ଆମେରିକାକୁ କଡା ଜବାବ ଦେଲା ଭାରତ
ନୂଆଦିଲ୍ଲୀ/ଓ୍ବାଶିଂଟନ,୧୯।୭: ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧିର ଜୟସୱାଲ ଭାରତରେ ଥିବା ଆମେରିକାର ରାଷ୍ଟ୍ରଦୂତ ଏରିକ ଗାରସେଟୀଙ୍କ ‘ରଣନୀତିକ ସ୍ବାୟତ୍ତତା’ ଉପରେ ଦେଇଥିବା ବିବୃତ୍ତି ଉପରେ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ଅନ୍ୟାନ୍ୟ ଦେଶ ପରି ଭାରତ ମଧ୍ୟ ଏହାର…
ଏମିତି କ’ଣ କହିଦେଲେ ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତ, ଖୁସି ହୋଇଗଲା କଂଗ୍ରେସ; ଜାଣନ୍ତୁ…
ନୂଆଦିଲ୍ଲୀ,୧୯।୭: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍ଏସ୍ଏସ୍) ପ୍ରମୁଖ ମୋହନ ଭାଗବତ ଗୁରୁବାର ଝାଡ଼ଖଣ୍ଡରେ ଆୟୋଜିତ ଗ୍ରାମସ୍ତରୀୟ କର୍ମକର୍ତ୍ତା ବୈଠକରେ ସମ୍ବୋଧିତ କରିଥିଲେ। ଏହି ଅବସରରେ ସେ ଏଭଳି କିଛି ବୟାନ ଦେଇଛନ୍ତି ଯାହାକୁ ନେଇ କଂଗ୍ରେସ ଖୁସି ହେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ବାଚସ୍ପତିଙ୍କ କାରର ବଡ଼ ଦୁର୍ଘଟଣା, ଡିଭାଇଡରରେ ପିଟିହୋଇ…
ନୂଆଦିଲ୍ଲୀ, ୧୯ା୭: ଗୋଆ ବିଧାନସଭା ବାଚସ୍ପତି ରମେଶ ତୱାଡକର ଶୁକ୍ରବାର ଦିନ କହିଛନ୍ତି ଯେ ଏହି ସପ୍ତାହ ଆରମ୍ଭରେ ଦକ୍ଷିଣ ଗୋଆର ନ୍ୟୁ ଜୁଆରି ବ୍ରିଜରେ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କାରରେ ବୈଷୟିକ ତ୍ରୁଟି ଦେଖାଦେବା କାରଣରୁ ଏହି…
ଏହି ସମୟରେ ହୋଇଥିଲା ଅଧିକ ରେଳ ଦୁର୍ଘଟଣା, ସରକାରଙ୍କ ବଢାଇଥିଲା ଟେନଶନ
ନୂଆଦିଲ୍ଲୀ,୧୯।୭: ଭାରତୀୟ ରେଳ ହେଉଛି ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ନେଟୱାର୍କ । ପୁରା ଦେଶରେ ୬୮ହଜାର କି.ମିରୁ ଦୀର୍ଘ ରେଲଓ୍ବେ ଟ୍ରାକ୍ ବିଛାଯାଇଛି। ଭାରତରେ ରେଳବାଇକୁ ଲାଇଫ ଲାଇନ କୁହାଯାଏ । ଯେଉଁଥିରେ ପ୍ରତିଦିନ ପାଖାପାଖି ୨୨ହଜାର ଟ୍ରେନ୍ ଯାତ୍ରାୟତ…
୭ କୋଟି ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ଇପିଏଫ୍ଓ ଏବେ…
ନୂଆଦିଲ୍ଲୀ, ୧୯ା୭: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ବା ପ୍ରୋଭିଡେଣ୍ଟ ଫଣ୍ଡ (ଇପିଏଫଓ) ଏହାର ଉପଭୋକ୍ତାମାନଙ୍କୁ ଏକ ବିଶେଷ ସୁବିଧା ଯୋଗାଇବାକୁ ଯୋଜନା କରୁଛି । ଏହା ଅଭିଯୋଗ ଦାଖଲ କରିବାକୁ କିମ୍ବା ଅନ୍ୟ ମାମଲା ଜଡ଼ିତ ସହାୟତା ଚାହୁଁଥିବା ଗ୍ରାହକଙ୍କୁ…
କ’ଣ ବ୍ଲୁ ସ୍କ୍ରିନ ଅଫ ଡେଥ, ଯାହା ସାରା ବିଶ୍ୱର ସିଷ୍ଟମକୁ କରି ଦେଇଛି ଠପ
ନୂଆଦିଲ୍ଲୀ,୧୯।୭: ମାଇକ୍ରୋସଫ୍ଟ ୱିଣ୍ଡୋଜ ବ୍ୟବହାରକାରୀମାନେ ଶୁକ୍ରବାରି ‘ବ୍ଲୁ ସ୍କ୍ରିନ ଅଫ ଡେଥ’ (BSOD) ର ସମ୍ମୁଖୀନ ହେଉଛନ୍ତି। ଏହି କାରଣରୁ, ଲକ୍ଷ ଲକ୍ଷ ଲୋକଙ୍କ ଲାପଟପ କିମ୍ବା PC ଗୁଡିକ ସ୍ବୟଂଚାଳିତ ଭାବରେ ବନ୍ଦ କିମ୍ବା ରିଷ୍ଟାଟ ହେଉଛି । ବିଶ୍ୱର…
ଜାହଜ ଓଲଟିବା ଘଟଣାରେ ୮ ଉଦ୍ଧାର, ୫ ଭାରତୀୟ ଏବେ ବି ନିଖୋଜ
ନୂଆଦିଲ୍ଲୀ, ୧୯ା୭: ଓମାନ ତଟରେ ଜୁଲାଇ ୧୪ ତାରିଖରେ କୋମୋରୋଲ ଧ଼୍ବଜ ଲାଗିଥିବା ଏକ ମାଲବାହୀ ଜାହଜ ଓଲଟି ପଡ଼ିଥିବା ଜଣାପଡ଼ିଛି । ଏହି ଜାହଜରେ ୧୩ ଭାରତୀୟଙ୍କ ସମେତ ୧୬ ଜଣ ନିଖୋଜ ହୋଇଯାଇଥିଲେ । ଅନ୍ୟ ୩ ସଦସ୍ୟ…
ମାଇକ୍ରୋସଫ୍ଟ ସର୍ଭର ଡାଉନ୍ ପାଇଁ ସାରା ବିଶ୍ୱରେ ହଇଚଇ, ଜଣାପଡିଲା ବଡ଼ କାରଣ
ନୂଆଦିଲ୍ଲୀ,୧୯।୭: ଶୁକ୍ରବାର ସକାଳେ ଡାଉନ୍ ହୋଇଯଇଛି ମାଇକ୍ରୋସଫ୍ଟ ସର୍ଭର। ସଫ୍ଟୱୟାର କମ୍ପାନୀ ମାଇକ୍ରୋସଫ୍ଟର ଉଇଣ୍ଡୋଜ ଅପରେଟିଂ ସିଷ୍ଟମ କ୍ରାସ ହୋଇଛି। କେବଳ ଓଡ଼ିଶାରେ ନୁହେଁ ସାରା ବିଶ୍ବରେ ଏହା କ୍ରାସ ହୋଇଛି । ଏହାଦ୍ବାରା ବିମାନ ସେବା, ବ୍ୟାଙ୍କିଂ ସେବା, ସପିଂ…
ଯୋଗୀ ଆଦିତ୍ୟନାଥଙ୍କୁ ଲାଗିପାରେ ବଡ ଝଟ୍କା, ଇସ୍ତଫା ଦେବେ ମନ୍ତ୍ରୀ!
ଲକ୍ଷ୍ନୌ,୧୯।୭: ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ସରକାରକୁ ଏକ ବଡ଼ ଝଟକା ଲାଗିପାରେ ପାରେ। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୟୁପିରେ ଅଧିକାରୀଙ୍କ ଅବାଧ୍ୟତା ପ୍ରସଙ୍ଗରେ ବିବାଦ ବୃଦ୍ଧି ପାଇଛି। ୟୁପି ସରକାରରେ ରାଜ୍ୟ ମନ୍ତ୍ରୀ ସୋନମ କିନ୍ନର ଇସ୍ତଫା ଦେଇପାରନ୍ତି। ସେ…
ସାଂଘାତିକ ଭବିଷ୍ୟବାଣୀ କଲେ ମୁଖ୍ୟମନ୍ତ୍ରୀ: ଯଦି ଏହା ଘଟେ….
ଗୁଆହାଟୀ,୧୯।୭: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଆସାମରେ ମୁସଲମାନମାନଙ୍କ ସଂଖ୍ୟା ଆସନ୍ତା କିଛି ବର୍ଷ ମଧ୍ୟରେ ବହୁତ ବୃଦ୍ଧି ପାଇବ। ୨୦୪୧ ସୁଦ୍ଧା ଆସାମ ଏକ ମୁସଲମାନ ସଂଖ୍ୟାଗରିଷ୍ଠ ରାଷ୍ଟ୍ରରେ ପରିଣତ…
ଦେଶରେ ବଢୁଛି ଛାଡ଼ପତ୍ର ସଂଖ୍ୟା, ଜାଣନ୍ତୁ ୫ ବଡ଼ କାରଣ…
ନୂଆଦିଲ୍ଲୀ,୧୯ା୭: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶାଙ୍କ ମଧ୍ୟରେ ଛାଡ଼ପତ୍ର ଖବର ନିଶ୍ଚିତ ଭାବରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କିନ୍ତୁ ଦେଶରେ ବୃଦ୍ଧି ପାଉଥିବା ଛାଡ଼ପତ୍ର ମାମଲାକୁ ବିଚାରକୁ ନେଇ ଅଳ୍ପଦିନ ମଧ୍ୟରେ ଛାଡ଼ପତ୍ର ହେବା ନୂଆ କଥା ନୁହେଁ।…
ଏୟାରଲାଇନ୍ସ ସର୍ଭରରେ ବୈଷୟିକ ତ୍ରୁଟି: ଏହି ୩ କମ୍ପାନୀର ସେବା ବ୍ୟାହତ
ନୂଆଦିଲ୍ଲୀ,୧୯ା୭: ବିମାନ ସେବା ଯୋଗାଉଥିବା ତିନୋଟି ବିମାନ କମ୍ପାନୀର ସର୍ଭରଗୁଡ଼ିକ ପ୍ରମୁଖ ବୈଷୟିକ ତ୍ରୁଟିର ସମ୍ମୁଖୀନ ହୋଇଛନ୍ତି। ଇଣ୍ଡିଗୋ, ଆକାଶ ଏୟାର ଏବଂ ସ୍ପାଇସ୍ଜେଟ ଏୟାରଲାଇନ୍ସ ସମଗ୍ର ବିଶ୍ୱର ଅନେକ ବିମାନବନ୍ଦରରେ ଓ୍ବେବ୍ ଚେକ ଇନ୍ରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି…

