ଜାତୀୟ

୫ଜଣ କରୁଥିଲେ ମମତାଙ୍କୁ ପଦରୁ ହଟାଯିବାର ପ୍ଲାନ, ଲିକ୍‌ ହେଲା ଓ୍ବାଟସଆପ୍‌ ଚାଟ୍‌

କୋଲକାତା,୪।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବାସଭବନକୁ ଭଙ୍ଗାରୁଜା କରିବା ଅଭିଯୋଗରେ କୋଲକାତା ପୋଲିସ ୫ ଜଣଙ୍କୁ ଗିରଫ କରିଛି। ତେବେ ଅଭିଯୁକ୍ତଙ୍କୁ ଗିରଫ ପରେ ପୋଲିସ ବଡ଼ ଷଡଯନ୍ତ୍ରର ପର୍ଦ୍ଦାଫାଶ କରିଛି। ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀଙ୍କୁ ପଦରୁ ହଟାଇବା ପାଇଁ…

ମୁଁ ବି ଶୋଇଥିଲି ହଠାତ୍‌ ରାତି ୩ରେ ୨ଜଣ ପଶି…ଆରଜି କଲେଜର ଆଉ ଜଣେ ଟ୍ରେନି ଡାକ୍ତର ଖୋଲିଲେ ସେମିନାର ହଲ୍‌ର ରହସ୍ୟ

କୋଲକାତା,୪।୯: କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କ ଭୟଙ୍କର ବଳାତ୍କାର ଓ ହତ୍ୟା ମାମଲା ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି। ଦେଶବ୍ୟାପୀ ସବୁ ଡାକ୍ତର ଏବେ ରାସ୍ତାକୁ ଓହ୍ଲାଇଛନ୍ତି। ଦୀର୍ଘଦିନ ଧରି ଆନ୍ଦୋଳନ ଜାରି…

ପ୍ରଶାନ୍ତ କିଶୋରଙ୍କ ସହ ମିଶି ମୁଖ୍ୟମନ୍ତ୍ରୀ ପଦ ପାଇଁ ଗୋଟି ଚାଳନା କରିବେ ଚିରାଗ ପାସଓ୍ବାନ! ତାଙ୍କ ଇସାରାରୁ ବଢିଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୪।୯: ବିହାର ରାଜନୀତିରେ ଆଜିକାଲି ଲୋକଜନଶକ୍ତି ପାର୍ଟିର ସଭାପତି ତଥା ହାଜିପୁର ଏମପି ଚିରାଗ ପାସୱାନ ଏବେ ଚର୍ଚ୍ଚାରେ ଅଛନ୍ତି। ସାମ୍ପ୍ରତିକ ସମୟରେ, ତାଙ୍କର ବୟାନ ଓ କାର୍ଯ୍ୟକଳାପ ରାଜନୈତିକ ମହଲରେ ଆଲୋଡନ ସୃଷ୍ଟି କରିଛି । ରାଜନୈତିକ ମହଲରେ ଚର୍ଚ୍ଚା…

ଚିରାଗଙ୍କ ଦଳ ଛାଡିବା ନେଇ ବଡ଼ ବୟାନ ଦେଲେ ତାଙ୍କ ଏମପି, କହିଲେ ମହାମେଣ୍ଟର ଏସବୁ ମିଛ ସ୍କ୍ରିପ୍ଟ…

ପାଟନା,୪।୯: କେନ୍ଦ୍ର ମନ୍ତ୍ରୀ ଚିରାଗ ପାସୱାନଙ୍କ ଲୋକ ଜନଶକ୍ତି ପାର୍ଟି ଏନଡିଏ ମେଣ୍ଟ ଓହରିଯିବାକୁ ନେଇ ଚାଲିଥିବା ଗୁଜବ ବିହାର ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଖବର ପ୍ରସାରିତ ହେବା ପରେ ଜାତୀୟ ରାଜନୀତିରେ ହଲଚଲ ଦେଖିବାକୁ ମିଳିଛି। ତେବେ…

ବୁଲ୍‌ଡୋଜର ଚଳାଇବା ପାଇଁ ସାହସ ଦରକାର: ଅଖିଳେଶଙ୍କୁ ଟାର୍ଗେଟ୍‌ କଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୪।୯: ଆଜିକାଲି ଉତ୍ତରପ୍ରଦେଶ ରାଜନୀତିରେ ବୁଲଡୋଜର ଆଲୋଚନାର ବିଷୟ ହୋଇଛି। ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ତଥା କନୌଜର ଏମ୍‌ପି ଅଖିଳେଶ ଯାଦବ ଗୋରଖପୁରରେ କହିଥିଲେ, ଯଦି ୨୦୨୭ରେ ସରକାର ପରିବର୍ତ୍ତନ କରନ୍ତି ତେବେ ବୁଲଡୋଜରଗୁଡିକ ଗୋରଖପୁର ଆଡକୁ ଯିବ। ମୁଖ୍ୟମନ୍ତ୍ରୀ…

କଂଗ୍ରେସ ଟିକେଟରୁ ହରିୟାଣା ବିଧାନସଭା ନିର୍ବାଚନରେ ଏଣ୍ଟ୍ରି କରିବେ ଭିନେଶ! ରାହୁଲଙ୍କୁ ଭେଟିବା ପରେ ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୪।୯: ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ରାଜନୈତିକ ମହଲ ଗରମ ରହିଛି । ଏହି ସମୟରେ କୁସ୍ତି ଖେଳାଳି ଭିନେଶ ଫୋଗଟ ଏବଂ ବଜରଙ୍ଗ ପୁନିଆଙ୍କ ବିଷୟରେ ଏକ ବଡ଼ ଖବର ଆସୁଛି। ଉଭୟ କୁସ୍ତିଯୋଦ୍ଧା ନିର୍ବାଚନ ପ୍ରାର୍ଥୀ ଘୋଷଣା…

ଜ୍ୟୋତିରାଦିତ୍ୟ ସିନ୍ଧିଆ ଭାଜପାରେ ସାମିଲ୍‌ ହେବାକୁ ନେଇ ବଡ଼ ବୟାନ ଦେଲେ ପାଇଲଟ, କହିଲେ ତାଙ୍କୁ ନିଜର…

ନୂଆଦିଲ୍ଲୀ,୪।୯: ନିକଟରେ କଂଗ୍ରେସ ନେତା ସଚିନ ପାଇଲଟ ଏକ ଜାତୀୟ ଗଣମାଧ୍ୟମର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଯେଉଁଠାରେ ତାଙ୍କୁ ପଚରାଯାଇଥିଲା ଯେ ଆରପିଏନ ସିଂ, ଜିତିନ ପ୍ରସାଦ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପରି ଯୁବ ନେତାମାନେ ୟୁପିଏ ସରକାରରେ ମନ୍ତ୍ରୀ ଥିଲେ।…

କୋଲକାତା ବଳାତ୍କାର ମାମଲା: ପଲିଗ୍ରାଫ ଟେଷ୍ଟରେ ସଞ୍ଜୟଙ୍କୁ ପଚରାଗଲା ଏହି ପ୍ରଶ୍ନ, ଉତ୍ତର ଶୁଣି ଆଶ୍ଚର୍ଯ୍ୟ ହୋଇଗଲା ସିବିଆଇ

କୋଲକାତା,୪।୯: କୋଲକାତା ଆର୍‌.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ବଳାତ୍କାର ଏବଂ ପରେ ହତ୍ୟା ମାମଲାର ରହସ୍ୟ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସାମ୍ନାକୁ ଆସିନାହିଁ। ଏହି ଘୃଣ୍ୟ ବଳାତ୍କାର ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ…

ବଢୁଛି ଡଲି ଚାଏଓ୍ବାଲାଙ୍କ କ୍ରେଜ୍‌: ଗୋଟିଏ କାର୍ଯ୍ୟକ୍ରମ ପାଇଁ ମାଗୁଛନ୍ତି ଏତିକି ଲକ୍ଷ ଟଙ୍କା

ନାଗପୁର,୪।୯:ହାଇଦ୍ରାବାଦରେ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ ଗେଟ୍ସଙ୍କୁ ଚା’ ପରିବେଷଣ କରିବା ପରେ ନାଗପୁରର ଡଲି ଚାଏୱାଲା ରାତାରାତି ସୋସିଆଲ ମିଡିଆ ଷ୍ଟାର୍‌ ପାଲଟିଯାଇଥିଲେ। ଇନଷ୍ଟାଗ୍ରାମରେ ତାଙ୍କର ୪.୨ ମିଲିୟନ୍‌ ଫଲୋଅର୍ସ ଅଛନ୍ତି। ଡାଲି ଚାଏୱାଲା ଏତେ ପ୍ରସିଦ୍ଧ ହୋଇଗଲେ ଯେ, ଲୋକମାନେ…

କୋଲକାତା କାଣ୍ଡ: କୋର୍ଟରୁ ଫେରିବା ସମୟରେ ସନ୍ଦୀପ ଘୋଷଙ୍କୁ ଚାପୁଡା ମାରିଲେ ବ୍ୟକ୍ତି, ଭାଇରାଲ ହେଉଛି…

କୋଲକାତା,୪।୯: କୋଲକାତା ଆର୍‌.ଜି କର କଲେଜ ଏବଂ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ଉପରେ ଆକ୍ରମଣ ହୋଇଛି। କୋର୍ଟରୁ ବାହାରକୁ ଆସିବା ସମୟରେ ଏକ ବ୍ୟକ୍ତି ତାଙ୍କ ମୁଣ୍ଡକୁ ଚାପୁଡା ମାରିଛନ୍ତି। ସେ ସିଆରଏଫ୍‌ ଏବଂ କୋଲକାତା ପୋଲିସର କଡ଼ା…

ରାଜ୍ୟ ସଭାରେ ବଢିଲା ଏନଡିଏର ଶକ୍ତି, ଭାଜପା ପାଇଁ ଆସିଲା ଏହି ରାଜ୍ୟରୁ ଗୁଡନ୍ୟୁଜ୍‌

ନୂଆଦିଲ୍ଲୀ,୪।୯: ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାର୍ଥୀ ରାଜୀବ ଭଟ୍ଟାଚାର୍ଯ୍ୟ ମଙ୍ଗଳବାର ତ୍ରିପୁରାରୁ ରାଜ୍ୟ ସଭାର ଏକମାତ୍ର ଆସନରେ ୩୭ ଭୋଟ ବ୍ୟବଧାନରେ ଜିତିଛନ୍ତି। ଭାଜପା ରାଜ୍ୟ ୟୁନିଟ ସଭାପତି ଭଟ୍ଟାଚାର୍ଯ୍ୟ ୪୭ଜଣ ବିଧାୟକଙ୍କ ସମର୍ଥନ ପାଇଥିବାବେଳେ ୧୦ ଜଣ ବିଧାୟକ…

ଚଷମା ଆବଶ୍ୟକତା ଦୂର କରିବ ନୂଆ ଆଇଡ୍ରପ୍‌

ନୂଆଦିଲ୍ଲୀ,୪ା୯: ଚଷମା ଆବଶ୍ୟକତାକୁ ଦୂର କରିବ ନୂଆ ଆଇଡ୍ରପ୍‌। ଭାରତର ଔଷଧ ନିୟାମକ ସଂସ୍ଥା ଡିସିଜିଆଇ ଉକ୍ତ ଆଇଡ୍ରପ୍‌କୁ ଅନୁମୋଦନ କରିଛି। ଅକ୍ଟୋବରରୁ ଏହା ୩୫୦ ଟଙ୍କାରେ ଉପଲବ୍ଧ ହେବାକୁ ଯାଉଛି। ମୁମ୍ବାଇର ଏଣ୍ଟୋଡ୍‌ ଫାର୍ମାସ୍ୟୁଟିକାଲ୍ସ ପ୍ରସ୍ତୁତ କରିଥିବା ପ୍ରେସ୍‌ଭୁ ଆଇଡ୍ରପ୍‌ସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri