ଜାତୀୟ

୧୫୧ ଏମ୍‌ପି, ବିଧାୟକ ଅଭିଯୁକ୍ତ

ନୂଆଦିଲ୍ଲୀ, ୨୨।୮: ଦେଶରେ ବର୍ତ୍ତମାନ ୧୫୧ ଏମ୍‌ପି ଏବଂ ବିଧାୟକଙ୍କ ବିରୋଧରେ ମହିଳା ବିରୋଧୀ ଅପରାଧ ମାମଲା ବିଚାରାଧୀନ ରହିଛି। ଏହି କ୍ଷେତ୍ରରେ ପଶ୍ଚିମବଙ୍ଗ ଓ ଆନ୍ଧ୍ର ପ୍ରଦେଶ ପରେ ଓଡ଼ିଶାର ଜନପ୍ରତିନିଧିଙ୍କ ସ୍ଥାନ ତୃତୀୟରେ ରହିଛି। ନିର୍ବାଚନ ବେଳେ ନାମାଙ୍କନ…

ବଡ଼ ଡାକ୍ତର ହେବାର ଦେଖୁଥିଲେ ସ୍ବପ୍ନ: ପିଶାଚ ସଞ୍ଜୟ କରିଦେଲା ସ୍ବପ୍ନ ଚୁନା, ପୀଡ଼ିତାଙ୍କ ଡାଏରୀରୁ ହେଲା ଖୁଲାସା

ଭୁବନେଶ୍ୱର,ତା,୨୧,୮: ଦୁଇ ସପ୍ତାହ ତଳେ ଆର.ଜି କର ହସ୍ପିଟାଲରେ ଅତି ନିର୍ମମ ଭାବରେ ଜୀବନ ହରାଇଥିବା ମହିଳା ଡାକ୍ତରଙ୍କ ଡାଏରୀରୁ ତାଙ୍କର ଅଧୁରା ସ୍ବପ୍ନ ସାମ୍ନାକୁ ଆସିଛି। ଏକଦା ସ୍ବର୍ଣ୍ଣ ପଦକ ଜିତିବା ସହିତ ମେଡ଼ିସିନ ପାଠ ପଢ଼ାରେ ଅନେକ ସମ୍ମାନର…

ଫାର୍ମା କମ୍ପାନୀରେ ବିସ୍ଫୋରଣ: ଛଟପଟ ହୋଇ ଚାଲିଗଲା ୧୫ ଜଣଙ୍କ ଜୀବନ, ହୃଦୟ ବିଦାରକ ଦୃଶ୍ୟ ବର୍ଣ୍ଣନା କଲେ ଏସ୍‌ଆଇ

ହାଇଦ୍ରାବାଦ,୨୧ା୮: ଆନ୍ଧ୍ରପ୍ରଦେଶର ଅନକାପଲ୍ଲୀସ୍ଥିତ ଏକ ଫାର୍ମା କମ୍ପାନୀରେ ବୁଧବାର ବଡ଼ଧରଣର ବିସ୍ଫୋରଣ ଘଟି ୧୫ ଜଣଙ୍କ ଜୀବନ ଯାଇଥିବା ବେଳେ ଆଉ କିଛି ଲୋକ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ତୁରନ୍ତ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ସେମାନଙ୍କର ଚିକିତ୍ସା…

ପୋଲାଣ୍ଡରେ ପହଞ୍ଚିଲେ ମୋଦି

ଓ୍ବାର୍ସ/ନୂଆଦିଲ୍ଲୀ,୨୧ା୮: ଦୁଇ ଦିନିଆ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ପୋଲାଣ୍ଡର ଓ୍ବାର୍ସରେ ପହଞ୍ଚିଛନ୍ତି। ପୋଲାଣ୍ଡ ପରେ ମୋଦି ମଧ୍ୟ ୟୁକ୍ରେନ ଗସ୍ତ କରିବେ। ଗତ ୪୫ ବର୍ଷ ମଧ୍ୟରେ ପୋଲାଣ୍ଡ ଗସ୍ତରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ…

ଗାଙ୍ଗୁଲିଙ୍କୁ ନେଇ ବିବାଦୀୟ ବୟାନ ଦେଲେ ଶାମିଙ୍କ ପୂର୍ବ ସ୍ତ୍ରୀ, କହିଲେ…

ନୂଆଦିଲ୍ଲୀ,୨୧।୮: କୋଲକାତା ଆରଜି କର ମେଡିକାଲ କଲେଜ ଘଟଣାକୁ ନେଇ ଟିମ୍‌ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍‌ ସୌରଭ ଗାଙ୍ଗୁଲି କିଛି ଏପରି ବୟାନ ଦେଇଥିଲେ ଯାହାକୁ ନେଇ ସାରା ଦେଶରେ କମ୍ପନ ସୃଷ୍ଟି ହୋଇଥିଲା। କିନ୍ତୁ ପରେ ଗାଙ୍ଗୁଲି ନିଜ ବୟାନ…

ରାହୁଲ ଗାନ୍ଧୀଙ୍କୁ ଡେଟ୍‌ କରିବାକୁ ଚାହୁଁଥିଲେ କରୀନା କପୁର, କହିଲେ ଆମେ ଦୁହେଁ…

ନୂଆଦିଲ୍ଲୀ,୨୧।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବହୁ ଯୁବତୀଙ୍କ ପସନ୍ଦର ପୁରୁଷ ଅଟନ୍ତି। କିନ୍ତୁ ଖୁବ୍‌ କମ୍‌ ଲୋକ ଜାଣନ୍ତି ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କରୀନା କପୁର ରାହୁଲ ଗାନ୍ଧୀଙ୍କୁ ଖୁବ୍‌ ପସନ୍ଦ କରନ୍ତି। ଏକ ସାକ୍ଷାତକାରରେ ସେ ଏନେଇ ଖୁଲାସା…

ସାପକୁ ଖେଳନା ଭାବି କାମୁଡ଼ି ୨ ଖଣ୍ଡ କରିଦେଲା ବର୍ଷକର ଶିଶୁ, ଆଉ ତା’ ପରେ…

ପାଟ୍‌ନା,୨୧ା୮: ବିହାରର ଗୟା ଜିଲାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଏକ ବର୍ଷକର ଶିଶୁ ଗୋଟିଏ ସାପକୁ ଖେଳନା ଭାବି କାମୁଡ଼ି ଦୁଇ ଖଣ୍ଡ କରିଦେଇଛି। ଫଳରେ ସାପଟିର ମୃତ୍ୟୁ ଘଟିଥିବା ବେଳେ ସୌଭାଗ୍ୟ ବଶତଃ ଶିଶୁଟି ବଞ୍ଚିଯାଇଛି। ପିଲାଟି…

ସନ୍ଦୀପ ଘୋଷଙ୍କର ସୁରକ୍ଷା କର୍ମୀ ଥିଲେ ଅଭିଯୁକ୍ତ ସଞ୍ଜୟ…କୋଲକାତା କାଣ୍ଡରେ ଆରଜି ମେଡିକାଲର ପୂର୍ବ ଡାକ୍ତରଙ୍କ ବଡ଼ ଖୁଲାସା

କୋଲକାତା,୨୧।୮: କୋଲକାତା ମେଡିକାଲ କଲେଜରେ ହୋଇଥିବା ବଳାତ୍କାର ଓ ହତ୍ୟା ମାମଲାରେ ପୁରା ଦେଶରେ ଆଲୋଡନ ଖେଳି ଯାଇଛି। ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କ ପରେ ଏବେ କଲେଜର ପୂର୍ବ ଅଧ୍ୟକ୍ଷ ତଥା ପ୍ରିନ୍ସପାଲ ସନ୍ଦୀପ ଘୋଷଙ୍କୁ ନେଇ ଚହଳ ପଡିଛି।…

ଚମ୍ପାଇ ସୋରେନ ଯଦି ଭାଜପାକୁ ଯାଆନ୍ତି ତେବେ ସମର୍ଥନ ମିଳିବ କି ନାହିଁ ଜାଣନ୍ତୁ…

ଝାଡ଼ଖଣ୍ଡ,୨୧ା୮: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କୁ ନେଇ ରାଜନୀତି ବେଶ୍‌ ସରଗରମ ହୋଇଛି। ଚମ୍ପାଇ ଏବେ କ’ଣ କରିବେ ସେଥିପ୍ରତି ସମସ୍ତଙ୍କ ନଜର ରହିଛି। ସେ ଭାଜପାରେ ଯୋଗ ଦେଇପାରନ୍ତି ବୋଲି କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଚମ୍ପାଇ…

୨୪ ଅଗଷ୍ଟରୁ ୧୪ ସେପ୍ଟେମ଼୍ବର ମଧ୍ୟରେ ୫୨ ଟ୍ରେନ୍‌ ବାତିଲ୍‌ କଲା ରେଳ ବିଭାଗ

ନୂଆଦିଲ୍ଲୀ, ୨୧।୦୮: ଭାରତୀୟ ରେଳ କେତେକ ଟ୍ରେନ୍‌ ବାତିଲ୍‌ କରିଛି । ଏନେଇ ବିଭାଗ ବାତିଲ୍‌ ଟ୍ରେନ୍‌ ଗୁଡ଼ିକର ଲିଷ୍ଟ୍‌ ଜାରି କରିଛି । ଏହି ଲିଷ୍ଟରେ ଭୋପାଳରୁ ବିଳାଶପୁର ଯାତାୟତ କରୁଥିବା କିଛି ଟ୍ରେନ୍‌ ମଧ୍ୟ ରହିଛି । ଭୋପାଳରୁ…

ଭାରତ ବନ୍ଦରେ ପ୍ରଦର୍ଶନକାରୀଙ୍କୁ ରୋକିବାକୁ ଯାଇ ଏସଡିଏମଙ୍କ ଉପରେ ଲାଠିମାଡ କଲେ ଯବାନ, ଆଉ ତା’ପରେ…

ପାଟନା,୨୧।୮: ବିହାରର ପାଟନାରେ ଭାରତ ବନ୍ଦର ବ୍ୟାପକ ପ୍ରଭାବ ଦେଖିବାକୁ ମିଳିଛି। ଏହି ସମୟରେ ପ୍ରଦର୍ଶନକାରୀଙ୍କୁ ଶାନ୍ତ କରିବାକୁ ପହଞ୍ଚିଥିବା ପାଟନା ଏସଡିଏମଙ୍କ ଉପରେ ପୋଲିସ ଲାଠିଚାର୍ଜ କରିଛି। ଯେଉଁ କାରଣରୁ କିଛି ସମୟ ପାଇଁ ପୋଲିସ ଓ ପ୍ରଶାସନ ମଧ୍ୟରେ…

କୋଲକାତା ଟ୍ରେନି ଡାକ୍ତରଙ୍କ ମର୍ଡର କେସ୍‌ରେ ସାମ୍ନାକୁ ଆସିଲା ଆଉ ଜଣଙ୍କ ନାଁ, ସଞ୍ଜୟ ରୟଙ୍କ ସହ ରହିଛି…

କୋଲକାତା,୨୧।୯: କୋଲକାତା ଆର୍‌.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ଆଉ ଏକ ଜଣଙ୍କ ଉପରେ ସିବିଆଇର ସନ୍ଦେହ ରହିଛି। ଏହି ବ୍ୟକ୍ତି ଜଣଙ୍କ ଅନୁପ ଦତ୍ତ ବୋଲି ଜଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?