ଏହି ଦିନ ନୂଆ ସରକାର ନେବେ ଶପଥ: ଯୋଗଦେବେ ମୋଦି
ନୂଆଦିଲ୍ଲୀ,୧୧।୧୦: ଅକ୍ଟୋବର ୧୫ରେ ହରିୟାଣାରେ ନୂତନ ସରକାରଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଏହି କାର୍ଯ୍ୟ ପାଇଁ ପ୍ରସ୍ତୁତି ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବ ଏକ ୧୦ ଜଣିଆ କମିଟି ଗଠନ କରିଛନ୍ତି। ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ…
ବର୍ଷକୁ କିସ୍ତି ଆକାରରେ ନୁହେଁ ମାସକୁ ମାସ ମିଳିବ ୨୧୦୦ଟଙ୍କା, ବଡ଼ ଘୋଷଣା…
ନୂଆଦିଲ୍ଲୀ,୧୧।୧୦: ଆସୁଛି ଦୀପାବଳି । ଏହାକୁ ଆଖି ଆଗରେ ରଖି ସରକାର ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ବର୍ଷକୁ ନେଇ ମାସକୁ ମାସ ମହିଳାମାନେ ୨୧୦୦ଟଙ୍କା ପାଇବେ ବୋଲି ସୂଚନା ଦେଇଛନ୍ତି। ଲାଡୋ ଲକ୍ଷ୍ମୀ ଯୋଜନା ମାଧ୍ୟମରେ ପ୍ରତି ମହିଳାଙ୍କୁ…
ଟାଟା ଟ୍ରଷ୍ଟର ନୂଆ ଚେୟାରମ୍ୟାନଙ୍କ ନାଁ ଘୋଷଣା: ଜାଣନ୍ତୁ ସେ କିଏ…
ନୂଆଦିଲ୍ଲୀ,୧୧।୧୦: ନୋଏଲ ଟାଟାଙ୍କୁ ଟାଟା ଟ୍ରଷ୍ଟର ନୂତନ ଚେୟାରମ୍ୟାନ କରାଯାଇଛି। ରତନ ଟାଟାଙ୍କ ମୃତ୍ୟୁ ପରେ ଏହି ଦାୟିତ୍ୱ ନୋଏଲଙ୍କୁ ଦିଆଯାଇଛି। ରତନ ଟାଟାର ସମ୍ଭାବ୍ୟ ଉତ୍ତରାଧିକାରୀମାନଙ୍କ ମଧ୍ୟରେ ନୋଏଲ ଟାଟା ସବୁଠାରୁ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବରେ ବିବେଚନା କରାଯାଉଥିଲା। ଶେଷରେ…
ଆଜି ଆସିବ ବଡ଼ ନିଷ୍ପତ୍ତି: ଟାଟା ଟ୍ରଷ୍ଟର ଚେୟାରମ୍ୟାନ ହେବେ…
ମୁମ୍ବାଇ,୧୧ା୧୦: ଟାଟା ଗ୍ରୁପ୍ର ପୂର୍ବତନ ଅଧ୍ୟକ୍ଷ ରତନ ଟାଟାଙ୍କ ଦେହାନ୍ତ ପରେ କିଏ ଏହି ଟ୍ରଷ୍ଟର ଚେୟାରମ୍ୟାନ୍ ହେବେ ସେନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ତେବେ ନୋଏଲ ଟାଟା ଟାଟା ଟ୍ରଷ୍ଟର ନୂତନ ଚେୟାରମ୍ୟାନ ହୋଇପାରନ୍ତି। ସେ ଏହି ରେସରେ…
ୟୁରେସିଆ-ଏସିଆରେ ଶାନ୍ତି ପାଇଁ ଆହ୍ବାନ ଦେଲେ ମୋଦି
ଭିଏଣ୍ଟିଆନ,୧୧।୧୦: ଏସିଆନ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଓସ ଗସ୍ତରେ ଅଛନ୍ତି। ଶୁକ୍ରବାର ତାଙ୍କର ଭ୍ରମଣର ଦ୍ୱିତୀୟ ଦିନ। ଏସିଆନ-ଇଣ୍ଡିଆ ଶିଖର ସମ୍ମିଳନୀ ସହିତ ଭିଏଣ୍ଟିଆନରେ ମଧ୍ୟ ପୂର୍ବ ଏସିଆ ସମ୍ମିଳନୀ ଆୟୋଜିତ ହେଉଛି । ପୂର୍ବ ଏସିଆ…
ଆର ଜି କର ମାମଲା: ଆମରଣ ଅନଶନରେ ବସିଥିବା ୭ ଜଣ ଡାକ୍ତରଙ୍କ ମଧ୍ୟରୁ ଜଣଙ୍କର ବିଗିଡିଲା ସ୍ବାସ୍ଥ୍ୟାବସ୍ଥା, ଆଇସିୟୁରେ ଭର୍ତ୍ତି
କୋଲକାତା,୧୧।୧୦: ଆରଜି କର ହସ୍ପିଟାଲରେ ଘଟିଥିବା ବଳାତ୍କାର ଓ ହତ୍ୟା ଘଟଣା ବିରୋଧରେ କୋଲକାତାରେ ଆମରଣ ଅନଶନ କରୁଥିବା ଜଣେ ଜୁନିଅର ଡାକ୍ତରଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ଗୁରୁବାର ରାତିରେ ତାଙ୍କୁ ତୁରନ୍ତ ଆର.ଜି କର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।…
କିଏ ସେ ଶାନ୍ତନୁ ନାଇଡୁ? ମାତ୍ର ୩୧ ବର୍ଷରେ ପାଲଟିଥିଲେ ରତନ ଟାଟାଙ୍କ ବନ୍ଧୁ, ଅନ୍ତିମ ଯାତ୍ରାରେ ଆଗରେ ରହି ଦେଲେ ବିଦାୟ…
ନୂଆଦିଲ୍ଲୀ,୧୧।୧୦: ପ୍ରତ୍ୟେକଙ୍କ ଜୀବନରେ ଏକ ଅଦେଖା ଖାଲିପଣ ଥାଏ, ଯାହାକୁ ବନ୍ଧୁଟିଏ ପୂର୍ଣ୍ଣ କରିଥାଏ। ସେଥିଲାଗି କୁହାଯାଏ ବନ୍ଧୁ ହେବା ପାଇଁ କୌଣସି ବୟସ ନ ଥାଏ। ଠିକ୍ ସେହିଭଳି ସମ୍ପର୍କ ବିଶିଷ୍ଟ ଶିଳ୍ପପତି ରତନ ଟାଟା ଜଣେ ୩୧ ବର୍ଷର…
ମହିଳାଙ୍କ ପୋଷାକ ଦେଖି ରାଗିଗଲେ ବ୍ୟକ୍ତି, ଏସିଡ ମାଡ କରିବାକୁ ଦେଲେ ଧମକ
ବେଙ୍ଗାଲୁରୁ,୧୧।୧୦: ବେଙ୍ଗାଲୁରୁରେ ଜଣେ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା ଏବଂ ତାଙ୍କ ବିରୋଧରେ ଜଣେ ମହିଳାଙ୍କ ଉପରେ ଏସିଡ ପକାଇବାକୁ ଧମକ ଦେଇଥିବା ଅଭିଯୋଗ ସହ ମାମଲା ରୁଜୁ ହୋଇଛି। ମହିଳାଙ୍କ ସ୍ବାମୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଅଭିଯୁକ୍ତ ନିକିତ…
ରାହୁଲ ଗାନ୍ଧୀଙ୍କ ରାଇଟ୍ ହ୍ୟାଣ୍ଡ, ହେଲେ ଏହି ନେତାଙ୍କ ନେତୃତ୍ୱରେ ୩୩ଟି ରାଜ୍ୟ ହରାଇଲାଣି କଂଗ୍ରେସ
ନୂଆଦିଲ୍ଲୀ,୧୦।୧୧: ହରିୟାଣାରେ ନିର୍ବାଚନୀ ଦଙ୍ଗଲ ପରେ କଂଗ୍ରେସ ମଧ୍ୟରେ ଅଶାନ୍ତି ଦେଖାଦେଇଛି। ଦିଲ୍ଲୀରୁ ଚଣ୍ଡିଗଡ଼ ପର୍ଯ୍ୟନ୍ତ ପରାଜୟର ଦାଗୀ ନେତାମାନଙ୍କୁ ଖୋଜା ଚାଲିଛି। ଏସବୁ ମଧ୍ୟରେ କଂଗ୍ରେସ ସଂଗଠନର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଳ ଶୀର୍ଷରେ ଅଛନ୍ତି। କେସି ଭେନୁଗୋପାଳ ସଂଗଠନର…
ଭାରତୀୟ ଖାଦ୍ୟ ବ୍ୟବସ୍ଥା ବିଶ୍ୱରେ ସର୍ବୋତ୍ତମ, ପ୍ରତ୍ୟେକ ଦେଶ ଭାରତର ଖାଦ୍ୟ ଢାଞ୍ଚାକୁ…
ନୂଆଦିଲ୍ଲୀ,୧୧ା୧୦: ପୃଥିବୀ ଏବଂ ପରିବେଶ ପାଇଁ ଭାରତୀୟ ଖାଦ୍ୟ ବ୍ୟବସ୍ଥା ବିଶ୍ୱରେ ସର୍ବୋତ୍ତମ। ଗୁରୁବାର ଓ୍ବାଲର୍ଡ ଓ୍ବାଇଡ୍ ଫଣ୍ଡ୍ ଫର୍ ନେଚର(ଡବ୍ଲ୍ୟୁଡବ୍ଲ୍ୟୁଏଫ୍) ଦ୍ୱାରା ପ୍ରକାଶିତ ଲିଭିଂ ପ୍ଲାନେଟ୍ ରିପୋର୍ଟ-୨୦୨୪ କହିଛି ଯେ, ଭାରତୀୟଙ୍କ ଖାଇବା ଅଭ୍ୟାସ ଗ୍ରୀନ୍ ହାଉସ ଗ୍ୟାସ ନିର୍ଗମନକୁ…
୮୬ ବିଧାୟକ କୋଟିପତି: ଏହି ବିଧାୟକଙ୍କ ଅଛି ସବୁଠୁ ଅଧିକ ସମ୍ପତ୍ତି
ନୂଆଦିଲ୍ଲୀ,୧୧ା୧୦:ହରିୟାଣା ବିଧାନସଭାର ୯୦ ନବନିର୍ବାଚିତ ବିଧାୟକଙ୍କ ମଧ୍ୟରୁ ୮୬ ଜଣ ଅର୍ଥାତ୍ ୯୬ ପ୍ରତିଶତ କୋଟିପତି ହୋଇଥିବାବେଳେ ୧୨ ଜଣଙ୍କ ନାଁରେ ଆପରାଧିକ ମାମଲା ରହିଛି। ଆସୋସିଏଶନ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର୍) ରିପୋର୍ଟରୁ ଏହା ଜଣାପଡ଼ିଛି। ୯୦ ବିଧାୟକ ଦାଖଲ…
କଂଗ୍ରେସ ହାଇକମାଣ୍ଡଙ୍କୁ ଅନ୍ଧାରରେ ରଖିଥିଲେ ଭୁପେନ୍ଦ୍ର ସିଂ ହୁଡ୍ଡା: ଚାଞ୍ଚଲ୍ୟକର ଖୁଲାସା
ଚଣ୍ଡିଗଡ,୧୧।୧୦: ହରିୟାଣା ବିଧାନସଭା ନିର୍ବାଚନରେ ପରାଜୟ ପରେ କଂଗ୍ରେସ ମଧ୍ୟରେ ମତଭେଦ ସାମ୍ନାକୁ ଆସିଛି। ସୂଚନାନୁସାରେ, ଭୁପେନ୍ଦ୍ର ସିଂ ହୁଡ୍ଡାଙ୍କ ଉପରେ କଂଗ୍ରେସ ନେତୃତ୍ୱ ରାଗିଛନ୍ତି। ଫଳାଫଳକୁ ନେଇ ଦଳର ନେତୃତ୍ୱ ନିରାଶ ହୋଇଛନ୍ତି। କୁହାଯାଉଛି ଯେ ଭୁପେନ୍ଦ୍ର ସିଂ ପ୍ରକୃତ…
Archives


