ଆଜି ଆସିବ ଧାମନଗର ଭୋଟ ଫଳାଫଳ
ଭୁବନେଶ୍ୱର, ୬।୧୧(ବ୍ୟୁରୋ)/ଭଦ୍ରକ ଅଫିସ୍: ଧାମନଗର ବିଧାନସଭା ଉପନିର୍ବାଚନ ଭୋଟଗଣତି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଭଦ୍ରକସ୍ଥିତ ସଂସ୍କୃତି ଭବନଠାରେ ରବିବାର ସକାଳ ୮ରୁ ଭୋଟଗଣନା କାର୍ଯ୍ୟ ଆରମ୍ଭ ହେବ। ପ୍ରଥମେ ପୋଷ୍ଟାଲ ବାଲଟ୍ ଗଣନା କରାଯିବ। ସକାଳ ୮ଟା ୩୦…
ରାତି ପାହିଲେ ଆସିବ ନିର୍ବାଚନ ଫଳ: କିଏ ମାରିବ ବାଜି
ଭୁବନେଶ୍ୱର,୫।୧୧(ବ୍ୟୁରୋ): ରାତି ପାହିଲେ ଆସିବ ନିର୍ବାଚନ ଫଳାଫଳ। କିଏ ମାରିବ ବାଜି! ଏ ନେଇ ସବୁଠି ଚର୍ଚ୍ଚା। ଓଡ଼ିଶାବାସୀଙ୍କ ନଜରରେ ରହିଛି ଧାମନଗର ନିର୍ବାଚନ ଫଳାଫଳ। କାହା ଅଙ୍କକଷା କେତେ କାମ କରିବ? ୩ ପ୍ରମୁଖ ଦଳ ମଧ୍ୟରେ ଅଛନ୍ତି ସ୍ବାଧୀନ…
ବାଘଛାଲ ଜବତ: ଜଣେ ଗିଣଫ
ଭୁବନେଶ୍ୱର,୫।୧୧(ବ୍ୟୁରୋ): ଏସ୍ଟିଏଫ୍ ପଞ୍ଝାରେ ବାଘଛାଲ ବେପାରୀ ଧରାପଡ଼ିଛନ୍ତି। ଏହା ସହ ଜଣଙ୍କୁ ଗିରଫ କରାଯାଇଛି। ତାଙ୍କ ନାଁ ଭାଗବତ ବୋଲି ଜଣାପଡ଼ିଛି। ତାଙ୍କ ନିକଟରୁ ଦୁଇଟି କଲରାପତରିଆ ବାଘଛାଲ ଜବତ କରାଯାଇଛି। ଭାଗବତ ନୟାଗଡ଼ ଓ କନ୍ଧମାଳ ଜଙ୍ଗଲରୁ ବାଘ…
ଡିସେମ୍ବର ୫ରେ ପଦ୍ମପୁର ଉପନିର୍ବାଚନ
ଭୁବନେଶ୍ୱର,୫।୧୧: ପଦ୍ମପୁର ଉପ-ନିର୍ବାଚନ ପାଇଁ ଶନିବାର ତାରିଖ ଘୋଷଣା ହୋଇଛି। ଡିସେମ୍ବର ୫ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଏ ନେଇ ମୁଖ୍ୟ ନିର୍ବାଚନ କମିଶନ ତାରିଖ ଘୋଷଣା କରି ସୂଚନା ଦେଇଛନ୍ତି । ନଭେମ୍ବର ୧୦ରେ ଏ ନେଇ ବିଧିବଦ୍ଧ…
ଆଜି ରାଜ୍ୟରେ ୨୩ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୫।୧୧(ବ୍ୟୁରୋ): ରାଜ୍ୟରେ ଶନିବାର ୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୪ ଜଣ ପିଲା ଅଛନ୍ତି। ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୪ ଜଣ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୯ ଲୋକାଲ କେସ୍ ଥିବା ରାଜ୍ୟ ସୂଚନା…
ଏମ୍ସରୁ ପଶ୍ଚିମବଙ୍ଗ ଦଲାଲଙ୍କ ସହ ୯ ଗିରଫ
ଭୁବନେଶ୍ୱର,୫ା୧୧(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ଏମ୍ସ ହସ୍ପିଟାଲରେ ଦଲାଲଙ୍କ ରାଜୁତି ଚାଲିଛି। ମାଗଣା ଟିକେଟକୁ ହାତେଇବା ସହ ବିକ୍ରି କରୁଛନ୍ତି। ଏପରିକି ବିଭିନ୍ନ ବାହାନାରେ ରୋଗୀଙ୍କଠାରୁ ମୋଟା ଅଙ୍କର ଟଙ୍କା ଠକି ନେଉଛନ୍ତି। ଫଳରେ ରୋଗୀମାନେ ଶୋଷଣର ଶିକାର ହେବା ସହ ପ୍ରତିଦିନ ଦୂରଦୂରାନ୍ତରୁ…
ସର୍ବଦଳୀୟ ବୈଠକ ଡାକିବାକୁ ଦେଲେ ପ୍ରସ୍ତାବ
ଭୁବନେଶ୍ବର,୫ା୧୧(ବ୍ୟୁରୋ): ଆନ୍ଧ୍ରପ୍ରଦେଶ ସୀମାବର୍ତ୍ତୀ କୋରାପୁଟ ଏବଂ ଗଜପତି ଜିଲାରେ ଉଭା ହୋଇଥିବା ସୀମା ବିବାଦକୁ ଶାନ୍ତିପୂର୍ଣ୍ଣ ଭାବେ ସମାଧାନ କରିବା ଆବଶ୍ୟକ। ଏଥିରେ ବ୍ୟକ୍ତିଗତ ହସ୍ତକ୍ଷେପ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…
ଶିକ୍ଷାରେ ଉତ୍କର୍ଷ ପାଇଁ ସଂଘର୍ଷ
ଭୁବନେଶ୍ୱର, ୫।୧୧(ବ୍ୟୁରୋ): ସ୍କୁଲ ସ୍ତରରେ ପ୍ରଦର୍ଶନ ଗ୍ରେଡିଂ ସୂଚକାଙ୍କ (ପିଜିଆଇ) ୨୦୨୦-୨୧ରେ ଓଡ଼ିଶା ଲେଭଲ ୩ (୮୫୧ରୁ ୯୦୦ ସ୍କୋର) ରେ ରହିଛି। ଯଦିଓ ପୂର୍ବାପେକ୍ଷା ଏଥର ସ୍କୋର ବଢ଼ିଛି, କିନ୍ତୁ ଲେଭଲ ୧ (୯୫୦ରୁ ୧,୦୦୦ ସ୍କୋର) କିମ୍ବା ଲେଭଲ…
ବହୁଭାଷୀ ଶିକ୍ଷକଙ୍କ ଦରମା ବୃଦ୍ଧି
ଭୁବନେଶ୍ୱର, ୪।୧୧(ବ୍ୟୁରୋ): ରାଜ୍ୟ ସରକାର ବହୁଭାଷୀ ଶିକ୍ଷକଙ୍କୁ ଉତ୍ସାହିତ କରିବା ପାଇଁ ସେମାନଙ୍କ ମାସିକ ପାରିଶ୍ରମିକ ବୃଦ୍ଧି କରିଛନ୍ତି। ପୂର୍ବରୁ ବହୁଭାଷୀ ଶିକ୍ଷକଙ୍କ ଦରମା ୩,୨୦୦ ଟଙ୍କା ଥିବାବେଳେ ଏବେ ତାହାକୁ ୫,୩୭୯ ଟଙ୍କାକୁ ବୃଦ୍ଧି କରାଯାଇଛି। ଏ ନେଇ ଶୁକ୍ରବାର…
ଧାମନଗର ନିର୍ବାଚନରେ ମତଦାନ ହାର ୬୮.୯୮%
ଭୁବନେଶ୍ୱର,୪ା୧୧(ବ୍ୟୁରୋ): ଧାମନଗର ଉପନିର୍ବାଚନରେ ମତଦାନ ହାର ୬୮.୯୮ ପ୍ରତିଶତ ହୋଇଛି। ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗୁରୁବାର ଧାମନଗର ଉପନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ଶେଷ ହୋଇଥିବାବେଳେ ଆସନ୍ତା ୬ ତାରିଖରେ…
ଶନିବାରଠୁ ବଢ଼ିବ ଶୀତ
ଭୁବନେଶ୍ୱର,୪ା୧୧(ବ୍ୟୁରେ): ଶନିବାରଠାରୁ ରାଜ୍ୟରେ ଶୀତ ବଢ଼ିବ। ପାରଦ ୨ରୁ ୪ ଡିଗ୍ରୀ ସେଲ୍ସିୟସ ତଳକୁ ଖସିବ। ବିଶେଷକରି ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାରେ ଶୀତର ପ୍ରକୋପ ବଢ଼ିବାର ସମ୍ଭାବନା ରହିଛି। ପାଗ ମେଘମୁକ୍ତ ରହୁଥିବାରୁ ଦିନରେ ଟାଣ ଖରା ସହ ରାତିରେ…
ଏମ୍ସରେ ୧୩ ଦଲାଲଙ୍କୁ ଗିରଫ କଲା ପୋଲିସ ,ଚଢା ଦରରେ ବିକୁଥିଲେ ଟିକେଟ୍
ଭୁବନେଶ୍ୱର,୪।୧୧(ବ୍ୟୁରୋ): ଭୁବନେଶ୍ୱର ଏମ୍ସରେ ପୋଲିସ ଶୁକ୍ରବାର ଚଢାଉ କରିଛି। ଏଥିରେ ୧୩ ଜଣ ଦଲାଲଙ୍କୁ ଗିରଫ କରିଛି। ଏହି ଦଲାଲମାନେ ରୋଗୀଙ୍କୁ ସହାୟତା ଦେବା ନାଁରେ ଟଙ୍କା ଲୁଟୁଥିଲେ। ଟିକେଟ୍ କାଉଣ୍ଟରରୁ ବିନା ମୂଲ୍ୟରେ ସଂଗ୍ରହ କରୁଥିବା ଟିକେଟକୁ ରୋଗୀଙ୍କ ସମ୍ପର୍କୀୟଙ୍କୁ…
Archives


