ଜାତୀୟ

ସିଆର୍‌ପିଏଫ୍‌ ଟିମ୍‌ ଉପରେ ଆତଙ୍କବାଦୀ ଆକ୍ରମଣ: ଜଣେ ଯବାନ ଶହୀଦ

ଶ୍ରୀନଗର,୧୯।୮: ଆତଙ୍କବାଦୀମାନେ ସୋମବାର ଜମ୍ମୁ କଶ୍ମୀରର ଉଧମପୁରରେ ଏକ ସିଆର୍‌ପିଏଫ୍‌ ଦଳ ଉପରେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ଜଣେ ଇନ୍ସପେକ୍ଟର ଶହୀଦ ହୋଛନ୍ତି। ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ଘେରି ରହିଛନ୍ତି। ବର୍ତ୍ତମାନ ଉଭୟ ପାର୍ଶ୍ୱରୁ ଗୁଳି ବିନିମୟ ଚାଲିଛି।…

ବିଧାୟକଙ୍କ ସହ ଚମ୍ପାଇ ସୋରେନ ଦଳ ପରିବର୍ତ୍ତନ କଲେ ସରକାରଙ୍କ ପତନ ଘଟିବ! ବଡ଼ ସମୀକରଣ ବିଷୟରେ କହିଦେଲେ ଭାଜପା ନେତା

ରାଞ୍ଚି,୧୯।୮: ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମଏମ ନେତା ଚମ୍ପାଇ ସୋରେନଙ୍କ ଭାଜପାରେ ଯୋଗଦେବା ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ଗତ କିଛି ଦିନ ହେବ ଏହି ପ୍ରସଙ୍ଗରେ ରାଜନୈତିକ ଚର୍ଚ୍ଚା କ୍ରମାଗତ ଭାବରେ ହେଇଆସିଛି। ଏହି…

ଡାକ୍ତରଙ୍କ ବଳାତ୍କାର-ହତ୍ୟା ଘଟଣା: ଅଟୋପ୍‌ସି ରିପୋର୍ଟରେ ମିଳିଲା ଛାତି ଥରା ତଥ୍ୟ, ଶରୀରରେ ହୋଇଥିଲା…

କୋଲକାତା,୧୯।୮: କୋଲକାତାର ଆର.ଜି କର କଲେଜ ଏବଂ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ଘଟଣାର ଅଟୋପ୍‌ସି ରିପୋର୍ଟ ସାମ୍ନାକୁ ଆସିଛି। ଏହି ରିପୋର୍ଟରେ ପୀଡିତାଙ୍କ ସହ ଘଟିଥିବା ଘଟଣାର ସ୍ପଷ୍ଟ ତଥ୍ୟ ଦିଆଯାଇଛି। ରିପୋର୍ଟ ଅନୁଯାୟୀ, ପୀଡିତାଙ୍କ ମୃତଦେହ…

ଆର୍‌ଜେଡିକୁ ପାନେ ଦେବେ ନୀତୀଶ କୁମାର: କରୁଛନ୍ତି ଏମିତି ପ୍ଲାନ୍‌

ପାଟନା,୧୯।୮: ଆରଜେଡିକୁ ଚକିତ କରିବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣି ଥରେ ଯୋଜନା ପ୍ରସ୍ତୁତ କରିଛନ୍ତି। ଗୋଟିଏ ପଟେ ଆସନ୍ତା ବର୍ଷ ୨୦୧୫ରେ ବିହାର ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଅନ୍ୟ ପଟେ ଡିଫେନ୍ସ ଖେଳ ବର୍ତ୍ତମାନଠାରୁ ଆରମ୍ଭ…

ଟଙ୍କା ଏମିତି ଏକ ଜିନିଷ ଯାହା…ଗମ୍ଭୀର ଅଭିଯୋଗ ଆଣିଲେ ହେମନ୍ତ ସୋରେନ

ରାଞ୍ଚି,୧୯।୮: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପାର୍ଟି ଝାଡଖଣ୍ଡ ମୁଖୀ ମୋର୍ଚ୍ଚା (ଜେଏମଏମ) ରେ ବିଦ୍ରୋହୀ ସ୍ବର ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ଏକ ବଡ ରାଜନୈତିକ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ…

ମୋଦିଙ୍କ ହାତରେ ଏକ ଖାସ୍‌ ରାଖୀ ବାନ୍ଧିଲେ କୁନି ଝିଅ: ଜାଣନ୍ତୁ ସେଥିରେ କ’ଣ ଥିଲା ଲେଖା

ନୂଆଦିଲ୍ଲୀ,୧୯।୮:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦ୍ୟାଳୟର ପିଲାମାନଙ୍କ ସହ ରକ୍ଷାବନ୍ଧନ ପର୍ବ ପାଳନ କରିଥିଲେ। ସ୍କୁଲ ପିଲାମାନେ ପ୍ରଧାନମନ୍ତ୍ରୀଙ୍କ ହାତରେ ରାଖୀ ବାନ୍ଧିଥିଲେ ଏବଂ ସେମାନଙ୍କ ସହ କଥା ହୋଇଥିଲେ। ଏହି ସମୟ ମଧ୍ୟରେ ସେ ବହୁତ ନଜର ଆସିଥିଲେ। ଜଣେ ଝିଅ…

‘ଭାଜପାର ରାମରାଜ୍ୟ ସମ୍ବିଧାନକୁ ନଷ୍ଟ କରୁଛି’

ନୂଆଦିଲ୍ଲୀ,୧୯ା୮: କେନ୍ଦ୍ରର ବିଭିନ୍ନ ମନ୍ତ୍ରଣାଳୟର ଯୁଗ୍ମ ସଚିବ, ନିର୍ଦ୍ଦେଶକ ଏବଂ ଡେପୁଟି ସଚିବଙ୍କ ପ୍ରମୁଖ ପଦବୀରେ ଖୁବ୍‌ଶୀଘ୍ର ୪୫ ଜଣ ବିଶେଷଜ୍ଞଙ୍କୁ ‘ଲାଟେରାଲ ଏଣ୍ଟ୍ରି’ ମାଧ୍ୟମରେ ନିଯୁକ୍ତ କରିବାର ନିଷ୍ପତ୍ତି ସମ୍ପର୍କରେ ରାଜନୈତିକ ମହଲରେ ଆଲୋଚନା ହେଉଛି। ତେବେ କଂଗ୍ରେସ ନେତା…

ପ୍ରାଇଭେଟ ପାର୍ଟ ସମେତ ୧୪ ସ୍ଥାନରେ ଗଭୀର କ୍ଷତ, ଡରାଇଦେବ ପୋଷ୍ଟ ମର୍ଟମ ରିପୋର୍ଟ

କୋଲକାତା,୧୯।୮: କୋଲକାତାର ଆରଜି କର ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କ ଉପରେ ହୋଇଥିବା ବଳାତ୍କାର ଓ ହତ୍ୟା ଘଟରାକୁ ନେଇ ସାରା ଦେଶରେ ଅସନ୍ତୋଷ ଦେଖାଦେଇଛି। ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ସମସ୍ତେ କଠୋର ଦଣ୍ଡ ଦାବି କରୁଛନ୍ତି। ଏହି ସମୟରେ ପୀଡିତାଙ୍କ…

ବଢିଲା ହେମନ୍ତ ସୋରେନଙ୍କ ଟେନଶନ? ଚମ୍ପାଇ ସୋରେନ ନେଲେ ବଡ ନିଷ୍ପତ୍ତି

ନୂଆଦିଲ୍ଲୀ,୧୯।୮: ବିଧାନସଭା ନିର୍ବାଚନ ପୂର୍ବରୁ ବର୍ତ୍ତମାନର ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଏକ ବଡ଼ ଚ୍ୟାଲେଞ୍ଜ ଦେବାକୁ ନିଷ୍ପତ୍ତି ନେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ। ଗତ ୨ଦିନ ଧରି ଝାଡ଼ଖଣ୍ଡର ରାଜନୈତିକ କରିଡରରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଚମ୍ପାଇ…

ରାଖୀରେ ମହିଳାଙ୍କ ସୁରକ୍ଷା ପାଇଁ ସମସ୍ତେ ସଂକଳ୍ପ ନିଅନ୍ତୁ: ରାଷ୍ଟ୍ରପତି

ନୂଆଦିଲ୍ଲୀ୧୯ା୮: ଆଜି ହେଉଛି ପବିତ୍ର ରକ୍ଷାବନ୍ଧନ। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି,‘ଭଉଣୀ-ଭାଇଙ୍କ ମଧ୍ୟରେ ପ୍ରେମ ଓ ବିଶ୍ବାସର ପର୍ବ ହେଉଛି ରକ୍ଷାବନ୍ଧନ। ଏହି ପର୍ବ ସମସ୍ତ ଭଉଣୀ ଏବଂ ଝିଅଙ୍କ ପ୍ରତି ସମ୍ମାନର…

ପ୍ରଧାନମନ୍ତ୍ରୀ ମୋଦି, ଅମିତ ଶାହାଙ୍କ ସମେତ ଦେଶବାସୀଙ୍କୁ ରାଖୀର ଶୁଭକାମନା ଜଣାଇଲେ ଅନେକ ନେତା

ନୂଆଦିଲ୍ଲୀ,୧୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ରାଖୀ ପୁର୍ଣ୍ଣିମାର ଶୁଭେଚ୍ଛା ଜଣାଇଛନ୍ତି। ସୋମବାର, ସେ ଏକ୍ସରେ ଏକ ପୋଷ୍ଟରେ ଲେଖିଛନ୍ତି ଯେ ଭାଇ ଓ ଭଉଣୀଙ୍କ ମଧ୍ୟରେ ଥିବା ଅପାର ପ୍ରେମକୁ ପ୍ରତୀକ କରୁଥିବା ରାଖୀବନ୍ଧନରେ ସମସ୍ତ ଦେଶବାସୀଙ୍କୁ ଅନେକ ଅଭିନନ୍ଦନ।…

ମନ୍ଦିର ବାହାରେ ମା’ ସହ ଶୋଇଥିବା ୩ବର୍ଷର କନ୍ୟାକୁ ବଳାତ୍କାର, ଅଶୋକ ଗେହଲୋଟ କହିଲେ…

ଯୋଧପୁର,୧୯।୮: ରାଜସ୍ଥାନର ଯୋଧପୁରରେ ଜଣେ ୩ବର୍ଷର ବାଳିକାକୁ ବଳାତ୍କାର କରାଯାଇଥିବା ମାମଲା ସାମ୍ନାକୁ ଆସିଛି। ଅଳିଆ ଉଠାଉଥିବା ଜଣେ ମହିଳାଙ୍କ ଝିଅକୁ ଅପହରଣ କରି ବଳାତ୍କାର କରାଯାଇଥିବା କୁହାଯାଉଛି। ଅଭିଯୁକ୍ତ ଝିଅଟିକୁ ଟଫି ଦେବା ବାହାନା କରି ତାଙ୍କୁ ତାଙ୍କ ମା’ଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?