ଜାତୀୟ

୧୨ ବଗି ଲାଇନ୍‌ଚ୍ୟୁତ: ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

ଗୋଣ୍ଡା,୧୮।୭: ଚଣ୍ଡିଗଡ଼-ଡିବ୍ରୁଗଡ ଏକ୍ସପ୍ରେସର ପ୍ରାୟ ୧୨ଟି ବଗି ଗୁରୁବାର ୟୁପିର ଗୋଣ୍ଡାଠାରେ ଲାଇନ୍‌ଚ୍ୟୁତ ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୦ରୁ ଅଧିକ ଯାତ୍ରୀ ଗୁରୁତର ହୋଇଥିବା ସୂଚନା ମିଳିଛି।…

ଯେଉଁଠି ସୂର୍ଯ୍ୟଙ୍କ କିରଣ ବି ପହଞ୍ଚିପାରେ ନାହିଁ ,ସେଠି ରହିଛି ମାଓବାଦୀଙ୍କ ଲଞ୍ଚପ୍ୟାଡ

ଗଡ଼ଚିରୌଲି,୧୮।୭: ମାଓବାଦୀମାନଙ୍କ ବିରୁଦ୍ଧରେ ଲଗାତାର ଅଭିଯାନ ଚାଲିବା ଫଳରେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର ଭଳି ରାଜ୍ୟ ମାଓବାଦୀ କାର୍ଯ୍ୟକଳାପରୁ ପ୍ରାୟ ମୁକ୍ତ ହୋଇପାରିଛନ୍ତି। ବର୍ତ୍ତମାନ ସରକାର ଏବଂ ସୁରକ୍ଷା ବାହିନୀର ସମ୍ପୂର୍ଣ୍ଣ ଧ୍ୟାନ ଛତିଶଗଡ଼ ଏବଂ ମହାରାଷ୍ଟ୍ରର ମାଓବାଦୀ ପ୍ରଭାବିତ ଅଞ୍ଚଳ…

କଂଗ୍ରେସ ସହ ମେଣ୍ଟ କରିବ ବିଜେଡି! ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ

ନୂଆଦିଲ୍ଲୀ,୧୮।୭: ଲୋକ ସଭାରେ ୨୪୨ଟି ଆସନ ଜିତିଥିବା ଭାଜପା ହୁଏତ ନୀତୀଶ କୁମାର, ଚନ୍ଦ୍ରବାବୁ ନାଇଡୁ ଏବଂ ଚିରାଗ ପାଶୱାନଙ୍କ ଭଳି ସହଯୋଗୀମାନଙ୍କ ସହାୟତାରେ ସଂଖ୍ୟାଗରିଷ୍ଠତା ଅତିକ୍ରମ କରିଥାଇପାରେ, କିନ୍ତୁ ରାଜ୍ୟ ସଭାରେ ଭାଜପାର ସଂଖ୍ୟାଗରିଷ୍ଠତା ନାହିଁ। ଏପରିକି ଏନଡିଏ ସହିତ…

ନିଜ ଦମ୍‌ରେ ଏକେଲା ବିଧାନସଭା ନିର୍ବାଚନ ଲଢିବ ଏଏପି

ଚଣ୍ଡିଗଡ଼,୧୮।୭: ପ୍ରାୟ ସମସ୍ତ ରାଜନୈତିକ ଦଳ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି କ୍ରମରେ ଆମ ଆଦମୀ ପାର୍ଟି(ଏଏପି) ଚଣ୍ଡିଗଡ଼ରେ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ କରିଛି। ଏଥିରେ ଏଏପି ଘୋଷଣା କରିଛି ଯେ…

ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ଏହି ଦିନ ମଧ୍ୟାହ୍ନ ସୁଦ୍ଧା ପ୍ରକାଶ କର ନିଟ୍‌ ରେଜଲ୍ଟ

ନୂଆଦିଲ୍ଲୀ,୧୮।୭: ନିଟ୍‌ ରେଜଲ୍ଟକୁ ନେଇ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ବିବାଦୀୟ NEET-UG 2024 ପରୀକ୍ଷା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଏକ ତଦନ୍ତ ରିପୋର୍ଟ ମାଗିଛନ୍ତି। ତିନିଜଣ ବିଚାରପତିଙ୍କ ଏକ ବେଞ୍ଚ କୋର୍ଟରେ ଏହି ମାମଲାର ଶୁଣାଣି କରୁଛି। ଏହି ମାମଲାର ପରବର୍ତ୍ତୀ…

ବଡ଼ ଧରଣର ଟ୍ରେନ୍‌ ଦୁର୍ଘଟଣା: ରେଳ ଧାରଣାରୁ ଖସିଲା ଚଣ୍ଡିଗଡ଼-ଦିବ୍ରୁଗଡ଼ ଏକ୍ସପ୍ରେସର ୫ ବଗି

ଗୋଣ୍ଡା,୧୮।୭: ଚଣ୍ଡିଗଡ଼-ଡିବ୍ରୁଗଡ ଏକ୍ସପ୍ରେସର ପାଞ୍ଚଟି ବଗି ଗୁରୁବାର ୟୁପିର ଗୋଣ୍ଡାଠାରେ ଲାଇନଚ୍ୟୁତ ହୋଇଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିସହ ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି। ରେଳବାଇ ଏବଂ ପୋଲିସ ଫୋର୍ସ ଘଟଣାସ୍ଥଳରେ…

ଭୁବନେଶ୍ୱରରେ କିଣନ୍ତୁ କି ଦିଲ୍ଲୀରେ, ସମାନ ମୂଲ୍ୟରେ ମିଳିବ ସୁନା; ସରକାରଙ୍କ ବଡ଼ ଯୋଜନା…

ନୂଆଦିଲ୍ଲୀ,୧୮।୭: ଦେଶର ପ୍ରତି ରାଜ୍ୟରେ ସୁନା ଦର ଭିନ୍ନ ଥାଏ। ରାଜ୍ୟର ଟିକସ ବ୍ୟତିତ ଅନେକ ଜିନିଷ ସୁନା ମୂଲ୍ୟରେ ସାମିଲ ଥାଏ। ହେଲେ ଏବେ ଦେଶରେ ଏକ ସମାନ ଦର ଲାଗୁ ହୋଇପାରେ। ଏହି ନୀତି ଲାଗୁ ହେବା ପରେ…

ଭାଙ୍ଗିଯିବ କି ଭାଜପା-ଏନସିପି ମେଣ୍ଟ! ଇସାରା ଦେଲା ଆରଏସଏସ

ନୂଆଦିଲ୍ଲୀ,୧୮।୭: ମହାରାଷ୍ଟ୍ର ଲୋକ ସଭା ନିର୍ବାଚନରେ ଏନଡିଏର ଖରାପ ପ୍ରଦର୍ଶନ ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି। ଏହି ପରାଜୟ ପାଇଁ ଏନଡିଏର ତିନି ପ୍ରମୁଖ ଦଳର ନେତା ପରସ୍ପରକୁ ଦୋଷ ଲଦୁଛନ୍ତି। ବର୍ତ୍ତମାନ ଏହି ଆରେପ-ପ୍ରତ୍ୟାରୋପ ଭିତରେ ଆରଏସଏସ ମଧ୍ୟ…

‘ପୋଲିସ ମୋତେ ମାରିବାକୁ ଚାହୁଁଛି’

ଲକ୍ଷ୍ନୌ,୧୮।୭: ଭାଜପା ବିଧାୟକ ଫତେହ ବାହାଦୂର ସିଂ ଉତ୍ତରପ୍ରଦେଶ ପୋଲିସ ଉପରେ ବଡ଼ ଅଭିଯୋଗ ଆଣିଛନ୍ତି। ପୋଲିସ ଅପରାଧୀମାନଙ୍କ ସହ ମିଶି ତାଙ୍କୁ ମାରିବାକୁ ଚାହୁଁଥିବା ସେ କହିଛନ୍ତି। ତେବେ ଫତେହ ବାହାଦୂର ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀର ବାହାଦୂର ସିଂଙ୍କ…

ନାଁ ନ ନେଇ ଖୋଲା ଅଫର ଦେଲେ ଅଖିଳେଶ: କହିଲେ ‘୧୦୦ ଆଣ, ସରକାର ଗଢ଼’

ଲକ୍ଷ୍ନୌ,୧୮।୭: ଲୋକ ସଭା ନିର୍ବାଚନ ୨୦୨୪ ଫଳାଫଳ ଘୋଷଣା ହେବା ପରେ ଉତ୍ତରପ୍ରଦେଶ ଭାଜପାରେ ହଲଚଲ ଦେଖିବାକୁ ମିଳୁଛି। ଦଳ ପକ୍ଷରୁ ଗୋଟିଏ ପରେ ଗୋଟିଏ ବୈଠକ ବସୁଛି। କିଛି ନେତା ଅସନ୍ତୋଷ ବ୍ୟକ୍ତ କରି ଖୋଲାଖୋଲି ବୟାନ ଦେଉଛନ୍ତି। ଏସବୁ…

ଟେନ୍‌ସନରେ ଅଜିତ ପାଓ୍ବାର: ଡାକିଲେ ରୁଦ୍ଧଦ୍ୱାର ବୈଠକ

ପୁଣେ,୧୭ା୭:ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ନ୍ୟାଶନାଲ କଂଗ୍ରେସ ପାର୍ଟି (ଏନ୍‌ସିପି)କୁ ଝଟ୍‌କା ଲାଗିଛି। ପିମ୍ପ୍ରି-ଚିଞ୍ଚଓ୍ବାଡର ୨୯ ଜଣ କାଉନସିଲରରୁ ଅଜିତ ପାଓ୍ବାରଙ୍କ ହାତ ଛାଡି ଶରଦ ପାଓ୍ବାରଙ୍କ ଏନ୍‌ସିପିରେ ସାମିଲ ହୋଇଥିଲେ। ଗୁରୁବାର ଅଜିତ ପିମ୍ପ୍ରି-ଚିଞ୍ଚଓ୍ବାଡର ଦଳୀୟଙ୍କ…

ଘରୁ ବାହାରନ୍ତୁ ନାହିଁ: ଆଡଭାଇଜରି ଜାରି କଲେ ସରକାର

ନୂଆଦିଲ୍ଲୀ/ଢାକା,୧୮।୭: ବାଂଲାଦେଶରେ ସଂରକ୍ଷଣର ଦାବିକୁ ନେଇ ଉତ୍ତେଜନା କାରଣରୁ ସ୍କୁଲ, କଲେଜ ଏବଂ କାର୍ଯ୍ୟାଳୟ ବନ୍ଦ ରହିଛି। ଦେଶର ଅଧିକାଂଶ ସ୍ଥାନରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଂଲାଦେଶରେ ଥିବା ଭାରତୀୟ ଦୂତାବାସ ଭାରତୀୟ ସମ୍ପ୍ରଦାୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?