ଆଗାମୀ ୧୦୦୦ ବର୍ଷ ପ୍ଲାନିଂର ଖୁଲାସା କଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୧୬।୯: ମୋଦି ୩.୦ର ୧୦୦ ଦିନ ସମାପ୍ତ ହୋଇଛି। ଗୁଜରାଟର ଗାନ୍ଧୀ ନଗରରେ ଆୟୋଜିତ ହୋଇଥିବା ‘ଗ୍ଲୋବାଲ ରିନ୍ୟୁଆଲ ଏନର୍ଜି ଇନଭେଷ୍ଟର୍ସ ମିଟ ଆଣ୍ଡ ଏକ୍ସପୋ’ର ଚତୁର୍ଥ ସଂସ୍କରଣରେ ଦେଶର ପ୍ରଧାନମନ୍ତ୍ରୀ ୧୦୦ ଦିନର କାର୍ଯ୍ୟ ସହିତ ଆଗାମୀ ୧୦୦୦ ବର୍ଷ…
ଉଦ୍ଘାଟନ ପୂର୍ବରୁ ବନ୍ଦେ ମେଟ୍ରୋର ବଦଳିଲା ନାଁ
ନୂଆଦିଲ୍ଲୀ,୧୬।୯: ଦେଶର ପ୍ରଥମ ବନ୍ଦେ ମେଟ୍ରୋ ଟ୍ରେନର ନାମ ଉଦଘାଟନ ପୂର୍ବରୁ ବଦଳିଛି। ଏହାର ନାମ ‘ନମୋ ଭାରତ ରାପିଡ ରେଳ’ ରଖାଯାଇଛି। ରେଲଓ୍ବେ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ପରିବର୍ତ୍ତନ କରିବାକୁ କେନ୍ଦ୍ର…
ପୂର୍ବରୁ ଫେଲ ମାରିବା ପରେ କାହିଁକି ପୁଣିଥରେ ଡାକ୍ତରଙ୍କୁ ବୈଠକ ପାଇଁ ଡାକିଲେ ମମତା
କୋଲକାତା,୧୬।୯: ପଶ୍ଚିମବଙ୍ଗର ଆରଜି କର ମେଡିକାଲ କଲେଜରେ ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା କରାଯାଇଥିବା ମାମଲାରେ ଆଜିବି ବିରୋଧ ପ୍ରଦର୍ଶନ କରୁଥିବା ଡାକ୍ତରମାନେ ସେମାନଙ୍କ ଜିଦରେ ଅଡି ବସିଛନ୍ତି। ରାଜ୍ୟ ସରକାର ଏମାନଙ୍କ ସହ ଆଲୋଚନା କରିବାକୁ ଆସିଥିଲେ…
ସିଜେଆଇଙ୍କୁ କାହିଁକି ଧନ୍ୟବାଦ ଦେଲେ ଉଦ୍ଧବ ଠାକରେ
ମୁମ୍ବାଇ,୧୬।୯: ପ୍ରଧାନ ବିଚାରପତି ଡି. ଓ୍ବାଇ ଚନ୍ଦ୍ରଚୁଡଙ୍କ ଘରେ ଗଣେଶ ପୂଜାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଂଶଗ୍ରହଣକୁ ନେଇ ଅନେକ ଆଲୋଚନା ହୋଇଛି। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଧ୍ୟ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ…
ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଆସିଲା ବଡ଼ ଅପ୍ଡେଟ୍, ଆସନ୍ତାକାଲି…
ଭୁବନେଶ୍ୱର,୧୬ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅର୍ଥାତ୍ ୧୭ ତାରିଖରେ ଓଡ଼ିଶା ଆସିବେ। ଏହି ଗସ୍ତ ନେଇ ବଡ଼ ଅପଡେଟ୍ ଆସିଛି। ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚିବାଠାରୁ ଆରମ୍ଭ କରି ପୁଣି ଦିଲ୍ଲୀ ଫେରିଯିବା ନେଇ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀ ଆସନ୍ତାକାଲି…
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେସ୍ରେ ଅଛନ୍ତି ଏହି ୫ ନେତା: ସବୁଠୁ ଆଗରେ…
ନୂଆଦିଲ୍ଲୀ,୧୬।୯: ଆମ ଆଦମୀ ପାର୍ଟି (ଏଏପି)ର ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କ ପରେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ସେନେଇ ଆଲୋଚନା ଜୋର ଧରିଛି। ଏହି ପ୍ରଶ୍ନ ଉପରେ ସସପେନ୍ସ ରହିଯାଇଛି। ଗୋଟିଏ ପଟେ ଦେଶର ରାଜଧାନୀର ରାଜନୈତିକ କରିଡରରେ ମୁଖ୍ୟମନ୍ତ୍ରୀ…
ରାହୁଲ ଗାନ୍ଧୀଙ୍କ ଜିଭ କାଟିଲେ ମିଳିବ ୧୧ ଲକ୍ଷ ଟଙ୍କା ପୁରସ୍କାର
ପୁଣେ,୧୬।୯: ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆମେରିକା ଗସ୍ତରେ ଯାଇଥିଲେ। ଏହି ସମୟ ମଧ୍ୟରେ ସେ ଭାଜପା ଏବଂ ଆରଏସଏସକୁ ଟାର୍ଗେଟ କରିଥିଲେ। ଏହି ସମୟ ମଧ୍ୟରେ ସେ ଶିଖମାନଙ୍କ ବିଷୟରେ ଏକ ବିବାଦୀୟ ବିବୃତ୍ତି ମଧ୍ୟ ଦେଇଥିଲେ। ଆମେରିକାରେ…
ରାଜନୀତିରେ ଯିବାକୁ ମୁଁ ମନା କରିଥିଲି, କେଜରିଓ୍ବାଲଙ୍କୁ ନେଇ ଏମିତି କାହିଁକି କହିଲେ ଆନ୍ନା ହଜାରେ
ନୂଆଦିଲ୍ଲୀ,୧୬।୯: କର୍ମୀଙ୍କ ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏକ ବଡ଼ ଘୋଷଣା କରିଛନ୍ତି। ରବିବାର ସେ କହିଛନ୍ତି ଯେ ସେ ଦୁଇ ଦିନ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ରାଜନୈତିକ ଦଳ କେବଳ ଏ ସମ୍ପର୍କରେ ନିଜର ମତ…
କେଜରିଓ୍ବାଲଙ୍କ ଇସ୍ତଫା ମାଷ୍ଟରଷ୍ଟ୍ରୋକ ନା ସେଲ୍ଫ ଗୋଲ…, ହେବନିତ ନୀତୀଶ-ହେମନ୍ତଙ୍କ ପରି ଅବସ୍ଥା
ନୂଆଦିଲ୍ଲୀ,୧୬।୯: ଦିଲ୍ଲୀରେ ରାଜନୈତିକ ଅସ୍ଥିରତା ତୀବ୍ର ହୋଇଛି। ହରିୟାଣା ନିର୍ବାଚନ ପୂର୍ବରୁ ଅରବିନ୍ଦ କେଜରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଯାଉଛନ୍ତି। ସେପ୍ଟେମ୍ବର ୧୭ରେ ଅରବିନ୍ଦ କେଜରିୱାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ରବିବାର ଅରବିନ୍ଦ କେଜରିୱାଲ ଏହା ଘୋଷଣା…
ଦିଲ୍ଲୀକୁ ମିଳିପାରେ ଏସସି ମୁଖ୍ୟମନ୍ତ୍ରୀ, ରେସ୍ରେ ଆତିଶି, ଖୋଲିବ କୁଲଦୀପଙ୍କ ଭାଗ୍ୟ!
ନୂଆଦିଲ୍ଲୀ,୧୬।୯: ଏବେ ସବୁଠି ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି କିଏ ହେବେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ। କୁହାଯାଉଛି ଅନୁସୂଚିତ ଜାତିରୁ ଦିଲ୍ଲୀ ଏହାର ପ୍ରଥମ ମୁଖ୍ୟମନ୍ତ୍ରୀ ପାଇପାରେ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଇସ୍ତଫା ଘୋଷଣା ପରେ ଏଏପି ଏହି ସମ୍ପ୍ରଦାୟରୁ ଆସିଥିବା କୁଲଦୀପ…
ପଚି ଯାଇଛି ମୋଦିଙ୍କ ମସ୍ତିଷ୍କ, ସଞ୍ଜୟ ରାଉତଙ୍କ ବିବାଦୀୟ ବୟାନକୁ ନେଇ ସରଗରମ ରାଜନୀତି
ନୂଆଦିଲ୍ଲୀ,୧୬।୯: ନିଜର ବେକବୁ ବୟାନକୁ ନେଇ ଚର୍ଚ୍ଚାରେ ରହୁଥିବା ଶିବସେନା ୟୁବିଟି ନେତା ସଞ୍ଜୟ ରାଉତ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ସେ ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି। ପିଏମ ମୋଦିଙ୍କୁ ଲକ୍ଷ୍ୟ କରି ସେ କହିଛନ୍ତି ଯେ…
ଏହି ଭୟରେ ବିଧାନସଭା ଭଙ୍ଗ କଲେନି ଅରବିନ୍ଦ କେଜ୍ରିଓ୍ବାଲ୍: ଗୁମର ଖୋଲିଦେଲେ ସଞ୍ଜୟ ସିଂ
ନୂଆଦିଲ୍ଲୀ,୧୬।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ୍ ଇସ୍ତଫା ଘୋଷଣା କରିବା ଦିନଠାରୁ ଦିଲ୍ଲୀର ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି। ରବିବାର ପାର୍ଟି କାର୍ଯ୍ୟାଳୟରେ ଶ୍ରମିକମାନଙ୍କୁ ସମ୍ବୋଧିତ କରି ସେ କହିଥିଲେ, ଆସନ୍ତା ଦୁଇ ଦିନ ମଧ୍ୟରେ ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରୁ…

