ନଡ୍ଡା କହିଲେ ଭାଜପା ଏବେ ବଡ଼ ଦଳ, ଆରଏସଏସର ପଡିବନି ଆବଶ୍ୟକ, ଉତ୍ତର ରଖିଲା ସଂଘ
ନୂଆଦିଲ୍ଲୀ,୩।୯: ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ(ଆରଏସଏସ) ପ୍ରମୁଖ ମୋହନ ଭଗଓ୍ବତ ଓ ୬ ସଂଯୁକ୍ତ ମହାସଚିବଙ୍କ ଉପସ୍ଥିତିରେ କେରଳରେ ଅଖିଳ ଭାରତୀୟ ସମନ୍ବୟ ବୈଠକ ଶେଷ ହୋଇଛି। ତେବେ ଏହି ବୈଠକରେ ଭାଜପା ଅଧ୍ୟକ୍ଷ ଜେପି ନଡ୍ଡା, ମହାସଚିବ ସଂଗଠନ ବି…
ପୁଣି କଙ୍ଗନାଙ୍କ ବାଣ, ଏଥର ନିଜ ଦଳକୁ କଲେ ଟାର୍ଗେଟ
ନୂଆଦିଲ୍ଲୀ,୩।୯: କଙ୍ଗନାଙ୍କ ଫିଲ୍ମ ଏମରଜେନ୍ସି ରିଲିଜ୍ ଉପରେ ରୋକ୍ ଲଗାଇଛନ୍ତି ସେନ୍ସର ବୋର୍ଡ। ତେବେ ନିଷେଧାଦେଶ ଉପରେ ରାଗିଯାଇ ଏମପି ତଥା ଅଭିନେତ୍ରୀ କଙ୍ଗନା ରଣାୱତ ନିଜ ଅସନ୍ତାଷ ଝାଡିବା ସହ ଭାଜପାକୁ ମଧ୍ୟ ସିଧା ଶୁଣେଇ ଦେଇଛନ୍ତି। ଏକ କାର୍ଯ୍ୟକ୍ରମରେ…
ନୀତୀଶ କୁମାରଙ୍କୁ ଭେଟିଲେ ତେଜସ୍ବୀ ଯାଦବ: ରାଜନୀତି ହଲ୍ଚଲ୍
ପାଟନା,୩।୯: ଦୀର୍ଘ ୮ ମାସ ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ମଙ୍ଗଳବାର ଭେଟିଛନ୍ତି ବିରୋଧୀ ଦଳର ନେତା ତେଜସ୍ବୀ ଯାଦବ। ମୁଖ୍ୟମନ୍ତ୍ରୀ ସଚିବାଳୟରେ ନୀତୀଶ ପହଞ୍ଚିବା ପରେ ତେଜସ୍ବୀ ତାଙ୍କୁ ସାକ୍ଷାତ କରିଥିଲେ। ସୂଚନା କମିଶନର ପଦରେ ନିଯୁକ୍ତି ସମ୍ପର୍କରେ…
କଂଗ୍ରେସ ଅଧ୍ୟକ୍ଷଙ୍କୁ ଭେଟିଲେ ହେମନ୍ତ ସୋରେନ
ନୂଆଦିଲ୍ଲୀ,୩।୯: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଙ୍ଗଳବାର ରାଜଧାନୀ ଦିଲ୍ଲୀରେ ଲୋକ ସଭାର ବିରୋଧି ଦଳ ନେତା ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଭେଟିଛନ୍ତି। ଏହି ସମୟରେ ସୋରେନଙ୍କ ସ୍ତ୍ରୀ କଳ୍ପନା ଏବଂ କଂଗ୍ରେସ ସାଧାରଣ ସମ୍ପାଦକ କେ.ସି…
ସୁରକ୍ଷାବାହିନୀକୁ ବଡ଼ ସଫଳତା: ୯ ମାଓବାଦୀ ନିପାତ
ରାୟପୁର,୩।୯: ଛତିଶଗଡର ଦାନ୍ତେୱାଡା ଏବଂ ବିଜାପୁରର ସୀମାନ୍ତ ଅଞ୍ଚଳରେ ସୁରକ୍ଷାବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏନକାଉଣ୍ଟର ଚାଲିଛି। ସୁରକ୍ଷାବାହିନୀ ଗୁଳିରେ ୯ ଜଣ ନକ୍ସଲ ପ୍ରାଣ ହରାଇଛନ୍ତି। ମାଓବାଦୀଙ୍କ ମୃତଦେହ ସହିତ ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଉଦ୍ଧାର କରାଯାଇଛି।…
ଓମାର ଅବଦୁଲ୍ଲାଙ୍କ ବିପକ୍ଷରେ ସ୍ବାଧିନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବାକୁ ଧମକ ଦେଲେ କଂଗ୍ରେସ ନେତା
ଶ୍ରୀନଗର,୩।୯: ଜମ୍ମୁ-କଶ୍ମୀରର ଗାଂଦରବଲ ଜିଲାରେ କଂଗ୍ରେସ ଜିଲାଧ୍ୟକ୍ଷ ଦଳକୁ ଧମକ ଦେଇଛନ୍ତି। ସେ କହିଛନ୍ତି ଯଦି ଦଳ ତାଙ୍କୁ ପ୍ରାର୍ଥୀ ନ କଲା ତେବେ ସେ ନ୍ୟାଶନାଲ କନଫରେନ୍ସ(ଏନସି) ଉପାଧ୍ୟକ୍ଷ ଓମାର ଅବଦୁଲ୍ଲାଙ୍କ ବିପକ୍ଷରେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ।…
ପଶ୍ଚିମବଙ୍ଗରେ ବଳାତ୍କାରୀ ଦୋଷୀଙ୍କୁ ଦିଆଯିବ ମୃତ୍ୟୁଦଣ୍ଡ, ମମତା ନେଲେ…
କୋଲକାତା,୩।୯: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାର ମଙ୍ଗଳବାର ପଶ୍ଚିମବଙ୍ଗ ବିଧାନସଭାରେ ମହିଳାଙ୍କ ସୁରକ୍ଷା ଉପରେ ଏକ ବିଲ ଆଗତ କରିଛନ୍ତି। ଏହା ମାଧ୍ୟମରେ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ଲୋକଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ଟିଏମସି ସରକାର ବିଧାନସଭାରେ…
‘ରାହୁଲ ଗାନ୍ଧୀ ହେବେ ପ୍ରଧାନମନ୍ତ୍ରୀ’, ଅଚାନକ ବଡ଼ ଦାବି କରିଦେଲେ…
ନୂଆଦିଲ୍ଲୀ,୩।୯: କଂଗ୍ରେସ ନେତା ଅଭିଷେକ ମନୁ ସିଂଘବି ଲୋକ ସଭାରେ ବିରୋଧୀଦଳର ନେତା ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ରାହୁଲ ଗାନ୍ଧୀ ବର୍ତ୍ତମାନ ଅନେକ ପ୍ରସଙ୍ଗରେ ଗମ୍ଭୀର ଭାବରେ କାର୍ଯ୍ୟ କରୁଛନ୍ତି ଏବଂ…
ଭାଜପାକୁ ବଡ଼ ଝଟକା ଦେଲା ଆରଏଲଡି
ନୂଆଦିଲ୍ଲୀ,୩।୯: କେନ୍ଦ୍ର ସରକାରରେ ମନ୍ତ୍ରୀ ଜୟନ୍ତ ଚୌଧୁରୀଙ୍କ ରାଷ୍ଟ୍ରୀୟ ଲୋକ ଦଳ ପାର୍ଟି କେନ୍ଦ୍ର ଏବଂ ୟୁପି ସରକାରରେ ଏନଡିଏର ସହଯୋଗୀ। ଉଭୟେ ଲୋକ ସଭା ନିର୍ବାଚନରେ ଏକାଠି ଲଢିଥିଲେ, କିନ୍ତୁ ଆଗାମୀ ନିର୍ବାଚନରେ ଭାଜପାକୁ ଝଟକା ଦେବାକୁ ଆରଏଲଡି ପ୍ରସ୍ତୁତ…
ସଞ୍ଜୟ ରାଉତଙ୍କ ବଡ଼ ଦାବି: ଆମ ସମ୍ପର୍କରେ ଅଛନ୍ତି ଅନେକ ନେତା, ଖୁବ୍ଶ୍ରୀଘ୍ର…
ପୁଣେ,୩।୯: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ବଡ଼ ଓଲଟପାଲଟ ହେବାକୁ ଯାଉଛି। ଶିବସେନା-ୟୁବିଟି ସାଂସଦ ସଞ୍ଜୟ ରାଉତ ଏକ ବଡ଼ ଦାବି କରିଛନ୍ତି ଏବଂ ମହା ବିକାଶ ଆଗାଡି(ଏମଭିଏ)ସହ ଅନେକ ନେତା ସମ୍ପର୍କରେ ଥିବା ସେ କହିଛନ୍ତି। ସେ ଦର୍ଶାଇଛନ୍ତି, ମହାୟୁତୀ…
ଆରବ ସାଗରରେ କୋଷ୍ଟଗାର୍ଡ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ
ପୋରବନ୍ଦର,୩।୯: ପୋରବନ୍ଦର ଉପକୂଳ ଆରବସାଗରରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଗୁଜରାଟ ବାତ୍ୟା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ଭାରତୀୟ ତଟରକ୍ଷୀ ବାହିନୀର ଏକ ହେଲିକପ୍ଟର ମଙ୍ଗଳବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଜରୁରୀ ଅବତରଣ ବେଳେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି।…
୨.୪୪ ଲକ୍ଷ କର୍ମଚାରୀଙ୍କ ଦରମା ବନ୍ଦ କଲେ ସରକାର
ଲକ୍ଷ୍ନୌ,୩।୯: ୨.୪୪ ଲକ୍ଷ ରାଜ୍ୟ କର୍ମଚାରୀଙ୍କ ଅଗଷ୍ଟ ମାସର ଦରମା ବନ୍ଦ କରିଦେଇଛନ୍ତି ଉତ୍ତରପ୍ରଦେଶ ସରକାର। ଯେଉଁମାନେ ଦେଶରେ ସେମାନଙ୍କର ସମ୍ପତ୍ତିର ସବିଶେଷ ତଥ୍ୟ ଦେଇନାହାଁନ୍ତି ସେମାନଙ୍କ ଦରମା ବନ୍ଦ କରିଦିଆଯାଇଛି। ୩୧ ଅଗଷ୍ଟ ସୁଦ୍ଧା ମାନବ ସମ୍ପଦ ପୋର୍ଟାଲରେ ସ୍ଥାବର…

