କୋଲକାତା ଲଜ୍ଜା: ସନ୍ଦୀପ ଘୋଷଙ୍କ ଘରେ ସିବିଆଇ ଚଢ଼ାଉ
କୋଲକାତା,୨୫ା୮: କୋଲକାତା ବଳାତ୍କାର ମାମଲାକୁ ନେଇ ସମଗ୍ର ଦେଶରେ ବିଦ୍ରୋହ ଦେଖାଦେଇଛି। ପଶ୍ଚିମବଙ୍ଗ ସରକାର କହିବା ସତ୍ତ୍ୱେ ଡାକ୍ତରମାନେ ନିରାପତ୍ତା ସୁନିଶ୍ଚିତ ନ କରି କାମକୁ ଫେରିବାକୁ ପ୍ରସ୍ତୁତ ନୁହନ୍ତି। #WATCH | Kolkata, West Bengal: CBI Anti Corruption…
ସଞ୍ଜୟଙ୍କ ହାତରେ ରହିଛି ବଡ଼ ଆଘାତ ଚିହ୍ନ, ସିବିଆଇ କହିଲା ହୋଇପାରେ…
କୋଲକାତା,୨୫।୮:କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ଘଟଣାର ଦ୍ୱିତୀୟ ଦିନରେ କୋଲକାତା ପୋଲିସ ଗିରଫ କରିଥିଲା। କୋଲକାତା ମାମଲାର ତଦନ୍ତ ବର୍ତ୍ତମାନ ସିବିଆଇ…
ବାଂଲାଦେଶ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତିଙ୍କୁ ସୀମାରେ ଅଟକ
ଢାକା,୨୫ା୮(ପି.ଟି.): ବାଂଲାଦେଶ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ଭାରତ ସୀମାନ୍ତ ସିଲ୍ହେଟ୍ ନିକଟରୁ ବାଂଲାଦେଶ ସୀମା ସୁରକ୍ଷା ଗାର୍ଡ (ବିଜିବି) ଶୁକ୍ରବାର ବିଳମ୍ବିତ ରାତିରେ ଅଟକ ରଖିଛି। ସେ ଭାରତ ଖସିପଳାଇବାକୁ ଉଦ୍ୟମ କରୁଥିଲେ ବୋଲି ଅଭିଯୋଗ ହୋଇଛି। ଏହାର କିଛି…
ପୁଣେରେ ହେଲିକପ୍ଟର ଦୁର୍ଘଟଣା
ପୁଣେ,୨୪ା୮: ମହାରାଷ୍ଟ୍ରର ପୁଣେ ଜିଲାରେ ଶନିବାର ଗ୍ଲୋବାଲ ଭେକ୍ରା ଘରୋଇ ବିମାନ ଚଳାଚଳ କମ୍ପାନୀର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପାଇଲଟଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି। ମଳିଥିବା ସୂଚନା ମୁତାବକ, ମୁମ୍ବାଇର ଜୁହୁରୁ ଏଡବ୍ଲ୍ୟୁ-୧୩୯ ମଡେଲର ହେଲିକପ୍ଟରଟି…
୧୧ ଲକ୍ଷ ଲକ୍ଷପତି ଦିଦିଙ୍କୁ ପ୍ରମାଣପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ମୋଦି
ମୁମ୍ବାଇ,୨୪।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମହାରାଷ୍ଟ୍ର ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଏପରିକି ମହାରାଷ୍ଟ୍ର ଜାଲଗାଓଁରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଯୋଗଦେବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ୧୧ ଲକ୍ଷ ‘ଲକ୍ଷପତି ଦିଦି’ଙ୍କୁ ପ୍ରମାଣପତ୍ର ବାଣ୍ଟିବେ। ମହିଳା…
ଇସ୍ପାତ କାରଖାନା ବଏଲରରେ ବଡ଼ ଧରଣର ବିସ୍ଫୋରଣ
ମୁମ୍ବାଇ,୨୪ା୮: ମହାରାଷ୍ଟ୍ରର ଜଲ୍ନା ଜିଲାରେ ଥିବା ଏକ ଇସ୍ପାତ କାରଖାନା ବଏଲରରେ ଶନିବାର ଅପରାହ୍ନରେ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ୩୦ ଜଣ ଶ୍ରମିକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କେତେଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଗୁରୁତର ଥିବା…
ଅଭିଯୁକ୍ତ ସଞ୍ଜୟଙ୍କ ଭଉଣୀ ଦେଲେ ବଡ଼ ବୟାନ, ଯଦି ସେ ଭୁଲ କରିଛନ୍ତି…
କୋଲକାତା,୨୪।୮: କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କ ନିର୍ଦ୍ଦୟ ବଳାତ୍କାର ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ସିବିଆଇ କଡା ନଜର ରଖିଛି। ଆଜି ତାଙ୍କର ପଲିଗ୍ରାଫ ଟେଷ୍ଟ ହେଉଛି। ତେବେ ଏସବୁ…
ମୋଦି, ଯୋଗୀଙ୍କୁ ପ୍ରଶଂସା କରିବାରୁ ସ୍ତ୍ରୀଙ୍କୁ ତିନି ତଲାକ୍ ଦେଲେ ସ୍ବାମୀ
ବହରାଇଚ,୨୪।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରିବା ଉତ୍ତରପ୍ରଦେଶ ବହରାଇଚ ଜିଲା ମହୋଲ୍ଲା ସରାୟରେ ରହୁଥିବା ମରିୟମ ନାମ୍ନୀ ଜଣେ ମୁସଲମାନ ମହିଳାଙ୍କୁ ଭାରି ପଡ଼ିଛି। ମରିୟମଙ୍କ ଉପରେ ତାଙ୍କ ସ୍ବାମୀ ଅର୍ସଦ ଗରମ…
ମୋଦି ସରକାରଙ୍କ ବଡ଼ ଘୋଷଣା, ୨୫ବର୍ଷ କାମ କରିଥିଲେ ପେନସନରେ ମିଳିବ ୫୦ପ୍ରତିଶତ
ନୂଆଦିଲ୍ଲୀ,୨୪।୮: ପେନସନ ଯୋଜନା ସମ୍ପର୍କରେ ମୋଦି ସରକାର ଏକ ବଡ ଘୋଷଣା କରିଛନ୍ତି। ଶନିବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ପୁରୁଣା ପେନସନ ସ୍କିମ ଏବଂ ନୂଆ ପେନସନ ସ୍କିମ ବଦଳରେ ୟୁନିଫାଏଡ ପେନସନ ସ୍କିମ (ୟୁପିଏସ) କୁ ଅନୁମୋଦନ କରାଯାଇଛି। ସରକାର…
ଡିଅର ପ୍ରଫେସର ଘୋଷ…ଆରଜିକର ପୂର୍ବ ପ୍ରିନ୍ସପାଲ ସନ୍ଦୀପ ଘୋଷଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ମମତା! ଭାଇରାଲ ହେଉଛି ଚିଠି
କୋଲକାତା,୨୪।୮: କୋଲକାତାରେ ଜଣେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ଗୋଟିଏ ପରେ ଗୋଟିଏ ଦ୍ୱନ୍ଦ୍ୱରୁ ପରଦା ହଟୁଛି। ସିବିଆଇ ବର୍ତ୍ତମାନ ଏହି ମାମଲାର ତଦନ୍ତ କରୁଛି। ଏହି ସମୟରେ, ସିଏମ ମମତା ବାନାର୍ଜୀଙ୍କର ଏକ ସ୍ବତନ୍ତ୍ର ଚିଠି ଭାଇରାଲ…
ସଞ୍ଜୟଙ୍କ ମନରେ ନାହିଁ ପଶ୍ଚାତାପ: ଜେଲ୍ର କାଳକୋଠରୀ ଭିତରେ ହସୁଛନ୍ତି ରାକ୍ଷାସ ହସ
କୋଲକାତା,୨୪।୮: କୋଲକାତାର ଆରଜି କର ମେଡିକାଲ କଲେଜର ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣା ପରେ ଅଭିଯୁକ୍ତ ସଞ୍ଜୟ ରୟଙ୍କ ଚରିତ୍ର ପଦାରେ ପଡ଼ିଲାଣି ସିବିଆଇ ଅଧିକାରୀଙ୍କ କହିବା ଅନୁସାରେ, ସଞ୍ଜୟ ଜଣେ ବିକୃତ ମାନସିକତାର ବ୍ୟକ୍ତି ।…
ସିବିଆଇ ରୁଜୁ କଲା ମାମଲା, ଗିରଫ ହେବେ ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ!
କୋଲକାତା,୨୪।୮: ଆର ଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ଏବେ ଅଡୁଆରେ। ନିଜ ହସ୍ପିଟାଲର ସେମିନାର ରୁମରୁ ଟ୍ରେନି ମହିଳା ଡାକ୍ତରଙ୍କ କ୍ଷତାକ୍ତ ମୃତଦେହ ମିଳିବା ଦିନ ଠାରୁ ସନ୍ଦୀପ ବିବାଦରେ ରହିଛନ୍ତି। ସିବିଆଇ…

