ବାଳିକା ହଷ୍ଟେଲ ଓ୍ବାଶରୁମରେ କ୍ୟାମେରା, ଅଭିଯୁକ୍ତଙ୍କ ଲ୍ୟାପଟପରେ ୩୦୦ରୁ ଅଧିକ ଭିଡିଓ
ଅଭରାବତୀ,୩୦।୮: ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲାର ଏକ ଇଞ୍ଜିନିୟରିଂ କଲେଜର ବାଳିକା ହଷ୍ଟେଲର ୱାଶରୁମରେ ଲୁଚି ରହିଥିବା କ୍ୟାମେରା ମିଳିବା ପରେ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ଏହା ପରେ ଛାତ୍ରୀମାନେ ହଙ୍ଗାମା କରିଥିଲେ। ବର୍ତ୍ତମାନ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏହି ଘଟଣାର…
କୋଲକାତା କାଣ୍ଡ ଉପରେ ସୋସିଆଲ ମିଡିଆରେ କବିତା ଶେୟାର କରିବା ପାକିସ୍ତାନୀ ମହିଳା ବ୍ଲଗର୍ଙ୍କୁ ପଡ଼ିଲା ମହଙ୍ଗା
ନୂଆଦିଲ୍ଲୀ ,୩୦।୮: କୋଲକାତା ବଳାତ୍କାର ମାମଲା ପରେ ପାକିସ୍ତାନୀ ମହିଳା ବ୍ଲଗର୍ ସୋସିଆଲ ମିଡିଆରେ ମହିଳାଙ୍କ ଉପରେ ହେଉଥିବା ନିର୍ଯାତନା ବିଷୟରେ କବିତା ଲେଖିବା ମହଙ୍ଗା ପଡିଛି। ନିନ୍ଦା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ପାକିସ୍ତାନ ଦଖଲ କରିଥିବା କଶ୍ମୀର ପିଓକେରେ…
ଏବେ ମହାକାଶକୁ ଖୋଲିବ ରାସ୍ତା, ପ୍ରସ୍ତୁତ ହୋଇଗଲା ‘ବ୍ୟୋମମିତ୍ର’ର ଖପୁରୀ
ଥିରୁଭାନନ୍ତପୁରମ୍,୩୦ା୮: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଗଗନୟାନ ମିଶନ ପାଇଁ ପ୍ରସ୍ତୁତି ଚଳାଇଛି। ମିଶନ ପୂର୍ବରୁ କୌଣସି କ୍ରୁ ମେମ୍ବରଙ୍କ ବିନା ପରୀକ୍ଷା ବିମାନ ଉଡ଼ାଣ ହେବ। ଏହା ଅଧୀନରେ ମହାକାଶଯାନକୁ କ୍ରୁ ସଦସ୍ୟଙ୍କ ବିନା ମହାକାଶକୁ ପଠାଯିବ, କିନ୍ତୁ…
ଶିନ୍ଦେ ଗୋଷ୍ଠୀ ନେତାଙ୍କ ବିବାଦୀୟ ବୟାନ, ଅଜିତ ପାଓ୍ବାରଙ୍କ ପାଖରେ ବସିଲେ ମୋତେ ବାନ୍ତି ଲାଗେ…
ମୁମ୍ବାଇ,୩୦।୮: ଆଗକୁ ବିଧାନସଭା ନିର୍ବାଚନ ଥିବାବେଳେ ମହାରାଷ୍ଟ୍ର ରାଜନୀତି ସରଗରମ ରହିଛି। ମହାୟୁତି ବିଧାନସଭା ନିର୍ବାଚନକୁ ନେଇ ଅଣ୍ଟା ଭିଡିଥିବାବେଳେ ଅଜିତ ପାଓ୍ବାରଙ୍କ କିଛି ବୟାନ ଏବେ ମେଣ୍ଟର ମୁଣ୍ଡବିନ୍ଧାର କାରଣ ସାଜିଛି। ଅଜିତଙ୍କ ଦଳ ବିରୋଧୀ ବୟାନ ଏବେ ଭାଜପାର…
ବର୍ଷିଲେ କୋଲକାତା ପୀଡିତାଙ୍କ ମା’, କହିଲେ ମମତାଙ୍କ ପିଲା ନାହିଁ, ତେଣୁ ସେ ବୁଝି ପାରିବେନି ସନ୍ତାନ ହରାଇଥିବା ମାତା ପିତାଙ୍କ ଦୁଃଖ
କୋଲାକାତା,୩୦।୮: କୋଲକାତାର ଆର.ଜି କର ହସ୍ପିଟାଲରେ ବଳାତ୍କାର ଓ ହତ୍ୟାର ଶିକାର ହୋଇଥିବା ଜଣେ ମହିଳା ଟ୍ରେନି ଡାକ୍ତରଙ୍କ ମା’ ପୁଣିଥରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ବୁଧବାର ମୁଖ୍ୟମନ୍ତ୍ରୀ ଯାହା କହିଛନ୍ତି ତାହା ଆମକୁ…
ହାଲୋ ରାମଦାସଜୀ, ଆପଣ ମନ୍ତ୍ରୀ ହେବାକୁ ଯାଉଛନ୍ତି… ଫିତା କାଟୁଥିଲେ ବିଧାୟକ, ଫୋନ୍ କଲେ ହେମନ୍ତ ସୋରେନ
ରାଞ୍ଚି,୩୦।୮: ହାଲୋ….ରାମଦାସଜୀ, ଆପଣ ମନ୍ତ୍ରୀ ହେବାକୁ ଯାଉଛନ୍ତି। ଝାଡଖଣ୍ଡରେ ହଠାତ୍ ଜଣେ ବିଧାୟକଙ୍କ ପାଖକୁ ଫୋନ ଆସିଥିଲା। ଆଉ ସେ ବି ସିଏମ ହାଉସ୍ରୁ। ବିଧାୟକଜଣକ ସେତେବେଳେ ଗୋଟିଏ ସ୍ଥାନରେ ଶିଳାନ୍ୟାସ କରୁଥିଲେ। ହଠାତ୍ ଏକ ଅଜଣା ଫୋନ୍ କଲ୍ ଦେଖି…
ୱାୟନାଡ ନା ରାଏବରେଲି, ନିର୍ବାଚନରେ କେଉଁଠି ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି ରାହୁଲ, ଜାଣନ୍ତୁ…
ନୂଆଦିଲ୍ଲୀ,୩୦।୮: ନିକଟରେ ଶେଷ ହୋଇଥିବା ୧୮ ତମ ଲୋକ ସଭା ନିର୍ବାଚନରେ ପ୍ରାର୍ଥୀମାନେ ଖର୍ଚ୍ଚର ସବିଶେଷ ତଥ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିଛନ୍ତି। ନିର୍ବାଚନରେ ପ୍ରାର୍ଥୀମାନଙ୍କ ପାଇଁ ଖର୍ଚ୍ଚ ହୋଇଥିବା ଅର୍ଥର ବିବରଣୀ କଂଗ୍ରେସ ମଧ୍ୟ ଦାଖଲ କରିଛି। ରିପୋର୍ଟ…
ମୁଁ ଜଷ୍ଟିସ୍ ଚନ୍ଦ୍ରଚୂଡ଼ କହୁଛି, ଏହା ଶୁଣି ଲୋକେ ତାଜୁବ, ଜାଣନ୍ତୁ କାରଣ…
ନୂଆଦିଲ୍ଲୀ,୩୦ା୮: ସୋସିଆଲ ମିଡିଆରେ ମୁଁ ଜଷ୍ଟିସ୍ ଚନ୍ଦ୍ରଚୂଡ଼ କହୁଛି ବୋଲି ଏକ ପୋଷ୍ଟ ଭାଇରାଲ ହେଉଛି। ଯାହା ଶୁଣି ଲୋକେ ଚକିତ ହୋଇଯାଇଛନ୍ତି। ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ନାଁ ନେଇ ଜଣେ ଠକ ବ୍ୟକ୍ତି କ୍ୟାବ୍ ପାଇଁ ୫୦୦…
ଭାରତ ପାଇଁ ଆଉ ଏକ ଖରାପ ଖବର, ଏବେ ଏହି ପଡୋଶୀ ଦେଶରେ ହେବାକୁ ଯାଉଛି…
ନୂଆଦିଲ୍ଲୀ,୩୦।୮: ବାଂଲାଦେଶ ପରେ ମାଲଦ୍ୱୀପରେ ମଧ୍ୟ ରାଜନୈତିକ ସଙ୍କଟ ତୀବ୍ର ହେବାରେ ଲାଗିଛି। ସେଠାରେ ମଧ୍ୟ ଏକ ରାଜନୈତିକ ଆକ୍ରମଣ ହୋଇପାରେ ଏବଂ ଏହାର ଭୟ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କୁ ଅସୁବିଧାରେ ପକାଇବା ଆରମ୍ଭ କରିଦେଇଛି, ଯେଉଁଥିପାଇଁ ତାଙ୍କ ଆଖିରେ ଆଉ…
କ’ଣ ଗାନ୍ଧୀ ପରିବାରକୁ ‘ଏମରଜେନ୍ସି’ ସ୍କ୍ରିନିଂ ପାଇଁ ନିମନ୍ତ୍ରଣ କରିବେ କଙ୍ଗନା, ଜାଣନ୍ତୁ କ’ଣ କହିଲେ ଅଭିନେତ୍ରୀ
ନୂଆଦିଲ୍ଲୀ,୩୦।୮: ବଲିଉଡ ଅଭିନେତ୍ରୀ ତଥା ଭାଜପା ଏମ୍ପି କଙ୍ଗନା ରାଣାୱତ ଗୁରୁବାର ଗାନ୍ଧୀ ପରିବାରକୁ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଏମରଜେନ୍ସି’ସ୍କ୍ରିନିଂକୁ ନିମନ୍ତ୍ରଣ କରିବାର ପ୍ରଶ୍ନର ଉତ୍ତର ଦେଇଛନ୍ତି। ସେ କହିଛନ୍ତି ଯେ, ଗାନ୍ଧୀ ପରିବାରର ମନରେ ତାଙ୍କ ପ୍ରତି ବହୁତ ରାଗ…
ବର୍ତ୍ତମାନ ସେ ମୁଖ୍ୟମନ୍ତ୍ରୀ ଅଛନ୍ତି, ନିର୍ବାଚନ ପରେ…ଏକନାଥ ଶିନ୍ଦେଙ୍କୁ ନେଇ ବଡ଼ ଇସାରା ଦେଲେ ଫଡନବିସ
ମୁମ୍ବାଇ,୩୦।୮: ଡିସେମ୍ବର ପୂର୍ବରୁ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ମହାରାଷ୍ଟ୍ର ରାଜନୀତି ଉଠୁଛି ପଡୁଛି। ତେବେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ରାଜ୍ୟର ଡେପୁଟି ସିଏମ ଦେବେନ୍ଦ୍ର ଫଡନବିସ ରାଜ୍ୟ ରାଜନୀତିକୁ ନେଇ ବଡ଼…
କଂଗ୍ରେସକୁ ବଡ଼ ଝଟ୍କା: ହଠାତ୍ ଇସ୍ତଫା ଦେଲେ ବିଧାୟକ
ପୁଣେ,୩୦।୮: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଏକ ବଡ଼ ଝଟ୍କା ଲାଗିଛି। ଶୁକ୍ରବାର ଦେଗଲୁରୁ ବିଧାୟକ ଜିତେଶ ଅନ୍ତାପୁରକର ଦଳର ବିଧାୟକ ଦଳରୁ ଇସ୍ତଫା ଦେଇଛନ୍ତି। ସେ ବରିଷ୍ଠ ଭାରତୀୟ ଜନତା ପାର୍ଟି (ବିଜେପି) ନେତା ଅଶୋକ ଚଭାନଙ୍କ ନିକଟତର…

