ଜାତୀୟ

ଆପ୍‌ର ପୂର୍ବତନ କମ୍ୟୁନିକେଶନ୍‌ ହେଡ୍‌ଙ୍କୁ ଜାମିନ

ନୂଆଦିଲ୍ଲୀ, ୩।୯ (ପି.ଟି.): ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ବ୍ୟବସାୟୀ ତଥା ଆମ୍‌ ଆଦମୀ ପାର୍ଟି(ଆପ୍‌)ର ପୂର୍ବତନ କମ୍ୟୁନିକେଶନ୍‌ ହେଡ୍‌ ବିଜୟ ନାୟରଙ୍କୁ ସୋମବାର ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଦୀର୍ଘ ସମୟ ଧରି ଜେଲରେ ରହିବା ଏବଂ ଟ୍ରାଏଲରେ ବିଳମ୍ଭ…

ବିବାଦରେ ‘କାନ୍ଦାହାର ହାଇଜାକ୍‌’ ସିରିଜ୍‌

ମୁମ୍ବାଇ/ନୂଆଦିଲ୍ଲୀ,୩ା୯: ୨୦୦୮ରେ ‘ଏ ଓ୍ବେଡ୍‌ନସଡେ’ ଦର୍ଶକ ମହଲରେ ବିଶେଷ ଆଦୃତି ଲାଭ କରିଥିଲା। ଅନୁପମ ଖେର୍‌ ଏଥିରେ ଜଣେ ଅବସରପ୍ରାପ୍ତ ପୋଲିସ କମିଶନର ଭୂମିକାରେ ଅଭିନୟ କରିଥିଲେ। ଆତଙ୍କବାଦୀଙ୍କୁ ଉପଯୁକ୍ତ ଶିକ୍ଷା ଦେବା ପାଇଁ ସେ ଜଣେ ଷ୍ଟୁପିଡ୍‌ କମନ୍‌ ମ୍ୟାନ୍‌…

ମେଟା ଏଆଇ ବଞ୍ଚାଇଲା ଆତ୍ମହତ୍ୟା କରୁଥିବା ମହିଳାଙ୍କ ଜୀବନ

ଲକ୍ଷ୍ନୌ,୨।୯: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଆତ୍ମହତ୍ୟା କରିବାକୁ ଯାଉଥିବା ଜଣେ ମହିଳା(୨୧)ଙ୍କୁ ଆମେରିକୀୟ ସୋସିଆଲ ମିଡିଆ କମ୍ପାନୀ ମେଟା ଏଆଇ ବଞ୍ଚାଇପାରିଛି। ରବିବାର ଦ୍ୱିପହର ସମୟରେ ସ୍ଥାନୀୟ ନିଗୋହା ଥାନା ସୁଲତାନପୁର ଗ୍ରାମରେ ଉକ୍ତ ମହିଳା ଏକ ଚେୟାର ଉପରେ ଠିଆ…

ମୁଖ୍ୟମନ୍ତ୍ରୀ ହେବାପାଇଁ ଇଚ୍ଛା ପ୍ରକାଶ କଲେ ବିଧାୟକ: ଉପମୁଖ୍ୟମନ୍ତ୍ରୀ ଦେଲେ ଏମିତି ଜବାବ

ବେଙ୍ଗାଲୁରୁ,୨।୯: କଂଗ୍ରେସ ବିଧାୟକ ତଥା ପ୍ରଶାସନିକ ସଂସ୍କାର ଆୟୋଗର ଅଧ୍ୟକ୍ଷ ଆର.ଭି ଦେଶପାଣ୍ଡେ କର୍ନାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ନେଇ ଇଚ୍ଛା ପ୍ରକାଶ କରିଛନ୍ତି। ଏନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର। ମୁଖ୍ୟମନ୍ତ୍ରୀ ପଦ ଖାଲି ନାହିଁ। ସିଦ୍ଧରମୈୟା…

UPS ନା NPS;କେଉଁ ସ୍କିମ୍‌ ଆପଣାଇଲେ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମିଳିବ ଅଧିକ ପେନ୍‌ସନ୍‌: ଜାଣନ୍ତୁ

UPS ନା NPS;କେଉଁ ସ୍କିମ୍‌ ଆପଣାଇଲେ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମିଳିବ ଅଧିକ ପେନ୍‌ସନ୍‌: ଜାଣନ୍ତୁ ନୂଆଦିଲ୍ଲୀ,୨।୯: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଏବେ ଜାତୀୟ ପେନ୍‌ସନ ସ୍କିମ (NPS) ରେ ରହିବେ କିମ୍ବା ଗ୍ୟାରେଣ୍ଟି ପେନ୍‌ସନ୍‌ ସହିତ ନୂତନ ପେନ୍‌ସନ…

କୋଲକାତା ବଳାତ୍କାର ମାମଲା: ଗିରଫ ହେଲେ ଆର୍‌.ଜି କର ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ

କୋଲକାତା,୨।୯: କୋଲକାତା ବଳାତ୍କାର ମାମଲାରେ ସିବିଆଇ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆର୍‌.ଜି କର ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ସିବିଆଇ ସୋମବାର ଗିରଫ କରିଥିବା ସୂଚନା ମିଳିଛି। ନିକଟରେ ସିବିଆଇ ଏହି ମାମଲାରେ ଏକ ଏଫଆଇଆର୍‌ ପଞ୍ଜୀକୃତ କରିଥିଲା।…

ଏହି ୫ କଥା ମାନିଲେ ଆଉ ଘଟିବନି କୋଲକାତା ଭଳି ଘଟଣା: ଆରଏସ୍‌ଏସ୍‌ ଦେଲା ପରାମର୍ଶ

ଥିରୁଭାନନ୍ତପୁରମ୍‌,୨।୯: କେରଳର ପାଲକ୍କଡରେ ଆରଏସଏସର ୩ ଦିନିଆ ସମନ୍ବୟ ବୈଠକରେ କୋଲକାତା ଘଟଣାକୁ ନିନ୍ଦା କରାଯାଇଛି। ଏହାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କୁହାଯାଇଛି। ସଂଗଠନର ଅନୁବନ୍ଧିତ ସଂଗଠନମାନେ ଏଥିରେ ଅସନ୍ତୋଷ ଏବଂ ଦୁଃଖ ପ୍ରକାଶ କରିଥିଲେ। ଏହି ଘଟଣାଗୁଡ଼ିକୁ କିପରି ନିୟନ୍ତ୍ରଣ…

ଗୋଟିଏ ଭୁଲ୍‌ ଯୋଗୁ ହୋଇଯିବ ଆକାଉଣ୍ଟ ଖାଲି: ଠକଙ୍କ ନୂଆ ଫର୍ମୁଲାଠାରୁ କେମିତି ରହିବେ ସତର୍କ

ଆଜିକାଲି ଡିଜିଟାଲ ଦୁନିଆରେ ସାଇବର ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଠକମାନେ ଲୋକଙ୍କୁ ନୂଆ ଉପାୟରେ ସେମାନଙ୍କର ଠକାମୀର ଶିକାର କରୁଛନ୍ତି। ଅପରାଧୀମାନେ ଏକ ନୂତନ ଉପାୟ ଆବିଷ୍କାର କରିଛନ୍ତି, ଯାହା ଦ୍ୱାରା ସେମାନେ ଲୋକମାନଙ୍କୁ ସେମାନଙ୍କର…

ଭାଜପାର ଟେନ୍‌ସନ୍‌ ବଢାଇଲେ ଅଜିତ ପାଓ୍ବାର

ନୂଆଦିଲ୍ଲୀ,୨।୯: ଅଜିତ ପାୱାରଙ୍କ ଦଳ ଏନସିପି ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଦଳ ୧୬ ଜଣ ପ୍ରାର୍ଥୀ ଦେଇଛନ୍ତି। ଏନସିପି ଭାଜପାଠାରୁ ପୃଥକ ଭାବରେ ଏଠାରେ ବିଧାନସଭା…

କୃଷକଙ୍କ ମୁହଁରେ ହସ ଫୁଟାଇଲେ ମୋଦି ସରକାର: ୭ ବଡ଼ ଯୋଜନାକୁ ମିଳିଲା କ୍ୟାବିନେଟ୍‌ ମଞ୍ଜୁରୀ

ନୂଆଦିଲ୍ଲୀ,୨।୯: କେନ୍ଦ୍ର କ୍ୟାବିନେଟ ବୈଠକରେ କୃଷକଙ୍କ ସହ ଜଡିତ ୭ଟି ଯୋଜନାକୁ ଅନୁମୋଦନ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତ, କୃଷକଙ୍କ ଜୀବନରେ ଉନ୍ନତି ଆଣିବା ଏବଂ ସେମାନଙ୍କ ଆୟ ବୃଦ୍ଧି ପାଇଁ କ୍ୟାବିନେଟ…

କୋଲକତା ଟ୍ରେନି ଡାକ୍ତରଙ୍କ ବଳାତ୍କାର ମାମଲା: ନାଇଟ୍‌ ଶିଫ୍ଟରେ ଥିବା ଡାକ୍ତର କଲେ ଆଶ୍ଚର୍ଯ୍ୟଜନକ ଖୁଲାସା, କହିଲେ…

କୋଲକାତା,୨।୯: କୋଲକାତାର ଆର୍‌.ଜି କର ହସ୍ପିଟାଲରେ ୩୧ ବର୍ଷିୟ ଟ୍ରେନି ଡାକ୍ତରଙ୍କ ବଳାତ୍କାର ଏବଂ ହତ୍ୟା ମାମଲାକୁ ନେଇ ଦେଶରେ ଚର୍ଚ୍ଚା ରହିଛି। ୮ ଅଗଷ୍ଟ ଏହି ଘଟଣା ଦିନ ଡକ୍ତର ତାପସ ପ୍ରୋମାନିକ ହସ୍ପିଟାଲର ଏମରଜେନ୍ସି ଓ୍ବାର୍ଡରେ ଥିଲେ। ସେ…

ପୁଅର ଭୁଲ୍‌ ପାଇଁ ବାପାଙ୍କ ଘର ଭାଙ୍ଗିଦେବା ଉଚିତ୍‌ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୯: ସାରା ଦେଶରେ ବୁଲଡୋଜର ଆକ୍ସନ ମାମଲା ସୋମବାର ସୁପ୍ରିମକୋର୍ଟରେ ପହଞ୍ଚିଛି। ଉଦୟପୁରରେ ଛୁରାମାଡ଼ ଅଭିଯୋଗରେ ଅଭିଯୁକ୍ତ ବାଳକଙ୍କ ପିତାଙ୍କ ଘରେ ବୁଲଡୋଜର ଚାଲୁଥିବା ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏକ ବଡ ମନ୍ତବ୍ୟ ଦେଇଛନ୍ତି। ଉଦୟପୁରରେ ଛୁରାମାଡ଼ ଅଭିଯୋଗରେ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?