Posted inଜାତୀୟ

ବିହାର ଊପନିର୍ବାଚନରେ ରାହୁଲ, ମୋଦିଙ୍କୁ ଚ୍ୟାଲେଞ୍ଜ ଦେବେ ପ୍ରଶାନ୍ତ କିଶୋର, ଜାଣନ୍ତୁ କ’ଣ କହିଲେ ନିର୍ବାଚନ ରଣନୀତିଜ୍ଞ

ନୂଆଦିଲ୍ଲୀ,୧୭।୮: ଜନ ସୁରାଜର ପ୍ରତିଷ୍ଠାତା ତଥା ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଶୁକ୍ରବାର ଏକ ଖବରଦାତା ସମ୍ମିଳନୀ କରିଥିଲେ। ଏହି ସମୟରେ ସେ କହିଥିଲେ ଯେ ବିହାରରେ ଲାଲୁଙ୍କ ଭୟରେ ଭାଜପାକୁ ଭୋଟ ଦିଅନ୍ତି ଏବଂ ଭାଜପା ଭୟରେ ଲାଲୁଙ୍କୁ ଭୋଟ ଦିଅନ୍ତି। ଏଥିରୁ ବାହାରିବା ପାଇଁ ଏକ ନୂତନ ବିକଳ୍ପ ସୃଷ୍ଟି କରିବାକୁ ପଡିବ। ଲୋକମାନେ ଏକାଠି ହୋଇ ପାର୍ଟି ଗଠନ କରିବା ଉଚିତ୍‌। ଟଙ୍କା ଏବଂ ନିର୍ବାଚନ ପାଇଁ ସମସ୍ତ ମାଧ୍ୟମ ଜନ ସୁରାଜ ଦ୍ୱାରା ବ୍ୟବସ୍ଥା କରାଯିବ। ବିହାର ପାଇଁ ଏକ ନୂତନ ଭବିଷ୍ୟତ ସୃଷ୍ଟି କରିବାକୁ ନୂତନ ବିକଳ୍ପରେଯୋଡି ହୁଅନ୍ତୁ, ତେବେ ସେତେବେଳେ ରାଜନୀତିର ଏହି ବନ୍ଧନ ସମାପ୍ତ ହେବ।

ବେଲାଗଞ୍ଜ ଏବଂ ଇମାମଗଞ୍ଜ ବିଧାନସଭା ଉପ-ନିର୍ବାଚନ ୁପରେ ସେ କହିଛନ୍ତି ଯେ ଯଦି ଜନ ସୁରାଜ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରେ, ତେବେ ସେ ଉଭୟ ବିଧାନସଭା ନିର୍ବାଚନମଣ୍ଡଳୀରୁ ଲଢିବ କିମ୍ବା ଉଭୟର ଆସନରୁ ଲଢିବନି। ୨ ଅକ୍ଟୋବରରେ ଦଳ ଗଠନ କରିବାକୁ ପଡିବ। ତେବେ ି ଉପ-ନିର୍ବାଚନର ତାରିଖ ୨ ଅକ୍ଟୋବର ପରେ ହୁଏ, ଜନ ସୁରାଜ ଉପ-ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟା ଭିତରେ କଡ଼ା ପଦକ୍ଷେପ ଗ୍ରହଣ କଲେ ବିଧାୟକ, ଲୋକଙ୍କ ସମସ୍ୟାକୁ ବୁଝି ଗାଁରେ କଲେ…

ପୁରୁଷୋତ୍ତମପୁର,୧୦ା୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ବଡ଼ଖରିଡ଼ା ପଞ୍ଚାୟତର ବାଣନଈ ଗ୍ରାମରେ ପାଣି ପାଇଁ ଲୋକେ ଶନିବାର ରାଜରାସ୍ତାକୁ ଓହ୍ଲାଇଥିବା ବେଳେ ଲୋକଙ୍କ ଦାବିକୁ ଅତି…

ଓଲଟିଲା ଅଟୋ: ୧୦ରୁ ଊର୍ଦ୍ଧ୍ୱ ଆହତ

ନନ୍ଦପୁର,୧୦ା୫(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ହାଟପଦାରେ ରବିବାର ପୂର୍ବାହ୍ନରେ ଭାରସାମ୍ୟ ହରାଇ ଓଡି ୧୦ ଡି ୨୮୦୮ ନମ୍ବର ବିଶିଷ୍ଟ ଏକ…

ସହି ପାରୁନାହାଁନ୍ତି ମୋଦି! ତାମିଲନାଡୁରେ ବିଜୟଙ୍କ TVKକୁ ସମର୍ଥନ କରିବା ନେଇ ଗର୍ଜିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୦।୫: ମେ’୧୦ରେ ଚେନ୍ନାଇର ନେହେରୁ ଷ୍ଟାଡିୟମରେ, ଟିଭିକେ ମୁଖ୍ୟ ସି. ଜୋସେଫ ବିଜୟ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ୧୯୬୭ ପରଠାରୁ ସେ ଡିଏମକେ…

ଏକାବେଳେ ଦୁଇ ଭଉଣୀଙ୍କୁ କରିଦେଲେ ଗର୍ଭବତୀ

କଳିଙ୍ଗନଗର,୧୦।୫(ଶୁଭାଶିଷ ରାଉତ):  ଯାଜପୁର ଜିଲା କଳିଙ୍ଗନଗର ଥାନା ଅଞ୍ଚଳର ୨ ନାବାଳିକା ଭଉଣୀଙ୍କୁ ଦୁଇ ସାଙ୍ଗ ବିବାହ ପ୍ରଲୋଭନ ଦେଖାଇ ଗର୍ଭବତୀ କରିଥିବା ଅଭିଯୋଗ ପରେ ପୋଲିସ…

ଜିଆର୍‌ପି କନ୍‌ଷ୍ଟେବଲ ହତ୍ୟା ଘଟଣା: ହତ୍ୟା ପଛରେ ବଡ଼ ଷଡ଼ଯନ୍ତ୍ର…

ଭୁବନେଶ୍ୱର/ବାଲିଅନ୍ତା,୧୦।୫(ତ୍ରିନାଥ ମହାନ୍ତି/ନୀଳମାଧବ ସାହୁ): ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ବାଲିଅନ୍ତା ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ବ୍ରିଜ୍‌ ନିକଟରେ ଜିଆର୍‌ପି କନ୍‌ଷ୍ଟେବଲ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ଲୋକେ ପିଟିପିଟି ମାରିଦେବା ଘଟଣା…

ମୁଖ୍ୟମନ୍ତ୍ରୀ ହେଉହେଉ ବଡ଼ ଘୋଷଣା କରିଦେଲେ ଥାଲାପତି ବିଜୟ, କହିଲେ ମୁଁ ରାଜ୍ୟ ପାଇଁ…

ଚେନ୍ନାଇ,୧୦ା୫: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ରବିବାର ଶପଥ ଗ୍ରହଣ କରିଛନ୍ତି ଅଭିନେତାରୁ ରାଜନେତା ପାଲଟିଥିବା ଥାଲାପତି ବିଜୟ। ସେ ମୁଖ୍ୟମନ୍ତ୍ରୀ ହେଉହେଉ ଏକ ବଡ଼ ଘୋଷଣା କରିଛନ୍ତି।…

ପୁଣି ଚର୍ଚ୍ଚାରେ ଜିତୁ ମୁଣ୍ଡା: ଘରକୁ ପାଣି ନ ଦେଲେ ପୁଣି କଙ୍କାଳ ନେବି

ପାଟଣା,୧୦।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଡିଆନାଳି ଗ୍ରାମର ଜିତୁ ମୁଣ୍ଡା ଏବେ ପୁଣି ଥରେ ଚର୍ଚ୍ଚାରେ। ଘରକୁ ପାଇପ୍‌ ଯୋଗେ ପାନୀୟଜଳ ସଂଯୋଗ…

କାନ୍ଦବୋବାଳିରେ ଫାଟିପଡ଼ୁଛି ଗାଁ: ଚଳନ୍ତା ଟ୍ରାକ୍ଟରୁ ପଡ଼ି ଆଖିବୁଜିଲା ରୋଜଗାରିଆ ପୁଅ

ମୋହନା,୧୦।୫ (ମନ୍ମଥ ମିଶ୍ର ):ଚଳନ୍ତା ଟ୍ରାକ୍ଟରରୁ ପଡ଼ି ଯୁବକ ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବୁଡରିଙ୍ଗ ଗାଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri