ଜାତୀୟ

କସାବଙ୍କୁ ଫାଶୀ ଖୁଣ୍ଟ ପର୍ଯ୍ୟନ୍ତ ପହଞ୍ଚାଇଥିବା ଓକିଲ ଉଜ୍ୱଳ ନିକମ ଏବେ ବଦଲାପୁରର ଝିଅଙ୍କୁ ଦେବେ ନ୍ୟାୟ

ନୂଆଦିଲ୍ଲୀ,୨୧।୮: ମୁମ୍ବାଇ ଥାନେ ଜିଲାର ବଦଲାପୁରରେ ଏକ ବାଳାଶ୍ରମରେ ଦୁଇ ଝିଅଙ୍କୁ ଯୌନ ନିର୍ଯ୍ୟାତନା ମାମଲାରେ ଉଜ୍ୱଳ ନିକମ ସରକାରଙ୍କ ତରଫରୁ ସରକାରୀ ଓକିଲ ଭାବରେ ହାଜର ହେବେ। ଏ ହେଉଛନ୍ତି ସେହି ଉଜ୍ୱଳ ନିକମ ଯିଏ କସାବଙ୍କୁ ଫାଶୀ ଖୁଣ୍ଟ…

କଂଗ୍ରେସର କଶ୍ମୀର ପ୍ଲାନ ଆଉଟ

ନୂଆଦିଲ୍ଲୀ,୨୧।୮: ଆସନ୍ତା ମାସରେ ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଧାରା ୩୭୦ହଟାଇବା ପରେ ଉପତ୍ୟକାରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି, ଯାହା ଉପରେ ସମଗ୍ର ଦେଶ ନଜର ରଖିଛି। ଏଥିପାଇଁ ନ୍ୟାଶନାଲ କନଫରେନ୍ସ, ପିଡିପି,…

ଭାଜପାରେ ଯୋଗଦେବା ନେଇ ମୁହଁ ଖୋଲିଲେ ଚମ୍ପାଇ ସୋରେନ୍‌: କହିଦେଲେ ଏମିତି କଥା…

ରାଞ୍ଚି,୨୧।୮: ଝାଡ଼ଖଣ୍ଡରେ ରାଜନୈତିକ ବାତାବରଣ ଉଷ୍ମ ରହିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଏବଂ ତାଙ୍କ ପଦକ୍ଷେପ ଉପରେ ନଜର ରହିଛି। ଏହା ଆଗାମୀ ରାଜ୍ୟ ନିର୍ବାଚନରେ ବିଶେଷ ପ୍ରଭାବ ପକାଇବ। ଏଭଳି ପରିସ୍ଥିତିରେ ସୋରେନ ଦିଲ୍ଲୀରୁ ଫେରିବା ପରେ ଏକ…

ଭାରତ ବନ୍ଦକୁ ସମର୍ଥନ କଲେ ମାୟାବତୀ

ଲକ୍ଷ୍ନୌ,୨୧।୮: ସଂରକ୍ଷଣରେ ବର୍ଗୀକରଣ ବିରୋଧରେ ବହୁଜନ ସମାଜ ପାର୍ଟି (ବିଏସପି) ଭାରତ ବନ୍ଦକୁ ସମର୍ଥନ କରିଛି। ବିଏସପି ମୁଖ୍ୟ ମାୟାବତୀ କହିଛନ୍ତି ଯେ ‘ଭାରତ ବନ୍ଦ’ ଅଧୀନରେ ସରକାରଙ୍କୁ ଏକ ସ୍ମାରକପତ୍ର ଦିଆଯାଉଛି ଯାହା ସାମ୍ବିଧାନିକ ସଂଶୋଧନ ମାଧ୍ୟମରେ ସଂରକ୍ଷଣର ପରିବର୍ତ୍ତନକୁ…

‘ବହୁ କଷ୍ଟରେ ଡାକ୍ତର କରିଥିଲି’, କୋଲକାତା ଟ୍ରେନି ଡାକ୍ତରଙ୍କ ବାପା କହିଲେ ମୋ ଝିଅର ଗୋଟିଏ ଇଚ୍ଛା ଥିଲା…

କୋଲକାତା,୨୧।୮: କୋଲକାତାର ଆର୍‌.ଜି କର ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲାରେ ପୀଡିତାଙ୍କ ବାପା ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ତାଙ୍କ ଝିଅ କେବଳ ଗୋଟିଏ କାମ କରୁଥିଲେ । ସେଇଟା ହେଉଛି ଅଧ୍ୟୟନ। ସେ କେବଳ…

ମୋଦିଙ୍କ ୟୁକ୍ରେନ ଗ୍ରସ୍ତ ସାରା ବିଶ୍ୱ ପାଇଁ ମହତ୍ତ୍ୱପୂର୍ଣ୍ଣ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୨୩ରେ ୟୁକ୍ରେନ ଗସ୍ତ କରିବେ। ସେ ୟୁକ୍ରେନ ଗସ୍ତରେ ଯାଇଥିବା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହେବେ। ତାଙ୍କର ଏହି ଗସ୍ତ ବିଷୟରେ ଅନେକ ଆଲୋଚନା ହେଉଛି, ଯଦିଓ ଏହାର କାରଣ ନୁହେଁ ଯେ, ଜଣେ…

ଟ୍ରେନରେ ୟୁକ୍ରେନ ଯିବେ ମୋଦି

ନୂଆଦିଲ୍ଲୀ,୨୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାରଠାରୁ ପୋଲାଣ୍ଡ ଏବଂ ୟୁକ୍ରେନ ଗସ୍ତରେ ଯାଉଛନ୍ତି। ସେଠାରେ ବାସ କରୁଥିବା ଭାରତୀୟ ସମାଜ ମଧ୍ୟରେ ମୋଦିଙ୍କ ଏହି ଗସ୍ତକୁ ନେଇ ବହୁତ ଉତ୍ସାହ ରହିଛି। ସେମାନେ ସେଠାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ କରିବାକୁ ଉତ୍ସାହର…

କୋଲକାତା ବଳାତ୍କାର ଘଟଣାର ଅଭିଯୁକ୍ତ ସଞ୍ଜୟ ରୟଙ୍କ ରହସ୍ୟ ଖୋଲିଲେ ପ୍ରତ୍ୟକ୍ଷଦର୍ଶୀ, ଦେଲେ ଛାତିଥରା ବୟାନ

କୋଲକାତା,୨୧।୮: କୋଲକାତାର ଆର୍‌.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି। ଘଟଣାର ଅପରାଧୀଙ୍କୁ ଶୀଘ୍ର ଧରିବାକୁ ଦାବି ହେଉଛି। ବଳାତ୍କାର ଅଭିଯୁକ୍ତ ସଞ୍ଜୟ…

୨ ଲକ୍ଷ ଫି’ ଦେଲେ ‘ଡକାୟତିରେ ସ୍ନାତକ’:ଅପରାଧୀ ହେବା ପାଇଁ ପିଲାଙ୍କୁ ଦିଆଯାଉଛି ତାଲିମ

ଭୋପାଳ, ୨୧ା୮:ମଧ୍ୟପ୍ରଦେଶ ରାଜଗଡ଼ ଜିଲାର ପଚୋର ତହସିଲ ଅନ୍ତର୍ଗତ ୩ ଗ୍ରାମରେ ପିଲାମାନଙ୍କୁ ଅପରାଧୀ ହେବା ପାଇଁ ଟ୍ରେନିଂ ଦିଆଯାଉଥିବାର ଏକ ଅଜବ ମାମଲା ସାମ୍‌ନାକୁ ଆସିଛି। ଅଗଷ୍ଟ ୮ରେ ରାଜସ୍ଥାନରେ ଏକ ବିବାହରେ ଦେଢ଼ କୋଟି ଟଙ୍କା ମୂଲ୍ୟର ଅଳଙ୍କାର…

ଦାରା ସିଂଙ୍କ କ୍ଷମା ଆବେଦନ: ସୁପ୍ରିମକୋର୍ଟ ଲୋଡ଼ିଲେ ଓଡ଼ିଶା ମତ

ନୂଆଦିଲ୍ଲୀ,୨୧ା୮(ପିଟି):ବହୁ୍‌ଚର୍ଚ୍ଚିତ ଅଷ୍ଟ୍ରେଲୀୟ ମିଶନାରି ଗ୍ରାହାମ୍‌ ଷ୍ଟେନ୍ସ ଏବଂ ତାଙ୍କର ୨ ନାବାଳକ ପୁତ୍ରଙ୍କ ହତ୍ୟା ମାମଲାରେ ଆଜୀବନ ଦଣ୍ଡାଦେଶ ପାଇଥିବା ରବୀନ୍ଦ୍ର ପାଲ୍‌ ଓରଫ ଦାରା ସିଂଙ୍କ କ୍ଷମା ଆବେଦନ ଉପରେ ଓଡ଼ିଶା ସରକାରଙ୍କ ମତ ଲୋଡ଼ିଛନ୍ତି ସର୍ବୋଚ୍ଚ ଅଦାଲତ। ଜେଲରେ…

ପିଇଲେ ମଦ, ତା’ ପରେ ଗଲେ ରେଡ୍‌ ଲାଇଟ୍‌ ଏରିଆ… ଜାଣନ୍ତୁ ବଳାତ୍କାର ପୂର୍ବରୁ କ’ଣ କ’ଣ କରିଥିଲେ ଅଭିଯୁକ୍ତ ସଞ୍ଜୟ

ନୂଆଦିଲ୍ଲୀ,୨୦।୮: ଆରଜି କର ମେଡିକାଲର ଲୋମହର୍ଷଣକାରୀ ଘଟଣାକୁ ନେଇ ସାରା ଦେଶ ସ୍ତବ୍ଧ ହୋଇଯାଇଛି। ଯାହାକୁ ଖୋଦ୍‌ ସୁପ୍ରିମକୋର୍ଟ ମଧ୍ୟ ଭୟାବହ ବୋଲି କହିଛନ୍ତି। ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ ସିବିଆଇ ତଦନ୍ତ କରୁଛି। ତଦନ୍ତବେଳେ ସଞ୍ଜୟ…

ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା, ଡାକ୍ତରଙ୍କ ସୁରକ୍ଷା ପାଇଁ ଆଉ ଏକ ବଳାତ୍କାରକୁ ଦେଶ ଅପେକ୍ଷା କରିପାରିବ ନାହିଁ

ନୂଆଦିଲ୍ଲୀ,୨୦ା୮: କୋଲକାତାର ଆର୍‌.ଜି. କର ମେଡିକାଲ କଲେଜ ଓ ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲା ଅତ୍ୟନ୍ତ ଭୟାବହ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର କହିବା ସହ ଏତଲା ଦାଏରରେ ବିଳମ୍ବ ପାଇଁ ପଶ୍ଚିମବଙ୍ଗ ସରକାରଙ୍କୁ ଭର୍ତ୍ସନା କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?