Advertisement

ଶେଷ ହେଲା ଖଗେଶ୍ୱରଙ୍କ ରିମାଣ୍ଡ ଅବଧି

ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କ ମାମଲା ଦିନକୁ ଦିନ ଲମ୍ବିବାରେ ଲାଗିଛି। ଗୁରୁବାର ତାଙ୍କ ସହଯୋଗୀ ଖଗେଶ୍ୱର ପାତ୍ରଙ୍କ ରିମାଣ୍ଡ ଅବଧି ଶେଷ ହୋଇଛି। ଖଗେଶ୍ୱରଙ୍କୁ ୩ ଦିନିଆ ରିମାଣ୍ଡରେ ଅଣାଯାଇ ପଚରାଉଚରା ପରେଧ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ କୋର୍ଟରେ ହାଜର କରିଛି।
କୋର୍ଟ ଚାଲାଣ ବେଳେ ଖଗେଶ୍ବର ପ୍ରତିକ୍ରିୟା ଦେଇ କହିଛନ୍ତି ”ମୁଁ ର୍ନିଦ୍ଦୋଶ, ସମୟକୁ ଅପେକ୍ଷା କର“।
ସୂଚୋନାଯୋଗ୍ୟ, ବେଆଇନ ଅର୍ଥ କାରବାର ମାମଲାରେ ଖଗେଶ୍ୱରଙ୍କୁ ଇଡି ଘରୁ ଉଠାଇନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩୧ ଯାଏ ଗ୍ରୀଷ୍ମପ୍ରବାହ:୧୧ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର, ୨୮।୫(ବ୍ୟୁରୋ): ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଉପକୂଳଠାରୁ ଆରମ୍ଭକରି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି।...

ମନ୍ଦିର ଗର୍ଭ ଗୃହରେ ଫାଟ

ସଜନାଗଡ଼,୨୩।୧୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରିଠାରୁ ୫କି.ମି. ଦୂର ସଜନାଗଡ଼ ଗ୍ରାମରେ ଅବସ୍ଥିତ ମା’ ଭୂଧାରଚଣ୍ଡୀଙ୍କ ମନ୍ଦିର ଏବେ ଅସୁରକ୍ଷିତ ଅବସ୍ଥାରେ। ମନ୍ଦିର ଦ୍ୱାରବନ୍ଧ ସହ ମୁଖ୍ୟ...

୩ ବର୍ଷ ପରେ ହେବ ଜଗାର ଖପୁରି ପ୍ରତିରୋପଣ

ଫୁଲବାଣୀ ଅଫିସ, ୪ା୭: ବହୁଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗାର ଖପୁରି ପ୍ରତିରୋପଣ ଆଉ ୩ ବର୍ଷ ପରେ ହେବ ବୋଲି ଦିଲ୍ଲୀ ଏମ୍‌ସ ଡାକ୍ତର ସ୍ପଷ୍ଟ...

ଏଟିଏମ୍‌ ଲୁଟ୍‌ ପରେ ଜାଳିଦେଲେ

ବାଲେଶ୍ୱର ଅଫିସ,୨୫ା୨: ବାଲେଶ୍ୱର ଜିଲା ବସ୍ତା ଥାନା ରାଜଘାଟର ପବନ ମାର୍କେଟ କମ୍ପ୍ଲେକ୍ସରେ ଥିବା ଏକ ଏଟିଏମ ଲୁଟ୍‌ ପରେ ଗୁରୁବାର ରାତିରେ ନିଆଁ ଲଗାଇ...

ଚନ୍ଦ୍ରଗ୍ରହଣରେ ଖାଦ୍ୟ ଖାଇବାକୁ ନେଇ ମାରପିଟ୍‌

ଭୁବନେଶ୍ୱର,୮।୧୧(ବ୍ୟୁରୋ): ଚନ୍ଦ୍ରଗ୍ରହଣରେ ଖାଦ୍ୟ ଖାଇବାକୁ ନେଇ ଭୁବନେଶ୍ୱରରେ ମଙ୍ଗଳବାର ହେତୁବାଦୀ-ଈଶ୍ୱରବାଦୀ ପରସ୍ପର ମୁହାଁମୁହିଁ ହୋଇଛନ୍ତି। ଲୋହିୟା ଏକାଡେମୀରେ ହେତୁବାଦୀଙ୍କ ପକ୍ଷରୁ ଏକ ଆଲୋଚନା ଚକ୍ରର ଆୟୋଜନ...

ଅନୁଗୋଳରେ ବର୍ଷା, ଲୋକେ ଆଶ୍ୱସ୍ତ: ଭିଜିଲା ଶୁଖିଲା କ୍ଷେତ

ଅନୁଗୋଳ ଅଫିସ, ୨୬।୭-ଅନୁଗୋଳରେ ଗୁରୁବାର ମଧ୍ୟାହ୍ନରେ ୨ ଘଣ୍ଟା ଧରି ମୂଷଳ ଧାରାରେ ବର୍ଷା ହୋଇଛି। ଏଥିଯୋଗୁ ଲାଗି ରହିଥିବା ଗରମ ଗୁଳୁଗୁଳିରୁ ସହରବାସୀ ମୁକ୍ତି...

ଖାକି କ୍ଷମତାର ଦୁରୁପଯୋଗ: ନିୟମ ଭାଙ୍ଗି ରଥଯାତ୍ରା ବୁଲିଥିଲେ ଜଣେ ଏସିପି, ଡିଏସ୍‌ପି

ଭୁବନେଶ୍ୱର,୨୮ା୬(ବ୍ୟୁରୋ): ବହୁ ବାଦବିବାଦ ଭିତରେ ସୁପ୍ରିମ୍‌କୋର୍ଟଙ୍କ ଅନୁମତି ପରେ ଗତ ୨୩ ତାରିଖରେ ପୁରୀରେ ବିନା ଭକ୍ତରେ ଅନୁଷ୍ଠିତ ହୋଇଥିଲା ରଥଯାତ୍ରା। ବିଶେଷକରି ଖୁବ୍‌କମ୍‌ ସମୟ...

ତରଭୁଜ ଲାଗି ବଜାର ବେବସ୍‌ତାର ଅଭାବ: କ୍ଷତି ସହୁଛନ୍‌ ଚାଷୀ, ଲାଭ ଉଠଉଛନ୍‌ ବେପାରୀ

  ଭବାନୀପାଟଣା,୨୪।୩ (ଡି.ଏନ୍‌.ଏ.)- ବଜାର ବେବସ୍‌ତା ଅଭାବୁ ଭାବାନୀପାଟଣା ଆର ଧର୍ମଗଡ଼ ଉପଖଣ୍ଡର ଚରଭୁଜ ଚାଷୀ ଯେନ୍‌ ହିସାବେ ଲାଭ ପାଏବାର କଥା ନାଇଁ ପାଉଥିବାର...

Advertisement
Archives

Model This Week