ଜାତୀୟ

୨୦୫୦ ସୁଦ୍ଧା ଭାରତରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ଦ୍ୱିଗୁଣିତ ହେବ

ନୂଆଦିଲ୍ଲୀ, ୨୨ା୭:ଭାରତରେ ବରିଷ୍ଠ ନାଗରିକଙ୍କ ଜନସଂଖ୍ୟା ୨୦୫୦ ସୁଦ୍ଧା ଦ୍ୱିଗୁଣିତ ହେବ। ତେଣୁ ଦେଶରେ ବରିଷ୍ଠ ନାଗରିକଙ୍କ ସହ ସମ୍ବନ୍ଧିତ ଥିବା ଯୋଜନାଗୁଡ଼ିକରେ ଅଧିକ ନିବେଶ ଆବଶ୍ୟକ ବୋଲି ୟୁନାଇଟେଡ୍‌ ନେଶନ୍‌ ପପୁଲେଶନ୍‌ ଫଣ୍ଡ(ୟୁଏନ୍‌ଏଫ୍‌ପିଏ)ର ଭାରତ ମୁଖ୍ୟ ଆଣ୍ଡ୍ରିୟା ଓ୍ବଜ୍‌ନାର କହିଛନ୍ତି।…

ରାଜ୍ୟ ସଭାରେ ପ୍ରଭାବଶାଳୀ ବିରୋଧୀ ଭୂମିକା ନେବ ବିଜେଡି: ସସ୍ମିତ

ନୂଆଦିଲ୍ଲୀ,୨୨ା୭:ବିଜୁ ଜନତା ଦଳ (ବିଜେଡି) ପାର୍ଲାମେଣ୍ଟର ଉଚ୍ଚ ସଦନ ରାଜ୍ୟ ସଭାରେ ପ୍ରଭାବଶାଳୀ ବିରୋଧୀ ଦଳ ଭୂମିକା ନିଭାଇବ। ବିଜେଡିର ରାଜ୍ୟ ସଭା ନେତା ସସ୍ମିତ ପାତ୍ର ରବିବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ନୂଆଦିଲ୍ଲୀରେ ସରକାର ଡାକିଥିବା ସର୍ବଦଳୀୟ ବୈଠକ…

ରାଜୌରୀରେ ବଡ଼ ଆତଙ୍କବାଦୀ ଆକ୍ରମଣ ପଣ୍ଡ କଲା ସେନା, ଏନକାଉଣ୍ଟର ଜାରି

ନୂଆଦିଲ୍ଲୀ,୨୨ା୭: ଜମ୍ମୁ କଶ୍ମୀରର ରାଜୌରୀ ଠାରେ ସୁରକ୍ଷା ବାହିନୀ କ୍ୟାମ୍ପ ଉପରେ ବଡ଼ ଆତଙ୍କବାଦୀ ଆକ୍ରମଣକୁ ପଣ୍ଡ କରି ଦେଇଛି ସେନା। ସେବେଠାରୁ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର ଚାଲିଛି। ଉଭୟ ପାର୍ଶ୍ୱରୁ ଲଗାତାର ଗୁଳି ବିନିମୟ ହେଉଛି।…

ଏନ୍‌ଇଇଟି-ୟୁଜି ଶୁଣାଣି ଆଜି

ନୂଆଦିଲ୍ଲୀ,୨୨ା୭:ବିବାଦ ଘେରରେ ଛନ୍ଦିହୋଇଥିବା ଚଳିତ ବର୍ଷର ମେଡିକାଲ ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି-ୟୁଜି ଅନିୟମିତତାକୁ ନେଇ ଦାଏର ୪୦ରୁ ଊର୍ଦ୍ଧ୍ୱ ଆବେଦନର ଶୁଣାଣି ସୁପ୍ରିମକୋର୍ଟରେ ସୋମବାର ଅନୁଷ୍ଠିତ ହେବ। ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ଶନିବାର ଏହି ପରୀକ୍ଷାର କେନ୍ଦ୍ରଓ୍ବାରି ଏବଂ ସହରଓ୍ବାରି ଫଳାଫଳ…

ମୋଦି ସରକାରଙ୍କ ପତନ ଖୁବ୍‌ଶୀଘ୍ର

କୋଲକାତା,୨୨ା୭:ଭାଜପା ନେତୃତ୍ୱାଧୀନ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଅଳ୍ପାୟୁ। ସଂଖ୍ୟାବଳ ନ ଥାଇ ଏଣୁତେଣୁ କରି କ୍ଷମତାସୀନ ହୋଇଥିବା ଏହି ସରକାର ଖୁବ୍‌ଶୀଘ୍ର ଭାଙ୍ଗିଯିବ ବୋଲି ରବିବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ…

ଆଜିଠୁ ବଜେଟ ଅଧିବେଶନ: ଏନ୍‌ଇଇଟିି, ଦରଦାମ୍‌ ବୃଦ୍ଧି ପ୍ରସଙ୍ଗ ଉଠାଇବେ ବିରୋଧୀ

ନୂଆଦିଲ୍ଲୀ,୨୨ା୭: ପାର୍ଲାମେଣ୍ଟର ବଜେଟ ଅଧିବେଶନ ସୋମବାର ଆରମ୍ଭ ହେବ। ଅଗଷ୍ଟ ୧୨ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ ୧୯ଟି କାର୍ଯ୍ୟ ଦିବସ ରହିବ। ଏହା ଭିତରେ କେନ୍ଦ୍ର ସରକାର ୬ଟି ବିଲ୍‌ ଆଗତ କରିବେ। ସେଗୁଡ଼ିକ ମଧ୍ୟରେ ରହିଛି…

ପୋଲାଭରମ୍‌: କେନ୍ଦ୍ରକୁ ୧୨ ହଜାର କୋଟି ମାଗିଲେ ଚନ୍ଦ୍ରବାବୁ

ଅମରାବତି,୨୨ା୭: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ପୋଲାଭରମ୍‌ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କୁ ୧୨ ହଜାର କୋଟି ଟଙ୍କା ମାଗିଛନ୍ତି। ମଙ୍ଗଳବାର ସଂସଦରେ ୨୦୨୪-୨୫ ଆର୍ଥିକବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହେବାକୁ ଥିବାବେଳେ ଏହାର ଅବ୍ୟବହିତ ପୂର୍ବରୁ ଚନ୍ଦ୍ରବାବୁ…

୧୦ ଆସନରେ ଊପ ନିର୍ବାଚନ, ଇଣ୍ଡିଆ-ଏନଡିଏ ମଧ୍ୟରେ କଡା ମୁକାବିଲା

ଲକ୍ଷ୍ନୌ,୨୧।୭: ଉତ୍ତର ପ୍ରଦେଶରେ ୧୦ଟି ବିଧାନସଭା ଆସନରେ ଉପ-ନିର୍ବାଚନ ହେବାକୁ ଯାଉଛି। ରାଜ୍ୟରେ ଅନୁଷ୍ଠିତ ଲୋକ ସଭା ନିର୍ବାଚନରେ ଭଲ ପ୍ରଦର୍ଶନ ଯୋଗୁଁ ସମାଜବାଦୀ ପାର୍ଟି-କଂଗ୍ରେସ ଅଧିକ ଆଶା କରୁଛି। ଏଥି ସହିତ ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରତ୍ୟାବର୍ତ୍ତନ କରିବାର…

ଅସୁବିଧାରେ ଅଛନ୍ତି ନୀତୀଶ କୁମାର

ପାଟନା,୨୧।୭: ଆରଜେଡି କହିଛି ଯେ ଗ୍ରାଣ୍ଡ ଆଲାଏନ୍ସ ସରକାର ଭାଙ୍ଗିବା ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଭବିଷ୍ୟତର ସ୍ବପ୍ନ ସହିତ ଏନଡିଏରେ ଯୋଗ ଦେଇଥିଲେ ଏବଂ ସମ୍ମାନ ପାଇବାକୁ ଆଶା କରିଥିଲେ। କିନ୍ତୁ ଏହାର ବିପରୀତ ଘଟଣା ଘଟୁଛି। ଆଜି ଏନଡିଏର…

ପ୍ରବଳ ବର୍ଷା ଯୋଗୁ ୩୬ ବିମାନ ଉଡାଣ ବାତିଲ

ମୁମ୍ବାଇ,୨୧।୭: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ପ୍ରବଳ ବର୍ଷା ହେତୁ ବିମାନ ସେବା ବ୍ୟାହତ ହୋଇଛି। ପିଟିଆଇ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ପାଣିପାଗକୁ ଦୃଷ୍ଟିରେ ରଖି ରବିବାର ମୁମ୍ବାଇ ବିମାନ ବନ୍ଦରରୁ ୩୬ଟି ବିମାନକୁ ବାତିଲ କରାଯାଇଛି। ଏଜେନ୍ସି ସୂତ୍ରରୁ ପ୍ରକାଶ…

ଜିତନ ରାମଙ୍କ ଟାର୍ଗେଟରେ ନୀତୀଶ କୁମାର

ପାଟନା,୨୧।୭: ଲୋକ ସଭା ନିର୍ବାଚନ ପରେ ବିହାରର ରାଜନୀତି, ବିଶେଷ କରି ଏନଡିଏ ଭିତରେ ପୁଣିଥରେ ପରିବର୍ତ୍ତନ ଆରମ୍ଭ ହୋଇଛି। ଗତ ଲୋକ ସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ଜେଡିୟୁ ଏନଡିଏର ଏକ ଗଠନକାରୀ ଦଳ ଭାବରେ ଅତ୍ୟନ୍ତ…

ସାରା ବିଶ୍ୱରେ ରାହୁଲ ଏକମାତ୍ର ଉଦାହାରଣ, କାହିଁକି ଏମିତି କହିଲେ ଶାହା

ନୂଆଦିଲ୍ଲୀ,୨୧।୭: ଚଳିତ ବର୍ଷ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ବିଧାନସଭା ନିର୍ବାଚନକୁ ନେଇ ଭାଜପା ସକ୍ରିୟ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ବର୍ତ୍ତମାନ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପୁଣେରେ ପହଞ୍ଚିଛନ୍ତି। ସେ ପୁଣେରେ ଭାଜପା ନେତାମାନଙ୍କୁ ସମ୍ବୋଧିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri