Posted inଜାତୀୟ

ବିଶେଷଜ୍ଞଙ୍କ ବଡ଼ ଆକଳନ, ମହାରାଷ୍ଟ୍ରରେ ଏହି ଦଳ କରିବ ରାଜ୍‌!

ମୁମ୍ବାଇ,୨୨।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ନେଇ ସି-ଭୋଟର ପ୍ରତିଷ୍ଠାତା ୟଶୱନ୍ତ ଦେଶମୁଖ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି। ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ଏନଡିଏ ବା ମହାୟୁତି ମେଣ୍ଟ ଏବଂ ମହାବିକାଶ ଆଗାଡି ମେଣ୍ଟ ପାଇଁ ସେ ପ୍ରାୟ ସମାନ ଭୋଟ ପୂର୍ବାନୁମାନ କରିଛନ୍ତି। ଏଥି ସହିତ, କେବଳ ୮ଟି ଆସନରେ ପାର୍ଥକ୍ୟ ଥିବାବେଳେ ୬୧ ଟି ଆସନରେ ସିଧା ଟକ୍କର ଦେଖାଯାଇଛି, ଯାହା ଉପରେ ମହାରାଷ୍ଟ୍ର ନିର୍ବାଚନର ଫଳାଫଳ ର୍ନିଭର କରିବ।

ୟଶୱନ୍ତ ଦେଶମୁଖ କହିଛନ୍ତି ଯେ ରାଜ୍ୟରେ ଏନଡିଏ ମେଣ୍ଟର ଭୋଟ ଅଂଶ ୪୧ ପ୍ରତିଶତ ହୋଇପାରେ, ବିରୋଧୀ ମେଣ୍ଟ ଇଣ୍ଡିଆର ଭୋଟ ଅଂଶ ୪୦ ପ୍ରତିଶତ ଏବଂ ଅନ୍ୟମାନଙ୍କ ପାଇଁ ୧୯ ପ୍ରତିଶତ ହୋପାରେ।

ଅର୍ଥାତ୍‌ ତାଙ୍କ ପୁର୍ବାନୁମାନନୁସାରେ
NDA- ୧୧୨
INDIA- ୧୦୪
OTH-୧୧
କିନ୍ତୁ ୬୧ ଆସନରେ କଡା ଟକ୍କର ଦେଖିବାକୁ ମିଳିପାରେ।

ୟଶୱନ୍ତ ଦେଶମୁଖ କହିଛନ୍ତି ଯେ, ମହାରାଷ୍ଟ୍ରର ପାଞ୍ଚ ଭାଗ ପାଞ୍ଚଟି ରାଜ୍ୟ ଭଳି। ରାଜ୍ୟର ଦୁଇଟି ଭାଗରେ ଏନଡିଏ ଏବଂ ଦୁଇ ଭାଗରେ ବିରୋଧୀ ଦଳ ଲିଡ୍‌ରେ ରହିଛି । କିନ୍ତୁ ଗୋଟିଏ ଗୋଟିଏ ଭାଗରେ କଡା ଟକ୍କର ଦେଖାଯାଇଛି। ମୁମ୍ବାଇ, ଉତ୍ତର ମହାରାଷ୍ଟ୍ର ଏବଂ କୋଙ୍କଣରେ ଭୋଟ ଅଂଶୀଦାରରେ ଏନଡିଏ ଲିଡ୍‌ କରୁଛି। ପଶ୍ଚିମ ମହାରାଷ୍ଟ୍ର ଏବଂ ମରାଠୱାଡାରେ ବିରୋଧୀ ଲିଡ୍‌ କରୁଛନ୍ତି। ବିଦର୍ଭ ହେଉଛି ଏକମାତ୍ର ସ୍ଥାନ ଯେଉଁଠାରେ ଭୋଟ ଅଂଶୀଦାର ଦୃଷ୍ଟିରୁ ପ୍ରତିଯୋଗିତା ନିକଟତର ଦେଖାଯାଉଛି। ବିଦର୍ଭ ନିଷ୍ପତ୍ତି ନେବେ ଯେ କିଏ ସର୍ବ ବୃହତ ଦଳ ହେବ ଏବଂ କେଉଁ ମେଣ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିବ।

ଯଦି ଏହି କଡା ଟକ୍କର ହୋଇଥିବା ଭୋଟ ଗୋଟିଏ ପାର୍ଶ୍ୱକୁ ଯାଏ, ତେବେ ଏନଡିଏ କିମ୍ବା MVA ପାଇଁ ବିଜୟୀ ହେବ। କିନ୍ତୁ ଯଦି ଏହି ସିଟ ଗୁଡିକ ବିଭାଜିତ ହୋଇ ୩୦-୩୦ ଉଭୟ ପାର୍ଶ୍ୱକୁ ଯାଏ, ତେବେ ଫଳାଫଳ ଝୁଲା ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

‘ଆମେରିକା-ଭାରତ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ନେଇ ବିଶ୍ୱ ଈର୍ଷା କରୁଛି,’ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ଆମେରିକୀୟ ରାଷ୍ଟ୍ରଦୂତ କହିଲେ..

ନୂଆଦିଲ୍ଲୀ,୫।୯: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତାର ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ନୂଆଦିଲ୍ଲୀ ଏବଂ ୱାଶିଂଟନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri