ଜାତୀୟ

ପ୍ରଥମଥର ନିଜ ଖର୍ଚ୍ଚରେ ମହାକାଶ ଯାଇଥିଲେ ଏହି ଭାରତୀୟ ବ୍ୟକ୍ତି: ଜାଣନ୍ତୁ ସେ କିଏ

ନୂଆଦିଲ୍ଲୀ,୨।୯: ମହାକାଶକୁ ରହସ୍ୟରେ ପରିପୂର୍ଣ୍ଣ ଏକ ବିଶ୍ୱ ବୋଲି କୁହାଯାଏ। କିନ୍ତୁ ଆଜିକାଲି ଟେକ୍ନୋଲୋଜି ଏବଂ ବୈଜ୍ଞାନିକ ହେତୁ ମଣିଷ ମହାକାଶ ଏବଂ ଚନ୍ଦ୍ରରେ ପହଞ୍ଚିଛି। ବର୍ତ୍ତମାନ ସାଧାରଣ ଲୋକ ମଧ୍ୟ ମହାକାଶକୁ ଯାଉଛନ୍ତି। ଗୋପୀଚାନ୍ଦ ଥୋଟାକୁରା ହେଉଛନ୍ତି ଭାରତର ପ୍ରଥମ…

ଶାହିନବାଗରୁ ତିହାର ଜେଲ, କିଏ ଏହି ଅମାନତୁଲ୍ଲା

ନୂଆଦିଲ୍ଲୀ,୨।୯: ଆମ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଗିରଫ କରାଯାଇଛି। ସୋମବାର ୬ଘଣ୍ଟାର ଚଢାଉ ପରେ ଇଡି ଅମାନତୁଲ୍ଲା ଖାନଙ୍କୁ ଗିରଫ କରିଛି। ଇଡିଙ୍କ କାର୍ଯ୍ୟ ପରେ ଏହା ସ୍ପଷ୍ଟ ଯେ ଅରବିନ୍ଦ କେଜରିୱାଲଙ୍କ ଅନ୍ୟ ଜଣେ ସୈନିକ ଅର୍ଥାତ୍‌…

ନିଜ ଗୋଡ଼ରେ ନିଜେ କୁରାଢି ମାରୁଛି ବାଂଲାଦେଶ

ଢାକା/ନୂଆଦିଲ୍ଲୀ,୨।୯: ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଭାରତ ସହିତ ସ୍ବାକ୍ଷରିତ ବୁଝାମଣାପତ୍ର (ଏମଓୟୁ) ସମୀକ୍ଷା କରିପାରିବେ। ରବିବାର ବାଂଲାଦେଶ ବୈଦେଶିକ ମନ୍ତ୍ରୀ ତାହିଦ ହୁସେନ କହିଛନ୍ତି ଯେ ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର…

ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, କହିଲେ ଆମେ…

ନୂଆଦିଲ୍ଲୀ,୨ା୯: ବୁଲଡୋଜର ମଡ଼ାଇବା ଉପରେ ବ୍ରେକ୍‌ ଲଗାଇବେ କି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ କହିଛନ୍ତି, ଆମେ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବୁ, ସମସ୍ତ ରାଜ୍ୟକୁ ଅନୁସରଣ କରିବାକୁ ପଡ଼ିବ। ଅପରାଧୀଙ୍କ ବିରୋଧରେ ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ ମାମଲାରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ସେପ୍ଟେମ୍ବର ୧୭…

‘ପାଓ୍ବାର ଷ୍ଟାର’ ପଓ୍ବନ କଲ୍ୟାଣଙ୍କୁ ଶୁଭେଚ୍ଛା ଜଣାଇଲେ ଶାହା

ନୂଆଦିଲ୍ଲୀ,୨।୯: ସାଉଥ୍‌ ଇଣ୍ଡଷ୍ଟ୍ରିର ପାଓ୍ବାର ଷ୍ଟାର ତଥା ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣଙ୍କୁ ତାଙ୍କ ଜନ୍ମଦିନରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଅଭିନନ୍ଦନ ଜଣାଇଛନ୍ତି। ସେ ତାଙ୍କର ଉତ୍ତମ ସ୍ବାସ୍ଥ୍ୟ କାମନା କରଛନ୍ତି। ଏକ୍ସ ପୋଷ୍ଟରେ ସ୍ବରାଷ୍ଟ୍ରମନ୍ତ୍ରୀ ଲେଖିଛନ୍ତି, ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ…

ଇତିହାସରେ ପ୍ରଥମ: ସ୍ବାମୀଙ୍କଠାରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ଗ୍ରହଣ କଲେ ସ୍ତ୍ରୀ

ଥିରୁଭାନନ୍ତପୁରମ୍‌,୨ା୯: କେରଳର ଅମଲାତାନ୍ତ୍ରିକ ଇତିହାସରେ ଏକ ବିରଳ ଘଟଣା ଦେଖିବାକୁ ମିଳିଛି। ପ୍ରଥମଥର ପାଇଁ ସ୍ବାମୀଙ୍କ ପରେ ସ୍ତ୍ରୀ ମୁଖ୍ୟ ଶାସନ ସଚିବ ପଦ ଗ୍ରହଣ କରିଛନ୍ତି। ବିଦାୟୀ ମୁଖ୍ୟ ସଚିବ ଆଇଏଏସ୍‌ ଭି.ବେଣୁଙ୍କ ବିଦାୟ ସମାରୋହରେ ମୁଖ୍ୟମନ୍ତ୍ରୀ ପି. ବିଜୟନ…

ଆର୍ମି କ୍ୟାମ୍ପ୍‌ରେ ଗୁଳି: ଜଣେ ଯବାନ ଆହତ

ଶ୍ରୀନଗର,୨ା୯: ଆତଙ୍କବାଦୀମାନେ ଜମ୍ମୁ-କଶ୍ମୀରରେ ପୁଣି ଥରେ ଆତ୍ମଘାତୀ କାର୍ଯ୍ୟ କରିଛନ୍ତି। ଆତଙ୍କବାଦୀମାନେ ସୋମବାର ଜମ୍ମୁର ସୁଞ୍ଜଓ୍ବାନ ଆର୍ମି କ୍ୟାମ୍ପ୍‌ ଉପରେ ଗୁଳି ଚଳାଇଥିଲେ। ଏହି ଆକ୍ରମଣରେ ଜଣେ ଯବାନ ଆହତ ହୋଇଛନ୍ତି। ପ୍ରତିରକ୍ଷା ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି,…

ରକ୍ତରେ ଜୁଡୁବୁଡୁ ଥିଲେ ଡାକ୍ତର, ମୁଁ ଡରିକି ପଳାଇ ଗଲି, ସଞ୍ଜୟଙ୍କ ନୂଆ ଦାବି

କୋଲକାତା,୨।୯: କୋଲକାତାର ଆରଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ହତ୍ୟା ଓ ବଳାତ୍କାର ମାମଲାରେ ଅଭିଯୁକ୍ତ ସଞ୍ଜୟ ରୟ ତାଙ୍କ ଓକିଲ କବିତା ସରକାରଙ୍କୁ କହିଛନ୍ତି ଯେ ସେ ନିର୍ଦ୍ଦୋଷ ଏବଂ ଏଥିରେ ତାଙ୍କୁ ଫସାଇ ଦିଆଯାଉଛି।…

କୋଲକାତା ବଳାତ୍କାର ମାମଲା: ଅଭିଯୁକ୍ତ କହିଲେ ମହିଳା ଡାକ୍ତରଙ୍କ ରକ୍ତ ଦେଖି…

କୋଲକାତା,୨ା୯: କୋଲକାତା ଆର୍‌ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ଅଭିଯୁକ୍ତ ସଞ୍ଜୟ ରାୟ ଦିନକୁ ଦିନ ନୂଆ ନୂଆ କଥା କହୁଛନ୍ତି। ସେ ତାଙ୍କ ଓକିଲ କବିତା ସାର୍କଙ୍କୁ…

କୋଲକାତା ଲଜ୍ଜା: ସବୁ ପ୍ରମାଣ ଥାଇ ବି ଅଭିଯୁକ୍ତ କହୁଛନ୍ତି ମୁଁ ନିର୍ଦ୍ଦୋଷ

କୋଲକାତା,୨।୯: କୋଲକାତାର ଆରଜି କର ହସ୍ପିଟାଲରେ ଯ୍ୟେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ଅଭିଯୁକ୍ତ ସଞ୍ଜୟ ରୟ ଅତ୍ୟନ୍ତ ନିଷ୍ଠୁର ହୋଇପଡିଥିଲେ। ଏହି ଘଟଣାରେ ପ୍ରମାଣ ଚିତ୍କାର କରି କହୁଛି ଏବଂ ସାକ୍ଷ୍ୟ ଦେଉଛି, କିନ୍ତୁ ଅଭିଯୁକ୍ତ ସଞ୍ଜୟ ବାରମ୍ବାର…

ସେପ୍ଟେମ୍ବର ୧ରୁ ବଦଳି ଯାଇଛି ଗୁଗୁଲର ନିୟମ! ମୋବାଇଲ ୟୁଜର୍ସ ଏହି କାମ ନ କଲେ ହୋଇପାରେ କ୍ଷତି

ନୂଆଦିଲ୍ଲୀ,୨।୯: ସେପ୍ଟେମ୍ବର ୧ରୁ ମୋବାଇଲ ବ୍ୟବହାରକାରୀଙ୍କ ପାଇଁ ଅନଲାଇନ କାର୍ଯ୍ୟ ପାଇଁ ଅନେକ ନିୟମ ପରିବର୍ତ୍ତନ କରାଯାଇଛି। ଏହା ଗୁଗୁଲ ଏବଂ ଆଧାର ବ୍ୟବହାରକାରୀଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇବାକୁ ଯାଉଛି। ଏଥି ସହିତ, ଏହାର ପ୍ରଭାବ ଟେଲିକମ କମ୍ପାନୀଗୁଡିକ ଉପରେ…

ଏଏପି ବିଧାୟକଙ୍କ ଘରେ ଇଡି ରେଡ! ଦଳ କହିଲା ଜାରି ରହିଛି ମୋଦିଙ୍କ ଏକଛତ୍ରବାଦୀ ଶାସନ

ନୂଆଦିଲ୍ଲୀ,୨।୯: ଦିଲ୍ଲୀର ଓଖଲା ଆସନରୁ ଆମ ଆଦମୀ ପାର୍ଟି (ଏଏପି) ବିଧାୟକ ଥିବା ଅମାନତୁଲ୍ଲା ଖାନ ସୋମବାର (ସେପ୍ଟେମ୍ବର ୨)ରେ ଦାବି କରିଛନ୍ତି ଯେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଦଳ ଚଢାଉ ପାଇଁ ତାଙ୍କ ଘରେ ପହଞ୍ଚିଛି। ସୋସିଆଲ ମିଡିଆ ପ୍ଲାଟଫର୍ମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?