ମେଟ୍ରୋ

ଚାନ୍ଦବାଲିବାସୀଙ୍କ ପାଇଁ କହିବାକୁ କେହି ରୋକିପାରିବେ ନାହିଁ: ବ୍ୟୋମକେଶ

ଭୁବନେଶ୍ୱର,୨୫ା୩(ବ୍ୟୁରୋ) :ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଭଦ୍ରକ ଜିଲା ବାଁଶଡ଼ା ଥାନାର ଜଣେ ଆସିଷ୍ଟାଣ୍ଟ ସବ୍‌ଇନ୍ସପେକ୍ଟର(ଏଏସଆଇ)ଙ୍କୁ ଫୋନରେ ଧମକ ଦେବା ପ୍ରସଙ୍ଗକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ବିଧାନସଭାରେ ଉଠାଇଛନ୍ତି। ବୁଧବାର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ସେ କହିଛନ୍ତି,…

ବିଧାନସଭାରେ ମାଣ୍ଡିଆ ଖାଇବେ ବିଧାୟକ

ଭୁବନେଶ୍ୱର,୨୫ା୩(ବ୍ୟୁରୋ):ବିଧାୟକମାନେ ବିଧାନସଭାରେ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ଖାଇବେ। ଖୋଦ୍‌ କୃଷି ମନ୍ତ୍ରୀ ବିଧାୟକମାନଙ୍କୁ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ଖୁଆଇବେ। ମାଣ୍ଡିଆ ସ୍ବାସ୍ଥ୍ୟ ପାଇଁ ଭଲ। ସକାଳେ ଖାଇଲେ ଏହାର ଉପକାର ମିଳିଥାଏ। ବାଚସ୍ପତି ଯଦି ଅନୁମତି ଦେବେ ତେବେ ବିଧାୟକମାନଙ୍କୁ ବିଧାନସଭାରେ…

ନିଖୋଜ ଛାତ୍ରଙ୍କ ମୃତଦେହ ହୋଟେଲରୁ ମିଳିଲା

ଭୁବନେଶ୍ୱର,୨୫।୩(ବ୍ୟୁରୋ):ଦୁଇଦିନ ଧରି ନିଖୋଜ ଥିବା କଟକ ଜେକେବିକେ କଲେଜ ଛାତ୍ର ଅଭିଷେକ କୁମାର ନାୟକଙ୍କ ମୃତଦେହ ବୁଧବାର ଭୁବନେଶ୍ୱରରୁ ମିଳିଛି। ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀବିହାର ଅଞ୍ଚଳରେ ଥିବା ରିଜେଣ୍ଟ ହୋଟେଲ କବାଟ ଭାଙ୍ଗି ପୋଲିସ ମୃତଦେହକୁ ଜବତ କରିଛି। ପରେ ତାହାକୁ…

ମହିଳାଙ୍କ ସ୍କେଚ୍‌ ସହ ଲାଗିଲା ପୋଷ୍ଟର

ଭୁବନେଶ୍ୱର,(ବ୍ୟୁରୋ)/ ଯଁାଳା,୨୫।୩(ଡି.ଏନ୍‌.ଏ.):ଜଟଣୀ ଥାନା ଅଧୀନ ଯଁାଳା ଫାଣ୍ଡି ପରିସରରେ ଥିବା ଜବତ କାର୍‌ରୁ ମିଳିଥିବା ମହିଳାଙ୍କ କଙ୍କାଳର ପରିଚୟ ପାଇବା ପାଇଁ ଲାଗି ପଡିଛି ପୋଲିସ। ବୁଧବାର ମହିଳାଙ୍କ ସ୍କେଚ୍‌ ଥିବା ପୋଷ୍ଟରକୁ ରେଳ ଷ୍ଟେଶନ, ବସ୍‌ଷ୍ଟାଣ୍ଡ୍‌ ସହ ସହରର ବିଭିନ୍ନ…

ବର୍ଷେ ପରେ କମିଲା ତେଲ ଦର

ଭୁବନେଶ୍ୱର,୨୫ା୩: ଗତ ଗୋଟିଏ ବର୍ଷ ମଧ୍ୟରେ ପ୍ରଥମ ଥର ଲାଗି ତେଲ ଦର ବୁଧବାର କମିଛି। ପେଟ୍ରୋଲ ଲିଟର ପିଛା ୧୮ ଏବଂ ଡିଜେଲ ୧୭ ପଇସା ଖସିଛି। ଫଳରେ ଭୁବନେଶ୍ୱରରେ ଏହାର ଦର ଯଥାକ୍ରମେ ୯୧.୭୨ ଟଙ୍କା ଏବଂ ୮୮.୬୦…

ଟିଟିପିଏସ୍‌ ବନ୍ଦ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବେଗ

ଭୁବନେଶ୍ୱର, ୨୫ା୩(ବ୍ୟୁରୋ):ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ ପାଓ୍ବାର ଷ୍ଟେଶନ (ଟିଟିପିଏସ୍‌) ବନ୍ଦ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ବେଗ ପ୍ରକାଶ କରିଛନ୍ତି। ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କ୍ଲିୟରାନ୍ସ କମିଟି ଷ୍ଟେଜ୍‌-୩ ପ୍ରକଳ୍ପ ସ୍ଥାପନ କରିବାକୁ ଅନୁମୋଦନ ଦେଇସାରିଥିବାରୁ ତୁରନ୍ତ ଉକ୍ତ କାର୍ଯ୍ୟ…

ଓଡ଼ିଶାରେ ବ୍ରିଟେନ ଷ୍ଟ୍ରେନ୍‌

ଭୁବନେଶ୍ୱର, ୨୫।୩(ବ୍ୟୁରୋ):ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏ ପରିସ୍ଥିତିରେ ଓଡ଼ିଶାରେ ବ୍ରିଟେନ ଷ୍ଟ୍ରେନ୍‌ ଚିହ୍ନଟ ହୋଇଥିବା ଜଣାପଡିବା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି। ଦେଶର ୧୮ ରାଜ୍ୟରେ କରୋନାର ୭୭୧ ଷ୍ଟ୍ରେନ୍‌ ଚିହ୍ନଟ ହୋଇଛି। ୭୩୭ ବ୍ରିଟେନ…

୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି

ଭୁବନେଶ୍ବର,୨୪।୩(ବ୍ୟୁରୋ): ଉପରାଷ୍ଟ୍ରପତି ଭେଙ୍କାୟା ନାଇଡୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏପ୍ରିଲ ୨ ତାରିଖରେ ଭୁବନେଶ୍ୱରରେ ଆସି ପହଞ୍ଚିବେ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଉପରାଷ୍ଟ୍ରପତି ଗସ୍ତକୁ ଦୃଷ୍ଠିରେ ରଖି ଏକ ପ୍ରସ୍ତୁତି ବୈଠକ ହୋଇଥିଲା। କୋଭିଡ…

ହୋଲି ପରେ ସପ୍ତାହକୁ ଦିନଟିଏ ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ ଅଫିସ,୨୪।୨: ହୋଲି ପରେ ସପ୍ତାହର ଗୋଟିଏ ଦିନ ଶ୍ରୀମନ୍ଦିର ବନ୍ଦ ରହିବ। ଶ୍ରୀମନ୍ଦରକୁ ସାନିଟାଇଜ କରିବା ନେଇ ଏହି ନିଷ୍ପତ୍ତି ନିଆଯାଇଛି। ସପ୍ତାହର ନିର୍ଦ୍ଦିଷ୍ଟ କେଉଁଦିନ ମନ୍ଦିର ବନ୍ଦ ରହିବ, ସେନେଇ ଚୂଡ଼ାନ୍ତ ଆଲୋଚନା ହୋଇନାହିଁ। ଦୋଳ ପୂର୍ଣ୍ଣିମା ପରେ…

ସ୍ଥାନାନ୍ତର ପାଇଁ ମିଳୁନି ଜାଗା

ଭୁବନେଶ୍ୱର,୨୪ା୩(ବ୍ୟୁରୋ): ରାଜଧାନୀର ଛାତି ଉପରେ ରହିଛି ଝାରପଡ଼ା ସ୍ବତନ୍ତ୍ର ଜେଲ୍‌। ଏଠାରେ ବିଭିନ୍ନ ଅପରାଧରେ ସମ୍ପୃକ୍ତ ଅପରାଧୀମାନେ ରହୁଛନ୍ତି। ୧୯୬୪ ମସିହାରେ ଏହା ପ୍ରଥମେ ଏକ ସବ୍‌ଜେଲ ଭାବେ ପ୍ରତିଷ୍ଠା ହୋଇଥିଲା। ସେତେବେଳେ ସେହି ସ୍ଥାନରେ ଲକ୍ଷ୍ମୀସାଗର ଓ ଝାରପଡ଼ା ନାମରେ…

ମେଳଖାଉନି ତଥ୍ୟ, ଅଡୁଆରେ ପୋଲିସ

ଭୁବନେଶ୍ୱର, ୨୪ା୩(ବ୍ୟୁରୋ): ରାଜଧାନୀରେ ମହିଳାଙ୍କୁ ଗଣବଳାତ୍କାର ଘଟଣାରେ ମଙ୍ଗଳବାର କୋର୍ଟରେ ସିଆର୍‌ପିସିର ୧୬୪ ଧାରା ଅନୁଯାୟୀ ପୀଡ଼ିିତାଙ୍କ ଭାଇ, ଭଉଣୀ ଓ ଭିଣୋଇଙ୍କ ବୟାନ ରେକର୍ଡ ହୋଇଛି। ସମ୍ପର୍କୀୟମାନେ କହିଛନ୍ତି ଯେ, ପୀଡ଼ିତା ସିଜୋଫ୍ରେନିଆ ରୋଗରେ ଆକ୍ରାନ୍ତ। ସେଥିପାଇଁ ସେ ମାନସିକ…

ପକ୍କାଘର ଅପେକ୍ଷାରେ ୧.୨୪ ଲକ୍ଷ ହିତାଧିକାରୀ

ଯାଜପୁର ଅଫିସ,୨୪ା୩: ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ରହୁଥିବା ଲୋକଙ୍କ ମଧ୍ୟରୁ ଅଦ୍ୟାବଧି ୧,୨୪,୦୪୧ ଜଣଙ୍କ ମୁଣ୍ଡ ଉପରେ ଛାତ ନାହିଁ। ସେମାନଙ୍କ ମଧ୍ୟରେ ୨୩,୩୪୫ ଜଣ ଅନୁସୂଚିତ ଜନଜାତି(ଏସ୍‌ଟି), ୨୨,୨୫୨ ଜଣ ଅନୁସୂଚିତ ଜାତି(ଏସ୍‌ସି) ଓ ୩୩,୩୨୭ ଜଣ ଅର୍ଥନୈତିକ ଦୁର୍ବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?