ଜାତୀୟ

ରାଜ୍ୟ ସଭାକୁ ୧୨ ସଦସ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ: ସଂଖ୍ୟାଗରିଷ୍ଠତା ହାସଲ କଲା ଏନ୍‌ଡିଏ

ନୂଆଦିଲ୍ଲୀ,୨୭ା୮: ରାଜ୍ୟ ସଭାକୁ ୧୨ ସଦସ୍ୟ ମଙ୍ଗଳବାର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ପରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ଉଚ୍ଚ ସଦନରେ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଉପନିର୍ବାଚନରେ ଭାଜପାରୁ ୯ ଜଣ ସଦସ୍ୟ ନିର୍ଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିବାବେଳେ ସହଯୋଗୀ ଦଳରୁ ୨ ଜଣ…

ଭବିଷ୍ୟତରେ ଆଉ ଜନ୍ମ ହେବେନି ପୁଅ, କେବଳ ଜନ୍ମ ହେବେ ଝିଅ, ଗବେଷଣାରୁ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୭।୮: ମହିଳାଙ୍କ ଗର୍ଭରେ ବଢୁଥିବା ଗର୍ଭସ୍ଥ ଶିଶୁର ଲିଙ୍ଗ କ’ଣ ହେବ। ଅର୍ଥାତ ପୁଅ ହେବ ନା ଝିଅ ହେବ, ତାହା ବାପାମାଆଙ୍କ କ୍ରୋମୋଜୋମ ଉପରେ ନିର୍ଭର କରିଥାଏ। ମହିଳାଙ୍କ ଶରୀରରେ ଦୁଇଟି ଏକ୍ସ କ୍ରୋମୋଜୋମ ଏବଂ ପୁରୁଷ ଶରୀରରେ ଗୋଟିଏ…

କଙ୍ଗନାଙ୍କୁ ଭାଜପାର ଚେତାବନୀ ପରେ ମୁହଁ ଖୋଲିଲେ ବନ୍ଧୁ ଚିରାଗ ପାସଓ୍ବାନ, କହିଦେଲେ ଏତେ ବଡ଼ କଥା!

ନୂଆଦିଲ୍ଲୀ,୨୭।୮: ଅଭିନେତ୍ରୀ ତଥା ଭାଜପା ଏମପି କଙ୍ଗନା ରାଣାୱତ ସବୁବେଳେ ବିବାଦୀୟ ଟିପ୍ପଣୀ ଦେଇ ଚର୍ଚ୍ଚାରେ ଥାଆନ୍ତି। ନିକଟରେ ସେ କୃଷକ ଆନ୍ଦୋଳନ ଉପରେ ଦେଇଥିବା ଟିପ୍ପଣୀକୁ ନେଇ ତାଙ୍କୁ ସବୁଆଡୁୁ ସମାଲୋଚନା କରାଯାଇଥିଲା। କଙ୍ଗନା କୃଷକ ଆନ୍ଦୋଳନ ଉପରେ ଦେଇଥିବା…

କୋଲକାତା ମାମଲାରେ ଚାଞ୍ଚଲ୍ୟକର ଖୁଲାସା: କମିଶନରଙ୍କ ବାଇକ୍‌, ଚଢୁଥିଲା ସଞ୍ଜୟ ରୟ

କୋଲକାତା,୨୭।୮: କୋଲକାତା ବଳାତ୍କାର ପରେ ହତ୍ୟା ମାମଲାରେ ବଡ଼ ଖୁଲାସା ହୋଇଛି। ଯାହାକୁ ନେଇ ପୁରା ଦେଶରେ ହଇଚଇ ସୃଷ୍ଟି ହୋଇଛି । ଘଟଣା ଦିନ ରାତିରେ ଅଭିଯୁକ୍ତ ସଞ୍ଜୟ ରୟ ଚଲାଇଥିବା ବାଇକ କୋଲକାତା ପୋଲିସ କମିଶନର ନାମରେ ପଞ୍ଜିକୃତ…

ଭାଜପା-ମମତା ମୁହାଁମୁହିଁ, ଭାଜପାର ୧୨ଘଣ୍ଟିଆ ବନ୍ଦ ଡାକରାକୁ ନ ମାନିବାକୁ ନିର୍ଦ୍ଦେଶ ଦେଲେ ମମତା

କୋଲକାତା,୨୭।୮: ଭାରତୀୟ ଜନତା ପାର୍ଟି ଅଗଷ୍ଟ ୨୮ରେ ପଶ୍ଚିମବଙ୍ଗରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି। ଏହାକୁ ନେଇ ମମତା ବାନାର୍ଜୀ ଓ ପଶ୍ଚିମବଙ୍ଗ ଭାଜପାରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି।ମମତା ଏକ ଆଦେଶ ଜାରି କରି କହିଛନ୍ତି ଯେ, ବୁଧବାର…

ସିବିଆଇ ପରେ ଇଡି ନିଶାଣରେ ଆରଜି କର ହସ୍ପିଟାଲ, ସନ୍ଦୀପ ଘୋଷଙ୍କ ବ୍ୟତୀତ ଅନେକଙ୍କ ଉପରେ ମନି ଲଣ୍ଡ୍ରିଂ ମାମଲା ରୁଜୁ

କୋଲକାତା,୨୭।୮: କୋଲକାତାର ଆର.ଜି କର ହସ୍ପିଟାଲରେ ମନି ଲଣ୍ଡ୍ରିଂକୁ ନେଇ ଇଡି (ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ) ଏକ ମାମଲା ରୁଜୁ କରିଛି। ଏନେଇ ଏଜେନ୍ସି ତଦନ୍ତ ଆରମ୍ଭ କରିଛି। ସିବିଆଇର ଏଫଆଇଆର୍‌ ଆଧାରରେ ଇଡି ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ଏବଂ…

ସିସିଟିଭି ଫୁଟେଜ ଭାଇରାଲ, ମହିଳା ଡାକ୍ତରଙ୍କ କେଶକୁ ଟାଣି ଲୁହାରଡ୍‌ରେ ପିଟିଲେ…

ଅମରାବତୀ,୨୭।୮: ଆନ୍ଧ୍ରପ୍ରଦେଶର ତିରୁପତିରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଶ୍ରୀ ଭେଙ୍କଟେଶ୍ୱରା ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସର ଏକ ସିସିଟିଭି ଫୁଟେଜ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯାହାକୁ ଦେଖି ସବୁଠି ଭୟର ବାତାବରଣ ଖେଳି ଯାଇଛି। ଏହି…

ଡିଏନଏ-ଫରେନସିକ ରିପୋର୍ଟରୁ ଆସିଲା ସାଙ୍ଘାତିକ ତଥ୍ୟ, କୋଲକାତା ମାମଲାରେ ଅନ୍ୟ ବ୍ୟକ୍ତିଙ୍କ ରହିଛି…

କୋଲକାତା,୨୭।୮: କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲାରେ ସିବିଆଇ ସଞ୍ଜୟ ରୟଙ୍କୁ ଗିରଫ କରିଛି। ତେବେ ପଲିଗ୍ରାଫ ଟେଷ୍ଟ ପରେ ଏବେ DNA ଏବଂ ଫରେନସିକ ରିପୋର୍ଟରୁ ସାଙ୍ଘାତିକ…

ଚମ୍ପାଇଙ୍କ ପାଇଁ ନିଜ ଭାଇଙ୍କୁ ଛାଡିଦେଲେ ହେମନ୍ତ ସୋରେନ, ବରିଷ୍ଠ କଂଗ୍ରେସ ନେତାଙ୍କ ବିସ୍ଫୋରକ ବୟାନ

ନୂଆଦିଲ୍ଲୀ,୨୭।୮: ଝାଡଖଣ୍ଡ ରାଜନୀତିରେ ପୁଣି ଥରେ ହଇଚଇ ପରିସ୍ଥିତି ସୃଷ୍ଟି ହୋଇଛି। ପୂର୍ବ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଆଜି ପୁଣି ଭାଜପାରେ ସାମିଲ୍‌ ହେବା ନେଇ ସହମତି ପ୍ରକାଶ କରିଛନ୍ତି। ଯାହାକୁ ନେଇ ଜାତୀୟ ରାଜନୀତି ଉଠୁଛି ପଡୁଛି। ଏହାକୁ ନେଇ…

ବାଇଡେନଙ୍କ ପରେ ମୋଦିଙ୍କୁ ଫୋନ କଲେ ପୁଟିନ୍‌, ପଚାରିଦେଲେ ଏମିତି କଥା…

ନୂଆଦିଲ୍ଲୀ,୨୭।୮: ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ସହ ଫୋନରେ କଥା ହୋଇଛନ୍ତି। ପିଏମ ମୋଦିଙ୍କ ଏହି ବାର୍ତ୍ତାଳାପ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ସେ ନିକଟରେ ଜେଲେନସ୍କିଙ୍କୁ ଭେଟି ଫେରିଛନ୍ତି। ଏହାପୂର୍ବରୁ ଆମେରିକାର ରାଷ୍ଟ୍ରପତି ଜୋ…

କେଜ୍‌ରିଓ୍ବାଲଙ୍କୁ ଝଟକା: ମିଳିଲାନି ଜାମିନ, ଏତିକି ଯାଏ ରହିବେ ଜେଲରେ

ନୂଆଦିଲ୍ଲୀ,୨୭।୮: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ନ୍ୟାୟିକ ହେପାଜତ ପୁଣି ଥରେ ବୃଦ୍ଧି କରାଯାଇଛି। ସିବିଆଇ ମାମଲାରେ ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ ଏହି ନିଷ୍ପତ୍ତି ଦେଇଛନ୍ତି। ବର୍ତ୍ତମାନ ସିଏମ କେଜ୍‌ରିଓ୍ବାଲଙ୍କୁ ସେପ୍ଟେମ୍ବର ୩ ପର୍ଯ୍ୟନ୍ତ ଜେଲରେ ରହିବାକୁ ପଡିବ। ସୂଚନାଯୋଗ୍ୟ…

ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଲେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ରିଙ୍କୁ ସିଂ: ଜାଣନ୍ତୁ କାହିଁକି

ଲକ୍ଷ୍ନୌ,୨୭।୮: ଭାରତୀୟ ଦଳର ତାରକା ବ୍ୟାଟ୍ସମ୍ୟାନ ରିଙ୍କୁ ସିଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି। ସେ ମୁଖ୍ୟମନ୍ତ୍ରୀଙ୍କୁ ଲକ୍ଷ୍ନୌରେ ଥିବା ତାଙ୍କ ସରକାରୀ ବାସଭବନରେ ଭେଟି ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ। ଏହି ସମୟରେ ତାଙ୍କୁ ଧଳା ଟି-ଶର୍ଟ ଏବଂ କଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?