ମେଟ୍ରୋ

ନୂଆ ରୂପରେ ‘ଦି କ୍ରାଉନ’ ଭୁବନେଶ୍ୱର

ଭୁବନେଶ୍ୱର,୩।୭: (ଅଭୟ ଦାଶ): ସ୍ମାର୍ଟସିଟି ଭୁବନେଶ୍ୱରର ଜଣାଶୁଣା ହୋଟେଲ ‘ଦି କ୍ରାଉନ’ର ଆନୁଷ୍ଠାନିକ ଉଦଘାଟନୀ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ବିଶେଷ କରି ଦୀର୍ଘ ମାସ ହେବ ନବୀକରଣ ହେଉଥିବା କ୍ରାଉନ ଅତ୍ୟାଧୁନିକ ସୁବିଧା ସହ ନୂଆ ରୂପରେ ପୁନଃ ଆରମ୍ଭ…

ଖୋଜାଚାଲିଛି ୫୨ ମୃତକଙ୍କ ପରିଚୟ

ଭୁବନେଶ୍ୱର,୩।୭(ଅଭିଜିତ ଦାସ): ଗତ ଜୁନ୍‌ ୨ରେ କରମଣ୍ଡଳ ଟ୍ରେନ୍‌ ହାଓଡାରୁ ଚେନ୍ନାଇ ଅଭିମୁଖେ ଯାତ୍ରା କରୁଥିଲା। କିଏ ପରିବାର ସହ ଯାଉଥିଲା ତ ଆଉ କିଏ ସାଙ୍ଗସାଥିଙ୍କ ସହ ହସଖୁସିରେ ମଜି ଯାଇଥିଲେ। କିନ୍ତୁ ବାହାନଗା ରେଳଷ୍ଟେଶନ ନିକଟରେ ସବୁକିଛି ଛାରଖାର…

ଆବର୍ଜନାମୟ ମାର୍କେଟ ବିଲ୍ଡିଂ

ଭୁବନେଶ୍ୱର,୩।୭ (ବନ୍ଦନା ସେଠୀ): ୟୁନିଟ-୨ ମାର୍କେଟ ବିଲ୍ଡିଂ ସ୍ଥିତି ଏବେ ଦୟନୀୟ ହୋଇପଡିଛି। ସବୁଠି ଅଳିଆ ଭର୍ତ୍ତି ହୋଇଥିବାବେଳେ ମାର୍କେଟ ଆସୋସିଏଶନ୍‌ ପକ୍ଷରୁ ସଫେଇ କାର୍ଯ୍ୟ ବନ୍ଦ ରହିଛି। ଅସ୍ଥାୟୀ ବ୍ୟବସାୟୀମାନେ ବସୁଥିବା ସ୍ଥାନକୁ ସଫା ନକରି ଚାଲିଯାଉଛନ୍ତି। ଫଳରେ ଏଣେତେଣେ…

ଡେଙ୍ଗୁ ହଟ୍‌ସ୍ପଟ୍‌ ଭୁବନେଶ୍ୱର

ଭୁବନେଶ୍ୱର,୩।୭ (ବନ୍ଦନା ସେଠୀ): ରାଜ୍ୟରେ କାୟା ମେଲାଉଛି ଡେଙ୍ଗୁ। ଆଉ ଡେଙ୍ଗୁର ହଟ୍‌ସ୍ପଟ୍‌ ପାଲଟିଛି ରାଜଧାନୀ ଭୁବନେଶ୍ୱର। ଜୁଲାଇ ୧ ସୁଦ୍ଧା ରାଜ୍ୟରୁ ୧୭୫ଜଣ ଡେଙ୍ଗୁରୋଗୀ ଚିହ୍ନଟ ହୋଇଥିବାବେଳେ ସେଥିରୁ ସର୍ବାଧିକ ୯୨ଜଣ ଭୁବନେଶ୍ୱରରୁ ରହିଥିଲେ। ତେବେ ରବିବାର ସୁଦ୍ଧା ଭୁବନେଶ୍ୱରରେ…

ଗୁଳୁଗୁଳି ଜାରି, ଆଜିଠୁ ବର୍ଷା ବଢ଼ିବ

ଭୁବନେଶ୍ୱର,୩ା୭(ଅନୁରାଧା ମହାରଣା): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସାରା ଦେଶକୁ ଅଗ୍ରସର ହୋଇଛି। ତେବେ ଓଡ଼ିଶାରେ ମୌସୁମୀ ପ୍ରବାହ ଦୁର୍ବଳ ରହୁଥିବାରୁ ଦିନରେ ଆର୍ଦ୍ରତା ଯଥେଷ୍ଟ ଅଧିକ ରହୁଛି। ତେଣୁ ରାଜ୍ୟର ବିଭିନ୍ନ ଜିଲାରେ ଟାଇଁଟାଇଁ ଖରା ସହ ଗୁଳୁଗୁଳି ଅନୁଭୂତ ହେଉଛି।…

ଦେବଦତ୍ତ ବିଓବିର ନୂତନ ପରିଚାଳନା ନିର୍ଦ୍ଦେଶକ

ଭୁବନେଶ୍ୱର,୨।୭: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି)ର ନୂତନ ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦେବଦତ୍ତ ଚାନ୍ଦ ଶନିବାର କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଚାନ୍ଦ ଏହା ପୂର୍ବରୁ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ଏପରିକି ବିଓବିର…

ଲକ୍ଷାଧିକ ଭକ୍ତଙ୍କୁ ଜେଏସ୍‌ପି ଫାଉଣ୍ଡେଶନର ସହାୟତା

ଭୁବନେଶ୍ୱର,୨।୭: ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର(ଜେଏସ୍‌ପି)ର ସମାଜ କଲ୍ୟାଣ ସଂସ୍ଥା ଜେଏସ୍‌ପି ଫାଉଣ୍ଡେଶନ ପକ୍ଷରୁ ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କୁ ରନ୍ଧାଖାଦ୍ୟ, ଥଣ୍ଡା ପାନୀୟ ଜଳ ଓ ଗ୍ଲୁକୋଜ ଆଦି ଯୋଗାଇ ଦିଆଯାଇଥିଲା। ଏପରିକି ଫାଉଣ୍ଡେଶନର ଚେୟାରପର୍ସନ ଶାଲୁ…

ରିଜର୍ଭ ବ୍ୟାଙ୍କର ନୂତନ କ୍ଷେତ୍ରୀୟ ନିର୍ଦ୍ଦେଶକ

ଭୁବନେଶ୍ୱର,୨।୭: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ଓଡ଼ିଶା କ୍ଷେତ୍ରୀୟ କାର୍ଯ୍ୟାଳୟର ନୂତନ କ୍ଷେତ୍ରୀୟ ନିର୍ଦ୍ଦେଶକ ଭାବେ ଡ. ସାରଦା ପ୍ରସନ୍ନ ମହାନ୍ତି ଶନିବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ଡ. ମହାନ୍ତି ଆର୍‌ବିଆଇର ମୁମ୍ବାଇ ମୁଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିଲେ।…

ଅଭିଜ୍ଞ ଡାକ୍ତରଙ୍କୁ ଅରୁନ୍ଧତୀର ସମ୍ବର୍ଦ୍ଧନା

ଭୁବନେଶ୍ୱର,୨।୭: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଅରୁନ୍ଧତୀ ଜୁଲଏର୍ସ ପକ୍ଷରୁ ଶନିବାର ଅନ୍ତର୍ଜାତୀୟ ଡକ୍ଟରସ୍‌ ଡେ ପାଳିତ ହୋଇଯାଇଛି। ଏପରିକି ଅରୁନ୍ଧତୀ ଜୁଏଲର୍ସର ସମସ୍ତ ଶୋ’ରୁମ୍‌ରେ ମଧ୍ୟ ଡକ୍ଟରସ୍‌ ଡେ ପାଳନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଅରୁନ୍ଧତୀ ଜୁଏଲର୍ସର ଏକ୍ସକ୍ଲୁସିଭ ଶୋ’ରୁମ୍‌ଗୁଡିକରେ…

ଦ୍ୱିତୀୟ ଦିନରେ ୧୩ ମୃତଦେହ ହସ୍ତାନ୍ତର

ଭୁବନେଶ୍ୱର,୨।୭(ଅଭିଜିତ ଦାସ୍‌)ଜୁନ୍‌ ୨ ବାଲେଶ୍ୱର ବାହନଗା ଷ୍ଟେଶନ ନିକଟରେ ଘଟିଥିବା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣାକୁ ଶନିବାର ଏକ ମାସ ପୂରିଛି। ହେଲେ ଏଯାଏ ମୃତଦେହ ଚିହ୍ନଟ ଓ ହସ୍ତାନ୍ତର ପ୍ରକ୍ରିୟା ସରୁନାହିଁ। ଇତିମଧ୍ୟରେ ଏମ୍‌ସରେ ରଖାଯାଇଥିବା ୮୧ ମୃତଦେହ ମଧ୍ୟରୁ ୨୯ଟିର…

ପୁରୀରୁ କାକଟପୁର ମୋ ବସ୍‌ ସେବା ଆରମ୍ଭ

ପୁରୀ,୨।୭(ଅଜିତ୍‌ ମହାନ୍ତି)ଜୁଲାଇ ୧ଠାରୁ ବିଧିବଦ୍ଧ ଭାବେ ପୁରୀରୁ କାକଟପୁର ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଦାରା ମୋ ବସ୍‌ ସେବା ଆରମ୍ଭ ହୋଇଯାଇଛି। ଏହି ବସ୍‌ ଭାୟା ବାଲିଘାଇ ଛକ ଓ କୋଣାର୍କ ହୋଇ ଯାତାୟାତ କରିବ। କୋଣାର୍କ ଏକ ଅନ୍ତର୍ଜାତୀୟସ୍ଥରୀୟ ପର୍ଯ୍ୟଟନସ୍ଥଳୀ,…

ଆଜି ମହାପ୍ରଭୁଙ୍କୁ ଲାଗି ହେବ ନୀଳାଚଳ ଅବଢ଼ା

ପୁରୀ,୨।୭(ଅଜିତ୍‌ ମହାନ୍ତି)ନବଦିନାମତ୍କ ଘୋଷଯାତ୍ରା ସାରି ମହାପ୍ରଭୁ ଶ୍ରୀଜଗନ୍ନାଥ ଭଉଣୀଭାଇଙ୍କ ସହ ଏବେ ଶ୍ରୀମନ୍ଦିର ରତ୍ନସିଂହାସନରେ ଗୋଟି ପହଣ୍ଡିରେ ବିଜେ କରିଛନ୍ତି। ସ୍ନାନପୂର୍ଣ୍ଣିମାଠାରୁ ଶୂନ୍ୟ ପଡ଼ିଥିବା ଶ୍ରୀମନ୍ଦିର ରତ୍ନବେଦି ମହାପ୍ରଭୁଙ୍କ ବିଜେ ପରେ ପୁଣି ଶ୍ରୀମନ୍ଦିର ପୂର୍ଣ୍ଣ ହୋଇଉଠିଛି। ମହାପ୍ରଭୁ ଶ୍ରୀମନ୍ଦିରକୁ ବିଜେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?