ଜାତୀୟ

ପଶ୍ଚିମବଙ୍ଗ ବନ୍ଦ ଭିତରେ ତେଜିଲା ହିଂସା, ଭାଜପା ନେତାଙ୍କ କାର୍‌ ଉପରକୁ ୬ରାଉଣ୍ଡ ଗୁଳି ଚଳାଇଲେ ଆକ୍ରମଣକାରୀ

କୋଲକାତା,୨୮।୮: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ନବାନ୍ନ ଅଭିଯାନ ସମୟରେ ବିକ୍ଷୋଭକାରୀଙ୍କ ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନ ବିରୋଧରେ ଭାଜପା ବୁଧବାର ରାଜ୍ୟବ୍ୟାପୀ ବନ୍ଦ ଘୋଷଣା କରିଛି। ବନ୍ଦ ସମୟରେ ଅନେକ ସ୍ଥାନରେ ଅନେକ ବିଶୃଙ୍ଖଳା ଦେଖିବାକୁ ମିଳୁଛି। ଏହି ସମୟରେ ଭାଜପା ନେତା…

ଭାଜପାକୁ ଆଉ କେହି ଦେଖାଇପାରିବେନି ନାଲିଆଖି: ୧୦ ବର୍ଷ ମଧ୍ୟରେ ପ୍ରଥମଥର ଘଟିଲା ଏମିତି

ନୂଆଦିଲ୍ଲୀ,୨୮।୮: ୧୨ଟି ରାଜ୍ୟ ସଭା ଆସନରେ ଉପ-ନିର୍ବାଚନରେ ସମସ୍ତ ପ୍ରାର୍ଥୀ ବିନା ନିର୍ବାଚନରେ ନିର୍ବାଚିତ ହୋଇଛନ୍ତି। ଏଥିରେ ନ୍ୟାଶନାଲ ଡେମୋକ୍ରାଟିକ ଆଲାଇନ୍ସ (ଏନଡିଏ) ୧୧ଟି ସିଟ ଜିତିଛି। ଏଥି ସହ କଂଗ୍ରେସ ଗୋଟିଏ ଆସନ ହାତେଇଛି। ଫଳରେ ରାଜ୍ୟ ସଭାରେ ଭାରତୀୟ…

କୋଲକାତା ବଳାତ୍କାର ଘଟଣାରେ ନୂଆ ଅପଡେଟ୍‌: ସାଙ୍ଗ ଖୋଲିବେ ସଞ୍ଜୟଙ୍କ ରାଜ୍‌, ହତ୍ୟା ପରେ ସେହିଦିନ ରାତିରେ ଅଭିଯୁକ୍ତ…

କୋଲକାତା,୨୮।୮: ୧୩ ଦିନ ବିତିଗଲାଣି କିନ୍ତୁ କୋଲକାତା ଡାକ୍ତର ବଳାତ୍କାର, ହତ୍ୟା ରହସ୍ୟର ସମାଧାନ ଏ ପର୍ଯ୍ୟନ୍ତ ହୋଇପାରିନାହିଁ। ଦେଶର ସର୍ବବୃହତ ଅନୁସନ୍ଧାନକାରୀ ସଂସ୍ଥା ସିବିଆଇ ୧୧ ଦିନ ଧରି ପଚରାଉଚରା କରୁଛି। ବର୍ତ୍ତମାନ ପର୍ଯ୍ୟନ୍ତ ୧୦୦ରୁ ଅଧିକ ଲୋକଙ୍କୁ ପଚରାଉଚରା…

ଯୋଗୀଙ୍କୁ ଅଦରକାରୀ ମୁଖ୍ୟମନ୍ତ୍ରୀ କହିଲେ ନିଜ ଦଳର ବରିଷ୍ଠ ନେତା

ଲକ୍ଷ୍ନୌ,୨୮।୮: ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ତଥା ଭାଜପା ବିଧାୟକଙ୍କ ପିତା ରାମ ସରନ ବର୍ମା ନିଜ ସରକାର ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସରକାରଙ୍କ ଉପରେ ପ୍ରଶ୍ନ ଉଠାଇବାବେଳେ ସେ ବିଏସପି ସୁପ୍ରିମୋ ମାୟାବତୀଙ୍କ କାର୍ଯ୍ୟକାଳକୁ ପ୍ରଶଂସା କରିବା ସହ ତାଙ୍କୁ…

ସାରା ବିଶ୍ୱରେ ‘ଏକ୍ସ’ ସର୍ଭିସ ଡାଉନ୍‌: ଅଭିଯୋଗ ଆଣିଲେ ୟୁଜର୍ସ

ନୂଆଦିଲ୍ଲୀ,୨୮।୮: ସାମାଜିକ ନେଟୱାର୍କିଂ ପ୍ଲାଟଫର୍ମ ‘ଏକ୍ସ’ର ସର୍ଭିସ ଡାଉନ୍‌ ହୋଇଛି। ଅନେକ ଇଣ୍ଟରନେଟ ୟୁଜର୍ସ ଏ ବିଷୟରେ ଅଭିଯୋଗ କରିଛନ୍ତି। ‘ଏକ୍ସ’ର ସେବା ବିଶ୍ୱସ୍ତରରେ ଡାଉନ୍‌ ହୋଇଛି। ତେବେ କମ୍ପାନୀ ଏ ବାବଦରେ ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ଦେଇନାହିଁ। ‘ଏକ୍ସ’…

ପଶ୍ଚିମବଙ୍ଗ ବନ୍ଦ ମଧ୍ୟରେ ଆସିଲା ମୁଖ୍ୟମନ୍ତ୍ରୀ ମମତାଙ୍କ ମେସେଜ୍‌, ଇସ୍ତଫାକୁ ନେଇ ଜାଣନ୍ତୁ କ’ଣ କହିଲେ

କୋଲକାତା,୨୮।୮: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ତୃଳମୂଳ ଛାତ୍ର ପରିଷଦ ଫାଉଣ୍ଡେସନ ଦିବସ ଅବସରରେ କୋଲକାତା ବଳାତ୍କାର-ହତ୍ୟା ମାମଲାର ପୀଡିତାଙ୍କୁ ମନେ ପକାଇଛନ୍ତି। ପୀଡିତାଙ୍କୁ ଯଥାଶୀଘ୍ର ନ୍ୟାୟ ମିଳିବା ଉଚିତ ବୋଲି ସେ କହିଛନ୍ତି। ସିଏମ୍‌ଙ୍କ ଏହି ବିବୃତ୍ତି ଏପରି…

କଙ୍ଗନାଙ୍କ ମିଳିଲା ହତ୍ୟା ଧମକ: ଲୋଡିଲେ ସୁରକ୍ଷା

ନୂଆଦିଲ୍ଲୀ, ୨୮।୮:‘ଏମର୍ଜେନ୍ସି’ ଚଳଚ୍ଚିତ୍ର ରିଲିଜ ହେଲେ ଅଭିନେତ୍ରୀ ତଥା ଏମ୍‌ପି କଙ୍ଗନା ରାଣାଓ୍ବତଙ୍କୁ ହତ୍ୟା କରାଯିବ ବୋଲି ଧମକ ମିଳିଛି। ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ୬ ଜଣ ବ୍ୟକ୍ତି ଗୋଟିଏ ରୁମ୍‌ରେ ବସି କଙ୍ଗନାଙ୍କୁ…

କୁନୋରେ ଆଉ ଏକ ଚିତାର ମୃତ୍ୟୁ

ନୂଆଦିଲ୍ଲୀ,୨୮ା୮: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଅବାଧ ବିଚରଣ କରୁଥିବା ଏକମାତ୍ର ଚିତାର ମଙ୍ଗଳବାର ମୃତ୍ୟୁ ଘଟିଛି। ପାଣିରେ ବୁଡ଼ି ଚିତାର ମୃତ୍ୟୁ ଘଟିଥିବା ବନ ଅଧିକାରୀମାନେ କହୁଥିବାବେଳେ ଶିକାରୀମାନେ ଆକ୍ରମଣ କରିଥାଇ ପାରନ୍ତି ବୋଲି ବନ୍ୟାପ୍ରାଣୀ କର୍ମୀ ସନ୍ଦେହ ପ୍ରକଟ…

ପୁଣି ଲଜ୍ଜା: ନର୍ସିଂ ଛାତ୍ରୀଙ୍କୁ ନିଶା ଦେଇ ବଳାତ୍କାର

ମୁମ୍ବାଇ, ୨୮।୮: ମହାରାଷ୍ଟ୍ର ରତ୍ନଗିରି ଜିଲାର ଜଣେ ୧୯ ବର୍ଷୀୟା ନର୍ସିଂ ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ଛାତ୍ରୀ ଜଣକ ସୋମବାର ରାତିରେ ଏକ ଅଟୋରିକ୍ସା ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ଅଟୋ ଡ୍ରାଇଭର ତାଙ୍କୁ ପିଇବା ପାଇଁ ପାଣି…

ରାଜ୍ୟ ସଭାକୁ ୧୨ ସଦସ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ନୂଆଦିଲ୍ଲୀ,୨୮ା୮: ରାଜ୍ୟ ସଭାକୁ ୧୨ ସଦସ୍ୟ ମଙ୍ଗଳବାର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ପରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ଉଚ୍ଚ ସଦନରେ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଉପନିର୍ବାଚନରେ ଭାଜପାରୁ ୯ ଏବଂ ସହଯୋଗୀ ଦଳରୁ ୨ ଜଣ ବିନା ପ୍ରତିଦ୍ୱନ୍ଦ୍ୱିତାରେ ଜିତିଛନ୍ତି। ଫଳରେ…

ଆର୍‌.ଜି. କର ହସ୍ପିଟାଲରେ ପଶିଲା ଇଡି

ନୂଆଦିଲ୍ଲୀ,୨୮।୮:ଟ୍ରେନି ମହିଳା ଡାକ୍ତର ବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ଚର୍ଚ୍ଚାରେ ଥିବା କୋଲକାତାର ଆର୍‌.ଜି. କର ମେଡିକାଲ କଲେଜ ଓ ହସ୍ପିଟାଲରେ ବ୍ୟାପକ ଆର୍ଥତ୍କ ଅନିୟମିତତା ଅଭିଯୋଗ ହୋଇଥିଲା। କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ଏହାର ତଦନ୍ତ ଚଳାଇଥିବାବେଳେ ମାମଲାର…

ନବାନ୍ନ ଅଭିଯାନ ବେଳେ ସଂଘର୍ଷ

କୋଲ୍‌କାତା,୨୮ା୮: କୋଲକାତାର ଆର୍‌.ଜି. କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବିକରି ମଙ୍ଗଳବାର ଅପରାହ୍ନରେ ବିକ୍ଷୋଭକାରୀମାନେ ରାଜ୍ୟ ସଚିବାଳୟ ‘ନବାନ୍ନ’ ଅଭିମୁଖେ ଶୋଭାଯାତ୍ରାରେ ବାହାରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?