ଜାତୀୟ

ମାଳଦ୍ୱୀପକୁ ବଡ଼ ଝଟ୍‌କା ଦେଲା ଭାରତ

ନୂଆଦିଲ୍ଲୀ,୨୫।୭: ୨୦୨୪ ବଜେଟରେ ମାଳଦ୍ୱୀପକୁ ଦିଆଯାଇଥିବା ଅନୁଦାନ ସହାୟତା ରାଶିରେ ଭାରତ ସରକାର ଏକ ବଡ଼ ହ୍ରାସ କରିଛନ୍ତି। ଏହା ପରେ ମୁଇଜୁଙ୍କ ଦେଶ ଭାରତରୁ ଅନୁଦାନ ଟଙ୍କା ପାଇବାରେ ତୃତୀୟ ସ୍ଥାନକୁ ଯାଇଛି। ଭାରତ ୨୦୨୪-୨୦୨୫ ବର୍ଷ ପାଇଁ ବଜେଟ…

ପୁଣି କମିଲା ସୁନା ଦର, ଜାଣନ୍ତୁ ଭୁବନେଶ୍ୱରରେ କେତେ…

ନୂଆଦିଲ୍ଲୀ,୨୫।୭: ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୧୦ ଟଙ୍କା କମି ୬୪,୯୪୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୧୦ ଟଙ୍କା କମି ୭୦,୮୫୦…

ଭାଜପାକୁ ଧର୍ମସଙ୍କଟରେ ପକାଇବେ ଅଜିତ ପାଓ୍ବାର: କରୁଛନ୍ତି ଏମିତି ପ୍ଲାନ

ନୂଆଦିଲ୍ଲୀ,୨୫।୭: ଚଳିତ ବର୍ଷ ଅକ୍ଟୋବର ମାସରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ରାଜନୈତିକ ଗତିବିଧି ସେଠାରେ ତୀବ୍ର ହେବ ବୋଲି ଜଣାପଡିଛି। ଆସନ ବଣ୍ଟନ ଉପରେ ସମସ୍ତ ଦଳର ନଜର ରହିଛି। ତେବେ ଗ୍ରାଣ୍ଡ ଆଲାଇନ୍ସରେ କେବଳ ଭାଜପାର ସହଯୋଗୀମାନେ…

ଅଡୁଆରେ କଙ୍ଗନା, ହରାଇବେ ଏମପି ପଦ!

ନୂଆଦିଲ୍ଲୀ,୨୫।୭: ଅଡୁଆରେ ବଲିଉଡ ଅଭିନେତ୍ରୀ ତଥା ଭାଜପା ଏମପି କଙ୍ଗନା ରଣାଓ୍ବତ। ହରାଇପାରନ୍ତି ଏମପି ପଦ। ହିମାଚଳ ପ୍ରଦେଶର ମାଣ୍ଡି ଲୋକ ସଭା ଆସନରୁ କଙ୍ଗନାଙ୍କୁ ନିର୍ବାଚନକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ତାଙ୍କ ଏମପି ପଦ ରଦ୍ଦ ଦାବିରେ ପଟିସନ ଦାଖଲ…

ହଠାତ୍‌ ଲୋକ ସଭାରେ କଂଗେସ ଏମ୍‌ପିଙ୍କୁ ‘ଷ୍ଟୁପିଡ୍‌’ କହିଲେ ଭାଜପା ଏମ୍‌ପି

ନୂଆଦିଲ୍ଲୀ,୨୫।୭: ବଜେଟ୍‌କୁ ନେଇ ଲୋକ ସଭାରେ ଜୋରଦାର ହଙ୍ଗାମା ହୋଇଛି। କଂଗ୍ରେସ ସଦସ୍ୟମାନେ ଭାଜପା ଏମ୍‌ପି ଅଭିଜିତ ଗଙ୍ଗୋପାଧ୍ୟାୟଙ୍କ ମନ୍ତବ୍ୟକୁ ନେଇ ହଟ୍ଟଗୋଳ କରିଛନ୍ତି। ସରକାର ଏବଂ ସଦସ୍ୟଙ୍କୁ କ୍ଷମା ମାଗିବାକୁ ଜିଦ୍‌ ଧରିଛନ୍ତି। ଗୃହରେ ବଜେଟ ଉପରେ ଆଲୋଚନା ବେଳେ…

ତକିଆ-ବେଡସିଟ୍‌ ଧରି ବିଧାନସଭାରୁ ବାହାରିଲେ ବିଧାୟକ

ବେଙ୍ଗାଲୁରୁ,୨୫।୭:କର୍ନାଟକ ବିଧାନସଭାରେ ଗୁରୁବାର ସକାଳେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏଠାରେ ଅନେକ ବିଧାୟକ ନିଜ ତକିଆ ଏବଂ ବେଡସିଟ ସହିତ ଘର ଭିତରେ ବିଶ୍ରାମ ନେଉଥିବାର ଦେଖାଯାଇଥିଲା। ଏହି ବିଧାୟକମାନଙ୍କ ମଧ୍ୟରୁ ଅନେକ ଶୋଇବା ପରେ ଉଠିବା ସହ…

ମୋଦି ଏକଘରିକିଆ ହୋଇଯିବେ: ଷ୍ଟାଲିନ୍‌

ଚେନ୍ନାଇ,୨୫ା୭: କେନ୍ଦ୍ର ବଜେଟରେ ତାମିଲନାଡୁ ସମେତ ବିରୋଧୀ ଶାସିତ ରାଜ୍ୟଗୁଡ଼ିକକୁ ଉପେକ୍ଷା କରାଯାଇଛି। ଏହି ଧାରା ଜାରି ରହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକଘରିକିଆ ହୋଇଯିବେ ବୋଲି ବୁଧବାର ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ଚେତାବନୀ ଦେଇଛନ୍ତି। ଡିଏମ୍‌କେ ମୁଖ୍ୟ ଷ୍ଟାଲିନ୍‌…

ଏବେ ଖୋଲିବ ନାହିଁ ଶମ୍ଭୁ ବର୍ଡର

ନୂଆଦିଲ୍ଲୀ, ୨୪।୭:ଅନେକ ଦିନ ଧରି ବନ୍ଦ ରହିଥିବା ଶମ୍ଭୁ ବର୍ଡର ଖୋଲିବ ନା ନାହିଁ ସେନେଇ ବୁଧବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। କୃଷକଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଶମ୍ଭୁ ବର୍ଡର ଖୋଲିବା ନେଇ ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ…

ଜନ୍ମନେଲେ ଅଜବ ଶିଶୁ: ରହିଛି ୨୫ ଆଙ୍ଗୁଠି

ବେଙ୍ଗାଲୁରୁ,୨୪।୭:କର୍ନାଟକର ବାଗଲକୋଟ ଜିଲାର ବନହଟ୍ଟି ଅଞ୍ଚଳର ସନ୍‌ସାଇନ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲରେ ମଙ୍ଗଳବାର ୨୫ ଆଙ୍ଗୁଠି ଥିବା ଏକ ଦୁର୍ଲଭ ଶିଶୁ ଜନ୍ମ ହୋଇଛି। ଏହି ଶିଶୁର ୨ ହାତରେ ୧୩ଟି ଆଙ୍ଗୁଠି ଥିବା ବେଳେ ୨ ପାଦରେ ୧୨ଟି ଆଙ୍ଗୁଠି…

ବଜେଟ୍ ପରେ କାହିଁକି ରାଗିଛନ୍ତି ମଧ୍ୟବିତ୍ତ ପରିବାର ?

ନୂଆଦିଲ୍ଲୀ,୨୪ା୭: ମଙ୍ଗଳବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଥିବା ବଜେଟ ସାଧାରଣ ଲୋକଙ୍କୁ ବୁଝିବାକୁ କିଛି ସମୟ ଲାଗିଥିବ। ତେବେ ଏହା ସତ ଅଟେ ଯେ, କୌଣସି ବଜେଟ ସମସ୍ତଙ୍କୁ ଖୁସି କରିପାରିବ ନାହିଁ। ତଥାପି, ସମାଜର ଗୋଟିଏ ଭାଗ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚେତାବନୀ ଦେଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୪।୭: କେନ୍ଦ୍ର ବଜେଟକୁ ନେଇ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚେତାବନୀ ଦେଇଛନ୍ତି। ବୁଧବାର ଷ୍ଟାଲିନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟ କରିଛନ୍ତି। ଷ୍ଟାଲିନ କହିଛନ୍ତି, ଆପଣ କହିଥିଲେ ଯେ ବର୍ତ୍ତମାନ ଆମକୁ ଦେଶ ବିଷୟରେ ଚିନ୍ତା…

ଶାହାଙ୍କଠାରେ ଏମିତି ଦାବି କଲେ ଅଜିତ ପାଓ୍ବାର: ଭାଜପାର ବଢିଗଲା ଟେନସନ୍‌

ପୁଣେ,୨୪।୭:ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ସକ୍ରିୟ ଭୂମିକା ଗ୍ରହଣ କରିଛନ୍ତି। ଏହି କ୍ରମରେ ବୁଧବାର ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ରାଷ୍ଟ୍ରୀୟ ସଭାପତି ଅଜିତ ପାୱାର ଦିଲ୍ଲୀରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ଆସନ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?