଜେଟ୍‌ ଉପସ୍ଥାପନ କରିବାକୁ ଯାଉଛନ୍ତି । ଜୁଲାଇ ୨୩ ତାରିଖରେ ସଂସଦରେ ଏହି ବଜେଟ୍‌ ଉପସ୍ଥାପନ ହେବ । ଏହାରି ମଧ୍ୟରେ ବଜେଟ୍‌ରେ କୃଷକଙ୍କ ପାଇଁ ଏକ…

ଅନନ୍ତ-ରାଧିକାଙ୍କ ବିବାହ ମାଧ୍ୟମରେ ଏକାଠି ହେଲା ଇଣ୍ଡିଆ ମେଣ୍ଟ, ରାହୁଲଙ୍କ ବିନା ଭାଜପାକୁ କରିବେ ଟାର୍ଗେଟ

ମୁମ୍ବାଇ,୧୨।୭: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ଶୁକ୍ରବାର ଅର୍ଥାତ୍‌ ୧୨ ଜୁଲାଇ ୨୦୨୪ରେ ମୁମ୍ବାଇରେ ହେବାକୁ ଯାଉଛି। ଏହି ବିବାହ ଉତ୍ସବରେ ଯୋଗଦେବା ପାଇଁ ଭାରତ ତଥା ବିଦେଶର ବିଶିଷ୍ଟ ଅତିଥିମାନେ ମୁମ୍ବାଇରେ ଏକାଠି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?