୬୦୦ ଭାରତୀୟ ସୈନ୍ୟ ବିପଦରେ
ନୂଆଦିଲ୍ଲୀ,୧୨ା୧୦: ଲେବାନନ୍ରେ ଥିବା ଜାତିସଂଘ ଶାନ୍ତିରକ୍ଷା ବାହିନୀକୁ ଟାର୍ଗେଟ କରି ଇସ୍ରାଏଲୀ ସେନାର ଆକ୍ରମଣ ଘଟଣାରେ ଭାରତ ଉଦ୍ବେଗ ପ୍ରକାଶ କରିଛି। ଦକ୍ଷିଣ ଲେବାନନ୍ର ନାକୁରାସ୍ଥିତ ୟୁଏନ୍ଆଇଏଫ୍ଆଇଏଲ୍ ମୁଖ୍ୟାଳୟରେ ଇସ୍ରାଏଲ୍ର ଆକ୍ରମଣ ଯୋଗୁ ଶାନ୍ତିବାହିନୀର ୨ ସୈନ୍ୟ ଆହତ ହୋଇଛନ୍ତି। ଲେବାନନ୍ରେ…
ଏନ୍ଡିଏରୁ ଓହରନ୍ତୁ ନୀତୀଶ
ଲକ୍ଷ୍ନୌ,୧୨ା୧୦: ସମାଜବାଦୀ ମାର୍ଗଦର୍ଶକ ତଥା ଜରୁରିକାଳୀନ ପରିସ୍ଥିତିର ଦୃଢ଼ ସମାଲୋଚକ ସ୍ବର୍ଗତ ଜୟପ୍ରକାଶ ନାରାୟଣଙ୍କୁ ନେଇ ୟୁପିର ଶାସକ ଭାଜପା ଏବଂ ବିରୋଧୀ ଏସ୍ପି ବର୍ତ୍ତମାନ ମୁହଁାମୁହଁି ସ୍ଥିତିରେ। ଶୁକ୍ରବାର ଏହି ସୋସିଆଲିଷ୍ଟ ନେତାଙ୍କ ଜୟନ୍ତୀ ଥିଲା। ଏହି ପରିପ୍ରେକ୍ଷୀରେ ଲକ୍ଷୌ…
ପୁଣି ଭୟଙ୍କର ଟ୍ରେନ୍ ଦୁର୍ଘଟଣା: କିଛି ସମୟ ଅଟକିଗଲା ଶହ ଶହ ଲୋକଙ୍କ ନିଃଶ୍ୱାସ
ନୂଆଦିଲ୍ଳୀ,୧୨।୧୦: ତାମିଲନାଡୁରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି। ମହୀଶୂରରୁ ବିହାରର ଦରଭଙ୍ଗା ଅଭିମୁଖେ ଯାଉଥିବା ମହୀଶୂର-ଦରଭଙ୍ଗା ବାଗମତି ଏକ୍ସପ୍ରେସ ଟ୍ରେନ (୧୨୫୭୮) କଭାରପେଟ୍ଟାଇ ରେଳ ଷ୍ଟେଶନ ନିକଟରେ ଏକ ମାଲଗାଡି ଟ୍ରେନ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ…
୧୦୫ତମ ସ୍ଥାନରେ ଭାରତ
ନୂଆଦିଲ୍ଲୀ,୧୨ା୧୦: ‘କନ୍ସର୍ନ ଓ୍ବାଲର୍ଡଓ୍ବାଇଡ୍’ ଏବଂ ‘ଓ୍ବେଲ୍ଥ ହଙ୍ଗର ଲାଇଫ୍’ ପକ୍ଷରୁ ମିଳିତ ଭାବେ ବିଶ୍ୱବ୍ୟାପୀ କ୍ଷୁଧା ସ୍ଥିତିକୁ ନେଇ ସର୍ବେକ୍ଷଣ କରାଯିବା ପରେ ଶୁକ୍ରବାର ୧୯ତମ ବିଶ୍ୱ କ୍ଷୁଧା ସୂଚକାଙ୍କ (ଜିଏଚ୍ଆଇ) ସିରିଜ୍ ପ୍ରକାଶ ପାଇଛି। କେଉଁ ରାଷ୍ଟ୍ରଗୁଡ଼ିକରେ ଖାଦ୍ୟ କ୍ଷେତ୍ରରେ…
ବିମାନରେ ମହିଳା ଯାତ୍ରୀଙ୍କୁ ଅସଦାଚରଣ
ଚେନ୍ନାଇ,୧୧ା୧୦: ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନରେ ଜଣେ ମହିଳା ଯାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ୪୫ ବର୍ଷୀୟ ଅଭିଯୁକ୍ତ ଗିରଫ ହୋଇଛନ୍ତି। ବିମାନଟି ଜୟପୁରରୁ ଚେନ୍ନାଇ ଯାଉଥିଲା। ମହିଳା ଜଣକ ଏ ସମ୍ପର୍କରେ ବିମାନର କ୍ରିଉଙ୍କୁ ଜଣାଇବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ…
ଗର୍ଲଫ୍ରେଣ୍ଡକୁ ବୁଲାଇ ନେବ ସାଙ୍ଗ: କାର୍ ଚୋରି କରି ବନ୍ଧା ହେଲେ ତିନି କଲେଜ ଛାତ୍ର
ନୂଆଦିଲ୍ଲୀ,୧୧ା୧୦: ସାଙ୍ଗକୁ ସାହାଯ୍ୟ କରିବାକୁ ଯାଇ ବନ୍ଧା ହେଲେ ସାଙ୍ଗ। ପ୍ରେମିକାକୁ ନୂଆ ଗାଡ଼ିରେ ସାଙ୍ଗ ବୁଳାଇ ନେବ ବୋଲି କାର୍ ଚୋରି କରିବାରେ ସାହାଯ୍ୟ କରି ପୋଲିସ ହାତରେ ପଡିଛନ୍ତି ତିନି ସାଙ୍ଗ। ଏଭଳି ଏକ ଘଟଣା ଘଟିଛି ଜାତୀୟ…
ନୋଏଲ ଦାୟିତ୍ୱ ଗ୍ରହଣ କରୁ କରୁ ଉଡିଲା ଟାଟାର ଶେୟାର, ସବୁହେଲା ଗ୍ରୀନ୍ ଗ୍ରୀନ୍
ମୁମ୍ବାଇ,୧୧।୧୦: ରତନ ଟାଟାଙ୍କ ଦେହାନ୍ତ ପରେ ନୋଏଲ ଟାଟା ଟାଟା ଟ୍ରଷ୍ଟର ନୂତନ ଚେୟାରମ୍ୟାନ ଭାବରେ ନିଯୁକ୍ତ ହୋଇଛନ୍ତି। ଏହି ଖବର ପରେ ଟାଟା ଗ୍ରୁପର ଅନେକ ଶେୟାର ଶୁକ୍ରବାର ବୃଦ୍ଧି ପାଇଛି। ବୋର୍ଡ ଦ୍ୱାରା ସର୍ବସମ୍ମତି କ୍ରମେ ନୋଏଲ ଟାଟାଙ୍କୁ…
ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ପିତାଙ୍କ ସମ୍ପତ୍ତି ଉପରେ ଦାବି କରିପାରିବେ ନାହିଁ ଝିଅ! ଜାଣନ୍ତୁ ସମ୍ପୂର୍ଣ୍ଣ ମାମଲା
ନୂଆଦିଲ୍ଲୀ,୧୧।୧୦: ସାଧାରଣତଃ କୁହାଯାଏ ଯେ ସେ ପୁଅ କିମ୍ବା ଝିଅ, ଉଭୟ ମାତାପିତାଙ୍କ ପାଇଁ ସମାନ । କିନ୍ତୁ ଅନେକ ଥର ଯେତେବେଳେ ସମ୍ପତ୍ତି ବିଷୟରେ କଥା ଆସେ, ଅଧିକାଂଶ ଲୋକ ଅନୁଭବ କରନ୍ତି ଯେ ଏହା ଉପରେ କେବଳ ପୁଅର…
ମିଲିଟ୍ରି କ୍ୟାମ୍ପରେ ବିସ୍ଫୋରଣ, ୨ ଅଗ୍ନିବୀରଙ୍କ ମୃତ୍ୟୁ
ନାସିକ,୧୧।୧୦: ନାଶିକ ମିଲିଟାରୀ ସେଣ୍ଟରରେ ନିୟମିତ ତାଲିମ ସମୟରେ ବିସ୍ଫୋରଣ ଯୋଗୁ ଦୁଇଜଣ ଅଗ୍ନିବୀରଙ୍କ ଦୁଃଖଦ ମୃତ୍ୟୁ ହୋଇଥିବା ଜଣାପଡିଛି। ଲାଇଭ ଫାୟାର ଆର୍ଟିଲରିଅଭ୍ୟାସ ସମୟରେଏହି ଦୁର୍ଘଟଣା ଘଟିଛି। ଏହି ବିସ୍ଫୋରଣ ଘଟିଥିଲା ଯେତେବେଳେ ସୈନିକମାନେ ଆର୍ଟିଲିରିରୁ ଗୁଳି ଚଳାଇବା ଅଭ୍ୟାସ…
ପାର୍ସି ଧର୍ମର ଥିଲେ, ହେଲେ ସବୁ ଧର୍ମର ପୂଜକଙ୍କ ଉପସ୍ଥିତିରେ କରାହେଲା ରତନ ଟାଟାଙ୍କ ଶେଷକୃତ୍ୟ; Video
ମୁମ୍ବାଇ,୧୧।୧୦: ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ପରଲୋକ ଘଟିଛି। ଏହାକୁ ନେଇ ସାରା ଭାରତରେ ଶୋକର ଛାୟା ଖେଳିଯାଇଛି। ଦେଶବାସୀ ଏହି କ୍ଷତିକୁ ବ୍ୟକ୍ତିଗତ ବୋଲି ମତ ରଖୁଛନ୍ତି। ଏପରିକି ସେ ନିଜର ଶେଷ ସମୟରେ…
ହେଲିକପ୍ଟର ଦୁର୍ଘଟଣାର ମାସକ ପରେ ମିଳିଲା ପାଇଲଟଙ୍କ ମୃତଦେହ
ଅହମଦାବାଦ,୧୧।୧୦: ଗତ ସେପ୍ଟେମ୍ବର ମାସରେ ଭାରତୀୟ ତଟରକ୍ଷୀ ବାହିନୀର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗୁଜୁରାଟ ଉପକୂଳରୁ ଆରବ ସାଗରରେ ଖସିପଡିବାର ଏକ ମାସ ପରେ ବର୍ତ୍ତମାନ ନିଖୋଜ ଭାରତୀୟ କୋଷ୍ଟଗାର୍ଡ ପାଇଲଟଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେପ୍ଟେମ୍ବର ୨ ରେ…
ବ୍ୟାରିକେଟ୍ ଉପରେ ଚଢିଲେ ଅଖିଳେଶ: ଯୋଗୀ ସରକାରଙ୍କୁ ଭର୍ତ୍ସନା
ଲକ୍ଷ୍ନୌ,୧୧।୧୦: ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଆଜି ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ପାଳିତ ହେଉଛି। ଏହାକୁ ନେଇ ରାଜନୀତି ତୀବ୍ର ହୋଇଛି। ଜୟପ୍ରକାଶ ନାରାୟଣ ଇଣ୍ଟରନ୍ୟାସନାଲ ସେଣ୍ଟର(JPNIC) ଚାରିପଟେ ବ୍ୟାରିକେଟ୍ ନିର୍ମାଣକୁ ନେଇ ସମାଜବାଦୀ ପାର୍ଟି(ଏସ୍ପି) ରାଜରାସ୍ତାକୁ ଓହ୍ଲାଇଛି। ଏସ୍ପି ଅଧ୍ୟକ୍ଷ ଅଖିଳେଶ ଯାଦବ…
Archives


