ଜାତୀୟ

କର୍ନାଟକ: କଂଗ୍ରେସକୁ ମିଳିପାରେ ଅଧିକ ଆସନ

ବେଙ୍ଗାଲୁରୁ,୧୧ା୫: ୨୨୪ ଆସନ ବିଶିଷ୍ଟ କର୍ନାଟକ ବିଧାନସଭା ନିର୍ବାଚନକୁ ନେଇ ଏକ୍‌ଜିଟ୍‌ ପୋଲ୍‌ ଏଥର ମଧ୍ୟ ଝୁଲା ସ୍ଥିତିର ସଙ୍କେତ ଦେଇଛି। ରାଜ୍ୟବାସୀ ଦୀର୍ଘ ୩୮ ବର୍ଷ ମଧ୍ୟରେ କୌଣସି ଶାସକ ଦଳକୁ ଲଗାତର ଦ୍ୱିତୀୟ ଥର କ୍ଷମତାସୀନ କରାଇ...

ଚିକିତ୍ସା ବେଳେ ମହିଳା ଡାକ୍ତରଙ୍କୁ ହତ୍ୟା

କୋଲାମ/ଥିରୁଭାନନ୍ଥପୁରମ୍‌, ୧୧ା୫: କେରଳ କୋଲାମ ଜିଲାର ଏକ ହସ୍ପିଟାଲରେ ବୁଧବାର ଜଣେ ରୋଗୀ ୨୩ ବର୍ଷୀୟା ମହିଳା ଡାକ୍ତରଙ୍କୁ ଛୁରିଭୁସି ହତ୍ୟା କରିଛନ୍ତି। ଅଭିଯୁକ୍ତ ସନ୍ଦିପ୍‌ ତାଙ୍କ ପରିବାର ସଦସ୍ୟଙ୍କ ସହ ମାଡ଼ପିଟ୍‌ କରି ଆହତ ହୋଇଥିଲେ। ମହିଳା ଡାକ୍ତର...

ଜୁନ୍‌ ୨୨ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ

ନୂଆଦିଲ୍ଲୀ, ୧୦ା୫: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ ଫାଷ୍ଟ ଲେଡ଼ି ଜିଲ୍‌ ବାଇଡେନ୍‌ଙ୍କ ଆମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ୍‌ ୨୨ରେ ଆମେରିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସରକାରଙ୍କ ପକ୍ଷରୁ ବୁଧବାର ଏନେଇ ସୂଚନା ଦିଆଯାଇଛି।...

କରୋନା ଚିହ୍ନଟ ଲାଗି ଆସିଲା ନୂଆ ଲେଜର ପଦ୍ଧତି

ନୂଆଦିଲ୍ଲୀ, ୧୦ା୫: କରୋନା ସଂକ୍ରମଣ ଚିହ୍ନଟ କରିବା ଲାଗି ବୈଜ୍ଞାନିକମାନେ ପୁଣି ଏକ ନୂଆ ଲେଜର ଭିତ୍ତିକ ଶ୍ୱାସନଳୀ ପରୀକ୍ଷା ପଦ୍ଧତିର ବିକାଶିତ କରିଛନ୍ତି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ବଳରେ କରାଯାଉଥିବା ଏହି ପରୀକ୍ଷାରେ କରୋନା ଭାଇରସ୍‌କୁ ସଠିକ୍‌ ଭାବେ ଚିହ୍ନଟ...

ଆସିଲା କର୍ନାଟକ ଏକ୍‌ଜିଟ ପୋଲ୍‌

ନୂଆଦିଲ୍ଲୀ/ବେଙ୍ଗାଲୁରୁ,୧୦।୫: କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ବୁଧବାର ମତଦାନ ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ହୋଇଥିବା ଏକ୍‌ଜିଟ ପୋଲ୍‌ ଫଳାଫଳ ପ୍ରକାଶ ପାଇଛି। କେତେକ ଗଣମାଧ୍ୟମ ସଂସ୍ଥା ଦ୍ବାରା କରାଯାଇଥିବା ଏକ୍‌ଜିଟ ପୋଲ୍‌ରେ କଂଗ୍ରେସ ସରକାର...

ବ୍ରିଜଭୂଷଣଙ୍କ ଲାଏ ଡିଟେକ୍‌ଶନ ଏବଂ ନାର୍କୋ ଟେଷ୍ଟ କରାଯାଉ

ନୂଆଦିଳ୍ଲୀ,୧୦ା୫: ଭାରତୀୟ ରେସଲିଂ ଫେଡେରେଶନ(ଡବ୍ଲ୍ୟୁଏଫ୍‌ଆଇ) ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ଯୌନ ନିର୍ଯାତନା ମାମଲାରେ ରେସ୍‌ଲର ଦିଲ୍ଳୀର ଯନ୍ତରମନ୍ତରଠାରେ ଧାରଣାରେ ବସିଛନ୍ତି। ଆନ୍ଦୋଳନକୁ ୧୫ ଦିନ ହୋଇଥିବା ବେଳେ ଖେଳାଳିମାନେ ବୁଧବାର ବ୍ରିଜ୍‌ଭୂଷଣଙ୍କ ଲାଏ ଡିଟେକ୍‌ଶନ ଓ ନାର୍କୋ ଟେଷ୍ଟ...

କର୍ନାଟକ ନିର୍ବାଚନ: ସନ୍ଧ୍ୟା ୫ଟା ସୁଦ୍ଧା ୬୫ ପ୍ରତିଶତ ମତଦାନ, ସାଢେ ୬ଟାରେ ଏକଜିଟ ପୋଲ

ବେଙ୍ଗାଲୁରୁ,୧୦।୫: କର୍ନାଟକ ବିଧାନସଭା ପାଇଁ ସମସ୍ତ ୨୨୪ ଆସନରେ ଭୋଟ ଗ୍ରହଣ ଜାରି ରହିଛି। ନିର୍ବାଚନ କମିଶନଙ୍କ ପକ୍ଷରୁ ଭୋଟ ଗ୍ରହଣ ପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏଥର ନିର୍ବାଚନ ମଇଦାନରେ କେତେଜଣ ବଡ ବଡ ନେତା ରହିଛନ୍ତି।...

କୁଶିନଗରରେ ବଡ ଦୁର୍ଘଟଣା: ୪ ଶିଶୁ ସମେତ ୭ ମୃତ

କୁଶିନଗର,୧୦।୫: ଉତ୍ତର ପ୍ରଦେଶର କୁଶୀନଗର ଜିଲାରୁ ଏକ ଛାତି ଥରାଇବା ଭଳି ଘଟଣା ସାମ୍ନାକ ଆସିଛି। ଏଠାର ରାମକୋଲା ଥାନା ଅଞ୍ଚଳରେ ଥିବା ମାଧି ମାଠିଆ ଗାଁରେ ବୁଧବାର ଏକ ବଡ ଦୁର୍ଘଟଣା ହୋଇଛି। ନିଆଁ ଲାଗିଯିବାରୁ ୪ ଶିଶୁଙ୍କ...

ସଚ୍ଚିନ ପାଇଲଟ, ଅଶୋକ ଗେହଲୋଟଙ୍କ ଲଢେଇକୁ ନେଇ ମୁହଁ ଖୋଲିଲେ ମୋଦି

ଜୟପୁର,୧୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନ ଗସ୍ତରେ ଅଛନ୍ତି। ବୁଧବାର ମୋଦି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚ୍ଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା ବିବାଦକୁ ନେଇ କଟାକ୍ଷ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି କଂଗ୍ରେସରେ ନିଜ...

ଆପଣ ପ୍ରଧାନମନ୍ତ୍ରୀ ନା ଫିଲ୍ମର ପ୍ରମୋଟର: ପ୍ରଧାନମନ୍ତ୍ରୀଙ୍କୁ ଓଓ୍ବାଇସିଙ୍କ କଟାକ୍ଷ…

ଲକ୍ଷ୍ନୌ,୧୦।୫ : ଗାଜିଆବାଦର ଡାସନା ନଗର ପଞ୍ଚାୟତର ନିର୍ବାଚନ ପ୍ରଚାର ସମୟରେ ଏଆଇଏମଆଇଏମ ଦଳର ମୁଖ୍ୟ ଅସଦୁଦ୍ଦିନ ଓୱାଇସି ସମାଜବାଦି ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଅଖିଳେଶ ତାଙ୍କ ପିତାଙ୍କ  ସକ୍ଷମ...

ଓଡିଶା ଆସିପାରନ୍ତି ମୋଦି

ଭୁବନେଶ୍ବର,୧୦।୫: ବନ୍ଦେ ଭାରତ ଏକ୍ସପ୍ରେସର ଲୋକାର୍ପଣ ଉତ୍ସବ ପୁରୀରେ ଅନୁଷ୍ଠିତ ହେବାକୁ ଯାଉଛି।ତେବେ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇପାରନ୍ତି ବୋଲି ସୂଚନା ଦେଇଛନ୍ତି ଭାଜପା ସାଧାରଣ ସମ୍ପାଦକ ପୃଥ୍ବ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ, ମୋଦି ବନ୍ଦେ...

ମଝି ଆକାଶରେ ବିମାନରେ ପୋଡ଼ିବା ଗନ୍ଧ, ଜରୁରୀ ଅବତରଣ କଲେ ପାଇଲଟ…

ତିରୁଚିରାପଲ୍ଲୀ,୧୦।୫ : ତିରୁଚିରାପଲ୍ଲୀରୁ ସିଙ୍ଗାପୁର ଯାଉଥିବା ଏକ ଇଣ୍ଡିଗୋ ବିମାନ ଇଣ୍ଡୋନେସିଆରେ ଜରୁରୀକାଳୀନ ଅବତରଣ କରିଛି। ବୈଷୟିକ ତ୍ରୁଟି ପରେ ପାଇଲଟ ଏହି ନିଷ୍ପତ୍ତି ନେଇଥିଲେ। ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଥିଲା। ଯାଞ୍ଚ ପରେ ବିମାନରେ କୌଣସି ତ୍ରୁଟି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri