ଜାତୀୟ

ବାଂଲାଦେଶରେ ହିଂସା ଯୋଗୁ ଭାରତ ଫେରିଲେ ୬୭୦୦ ଛାତ୍ର

ନୂଆଦିଲ୍ଲୀ,୨୫।୭: ବାଂଲାଦେଶରେ ଛାତ୍ରମାନଙ୍କ ଦ୍ୱାରା ଦେଶବ୍ୟାପୀ ବିରୋଧ ଯୋଗୁଁ ୬୭୦୦ରୁ ଅଧିକ ଭାରତୀୟ ଛାତ୍ର ବାଂଲାଦେଶରୁ ଭାରତ ଫେରିଛନ୍ତି। ଛାତ୍ରମାନଙ୍କୁ ଭାରତ ପଠାଇବାରେ ବାଂଲାଦେଶ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରାଣନ୍ଧୀର ଜୈସୱାଲ ଏଠାରେ…

ପରିବା ଦର ଆକାଶ ଛୁଆଁ, ସଂସଦରେ ସରକାର କହିଲେ ଏହାର କାରଣ

ନୂଆଦିଲ୍ଲୀ,୨୫।୭: ଦେଶରେ ପନିପରିବା ଦର ଆକାଶଛୁଆଁ ହେଉଛି। ଆଳୁ, ପିଆଜ ଏବଂ ଟମାଟୋର ମୂଲ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ରୋଷେଇ ଘରେ ପ୍ରତିଦିନ ବ୍ୟବହୃତ ପନିପରିବା ଦର ୧୫ ରୁ ୫୮ପ୍ରତିଶତ ବୃଦ୍ଧି ପାଇଛି। ମୂଲ୍ୟ ବୃଦ୍ଧି ପଛରେ ଅନେକ କାରଣ…

ରାଜ୍ୟର ଏହିସବୁ ଜିଲାରେ ୨୬ଜୁଲାଇରୁ ୨ ଅଗଷ୍ଟ ପର୍ଯ୍ୟନ୍ତ ସ୍କୁଲ ବନ୍ଦ, ଜାଣନ୍ତୁ କାରଣ

ହାପୁର,୨୫।୭: ଏବେ ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶରେ କାଉଡିଆ ଯାତ୍ରା ଚାଲିଛି। ଏହି ସମୟରେ ପ୍ରଶାସନ କାଉଡିଆ ଯାତ୍ରା ମାର୍ଗରେ ସୁରକ୍ଷାକୁ କଡାକଡି କରିଛି। ଏଥିସହ ଯାତ୍ରା ମାର୍ଗରେ ପଡିଥିବା ଜିଲାଗୁଡ଼ିକରେ ସ୍କୁଲ ବନ୍ଦ କରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ପୂର୍ବରୁ କାଉଡିଆ…

ଟେନଶନ ବଢାଇଲା ରାଜ ଠାକରେଙ୍କ ବୟାନ, କହିଲେ ମେଣ୍ଟ ଉପରେ ନାହିଁ ଭରସା

ମୁମ୍ବାଇ,୨୫।୭: କିଛି ମାସ ମଧ୍ୟରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହି ସମୟରେ ରାଜ୍ୟରେ ନିର୍ବାଚନ ରାଜନୀତିର ଚେସବୋର୍ଡ ଲଗାଯିବା ଆରମ୍ଭ ହୋଇଛି। ବର୍ତ୍ତମାନ ମହାରାଷ୍ଟ୍ରରେ ଦୁଇଟି ରାଜନୈତିକ ଶିବିର ଅଛି – ମହାୟୁତି ଏବଂ ମହା ଆଘାଡି। ମହାୟୁତିରେ…

ଫୁଟବଲ ମ୍ୟାଚ୍‌ ଚାଲିଥିବାବେଳେ ଡ୍ରୋନ ଆକ୍ରମଣ: ଚାଲିଗଲା ୧୦ ଜୀବନ

ନୂଆଦିଲ୍ଲୀ,୨୫।୭: କଲମ୍ବିଆର ବିଦ୍ରୋହୀ ଗୋଷ୍ଠୀ ବିପ୍ଳବୀ ସଶସ୍ତ୍ର ବାହିନୀ ଏକ ଫୁଟବଲ ପଡ଼ିଆ ଉପରେ ଆକ୍ରମଣ କରିଥିଲା। ଦକ୍ଷିଣ-ପଶ୍ଚିମ କଲମ୍ବିଆର ଏକ ଫୁଟବଲ ପଡିଆରେ ଡ୍ରୋନ ଆକ୍ରମଣରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣେ ନାବାଳକ…

ନିଜ ଦଳର ଏମ୍‌ପିଙ୍କୁ ତାଗିଦ୍‌ କଲେ କ୍ୟାବିନେଟ୍‌ ମନ୍ତ୍ରୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୫।୭: ଭାଜପା ଏମ୍‌ପି ଅଭିଜିତ ଗଙ୍ଗୋପାଧ୍ୟାୟଙ୍କ ମନ୍ତବ୍ୟକୁ ନେଇ ଲୋକ ସଭାରେ ହଟ୍ଟଗୋଳ ଲାଗିରହିଛି। ଏହି ପ୍ରସଙ୍ଗରେ ବିରୋଧୀ ଦଳ ଅଭିଜିତଙ୍କୁ କ୍ଷମା ମାଗିବାକୁ ଦାବି କରୁଛନ୍ତି। ଏହି ସମୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ମଧ୍ୟ ପରିସ୍ଥିତିକୁ ନିୟନ୍ତ୍ରଣ…

ବିହାର-ଆନ୍ଧ୍ର-ଓଡ଼ିଶା ଭଳି ରାଜ୍ୟ କାହିଁକି ଦାବି କରୁଛନ୍ତି ସ୍ବତନ୍ତ୍ର ମାନ୍ୟତା; ଏଥିଲାଗି ମାନଦଣ୍ଡ କ’ଣ? ମିଳିଥାଏ କେଉଁ ସୁବିଧା…

ନୂଆଦିଲ୍ଲୀ,୨୫।୭: ବଜେଟ ୨୦୨୪ରେ ବିହାର ଏବଂ ଆନ୍ଧ୍ରପ୍ରଦେଶ ଲାଗି ସ୍ବତନ୍ତ୍ର ଘୋଷଣା ହେବା ପରେ ‘ସ୍ବତନ୍ତ୍ର ରାଜ୍ୟ ମାନ୍ୟତା’ ଚର୍ଚ୍ଚାକୁ ଆସିଛି। ଏହାକୁ ନେଇ ରାଜନୀତି ସରଗରମ ମଧ୍ୟ ହୋଇଛି। ସରକାର ବିହାର ଏବଂ ଆନ୍ଧ୍ରପ୍ରଦେଶକୁ ହାତ ଖୋଲି ଦେଇଥିବା ବେଳେ…

ବଦଳିବ ରାଷ୍ଟ୍ରପତି ଭବନର ଦରବାର ହଲ୍‌, ଅଶୋକ ହଲ୍‌ର ନାମ, ରହିବ ଏହି ନାଁ…

ନୂଆଦିଲ୍ଲୀ,୨୫ା୭: ରାଷ୍ଟ୍ରପତି ଭବନର ଦରବାର ହଲ୍‌ ଏବଂ ଅଶୋକ ହଲ୍‌ର ନାମ ପରିବର୍ତ୍ତନ କରାଯାଇଛି। ଦରବାର ହଲ୍‌ ନାଁ ପରିବର୍ତ୍ତନ ହୋଇ ‘ଗଣତନ୍ତ୍ର ମଣ୍ଡପ’ ଏବଂ ଅଶୋକ ହଲ୍‌ ନାଁ ପରିବର୍ତ୍ତନ ହୋଇ ‘ଅଶୋକମଣ୍ଡପ’ ନାମରେ ପରିଚିତ ହେବ। ନାମ ପରିବର୍ତ୍ତନକୁ…

ସ୍ବାତୀ ମାଲିଓ୍ବାଲଙ୍କୁ ଆକ୍ରମଣ ଘଟଣା: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଭବ କୁମାର

ନୂଆଦିଲ୍ଲୀ,୨୫ା୭: ରାଜ୍ୟ ସଭା ଏମ୍‌ପି ସ୍ବାତୀ ମାଲିଓ୍ବାଲଙ୍କୁ ଆକ୍ରମଣ କରିଥିବା ବିଭବ କୁମାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜୁଲାଇ ୧୨ରେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ। ଜାମିନ ପ୍ରଦାନ…

କେଜ୍‌ରିୱାଲଙ୍କୁ ବଡ଼ ଝଟ୍‌କା: ନ୍ୟାୟିକ ହେପାଜତ ଅଗଷ୍ଟ ୮ ପର୍ଯ୍ୟନ୍ତ ବଢିଲା

ନୂଆଦିଲ୍ଲୀ,୨୫।୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ସମସ୍ୟା ଦୂର ହେବାର ନାଁ ଧରୁନି। ଦିଲ୍ଲୀର ମଦ ଦୁର୍ନୀତି ସହ ଜଡିତ ସିବିଆଇ ମାମଲାରେ ରାଉସ ଆଭେନ୍ୟୁ କୋର୍ଟ କେଜ୍‌ରିୱାଲଙ୍କ ନ୍ୟାୟିକ ହେପାଜତକୁ ବୃଦ୍ଧି କରିଛନ୍ତି। ବର୍ତ୍ତମାନ ଅଗଷ୍ଟ ୮ରେ ଶୁଣାଣି ହେବ।…

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ: ଖଣିଜ ସଂପଦରୁ ଓଡ଼ିଶାକୁ ମିଳିବ ଅଧିକ କର

ନୂଆଦିଲ୍ଲୀ,୨୫।୭: ସୁପ୍ରିମକୋର୍ଟର ଐତିହାସିକ ନିଷ୍ପତ୍ତିରେ ଖଣିଜ ସମ୍ପଦ ଭରା ରାଜ୍ୟଗୁଡିକ ପାଇଁ ଏକ ବଡ଼ ବିଜୟ ହୋଇଛି। ପ୍ରଧାନ ବିଚାରପତିଙ୍କ ଦ୍ୱାରା ନଅ ଜଣିଆ ସମ୍ବିଧାନ ଖଣ୍ଡପୀଠ ଖଣିଜ ପଦାର୍ଥ ଉପରେ ଲାଗୁ କରାଯିବାକୁ ଥିବା ଆବେଦନ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ…

ପିଲାଙ୍କୁ ପାଠ ପଢ଼ାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୫ା୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ୨ ବର୍ଷ ପୂରଣ କରିବା ପରେ ପିଲାଙ୍କୁ ପାଠ ପଢ଼ାଇଛନ୍ତି। ସେ ଡକ୍ଟର ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇଛନ୍ତି।ରାଷ୍ଟ୍ରପତି ପିଲାମାନଙ୍କୁ ଗ୍ଲୋବାଲ ଓ୍ବାର୍ମିିଂ ବିଷୟରେ ପଢ଼ାଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?