ଜାତୀୟ

ବିହାରରେ ବ୍ୟାପିଲାଣୀ ଡେଙ୍ଗୁ, ହଟ ସ୍ପଟ ଉପରେ କଡା ନଜର

ପାଟନା,୨।୮: ବିହାରର ରାଜଧାନୀ ପାଟନା ସମେତ ଅନ୍ୟାନ୍ୟ ଜିଲାରେ ବର୍ଷା ଋତୁରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେବେ ସ୍ବାସ୍ଥ୍ୟ ବିଭାଗ ଲଗାତାର ମନିଟରିଂ ଏବଂ ଆଣ୍ଟି-ଲାର୍ଭା ସ୍ପ୍ରେ କରିବାକୁ ଦାବି କରୁଛି। ସ୍ପ୍ରେ କରିବା ପାଇଁ ମ୍ୟୁନିସିପାଲିଟି…

ବୁଡି ଗଲାଣି ଅଧା ଦେଶ! ବାଦଲ ଫଟା ବର୍ଷା ସାଙ୍ଗକୁ ଭୂସ୍ଖଳନ ସାଧାରଣ ଜନଜୀବନକୁ କଲାଣି ଅସ୍ତବ୍ୟସ୍ତ

ନୂଆଦିଲ୍ଲୀ,୨।୮: ପ୍ରକୃତି ଦେଶର ଅନେକ ସ୍ଥାନରେ ଏହାର ଭୟଙ୍କର ରୂପ ଦେଖାଉଛି। କେତେକ ସ୍ଥାନରେ ବାଦଲଫଟା ବର୍ଷା ଏବଂ ବିନାଶର ଦୃଶ୍ୟ ଥିବାବେଳେ କେତେକ ସ୍ଥାନରେ ଲଗାତାର ବର୍ଷା ରାସ୍ତାରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ନିକଟରେ ଦିଲ୍ଲୀ ପ୍ରବଳ ବର୍ଷାରେ…

ଚାଇନାକୁ କଡା ବାର୍ତ୍ତା ଦେଲେ ମୋଦି, କହିଲେ ଆମେ ବିକାଶର ସମର୍ଥନ କରୁଛୁ…

ନୂଆଦିଲ୍ଲୀ,୨।୮: ଭାରତ ଏବଂ ଭିଏତନାମ ଗୁରୁବାର ସେମାନଙ୍କର ରଣନୀତିକ ସମ୍ପର୍କ ବିସ୍ତାର କରିବାକୁ ଏକ କାର୍ଯ୍ୟ ଯୋଜନାକୁ ଅନୁମୋଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ନିୟମ ଆଧାରିତ ଇଣ୍ଡୋ-ପାସିଫିକ ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ଏବଂ…

ସାମ୍ନାକୁ ଆସିଲା ସତ, କିଏ ହେବେ ନୀତୀଶଙ୍କ ଉତ୍ତରାଧିକାରୀ କହୁକହୁ କହିଦେଲେ ଏହି ନେତା

ପାଟ୍‌ନା,୨ା୮: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କ ଉତ୍ତରାଧିକାରୀ ଚୟନ କରିଛନ୍ତି। ଏହାକୁ ନେଇ ରାଜନୈତିକ ମହଲରେ ବେଶ୍‌ ଚର୍ଚ୍ଚା ହେଉଛି। ଇତିମଧ୍ୟରେ ଜଣେ ଆଇଏଏସ୍‌ ଅଧିକାରୀଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ଆସିଛି। ସେ ଚାକିରି ଛାଡ଼ି ଜୁଲାଇରେ ନୀତୀଶ କୁମାରଙ୍କ…

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା: କେଦାରନାଥରୁ ଏୟାରଲିଫ୍ଟ ହେଲେ ୫୧ ଜଣ

ଡେରାଡୁନ,୨।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶରେ ହୋଇଥିବା ପ୍ରବଳ ବର୍ଷା ଏବଂ ବିପର୍ଯ୍ୟୟ ପରିସ୍ଥିତି ଉପରେ ନଜରରେ ରଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ସମଗ୍ର ପରିସ୍ଥିତି ସମ୍ପର୍କରେ ସୂଚନା ନେଇଛି। ବାୟୁସେନାର ଚିନୁକ ଏମଆଇ ୧୭କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି।…

ମଣିପୁରରେ ଫେରୁଛି ଶାନ୍ତି; ମୈତେଇ-କୁକୀ ସମ୍ପ୍ରଦାୟ ମଧ୍ୟରେ ହେଲା ଚୁକ୍ତି

ନୂଆଦିଲ୍ଲୀ,୨ା୮: ପ୍ରାୟ ଦୁଇବର୍ଷ ଧରି ଅଶାନ୍ତ ଥିବା ମଣିପୁରରେ ଶାନ୍ତି ଫେରାଇ ଆଣିବା ଦିଗରେ ସରକାରଙ୍କୁ ବଡ଼ ସଫଳତା ମିଳିଛି। ଗୁରୁବାର ଜିରୀବାମ ଜିଲାର କୁକି-ଚିନ୍-ଜୋ ସମ୍ପ୍ରଦାୟର ବିବାଦୀୟ ମୈତେଇ ଏବଂ ହମାର ମଧ୍ୟରେ ହୋଇଥିବା ଚୁକ୍ତିନାମାକୁ ସୁଗମ କରି କହିଛନ୍ତି।ଯାହା…

ସାଟେଲାଇଟ୍‌ ଫଟୋରେ ଭୂସ୍ଖଳନର ଭୟାବହ ଚିତ୍ର

ନୂଆଦିଲ୍ଲୀ,୨ା୮:ଭାରତୀୟ ସାଟେଲାଇଟ୍‌ର ହାଇରିଜଲ୍ୟୁଶନ ଫଟୋରୁ ଓ୍ବାୟନାଡ୍‌ ଭୂସ୍ଖଳନର ବ୍ୟାପକ ଧ୍ୱଂସଲୀଳା ସାମ୍‌ନାକୁ ଆସିଛି। ପ୍ରାୟ ୮୬,୦୦୦ ବର୍ଗମିଟର ଜମି ଧସିଯାଇଥିବାବେଳେ ଇରୁବାଇଫୁଝା ନଦୀର ଉଭୟ ପାର୍ଶ୍ୱରେ ୮ କିଲୋମିଟର ପର୍ଯ୍ୟନ୍ତ ମାଟି, ପଥର ଓ ଭଗ୍ନାବଶେଷ ମାଡ଼ିଯାଇଥିବା ଭସ୍ଖଳନର ପୂର୍ବ ଓ…

କେରଳରେ ପ୍ରକୃତିର କରାଳ ରୂପ, ମୃତ୍ୟୁସଂଖ୍ୟା ୩୦୦ ଟପିଲା

ଥିରୁଭାନନ୍ତପୁରମ୍‌,୨ା୮: କେରଳର ଓ୍ବାୟନାଡ୍‌ ଭୂସ୍ଖଳନ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା ୩୦୦ ଟପିଥିବା ବେଳେ ୧୯୦ଟି ମୃତଦେହ ଉଦ୍ଧାର କରାଯାଇଛି। ୨୦୦ରୁ ଅଧିକ ଏବେ ବି ନିଖୋଜ ଅଛନ୍ତି। ପ୍ରବଳ ବର୍ଷା ଯୋଗୁ ଉଦ୍ଧାର କାର୍ଯ୍ୟରେ ବାଧାପ୍ରାପ୍ତ ଘଟିଛି।…

ମୋଦି ସରକାରରେ ୧୦ରୁ ୭ ମନ୍ତ୍ରୀ ଆରଏସ୍‌ଏସ୍‌ର: ଚାଞ୍ଚଲ୍ୟକର ଖୁଲାସା କଲେ ଟିଏମସି ନେତା

ନୂଆଦିଲ୍ଲୀ,୨।୮: ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ ଧନଖର ଗୃହରେ ରାଷ୍ଟ୍ରିୟ ସ୍ବୟଂ ସେବକ ସଂଗଠନ (ଆରଏସଏସ)କୁ ପ୍ରଶଂସା କରିଥିଲେ। କଂଗ୍ରେସ ସମେତ ଅନେକ ଦଳ ଏ ସମ୍ପର୍କରେ ଆପତ୍ତି ଉଠାଇଛନ୍ତି। ଚେୟାରମ୍ୟାନ ଦେଇଥିବା ପ୍ରଶଂସା ପରେ ତୃଣମୂଳ କଂଗ୍ରେସ (ଟିଏମସି) ନେତା…

ଭାରତରେ ପଡ଼ିଲା ଇସ୍ରାଏଲ୍‌-ହମାସ ଯୁଦ୍ଧର ପ୍ରଭାବ, ଫ୍ଲାଇଟ୍‌ ବାତିଲ୍‌ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ, ୦୨।୦୮: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଧିରେ ଧିରେ ତେଜିବାରେ ଲାଗିଛି । ହମାସ ଗ୍ରୁପ୍‌ର ସୁପ୍ରିମୋ ଇସ୍‌ମାଇଲ ହାନିଆଙ୍କ ହତ୍ୟା ପରେ ଚିହିଁକି ଉଠିଛି ହମାସ୍‌ । ସୁରକ୍ଷାକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ…

୫ ରାଜ୍ୟ, ୫୫ କୋଟି ଲୋକଙ୍କୁ ବଡ଼ ଫାଇଦା, ମୋଦି ସରକାର ଦେବାକୁ ଯାଉଛନ୍ତି ଗୁଡ୍‌ନ୍ୟୁଜ, ମମତା ବି ହୋଇଯିବେ ଖୁସି

ନୂଆଦିଲ୍ଲୀ,୨।୮: ମୋଦି ସରକାର ଆଉ ଏକ ଖୁସି ଖବର ଦେବାକୁ ଯାଉଛନ୍ତି। ମୋଦି କ୍ୟାବିନେଟ ଶୁକ୍ରବାର ପ୍ରାୟ ୫୦,୦୦୦ କୋଟି ଟଙ୍କା ମୂଲ୍ୟର ଆଠଟି ବଡ଼ ରାଜପଥ ବିକାଶ ପ୍ରସ୍ତାବକୁ ଅନୁମୋଦନ ପାଇଁ ବିଚାର କରିପାରନ୍ତି। ଏହି ପ୍ରକଳ୍ପରେ ଉତ୍ତରପ୍ରଦେଶ, ଆସାମ,…

କେନ୍ଦ୍ରମନ୍ତ୍ରୀଙ୍କ ବଡ଼ ଘୋଷଣା: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ମିଳିବ…

ନୂଆଦିଲ୍ଲୀ, ୨।୮: ଖୁବ୍‌ଶୀଘ୍ର ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ନଗଦ ବିହୀନ ଚିକିତ୍ସା ମିଳିବ। ଏନେଇ ନ୍ୟାଶନାଲ ହେଲ୍‌ଥ୍‌ ଅଥରିଟି(ଏନ୍‌ଏଚ୍‌ଏ) ସହଯୋଗରେ କେନ୍ଦ୍ର ସରକାର ଯୋଜନା ପ୍ରସ୍ତୁତ କରିଥିବା ନେଇ ଗୁରୁବାର କେନ୍ଦ୍ର ସଡ଼କ, ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri