ଜାତୀୟ

ହଜ୍‌ ଯାତ୍ରା ପାଇଁ ୧.୨ ଲକ୍ଷ ମନୋନୀତ

ନୂଆଦିଲ୍ଲୀ,୮ା୧୦: ଆସନ୍ତା ବର୍ଷ ହଜ୍‌ ଯାତ୍ରା ପାଇଁ ଭାରତୀୟ ହଜ୍‌ କମିଟି ଲଟେରି ଜରିଆରେ ୧.୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ଚୟନ କରିଛି। ୨୦୨୫ର ହଜ୍‌ କୋଟା ୧,୨୨,୫୧୮ ରହିଥିବା ବେଳେ ମୋଟ ୧,୫୧, ୯୧୮ଟି ଆବେଦନ ପହଞ୍ଚି ଥିଲା। ୬୫…

ହରିୟାଣାରେ ଟି-୨୦ ଭଳି ରୋମାଞ୍ଚ, ଘଣ୍ଟାକେ ଛୁଟୁଛି ଘୋଡ଼ା

ଚଣ୍ଡିଗଡ଼,୮।୧୦: ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳ ଆସିବାରେ ଲାଗିଛି। ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ବେଳକୁ ଏଠାରେ କଂଗ୍ରେସ ଆଗରେ ଥିବା ବେଳେ ଅନେକେ ଅନୁମାନ ଲଗାଇଥିଲେ କି ରାଜ୍ୟରେ କଂଗ୍ରେସ ସରକାର ଗଠନ କରିବ। ହେଲେ ଘଣ୍ଟାକେ ଘୋଡ଼ା ଛୁଟିବା…

୯ରେ ଡାକ୍ତର ସଂଘର ଦେଶବ୍ୟାପୀ ଅନଶନ

ନୂଆଦିଲ୍ଲୀ,୮ା୧୦: କୋଲକାତାର ଆର୍‌.ଜି. କର ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ନ୍ୟାୟ ଏବଂ କାର୍ଯ୍ୟସ୍ଥଳ ନିରାପତ୍ତା ଦାବିରେ ପଶ୍ଚିମବଙ୍ଗର ଜୁନିୟର ଡାକ୍ତରମାନଙ୍କ ଆମରଣ ଅନଶନ ସୋମବାର ତୃତୀୟ ଦିନରେ ପହଞ୍ଚି ଥିବାବେଳେ ସେମାନଙ୍କ ସମର୍ଥନରେ ବୁଧବାରଠାରୁ…

ଟ୍ରେଣ୍ଡରେ ପଛରେ ପଡ଼ିଛନ୍ତି ଭିନେଶ

ଚଣ୍ଡିଗଡ଼,୮।୧୦: ହରିୟାଣା ୨୦୨୪ ବିଧାନସଭା ନିର୍ବାଚନ ଲାଗି ଅକ୍ଟୋବର ୫ରେ ଭୋଟ ଗ୍ରହଣ ହୋଇଥିଲା। ସେହିଭଳି ସମସ୍ତ ଆସନରେ ହୋଇଥିବା ମତଗଣନା ଆଜି ଅର୍ଥାତ ଅକ୍ଟୋବର ୮ ସକାଳ ୮ଟାରୁ ଆରମ୍ଭ ହୋଇଛି। ରାଜ୍ୟର ଜିନ୍ଦ ଜିଲାର ଜୁଲାନା ଆସନଟି ହଟ୍‌…

ହରିୟାଣାରେ ଭାଜପା, କଶ୍ମୀରରେ ଏନସି ଗଢିବ ସରକାର!

ନୂଆଦିଲ୍ଲୀ,୮।୧୦: ମଙ୍ଗଳବାର ସକାଳୁ ହରିୟାଣା, ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନର ଭୋଟ ଗଣତି ଚାଲିଛି। ଭୋଟ ଗଣନା ସକାଳ ୮ଟାରୁ ଆରମ୍ଭ ହୋଇଛି। ଏଥିପାଇଁ ହରିୟାଣା, ଜମ୍ମୁ କଶ୍ମୀରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଗଣନା କେନ୍ଦ୍ର ବାହାରେ ବହୁ ସଂଖ୍ୟକ…

ଭାରତକୁ ସହାୟତା ଗୁହାରି କଲା ଲେବାନନ୍‌

ନୂଆଦିଲ୍ଲୀ,୮ା୧୦: ଇସ୍ରାଏଲର ଗାଜା ଏବଂ ଲେବାନନ ଉପରେ ହୋଇଥିବା ଆକ୍ରମଣକୁ ନେଇ ଲେବାନନ ରାଷ୍ଟ୍ରଦୂତ ରବି ନାରାଶ ଉଦ୍‌ବେଗ ପ୍ରକାଶ କରିଛନ୍ତି ଏବଂ ଏହାକୁ ବିପର୍ଯ୍ୟସ୍ତ ବୋଲି କହିଛନ୍ତି। ସେ କହିଛନ୍ତି, ଇସ୍ରାଏଲର ଆକ୍ରମଣ ଯୋଗୁ ହଜାର ହଜାର ଲୋକ ପ୍ରାଣ…

ଗଣତି ପୂର୍ବରୁ ବଡ ବୟାନ ଦେଲେ ଓମାର ଅବଦୁଲ୍ଲା

ଶ୍ରୀନଗର,୮।୧୦: ଜମ୍ମୁ କଶ୍ମୀରର ୯୦ଟି ବିଧାନସଭା ଆସନ ପାଇଁ ଭୋଟ ଗଣନା ଚାଲିଛି। ପ୍ରଥମ ପର୍ଯ୍ୟାୟ ଗଣନାରେ ଜମ୍ମୁ କଶ୍ମୀରରେ ଭାଜପା ଏବଂ କଂଗ୍ରେସ-ଏନସି ମେଣ୍ଟ ମଧ୍ୟରେ ଏକ କଡା ପ୍ରତିଯୋଗିତା ହେଉଛି। ଏବେ ନ୍ୟାଶନାଲ କନଫରେନ୍ସ ଉପାଧ୍ୟକ୍ଷ ଓମାର ଅବଦୁଲ୍ଲାଙ୍କ…

ପଛରେ ଅଛନ୍ତି ମୁଖ୍ୟମନ୍ତ୍ରୀ, ଆଗରେ ଫୋଗାଟ, ଜାଣନ୍ତୁ ଭିଆଇପି ସିଟ୍‌ର ପରିଣାମ

ନୂଆଦିଲ୍ଲୀ,୮।୧୦: ହରିୟାଣାର ୯୦ଟି ବିଧାନସଭା ଆସନ ପାଇଁ ହୋଇଥିବା ନିର୍ବାଚନର ଫଳାଫଳ ମଙ୍ଗଳବାର ସକାଳୁ ଆସିବାରେ ଲାଗିଛି। ଏଠାରେ ମୁଖ୍ୟମନ୍ତ୍ରୀ ନାୟବ ସିଂ ସୋନି, ଭୁପିନ୍ଦର ସିଂ ହୁଡ୍ଡା, ଭିନେଶ ଫୋଗାଟ, ସଞ୍ଚିତ ସିଂ ଚୌଟାଲା, ଦୁଷ୍ୟନ୍ତ ଚୌଟାଲା, ଗୋପାଳ କାଣ୍ଡା,…

କଂଗ୍ରେସର ସୁନାମି, ଜମ୍ମୁ-କଶ୍ମୀରରେ ପଛେଇ ଯାଉଛି ଭାଜପା

ନୂଆଦିଲ୍ଲୀ,୮।୧୦: ହରିୟାଣା, ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନର ଫଳାଫଳ ଆସିବାରେ ଲାଗିଛି। ପ୍ରାରମ୍ଭିକ ସୂଚନା ଅନୁଯାୟୀ କଂଗ୍ରେସ ହରିୟାଣାରେ ସଂଖ୍ୟାଗରିଷ୍ଠତା ଅତିକ୍ରମ କରିଛି। ଏଥି ସହିତ ଜମ୍ମୁ କଶ୍ମୀରରେ ଭାଜପା ଏବଂ କଂଗ୍ରେସ ମେଣ୍ଟ ମଧ୍ୟରେ କଡା ପ୍ରତିଯୋଗିତା ଚାଲିଛି। ତେବେ…

କାମ କରିବ ରାହୁଲଙ୍କ ଫର୍ମୁଲା! ଏବେଠାରୁ ଖୁସି ମନାଇଲାଣି କଂଗ୍ରେସ

ନୂଆଦିଲ୍ଲୀ,୮।୧୦: ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳକୁ ଅପେକ୍ଷା କରାଯାଇଛି। ଗଣନା ସହିତ, ଫଳାଫଳ ସମ୍ବନ୍ଧୀୟ ଚିତ୍ର ସ୍ପଷ୍ଟ ହେବା ଆରମ୍ଭ କରିବ। କିନ୍ତୁ ଟ୍ରେଣ୍ଡ ପୂର୍ବରୁ କଂଗ୍ରେସ ଉତ୍ସବ ପାଳନ କରିବା ଆରମ୍ଭ କରିଛି। ହରିୟାଣା ନିର୍ବାଚନ ଏବଂ ଜମ୍ମୁ କଶ୍ମୀର…

ଆରମ୍ଭ ହେଲା ଭୋଟ ଗଣତି: ହରିୟାଣାରେ କଂଗ୍ରେସ ଆଗରେ, ଜମ୍ମୁ-କଶ୍ମୀରରେ ଜୋରଦାର ଟକ୍କର

ନୂଆଦିଲ୍ଲୀ,୮।୧୦: ହରିୟାଣା ଏବଂ ଜମ୍ମୁ କଶ୍ମୀରରେ ହୋଇଥିବା ବିଧାନସଭା ନିର୍ବାଚନ ୨୦୨୪ର ଫଳାଫଳ ମଙ୍ଗଳବାର ସକାଳୁ ଆସିଛି । ଭୋଟ ଗଣତି ସକାଳ ୮ ଟାରୁ ଆରମ୍ଭ ହୋଇଛି । ପୋଷ୍ଟାଲ ବାଲାଟଗୁଡିକ ବର୍ତ୍ତମାନ ଗଣନା କରାଯାଉଛି। ପ୍ରାରମ୍ଭିକ ଗଣନାରେ କଂଗ୍ରେସ…

ପିଡିପି ସହ ମେଣ୍ଟ କରିବ ଏନ୍‌ସି

ଶ୍ରୀନଗର,୮।୧୦: ଜମ୍ମୁ-କଶ୍ମୀରରେ ଭୋଟଗଣତି ପୂର୍ବରୁ ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ଅଧ୍ୟକ୍ଷ ଫାରୁକ୍‌ ଅବଦୁଲ୍ଲା ନିର୍ବାଚନ ପରବର୍ତ୍ତୀ ମେଣ୍ଟ ସମ୍ପର୍କରେ ସୋମବାର ସୂଚନା ଦେଇଛନ୍ତି। ଏପରିକି ଏନ୍‌ସି-କଂଗ୍ରେସ ମେଣ୍ଟ ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି)ର ସମର୍ଥନ ଆବଶ୍ୟକ କରୁ ନ ଥିଲେ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?