ଜାତୀୟ

ସିଦ୍ଦାରାମାୟା ସରକାରଙ୍କ ମନ୍ତ୍ରୀ ଭାବରେ ଶପଥ ନେଲେ ୮ ବିଧାୟକ

ବେଙ୍ଗାଲୁରୁ,୨୦।୫: କର୍ନାଟକର ମୁଖ୍ୟମନ୍ତ୍ରୀ ଭାବେ ଶନିବାର ସିଦ୍ଦାରାମାୟା ଶପଥ ନେଇଛନ୍ତି। ଏଥିସହ ଉପମୁଖ୍ୟମନ୍ତ୍ରୀ ଭାବେ ଡି.କେ ଶିବକୁମାର ଏବଂ ୮ କଂଗ୍ରେସ ବିଧାୟକ ମନ୍ତ୍ରୀ ଭାବରେ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି। ତେବେ ୮ ଜଣ ବିଧାୟକଙ୍କ ମଧ୍ୟରେ ଜି...

ଖାର୍ଗେଙ୍କ ପୁଅଙ୍କୁ ମନ୍ତ୍ରୀ, ଶିବକୁମାରଙ୍କୁ ଦୁଇ ଦୁଇଟି ପଦ: କର୍ନାଟକରେ ଭାଙ୍ଗୁଛି କଂଗ୍ରେସର ସଂକଳ୍ପ

ବେଙ୍ଗାଲୁରୁ,୨୦।୪: କର୍ନାଟକରେ ଆରମ୍ଭ ହେଲା କଂଗ୍ରେସ ସରକାର। ସିଦ୍ଦାରାମାୟା ଏବଂ ଡି.କେ ଶିବକୁମାରଙ୍କ ବ୍ୟତୀତ ୮ବିଧାୟକ ମନ୍ତ୍ରୀ ପଦର ଶପଥ ନେଇଛନ୍ତି। ତେବେ କଂଗ୍ରେସ ଦ୍ୱାରା ଜାରି କରାଯାଇଥିବା ମନ୍ତ୍ରୀ ପଦ ତାଲିକାରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖାର୍ଗେଙ୍କ...

ଶପଥ ନେଲେ ସିଦ୍ଦାରାମାୟା, ଦ୍ୱିତୀୟ ଥର ହେଲେ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୨୦।୫: ଦ୍ୱିତୀୟ ଥର ଲାଗି ସିଦ୍ଦାରାମାୟା କର୍ନାଟକର ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ରାଜ୍ୟପାଳ ଥାଓ୍ବର ଚନ୍ଦ୍ର ଗହଲୋଟ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଏହି ସମାରୋହରେ ଡିକେ ଶିବକୁମାର ଉପ ମୁଖ୍ୟମନ୍ତ୍ରୀ...

ଦିଲ୍ଲୀରେ ଟ୍ରାନ୍ସଫର-ପୋଷ୍ଟିଂ ମାମଲା: ସୁପ୍ରିମକୋର୍ଟରେ ପହଞ୍ଚିଲା କେନ୍ଦ୍ର

ନୂଆଦିଲ୍ଲୀ,୨୦।୫: ଗତ ସପ୍ତାହରେ ସୁପ୍ରିମକୋର୍ଟର ଏକ ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚ ଦିଲ୍ଲୀ ସରକାରଙ୍କୁ ରାଜଧାନୀ ଦିଲ୍ଲୀରେ କାର୍ଯ୍ୟ କରୁଥିବା ଅଧିକାରୀଙ୍କୁ ଟ୍ରାନ୍ସଫର-ପୋଷ୍ଟିଂ କରିବାର ଅଧିକାର ଦେଇଥିଲେ। ବର୍ତ୍ତମାନ କେନ୍ଦ୍ର ସରକାର ପୁଣିଥରେ ଏସ୍‌ସିଙ୍କ ନିକଟକୁ ଯାଇ ସମ୍ବିଧାନ ବେଞ୍ଚର...

ଦ୍ୱିତୀୟଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ସିଦ୍ଦାରାମାୟା

ବେଙ୍ଗାଲୁରୁ,୨୦।୫: କର୍ନାଟକ ରାଜନୀତି ଏବେ ବେଶ ସରଗରମ। ଚଳିତ ବର୍ଷ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ସଂଖ୍ୟା ଗରିଷ୍ଠତା ମିଳିବା ପରେ ଶନିବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି କଂଗ୍ରେସର ବରିଷ୍ଠ ନେତା ସିଦ୍ଦାରାମାୟା। ଏହି ଶପଥ ଗ୍ରହଣ ସମାରୋହ...

ଖାର୍ଗେଙ୍କ ନିମନ୍ତ୍ରଣକୁ ରଖିଲେ ନାହିଁ ଉଦ୍ଧବ, ଯୋଗ ଦେବେନାହିଁ ସିଦ୍ଦାରାମାୟାଙ୍କ ଶପଥ ଗ୍ରହଣ ସମାରୋହରେ

ବେଙ୍ଗାଲୁରୁ,୨୦।୫: କର୍ନାଟକ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇ ଗଲାଣି। ଆଉ କିଛି ସମୟ ପରେ ଏହି ଉତ୍ସବ ଅନୁଷ୍ଠିତ ହେବ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କର୍ନାଟକ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ ଉତ୍ସବରେ...

ଜାପାନ ଗସ୍ତରେ କୋରିଆ, ଭିଏତନାମ ନେତାଙ୍କୁ ଭେଟିଲେ ମୋଦି

ଟୋକିଓ,୨୦।୫: ପ୍ରଧାନମନ୍ତ୍ରୀ ନରେନ୍ତ୍ର ମୋଦି ଜି-୭ ବାର୍ଷିକ ଶିଖର ସମ୍ମିଳନୀରେ ଯୋାଗ ଦେବାକୁ ଜାପାନ ଯାଇଛନ୍ତି। ଶନିବାର ମୋଦି କୋରିଆ ଗଣତନ୍ତ୍ରର ରାଷ୍ଟ୍ରପତି ୟୁନ ସୁକ ୟୋଲ ଓ ଭିଏତନାମ ପ୍ରଧାନମନ୍ତ୍ରୀ ଫାମ ମିନ ଚିନଙ୍କ ସହ ଦ୍ୱିପାକ୍ଷିକ ସାକ୍ଷାତ୍‌...

‘ଦୁର୍ନୀତି ବିରୋଧରେ ବଡ ପଦକ୍ଷେପ’, ଆରବିଆଇର ନିଷ୍ପତ୍ତିକୁ ସ୍ବାଗତ କଲେ ଚନ୍ଦ୍ରବାବୁ

ନୂଆଦିଲ୍ଲୀ,୨୦।୫: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ)ର ୨୦୦୦ଟଙ୍କିଆ ନୋଟ ପ୍ରତ୍ୟାହାର ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ସେ କହିଛନ୍ତି, ୨୦୦୦ ଟଙ୍କିଆ ନୋଟ ବନ୍ଦ ହେବା...

୨୨ ପାକିସ୍ତାନୀ କଏଦୀଙ୍କୁ ମୁକ୍ତ କଲା ଭାରତ

ନୂଆଦିଲ୍ଲୀ,୨୦।୫: ଭାରତ ସରକାର ୨୨ଜଣ ପାକିସ୍ତାନୀ କଏଦୀଙ୍କୁ ଜେଲଦଣ୍ଡ ଶେଷ ହେବା ପରେ ଶୁକ୍ରବାର ମୁକ୍ତ କରିଛନ୍ତି। ବିଏସ୍‌ଏଫ୍‌ ଯବାନଙ୍କ ଦ୍ୱାରା ଅଟ୍ଟାରୀ-ବାଘା ସୀମାରେ ଥିବା ସଂଯୁକ୍ତ ଚେକ୍‌ ପୋଷ୍ଟ(ଜେସିପି)ରେ କଏଦୀଙ୍କୁ ପାକିସ୍ଥାନୀ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି। ତେବେ ପାକିସ୍ତାନୀ...

ସିଦ୍ଦାରାମାୟା, ଶିବକୁମାରଙ୍କ ସମେତ ଏହି ୮ ବିଧାୟକ ନେବେ ଶପଥ

ବେଙ୍ଗାଲୁରୁ,୨୦।୫: କିଛି ଘଣ୍ଟା ମଧ୍ୟରେ କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ସିଦ୍ଦାରାମାୟା ଏବଂ ଉପମୁଖ୍ୟମନ୍ତ୍ରୀ ଭାବେ ଡି.କେ ଶିବକୁମାର ଶପଥ ଗ୍ରହଣ କରିବେ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ନେତାମାନଙ୍କୁ ଆମନ୍ତ୍ରଣ କରିଛନ୍ତି। ଶନିବାର...

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ପଶ୍ଚିମବଙ୍ଗରେ ସ୍କ୍ରିନିଂ ହେଉନାହିଁ ‘ଦ କେରଲା ଷ୍ଟୋରି’

କୋଲକାତା,୨୦।୫: ପଶ୍ଚିମବଙ୍ଗରେ ‘ ଦ କେରଲା ଷ୍ଟୋରି’ ସ୍କ୍ରିନିଂକୁ ସୁପ୍ରିମକୋର୍ଟ ଅନୁମତି ଦେଇଥିଲେ ମଧ୍ୟ ବିବାଦୀୟ ଫିଲ୍ମକୁ ସ୍କ୍ରିନିଂ କରିବାକୁ କୌଣସି ସିନେମା ହଲ ରାଜି ହୋଉନାହାନ୍ତି। ନିକଟରେ ସାମ୍ପ୍ରଦାୟିକ ଅଶାନ୍ତି ଭୟରେ ରାଜ୍ୟ ସରକାର ଏହି ଚଳଚ୍ଚିତ୍ର ଉପରେ...

କଶ୍ମୀରରେ ଜି -୨୦ ବୈଠକକୁ ବିରୋଧ କରୁଛି ଚାଇନା

ଶ୍ରୀନଗର/ବେଜିଂ,୨୦।୫: ଭାରତ ଏଥର ଜି -୨୦ର ଅଧ୍ୟକ୍ଷତା କରୁଛି। ଏହି କ୍ରମରେ ଭାରତ ୨୨ ମେ’ରୁ ଜୁନ ୧୪ ତାରିଖ ପର୍ଯ୍ୟନ୍ତ କଶ୍ମୀରର ଶ୍ରୀନଗରରେ ଜି -୨୦ ବୈଠକ ଆୟୋଜନ କରିବାକୁ ଯାଉଛି। ଭାରତର ଏହି ଆୟୋଜନକୁ ଚାଇନା ତୀବ୍ର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri