ଜାତୀୟ

ବହୁତ ହୋଇଗଲା, ଆଉ ବରଦାସ୍ତ କରାଯିବନି, କାହିଁକି ଏମିତି କହିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୮ା୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଏକ ବଡ଼ ବିବୃତ୍ତି ସାମ୍ନାକୁ ଆସିଛି। ସେ କହିଛନ୍ତି, ବହୁତ ହୋଇଗଲା, ଆଉ ବରଦାସ୍ତ କରାଯିବନି। କୋଲକାତାର ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲାରେ ରାଷ୍ଟ୍ରପତି ଏପରି କଡ଼ା ବିବୃତ୍ତି ଦେଇଛନ୍ତି।…

ଟେନ୍‌ସନ୍‌ରେ ଅଛନ୍ତି ହେମନ୍ତ ସୋରେନ୍‌: ଦିନେ ଭୋଟ ବ୍ୟାଙ୍କ୍‌ ପାଇଁ ଚମ୍ପାଇଙ୍କ ବିରୋଧରେ ଆକ୍ସନ ନେଇ ନ ଥିଲେ,ଆଉ ଆଜି…

ରାଞ୍ଚି,୨୮।୮: ଝାଡଖଣ୍ଡ ବିଧାନସଭା ପୂର୍ବରୁ ରାଜ୍ୟରେ ଚାଲିଥିବା ପ୍ରମୁଖ ରାଜନୈତିକ ଅସ୍ଥିରତା ଭାଜପା ପାଇଁ ଲାଭଦାୟକ ଏବଂ ଶାସକ ଦଳ ଜେଏମଏମ ପାଇଁ କ୍ଷତିକାରକ ହୋଇପାରେ। ଚମ୍ପାଇ ସୋରେନଙ୍କ ବିଜେପିରେ ଯୋଗଦେବା ନିଷ୍ପତ୍ତି ଜେଏମଏମ ପାଇଁ ଟେନସନ ପରିସ୍ଥିତି ସୃଷ୍ଟି କରୁଥିବା…

ପ୍ରଥମେ କାର୍‌ ଉପରକୁ ଗୁଳି ଚଳାଇଥିଲେ, ପରେ ବୋମା ପକାଇଥିଲେ, ଭାଜପା ନେତାଙ୍କ ଉପରେ ହୋଇଥିବା ଆକ୍ରମଣର ଭିଡିଓ ଭାଇରାଲ

କୋଲକାତା,୨୮।୮: ବୁଧବାର ପଶ୍ଚିମବଙ୍ଗର ଉତ୍ତର -୨୪ ପରଗାନା ଜିଲାର ୧୨ ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ ଡାକରା ସମୟରେ ଭାରତୀୟ ଜନତା ପାର୍ଟି (ଭାଜପା) ନେତା ପ୍ରିୟାଙ୍ଗୁ ପାଣ୍ଡେଙ୍କ ଉପରେ ଜଣେ ଅଜଣା ବ୍ୟକ୍ତିଙ୍କ ଦ୍ୱାରା ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ତୃଳମୂଳ…

କଙ୍ଗନାକୁ କଡ଼ା ତାଗିଦ୍‌ କରୁଛି ଭାଜପା, ବଡ଼ ଖୁଲାସା କଲେ ଭାଜପା ନେତ୍ରୀ!

କୃଷକ ଆନ୍ଦୋଳନକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ ଭାଜପାକୁ ହରଡଘଣାରେ ପକେଇଛନ୍ତି ଭାଜପା ନେତ୍ରୀ କଙ୍ଗନା ରଣାଓ୍ବତ। ଯାହାକୁ ନେଇ ଦଳ ତାଙ୍କୁ ତାଗିଦ୍‌ କରିଛି। ଏପରି ବିବାଦୀୟ ମନ୍ତବ୍ୟ ନ ଦେବାକୁ ଦଳ ତାଙ୍କୁ ଚେତାବନୀ ଦେଇଛି। ଏକ ଜାତୀୟ…

‘ଇସ୍ତଫା ମାଗିବାର ଅଛି ତ ପିଏମ୍‌ ମୋଦିଙ୍କୁ ମାଗନ୍ତୁ’, ପଶ୍ଚିମବଙ୍ଗ ବନ୍ଦକୁ ନେଇ ଏମିତି କହିଦେଲେ ମମତା

କୋଲକାତା,୨୮।୮: କୋଲକାତାର ଆର୍‌.ଜି. କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବିକରି ମଙ୍ଗଳବାର ଅପରାହ୍ନରେ ବିକ୍ଷୋଭକାରୀମାନେ ରାଜ୍ୟ ସଚିବାଳୟ ‘ନବାନ୍ନ’ ଅଭିମୁଖେ ଶୋଭାଯାତ୍ରାରେ ବାହାରିଥିଲେ।…

ପୀଡିତା ପରିବାରକୁ ‘ସରି’ କହିଲେ ମମତା, ଜାଣନ୍ତୁ କାହିଁକି

କୋଲକାତା,୨୮।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର କୋଲକାତା ସ୍ଥିତ ଆରଜି ମେଡିକାଲ କଲେଜରେ ହୋଇଥିବା ମହିଳା ଡାକ୍ତରଙ୍କୁ ଭୟାନକ ବଳାତ୍କାର ପରେ ହତ୍ୟା ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ନିଜ ସୋସିଆଲ ମିଡିଆ ଏକ୍ସରେ ମମତା ପୀଡିତା ପରିବାରଙ୍କୁ ‘ସରି’…

ମହାରାଷ୍ଟ୍ରରେ ହେବ ବଡ଼ ଖେଳ: ଡକାଗଲା ଜରୁରୀ ବୈଠକ

ମୁମ୍ବାଇ,୨୮।୮: ଶିବସେନା ନେତା ଉଦ୍ଧବ ଠାକୁରଙ୍କ ବଙ୍ଗଳା ମାତୋଶ୍ରୀ ଠାରେ ମହାବିକାଶ ଅଗାଡି(ଏମ୍‌ଭିଏ) ପକ୍ଷରୁ ଏକ ଜରୁରୀ ବୈଠକ ଡକାଯାଇଛି। ଏହି ବୈଠକରେ ଉଦ୍ଧବ ଠାକରେ, ଶରଦ ପାୱାର ଏବଂ ନାନା ପାଟୋଲଙ୍କ ସମେତ ଏମ୍‌ଭିଏର ବିଶିଷ୍ଟ ନେତାମାନେ ଯୋଗଦେବେ। ଯଦିଓ…

ସୋସିଆଲ ମିଡିଆ ୟୁସର୍ଜଙ୍କୁ ୮ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଦେବେ ଯୋଗୀ ସରକାର, ଜାଣନ୍ତୁ କ’ଣ ରହିଛି ନୂଆ ପଲିସି

ଲକ୍ଷ୍ନୌ,୨୮।୮: ସୋସିଆଲ ମିଡିଆ ଜରିଆରେ ଟଙ୍କା ରୋଜଗାର କରୁଥିବା ଲୋକଙ୍କ ପାଇଁ ଉତ୍ତରପ୍ରଦେଶ ସରକାର ଏବେ ଏକ ନୂଆ ନୀତି ଆଣିଛନ୍ତି। ଯେଉଁମାନେ ସରକାରଙ୍କ କାର୍ଯ୍ୟକୁ ପ୍ରୋତ୍ସାହିତ କରୁଛନ୍ତି ସେମାନଙ୍କ ଫୋଲର୍ସ ଅନୁଯାୟୀ ଟଙ୍କ ମିଳିବ। ସରକାରଙ୍କ ତରଫରୁ ପ୍ରତି ମାସରେ…

ଜମ୍ମୁ କଶ୍ମୀର ନିର୍ବାଚନ ପୂର୍ବରୁ ମେଣ୍ଟରେ ଫାଟ, କଂଗ୍ରେସ ସହ ମେଣ୍ଟ କରିବାରୁ ସ୍ବାଧୀନ ଲଢିବେ ଏନସି ନେତା

ଶ୍ରୀନଗର,୨୮।୮: ଆଗକୁ ଜମ୍ମୁ କଶ୍ମୀର ନିର୍ବାଚନ ଥିବାବେଳେ କଂଗ୍ରେସ ଏବଂ ନ୍ୟାଶନାଲ ପ୍ରୋଗେସିଭ୍‌ ଦଳ ମେଣ୍ଟ କରିବାକୁ ନିଷ୍ପତ୍ତି ଦେଇଛନ୍ତି। ତେବେ ଏହାକୁ ନେଇ ଦଳ ଭିତରେ ବିବାଦ ଦେଖାଯାଇଛି। ନ୍ୟାଶନାଲ ପ୍ରୋଗେସିଭ୍‌ର ଅସନ୍ତୋଷ ନେତାମାନେ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର…

ରାହୁଲ ଗାନ୍ଧୀଙ୍କ ଦଳର ପତାକା ଧରି ବୁଲିବି, ଏମିତି କ’ଣ କହିଦେଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ,୨୮।୮: ଲୋକ ସଭାରେ କଂଗ୍ରେସ ଏମପି ତଥା ବିରୋଧୀଦଳର ନେତା ରାହୁଲ ଗାନ୍ଧୀ ଜାତିଗତ ଜନଗଣନା ନେଇ ନିରନ୍ତର ଦାବି କରୁଛନ୍ତି। ସେ କହିଛନ୍ତି ଯେ, ଏହା ମାଧ୍ୟମରେ ଆମେ ଜାଣିବାକୁ ପାଇବା ଯେ କେଉଁ ସମାଜ କେତେ ପଛୁଆ ବର୍ଗରେ…

‘ମୁଁ ସିଜେଆଇ କହୁଛି, ମୋତେ ୫୦୦ ଟଙ୍କା ପଠାଅ’: ଆସିଲା ଏମିତି ମେସେଜ, ତା’ପରେ…

ନୂଆଦିଲ୍ଲୀ,୨୮।୮: ସାଇବର ଠକେଇ ମାମଲା ଦିନକୁ ଦିନ ବଢିବାରେ ଲାଗିଛି। ଏହି ସମୟରେ ଦିଲ୍ଲୀରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଏକ ସ୍କାମର ନିଜକୁ ଚିଫ୍‌ ଜଷ୍ଟିସ ଅଫ ଇଣ୍ଡିଆ(ସିଜେଆଇ) କହି ୫୦୦ ଟଙ୍କାର ଠକେଇ କରିବାର ଚେଷ୍ଟା…

ମୋହନ ଭାଗବତଙ୍କ ସୁରକ୍ଷା ବଢିଲା: ଏଣିକି ମୋଦି-ଶାହାଙ୍କ ଭଳି ମିଳିବ ସୁରକ୍ଷା

ନୂଆଦିଲ୍ଲୀ,୨୮।୮:କେନ୍ଦ୍ର ସରକାର ରାଷ୍ଟ୍ରିୟ ସ୍ବୟଂସେବକ ସଂଗଠନ (ଆରଏସଏସ) ମୁଖ୍ୟ ମୋହନ ଭଗବତଙ୍କ ସୁରକ୍ଷାକୁ ଆହୁରି ମଜଭୁତ କରିଛନ୍ତି। ଗୃହ ମନ୍ତ୍ରଣାଳୟ ତାଙ୍କ ସୁରକ୍ଷାକୁ ଜେଡ୍‌ ପ୍ଲସ୍‌ରୁ ଏଏସ୍‌ଏଲ୍‌ (ଆଡଭାନ୍ସ ସିକ୍ୟୁରିଟି ଲାଏସନ୍‌)କୁ ବୃଦ୍ଧି କରିଛି। ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?