ପ୍ରଦର୍ଶନକାରୀଙ୍କୁ ପୋଲିସର ଫାଇନାଲ ଓ୍ବାର୍ନିଂ, ଯବାନଙ୍କୁ ଯଦି ଆକ୍ରମଣ କର…
ଇମ୍ଫାଲ,୧୬।୯: ଗତ କିଛି ମାସ ହେବ ମଣିପୁରରେ ହିଂସା ଲାଗି ରହିଛି। ପରିସ୍ଥିତି ବେଳକୁ ବେଳ ଅସହ୍ୟ ହୋଇ ପଡୁଥିବାର ବେଳେ ବେଳେ ବେଳେ ଏହା କମ୍ ହେଉଥିବା ନଜର ଆସିଛି। ହେଲେ ଏବେ ବିକ୍ଷୋଭକାରୀମାନେ ଘାତକ ଅସ୍ତ୍ରଶସ୍ତ୍ର ସହିତ ସୁରକ୍ଷା…
ଡେଙ୍ଗୁରେ ରାଜଧାନୀରେ ପ୍ରଥମ ମୃତ୍ୟୁ, ଏବେ ପର୍ଯ୍ୟନ୍ତ ୬୫୦ରୁ ଅଧିକ ଆକ୍ରାନ୍ତ
ନୂଆଦିଲ୍ଲୀ,୧୬।୯: ଭେକ୍ଟର (ପରଜୀବୀ, ଭାଇରସ ଏବଂ ବ୍ୟାକ୍ଟେରିଆ) ରୋଗରେ ଆକ୍ରାନ୍ତ ହେବାପରେ ରାଜଧାନୀ ଦିଲ୍ଲୀରେ ଚଳିତ ବର୍ଷ ଡେଙ୍ଗୁରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଚଳିତ ବର୍ଷ ଦିଲ୍ଲୀରେ ଏହା ଡେଙ୍ଗୁ ଜନିତ ପ୍ରଥମ ମୃତ୍ୟୁ। ଅଧିକାରୀମାନେ ରବିବାର ଏହି…
ଇଦ୍ ଅବସରରେ ଏମିତି କହିଦେଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୧୬।୯: ଇଦ ମିଲାଦ-ଉନ-ନବୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ଇଦ ମୁବାରକ! ମିଲାଦ-ଉନ-ନବିଙ୍କ ଅବସରରେ ଶୁଭେଚ୍ଛା। ସୌହାର୍ଦ୍ଦ୍ୟ ଏବଂ ଏକତା ସର୍ବଦା ଜିତୁ। ଚାରିଆଡେ ସୁଖ ଓ ସମୃଦ୍ଧତା ହେଉ। ଏହାପୂର୍ବରୁ…
୫ ଘଣ୍ଟା ବିଳମ୍ବ ପରେ ବିମାନ ରଦ୍ଦ, ଫସି ରହିଲେ ୩୦୦ ଯାତ୍ରୀ
ମୁମ୍ବାଇ, ୧୬।୯: ମୁମ୍ବାଇରୁ ଦୋହା ଯିବାକୁ ଥିବା ଇଣ୍ଡିଗୋ ଏୟାରଲାଇନ୍ସର ୬ଇ ୧୩୦୩ ବିମାନରେ ବୈଷୟିକଜନିତ ତ୍ରୁଟି ଦେଖାଯିବା ଯୋଗୁ ରବିବାର ଏହାର ଉଡ଼ାଣରେ ବାରମ୍ବାର ବିଳମ୍ବ ଘଟିଥିଲା ଏବଂ ପରିଶେଷରେ ଏହି ବିମାନକୁ ରଦ୍ଦ କରିଦିଆଯାଇଥିଲା। ଉକ୍ତ ବିମାନରେ ପ୍ରାୟ…
ସବୁ ଡାକ୍ତରଙ୍କର ରହିବ ଏକକ ପରିଚୟ
ନୂଆଦିଲ୍ଲୀ,୧୬ା୯(ପି.ଟି.): ସମସ୍ତ ଡାକ୍ତରଙ୍କର ଏକକ ପରିଚୟପତ୍ର ରହିବ। ଏଥିପାଇଁ ନ୍ୟାଶନାଲ ମେଡିକାଲ କମିଶନ (ଏନ୍ଏମ୍ସି) ଭାରତରେ ଚିକିତ୍ସା କରିବାକୁ ଯୋଗ୍ୟ ସମସ୍ତ ଏମ୍ବିବିଏସ୍ ଡାକ୍ତରଙ୍କର ପଞ୍ଜୀକରଣ ପ୍ରକ୍ରିୟା ସଦ୍ୟ ଲଞ୍ଚ୍ ହୋଇଥିବା ପୋର୍ଟାଲରେ ଆରମ୍ଭ କରିଛି। ନ୍ୟାଶନାଲ ମେଡିକାଲ ରେଜିଷ୍ଟର (ଏନ୍ଏମ୍ଆର୍)…
ମୁଖ୍ୟମନ୍ତ୍ରୀ ହେବାକୁ ଟଣାଓଟରା
ଚଣ୍ଡିଗଡ଼/ନୂଆଦିଲ୍ଲୀ,୧୬ା୯: ହରିୟାଣାସ୍ଥିତ ଅମ୍ବାଲା କ୍ୟାଣ୍ଟେନମେଣ୍ଟ ଆସନର ଭାଜପା ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ଅନିଲ ଭିଜ୍ ଏକ୍ସ’ରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ସେ କହିଛନ୍ତି, ଭାଜପା ପୁନର୍ବାର କ୍ଷମତାସୀନ ହେଲେ ସେ ମୁଖ୍ୟମନ୍ତ୍ରୀ ହେବା ପାଇଁ ଦାବି କରିବେ। କାରଣ…
ମନ୍ତ୍ରୀଙ୍କ ଘରେ ବିସ୍ଫୋରଣ
ଗୁଆହାଟୀ,୧୫ା୯: ମଣିପୁର ମନ୍ତ୍ରୀ ଖାସିମ୍ ବାଶୁମ୍ଙ୍କ ଉଖ୍ରୁଲ ଜିଲାର ହାମଲେଇଖୋଙ୍ଗ ଅଞ୍ଚଳରେ ଥିବା ଆବାସିକ କମ୍ପ୍ଲେକ୍ସରେ ବିସ୍ଫୋରଣ ଘଟିଛି। ଏଥିରେ କେହି ମୃତାହତ ହୋଇନାହାନ୍ତି। ପ୍ରାଣୀସମ୍ପଦ ଓ ପରିବହନ ବିଭାଗ ମନ୍ତ୍ରୀ ଥିବା ବାଶୁମ୍ ବିସ୍ଫୋରଣ ସମୟରେ ରାଜଧାନୀ ଇମ୍ଫାଲରେ ଥିଲେ।…
ପୁଣି କୋଲକାତା ହସ୍ପିଟାଲରେ ରୋଗୀ ସମ୍ପର୍କୀୟାଙ୍କୁ…
କୋଲକାତା,୧୫ା୯: କୋଲକାତାର ଆର୍.ଜି. କର ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ଉତ୍ତେଜନା ଥମି ନ ଥିବାବେଳେ ସେଠାର ଅନ୍ୟ ଏକ ସରକାରୀ ହସ୍ପିଟାଲରେ ଜଣେ ରୋଗୀଙ୍କ ସମ୍ପର୍କୀୟାଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି। ଅଭିଯୁକ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ପୋଲିସ…
ମହିଳାଙ୍କୁ ଡରାଇ ସହମତିରେ ଯୌନ ସମ୍ପର୍କ ବଳାତ୍କାର: ହାଇକୋର୍ଟ
ପ୍ରୟାଗରାଜ,୧୫ା୯: ମହିଳାଙ୍କୁ ଭୟଭୀତ କରାଇ କିମ୍ବା ତାଙ୍କଠାରେ ଭୁଲ୍ ଧାରଣା ଜନ୍ମାଇ ତାଙ୍କ ସହମତିରେ ଯୌନ ସମ୍ପର୍କ ରଖିବା ବଳାତ୍କାର ବୋଲି ଆଲ୍ଲାହାବାଦ ହାଇକୋର୍ଟ ଏକ ରାୟରେ କହିଛନ୍ତି। ରାଘବ କୁମାର ଜଣେ ମହିଳାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଯୌନ ସମ୍ପର୍କ…
ମୋଦି ସରକାରଙ୍କ ବଡ଼ ପଦକ୍ଷେପ: ଖୁବଶୀଘ୍ର କାର୍ଯ୍ୟକାରୀ ହେବ ‘ଏକ ରାଷ୍ଟ୍ର ଏକ ନିର୍ବାଚନ’
ନୂଆଦିଲ୍ଲୀ,୧୫ା୯: ବର୍ତ୍ତମାନର ଭାଜପା ନେତୃତ୍ୱାଧୀନ ଏନ୍ଡିଏ ସରକାରଙ୍କ କାର୍ଯ୍ୟକାଳରେ ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ କାର୍ଯ୍ୟକାରୀ ହେବ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ଏହି ସଂସ୍କାରମୂଳକ ପଦକ୍ଷେପକୁ ଦଳ ନିର୍ବିଶେଷରେ ସମର୍ଥନ ମିଳିବ ବୋଲି ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…
ଲାଲୁ-ରାବ୍ରିଙ୍କ ମଡେଲ ସାଜିଛନ୍ତି କେଜ୍ରିଓ୍ବାଲ, ସ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛନ୍ତି କହିଲେ ଏହି ଭାଜପା ନେତା
ନୂଆଦିଲ୍ଲୀ,୧୫ା୯: ସୁପ୍ରିମକୋର୍ଟରୁ ଜାମିନ ପାଇବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଜେଲ୍ରୁ ବାହାରିବା ମାତ୍ରେ ଦେଶର ରାଜନୀତି ତୀବ୍ର ହୋଇଛି। ଦଳୀୟ ମୁଖ୍ୟାଳୟରେ କର୍ମୀମାନଙ୍କୁ ସମ୍ବୋଧିତ କରିବା ବେଳେ କେଜ୍ରିଓ୍ବାଲ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ବିଷୟରେ କହିଥିଲେ। ଏ ସମ୍ପର୍କରେ…
ପୁଣି ଛତିଶଗଡ଼ରେ ମାଓବାଦୀଙ୍କ ବର୍ବରକାଣ୍ଡ: ଶିକ୍ଷାଦୂତଙ୍କୁ ପିଟିପିଟି କଲେ ହତ୍ୟା
ସୁକ୍ମାର,୧୫।୯: ଓଡ଼ିଶା ସୀମାନ୍ତ ଛତିଶଗଡ଼ରେ ମାଓବାଦୀ ହିଂସା ଲାଗି ରହିଛି। କିଛି ଦିନ ତଳେ ପ୍ରଜାକୋର୍ଟରେ ପୋଲିସ ଇନ୍ଫର୍ମର ସନ୍ଦେହରେ ଲୋକଙ୍କ ସମ୍ମୁଖରେ ଦୁଇଜଣଙ୍କୁ ହତ୍ୟା କରିଥିଲେ। ଏହି ଘଟଣା ମନରୁ ନ ଲିଭୁଣୁ ପୁଣି ମାଓବାଦୀମାନେ ଏକ ବର୍ବରକାଣ୍ଡ ଭିଆଇଛନ୍ତି।…

