ବିଧାନସଭାରେ ଅର୍ଚ୍ଚନା ଝଡ଼
ଭୁବନେଶ୍ୱର, ୨୫ା୧୧(ବ୍ୟୁରୋ):ବିଧାନସଭାର ଶୀତ ଅଧିବେଶନ ଗୁରୁବାରଠାରୁ ଆରମ୍ଭ ହୋଇଛି। ପ୍ରଥମାର୍ଦ୍ଧ ସ୍ବର୍ଗତ ସଦସ୍ୟଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗୃହକୁ ଅପରାହ୍ନ ୫ଟା ଯାଏ ବାଚସ୍ପତି ବିକ୍ରମ କେଶରୀ ଆରୁଖ ମୁଲତବୀ ଘୋଷଣା କରିଥିଲେ। ଅପରାହ୍ନରେ ଅତିରିକ୍ତ ବଜେଟ ଉପସ୍ଥାପନ ହେବା ପୂର୍ବରୁ ବିରୋଧୀ…
୧୬,୮୦୦ କୋଟିର ଅତିରିକ୍ତ ବଜେଟ
ଭୁବନେଶ୍ୱର,୨୫ା୧୧(ବ୍ୟୁରୋ):ରାଜ୍ୟ ସରକାର ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୧୬,୮୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ କରିଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷର ମୂଳ ବଜେଟ ୨ଲକ୍ଷ କୋଟି ଟଙ୍କା ଥିବାବେଳେ ଅତିରିକ୍ତ ବଜେଟରେ ଏହାର ପ୍ରାୟ ୮.୪% ବ୍ୟୟବରାଦ କରାଯାଇଛି । ଅର୍ଥମନ୍ତ୍ରୀଙ୍କ…
ଚା’ ଖଟିରୁ ଉଠୁ ସ୍ୱର
ଭୁବନେଶ୍ୱର, ୨୫।୧୧(ବ୍ୟୁରୋ):ଜଳବାୟୁ ପରିବର୍ତ୍ତନ ପ୍ରଭାବ ସବୁଠି ପଡ଼ିଛି। ଏହା ସମସ୍ତେ ଅନୁଭବ କରୁଛେ। ସବୁବେଳେ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ଆଲୋଚନା କରୁଛେ। ଏହାର ସମସ୍ୟା ଉପରେ ଚିନ୍ତା ନ କରି ସମାଧାନ କିପରି ହୋଇପାରିବ ସେ ନେଇ ଚିନ୍ତା କରାଯିବା ଦରକାର।…
‘ବ୍ୟକ୍ତିଗତ ସ୍ତରରେ ଜଳବାୟୁ ପରିବର୍ତ୍ତନକୁ ରୋକାଯାଇପାରିବ’
ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ‘ଧରିତ୍ରୀ’ର ୪୯ତମ ଜନ୍ମ ଦିବସ ଉପଲକ୍ଷେ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଯୁବ ସମ୍ମଳିନୀ ଗୁରୁବାର ଭୁବନେଶ୍ୱର ସ୍ଥିତ ସ୍ବସ୍ତି ପ୍ରିମିୟମଠାରେ ଅନୁଷ୍ଠିତ ହୋଇଯାଇଛି। ‘କ୍ଲାଇମେଟ୍ ଚେଞ୍ଜ: ଦି ପାଓ୍ବାର ଅଫ୍ ୟୁଥ୍’ ଶୀର୍ଷକ ସମ୍ମିଳନୀରେ ରାଜ୍ୟ ତଥା ଦେଶର ବିଭିନ୍ନ…
ଧରିତ୍ରୀ ୟୁଥ୍ କନ୍କ୍ଲେଭ୍-୨୦୨୨: ଆକର୍ଷଣ ଥିଲା ‘କ୍ଲାଇମେଟ ଚେଞ୍ଜ’ର କାର୍ଯ୍ୟଧାରା
ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ଧରିତ୍ରୀ’ ପକ୍ଷରୁ ଆୟୋଜିତ ୟୁଥ୍ କନ୍କ୍ଲେଭ୍ର ଅନ୍ୟ ଏକ ଆକର୍ଷଣ ଥିଲା ‘କ୍ଲାଇମେଟ ଚେଞ୍ଜ’ ପ୍ରଦର୍ଶନୀ। ପରିବେଶ ସଂରକ୍ଷଣ ଉପରେ କାମ କରୁଥିବା ଯୁବପିଢୀ ତଥା ଅନୁଷ୍ଠାନମାନଙ୍କ କାର୍ଯ୍ୟଧାରାକୁ ନେଇ ଏକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ମୋଟ୍ ୧୩…
ଶେଷ ହେଲା ଖଗେଶ୍ୱରଙ୍କ ରିମାଣ୍ଡ ଅବଧି
ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କ ମାମଲା ଦିନକୁ ଦିନ ଲମ୍ବିବାରେ ଲାଗିଛି। ଗୁରୁବାର ତାଙ୍କ ସହଯୋଗୀ ଖଗେଶ୍ୱର ପାତ୍ରଙ୍କ ରିମାଣ୍ଡ ଅବଧି ଶେଷ ହୋଇଛି। ଖଗେଶ୍ୱରଙ୍କୁ ୩ ଦିନିଆ ରିମାଣ୍ଡରେ ଅଣାଯାଇ ପଚରାଉଚରା ପରେଧ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ କୋର୍ଟରେ…
ଇଡିରେ ହାଜର ହେଲେ ବିଧାୟକଙ୍କ ଭାଇ
ଭୁବନେଶ୍ୱର,୨୪ା୧୧(ବ୍ୟୁରୋ): ଗୁରୁବାର ଇଡିରେ ହାଜର ହୋଇଛନ୍ତି ଢେଙ୍କାନାଳ ବିଜେଡି ବିଧାୟକ ସୁଧୀର ସାମଲଙ୍କ ଭାଇ ଗଙ୍ଗାଧର ସାମଲ। ଗଙ୍ଗାଧର ଏକ କାର୍ ଶୋ’ରୁମ୍ର ମାଲିକ ଅଟନ୍ତି। ସେ ଅର୍ଚ୍ଚନା ନାଗଙ୍କ ସହ ୩୦ ଲକ୍ଷ ଟଙ୍କାର କାରବାର କରିଥିବା ଜଣାପଡ଼ିଛି। ତେବେ…
୫ଟା ଯାଏ ଗୃହ ମୁଲତବୀ
ଭୁବନେଶ୍ୱର,୨୪ା୧୧(ବ୍ୟୁରୋ): ଗୁରୁବାର ବିଧାନସଭା ଶୀତକାଳୀନ ଗୃହକାର୍ଯ୍ୟ ଆରମ୍ଭ ହେଉ ହେଉ ୫ ଯାଏ ମୁଲତବୀ ରହିଛି। ଆରମ୍ଭରେ ଦିବଂଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ପରେ ଗୃହକାର୍ଯ୍ୟକୁ ଅପରାହ୍ନ ୫ଟା ଯାଏ ମୁଲତବୀ ରଖାଯାଇଛି।
ଆରମ୍ଭ ହେଲା ବିଧାନସଭା ଶୀତ ଅଧିବେଶନ
ଭୁବନେଶ୍ୱର,୨୪ା୧୧(ବ୍ୟୁରୋ): ଗୁରୁବାର ଆରମ୍ଭ ହୋଇଛି ବିଧାନସଭାର ଶୀତକାଳୀନ ଅଧିବେଶନ। ଏହି ଅଧିବେଶନ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ। ବିଧାନସଭା ଆରମ୍ଭରେ ଦିବଂଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ ଆଗତ କରିବା ପରେ ଗୃହକାର୍ଯ୍ୟ ଆରମ୍ଭ…
ଆରମ୍ଭ ହେଲା ଧରିତ୍ରୀର ‘ୟୁଥ୍ କନ୍କ୍ଲେଭ୍-୨୦୨୨’
ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ନଭେମ୍ବର ୨୪ ତାରିଖ ‘ଧରିତ୍ରୀ’ର ଜନ୍ମବାର୍ଷିକୀ। ଏହି ଅବସରରେ ଧରିତ୍ରୀ ପକ୍ଷରୁ ‘ୟୁଥ୍ କନ୍କ୍ଲେଭ-୨୦୨୨’ ଆରମ୍ଭ ହୋଇଛି। ଗୁରୁବାର ହୋଟେଲ ସ୍ବସ୍ତି ପ୍ରିମିୟମଠାରେ ଆୟୋଜିତ ଏହି ସମ୍ମିଳନୀରେ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରରୁ ଯୁବ ପରିବେଶବିତ୍ମାନେ ଯୋଗଦେଇଛନ୍ତି। ଏଥିସହ…
ବିଏମ୍ସି ନାଁରେ ନାହିଁ ନୂତନ ବିଲ୍ଡିଂ, ଅସନ୍ତୋଷ ବ୍ୟକ୍ତକଲେ ମେୟର
ଭୁବନେଶ୍ୱର, ୨୪।୧୧ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର କର୍ପୋରେଶନ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଓ୍ବାର୍ଡ ନଂ ୫୫ର କର୍ପୋରେଟର ନୃପେଶ ନାୟକ ବିଏମ୍ସିର ନୂତନ ବିଲ୍ଡିଂ କାହା ନାମରେ ଅଛି…
ରକ୍ତହୀନତା ଦୂର ପାଇଁ ‘ଅମ୍ଳାନ’
ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ରକ୍ତହୀନତା ରୋଗରୁ ରାଜ୍ୟ ମୁକ୍ତ ହେବ। ରାଜ୍ୟରେ କେହି ରକ୍ତହୀନତା ରୋଗୀ ରହିବେ ନାହିଁ। ଏଥିପାଇଁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ଜରିଆରେ ରକ୍ତହୀନତା ମୁକ୍ତ ଲକ୍ଷ୍ୟ ଅଭିଯାନ ‘ଅମ୍ଳାନ’ ଶୁଭାରମ୍ଭ କରିଛନ୍ତି। ବିଶେଷ କରି ମହିଳା, ବାଳିକା,…

