କୋଲକାତା ଡାକ୍ତର ମାମଲା: କ’ଣ ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ ଜାଣନ୍ତି? ନାଁ ଶୁଣୁଶୁଣୁ ପ୍ରାଣ ବିକଳେ ଦୌଡିବାକୁ ଲାଗିଲା ପୋଲିସ, ଲୁଚାଉଥିଲା…
ନୂଆଦିଲ୍ଲୀ,୨୦।୮: ଆର.ଜି କର ମେଡିକାଲ କଲେଜରେ ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ସାରା ଦେଶ ଉଠୁଛି ପଡୁଛି। ଗିରଫ ହୋଇଥିବା ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ ନେଇ ଏବେ ଅନେକ ପ୍ରଶ୍ନ ଉଙ୍କି ମାରୁଛି। କୁହାଯାଉଛି ଯେ,…
ଚିରାଗ ପାସୱାନଙ୍କୁ ନେଇ ଅଡୁଆରେ ଭାଜପା, ବିକଳ୍ପ ଖୋଜୁଛି ଦଳ?
ନୂଆଦିଲ୍ଲୀ,୨୦।୮: ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ସଙ୍କଟମୋଚନ ସାଜିଥିବା କେନ୍ଦ୍ର ମନ୍ତ୍ରୀ ତଥା ଲୋକ ଜନତା ପାର୍ଟି ସଭାପତି ଚିରାଗ ପାସୱାନଙ୍କୁ ନେଇ ଅଡୁଆରେ ଭାଜପା। ନିକଟରେ ତାଙ୍କର କିଛି ବୟାନ ଭାଜପା ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଏସସି-ଏସଟି କୋଟା ମଧ୍ୟରେ…
ନିଜ କ୍ୟାବିନ୍ରେ ନର୍ସଙ୍କୁ ବଳାତ୍କାର କଲେ ଡାକ୍ତର, ସହଯୋଗୀ ନର୍ସ-ଓ୍ବାର୍ଡ ବୟ କଲେ ଏପରି କାମ, ଥରି ଉଠିବେ…
ଲକ୍ଷ୍ନୌ,୨୦।୮: କୋଲକାତା ଘଟଣା ପରେ ଉତ୍ତର ପ୍ରଦେଶରେ ଲଜ୍ୟା। ୟୁପିରେ ୨୦ବର୍ଷିୟ ଏକ ଦଳିତ ନର୍ସଙ୍କୁ ଜଣେ ଡାକ୍ତର ବଳାତ୍କାର କରିଛନ୍ତି। ୟୁପିର ମୋରାବାଦ ଜିଲାର ଏକ ବେସରକାରୀ ହସ୍ପିଟାଲ ଭିତରେ ଏକ ବନ୍ଦ ରୁମ୍ରେ ନର୍ସଙ୍କୁ ପୁରାଇ ବଳାତ୍କାର କରାଯାଇଛି।…
ପୋଲିସ୍ ବାବୁଙ୍କ ଘରୁ ଚୋରି ହୋଇଗଲା ୧୫ ଲକ୍ଷ, ସିସିଟିଭିରେ ରେକର୍ଡ ହେଲା ଭିଡିଓ
ମୌନପୁରୀ, ୨୦।୦୮: ରାଜ୍ୟରେ ଏବେ ଅସୁରକ୍ଷିତ ପୋଲିସ୍ । କାରଣ ଖୋଦ୍ ପୋଲିସ୍ ବାବୁଙ୍କ ଘରେ କଳାକନା ବୁଲାଇଛନ୍ତି ଚୋର । ଉତ୍ତର ପ୍ରଦେଶର ମୌନପୁରୀରେ ଦୁଇଟି ଘରୁ ହୋଇଥିବା ଚୋରି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଦୁଇ…
ରାଜ୍ୟ ସଭା ଉପ ନିର୍ବାଚନ: ସଂଧ୍ୟା ସୁଦ୍ଧା ପ୍ରାର୍ଥୀ ତାଲିକା ଘୋଷଣା! ଓଡ଼ିଶାରୁ…
ନୂଆଦିଲ୍ଲୀ,୨୦।୮: ରାଜ୍ୟ ସଭା ଉପ ନିର୍ବାଚନ ନେଇ ସମସ୍ତ ପ୍ରସ୍ତୁତ ଶେଷ ହୋଇଥିବାବେଳେ କେବଳ ପ୍ରାର୍ଥୀ ଘୋଷଣା କରିବା ବାକି ରହିଛି। ଏନେଇ ମଙ୍ଗଳବାର ସଂଧ୍ୟା ସୁଦ୍ଧା ତାଲିକା ଆସିପାରେ ବୋଲି କୁହାଯାଉଛି। ଏଥିପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବାସଭବନରେ…
ବସ୍ରେ ପ୍ରସବ ଯନ୍ତ୍ରଣା ଅନୁଭବ କଲେ ମହିଳା; କଣ୍ଡକ୍ଟରଙ୍କ ସାହାଯ୍ୟରେ ଜନ୍ମ ଦେଲେ ପିଲା
ହାଇଦ୍ରାବାଦ,୨୦।୮: ସୋମବାର ଜଣେ ବସ୍ କଣ୍ଡକ୍ଟର ସହାୟତାରେ ତେଲେଙ୍ଗାନା ରାଜ୍ୟ ସଡ଼କ ପରିବହନ ନିଗମ (TGSRTC) ବସ୍ରେ ଜଣେ ମହିଳା ଏକ ଶିଶୁକୁ ଜନ୍ମ ଦେଇଛନ୍ତି। ସାନ୍ଧ୍ୟା ନାମକ ଗର୍ଭବତୀ ମହିଳା ରାଧା ବୃନ୍ଦାବନ ପାଳନ କରିବାକୁ ଯାଉଥିବା ସମୟରେ ହଠାତ୍…
ସାମ୍ବାଦିକ ସମ୍ମିଳନୀରେ ଟଳିପଡିଲେ କଂଗ୍ରେସ ନେତା
ବେଙ୍ଗାଲୁରୁ,୨୦।୮: ବେଙ୍ଗାଲୁରୁ ପ୍ରେସ କ୍ଲବରେ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରୁଥିବା ବେଳେ ଜଣେ କଂଗ୍ରେସ ନେତାଙ୍କ ମୃତ୍ୟୁ ଘଟିଛି। ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅନୁମତି ପ୍ରଦାନ କରିବାକୁ ନେଇ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ବିରୋଧ କରି ଗଣମାଧ୍ୟମକୁ ସୂଚନା…
ଶହ ଶହ ମହିଳାଙ୍କୁ ବ୍ଲାକମେଲିଂ, ଗଣବଳାତ୍କାର ମାମଲା; ୩୨ ବର୍ଷ ପରେ ୬ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ
ପାଟନା,୨୦।୮: ଆଜମେର ବ୍ଲାକମେଲ ମାମଲାରେ କୋର୍ଟଙ୍କ ରାୟ ଆସିଛି। ଏହି ମାମଲାରେ ୬ ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହା ବ୍ୟତୀତ ସେମାନଙ୍କ ଉପରେ ୫ ଲକ୍ଷ ଟଙ୍କା ଜରିମାନା ମଧ୍ୟ କରାଯାଇଛି। ପୋକସୋ ସ୍ପେଶାଲ କୋର୍ଟ ଏହି…
କୋଲକାତା ମାମଲାରେ ଚନ୍ଦ୍ରଚୂଡଙ୍କୁ ଟାର୍ଗେଟ କଲେ କଂଗ୍ରେସ ନେତା, କହିଲେ…
ନୂଆଦିଲ୍ଲୀ,୨୦।୮: କୋଲକାତା ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। କୋର୍ଟ ଏନେଇ ନିଜ ଆଡୁ ହସ୍ତକ୍ଷେପ କରିଛନ୍ତି। ଶୁଣାଣି ସମୟରେ ପ୍ରଧାନ ବିଚାରପତି ଡି.ଓ୍ବାଇ…
ୟୁପିଏସ୍ସିରେ ହେବ ବଡ଼ ପରିବର୍ତ୍ତନ, ଆଉ ହେବନି ସିଧା ଭର୍ତ୍ତି
ନୂଆଦିଲ୍ଲୀ, ୨୦।୦୮: ୟୁନିୟନ୍ ପବ୍ଲିକ୍ ସର୍ଭିସ୍ କମିଶନ୍ ବା ୟୁପିଏସ୍ସି ଅଧିନରେ ହେଉଥିବା ଲାଟେରାଲ୍ ଏଣ୍ଟ୍ରି ଭର୍ତ୍ତି ପ୍ରକ୍ରିୟା ସମାପ୍ତ ହେବାକୁ ଯାଉଛି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ୟୁପିଏସ୍ସିକୁ ଚିଠି ଲେଖାଯାଇଛି । ଲାଟେରାଲ୍ ଏଣ୍ଟ୍ରିକୁ ନେଇ ଲଗାତାର…
ମୋଦି ଚାହୁଁଛନ୍ତି SC-ST ସମାଜ ସଚିବାଳୟରେ ନୁହେଁ,ଶୌଚାଳୟରେ ବସନ୍ତୁ: ତେଜସ୍ବୀ ଯାଦବ
ପାଟନା,୨୦।୮: ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ତେଜସ୍ବୀ ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପାକୁ ଟାର୍ଗେଟ୍ କରିଛନ୍ତି। ଉପରେ ଆକ୍ରମଣ କରିଛନ୍ତି। ମଙ୍ଗଳବାର ଲାଟେରାଲ ଏଣ୍ଟ୍ରି ଉପରେ ପ୍ରତିକ୍ରିୟା ପ୍ରକାଶ କରି ସେ କହିଛନ୍ତି, ଏମାନେ(ଭାଜପା…
କୋଲକାତା ମାମଲାରେ ମମତାଙ୍କୁ ଘେରିଲେ ରାହୁଲ, କରିଦେଲେ ଏମିତି ଟ୍ବିଟ୍ ରାଗିକି ନିଆଁବାଣ…
କୋଲକାତା,୨୦।୮: କୋଲକାତାର ଆରଜି କର ହସ୍ପିଟାଲରେ ଜଣେ ଟ୍ରେନିଂ ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ପରେ ପୁରା ଦେଶ ସ୍ତବ୍ଧ ହୋଇପଡିଛି। ଯାହାକୁ ନେଇ ଜାତୀୟ ରାଜନୀତି ଉଠୁଛି ପଡୁଛି। ତେବେ ଏହି ଛାତିଥରା ଘଟଣାକୁ ନେଇ ଦେଶର ସମସ୍ତ ଡାକ୍ତରଖାନା…

